October 19, 2024

Odia Express

Leading Odia News Portal of Odisha

Road ଉପରେ ପରିବା ବିକ୍ରି କରୁଥିବା ବେଳେ ଦେଖାଯାଇଥିଲେ ଆଇଏଏସ୍ Officer , ଜାଣନ୍ତୁ କଣ ଥିଲା ଏମିତି ଅସୁବିଧା

ଭାରତୀୟ ପ୍ରଶାସନିକ ସେବା(IIS) ଅଧିକାରୀ ପଦ ବହୁତ ବଡ ହୋଇଥାଏ । ଏହି ପୋଷ୍ଟ ହାସିଲ୍ କରିବା ପାଇଁ ବହୁତ ଲୋକ ଦିନ ରାତି ପାଠ ପଢିଥାନ୍ତି, ଏମିତିରେ ଟିକିଏ ଭାବନ୍ତୁ ଯେବେ ଆପଣଙ୍କୁ ଏକ ଆଇଏଏସ୍ ଅଧିକାରୀ ପରିବା ବିକ୍ରି କରୁଥିବାର ଦେଖାଯାଆନ୍ତି । ଆପଣ ଟିକିଏ ଭାବନ୍ତୁ ଆପଣ ବଜାରରୁ ପରିବା ଆଣନ୍ତି, ଆପଣଙ୍କୁ ପରିବା ପସନ୍ଦ ଆସିଯାଏ , ଓ ଆପଣ ପଇସା ଦେଇକରି ପରିବା ଘରକୁ ଆଣନ୍ତି, କିନ୍ତୁ ପରେ ଆପଣଙ୍କୁ ଲାଗିଥାଏ କି ଆପଣ ଯେଉଁ ବ୍ୟକ୍ତି ଠାରୁ ପରିବା ଆଣିଛନ୍ତି ସେ ଆଉ କିଏ ନୁହେଁ ଆଇଏଏସ୍ ଅଧିକାରୀ ଅଟନ୍ତି, ଏହା ଆପଣ ଜାଣିନିଅନ୍ତୁ କି ଗୋଟେ ମୁହୁର୍ତ୍ତ ପାଇଁ ଆପଣ ଚକିତ ହୋଇଯିବେ । ଗତ ଦିନ ୟୁପିରେ ଏମିତି ଏକ ଘଟଣା ଲୋକଙ୍କୁ ଦେଖିବାକୁ ମିଳିଥିଲା

ଏଠାରେ ଏକ ଆଇଏଏସ୍ ଅଧିକାରୀ ପରିବା ବିକ୍ରି କରିବାର ଦେଖାଯାଇଥିଲା, ସେହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିଲା, ପରେ ଏହି ଆଇଏଏସ୍ ଅଧିକାରୀ ସଫାଇ ବି ଦେଇଥିଲେ, ଯେଉଁଥିରେ ଲୋକଙ୍କର ଏହି ଫଟୋରେ ଅସଲି କାରଣ ବି ପଚାରିଥିଲେ । ଭାଇରାଲ୍ ଫଟୋରେ ଦେଖିପାରିବେ କି ଆଇଏଏସ୍ ଅଧିକାରୀ ଦୋକାନୀ ଉପରେ ଟମାଟର , ତରାଇ, ବାଇଗଣ, ଲୋକି ଧନିଆଁ ଲଙ୍କା ପରି ପରିବା ବିକ୍ରି କରୁଥିବାର ଦେଖାଯାଇଛି, ସେମିତି ଗ୍ରାହକଙ୍କ ଆକାର ତାଙ୍କ ଠାରୁ ପରିବା କିଣୁଛନ୍ତି, ଫଟୋରେ ଦୋକାନୀ ଟୀକିଏ ଦୁରରେ ଥିବା ଆଇଏଏସ୍ ଙ୍କ ଜୋତା ବି ଦେଖାଯାଉଛି

ଏହି ଫଟୋ ଭାଇରାଲ୍ ହେବା ପରେ କିଏ ବି ଭାବିବସିବ କି ଜଣେ ଆଇଏଏସ୍ ଅଧିକାରୀ ପରିବା ବିକ୍ରି କରିବାର ପଛରେ କଣ କାରଣ ଅଛି, ମଜାଦାର୍ କଥା ଏହା କି ଆଇଏଏସ୍ ରାତିରେ ଫଟୋ ନିଜ ଫେସବୁକ୍ ଏକାଉଣ୍ଟରେ ସେୟାର୍ କରିଥିଲେ, କିନ୍ତୁ ଆଗାମୀ ଦିନ ଏହାକୁ ଡିଲିଟ୍ କରିଦେଲେ, ଏହି ଫଟୋ ଏତେ ଅଧିକା ଭାଇରାଲ୍ ହୋଇଥିଲା କି ଏବେ ବହୁତ ଲୋକଙ୍କ ପାଖରେ ପହଞ୍ଚିସାରିଛି ।

ଯେବେ ଫଟୋରେ ଭାଇରାଲ୍ ହୋଇଥିବା ଆଇଏଏସ୍ ଅଖିଲେଶ ମିଶ୍ରଙ୍କ ସଫାଇ ଦେବାକୁ ପଡିଥିଲା, ସେ କହିଲେ କି ସେ କେଉଁ ସରକାରୀ କାମରେ ପ୍ରୟାଗରାଜ ଯାଇଥିଲେ, ଏଠାରେ ଫେରିବା ସମୟରେ ପରିବାକିଣିବାପାଇଁ ଏକ ଦୋକାନରେ ରହିଗଲେ, ପରିବା ବିକ୍ରେତା ଜଣେ ବୃଦ୍ଧ ମହିଳା ଥିଲେ, ସେ ଆଇଏଏସ୍ ଅଧିକାରୀଙ୍କୁ ବିନତି କରିଥିଲେ କି ତାଙ୍କ ପରିବାକୁ ନଜର ରଖିବେ ତାଙ୍କ ଛୁଆ କେଉଁ ଆଡେ ଚାଲିଯାଇଥିଲା, ଏମିତିରେ ସେ କିଛି ସମୟ ମଧ୍ୟରେ ଫେରି ଆସିବାକୁ କହିଚାଲିଯାଇଥିଲେ ,ଏହାପରେ ଆଇଏଏସ୍ ଏମିତି ଦୋକାନରେ ବସିପଡିଥିଲେ

ଏହି ମଧ୍ୟରେ ବହୁତ ଗ୍ରାହକ ପରିବା କିଣିବାକୁ ଆସିଥିଲେ, ପରିବା ବିକ୍ରେତା ମହିଳା କିଛି ସମୟରେ ସେଠାକୁ ଆସିଗଲେ । ଯେବେ ଏହା ସବୁ ହେଉଥିଲା ସେହି ସମୟରେ ତାଙ୍କର ଜଣେ ବନ୍ଦୁ ଏହି ଆଇଏଏସ୍ ଅଧିକାରୀଙ୍କ ପରିବା ଦୋକାନରେ ବସିଥିବା ଫଟୋକୁ ଉଠାଇନେଇଥିଲେ, ଏହି ବନ୍ଧୁ ତାଙ୍କ ମୋବାଇଲ୍ ରୁ ଫେସବୁକ୍ ରେ ଏହାକୁ ପୋଷ୍ଟ କରିଦେଲେ, ଯେବେ ଆଗାମୀ ଦିନ ଆଇଏଏସ୍ ନିଜ ଫଟୋ ଦେଖିଲେ ତେବେ ଏହାକୁ ତୁରନ୍ତ ହଟାଇଦେବାକୁ କହିଲେ, ଏବେ ସେହି ଫଟୋ ସବୁ ଆଡେ ଭାଇରାଲ୍ ହୋଇସାରିଛି, ଓ ଏବେ ଆଇଏଏସ୍ ଅଧିକାରୀ ସବୁ ଆଡେ ଚର୍ଚ୍ଚିତ ହୋଇସାରିଛନ୍ତି ।

ଆଇଏଏସ୍ ଅଖିଲେଶ ମିଶ୍ରା ଙ୍କ ଇମେଜ୍ ୟୁପିର ବ୍ୟୁରୋକ୍ରେସି ରେ ଏକ ଆକ୍ଟିଭ୍ ଅଧିକାରୀ ଅଛି , କୁହାଯାଉଛି କି ବହୁତ ସାଧାରାଣ ଲୋକଙ୍କ ସହ ସେ ଯୋଡି ହୁଅନ୍ତି, ଓ ତାଙ୍କର ସମସ୍ୟା ସମାଧାନ କରିବାରେ ଲାଗିଥାନ୍ତି, ଏହା ଛଡା ସେ ସାହିତିକ ଓ ସମସାମାୟିକ ପରିଚର୍ଚ୍ଚାରୁ ଭାଗ ନିଅନ୍ତି, ସେମିତି ଆଇଏଏସ୍ ଅଧିକାରୀ ଏହି ଦୋକାନରେ ପରିବା ବିକ୍ରି କରିବା ଦେଖି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାଇବେ ।

Leave a Reply

Your email address will not be published. Required fields are marked *