October 25, 2024

Odia Express

Leading Odia News Portal of Odisha

ଇଣ୍ତିଆନ୍ ଆଇଡଲ୍ ୧୨ ର Winner ପବନଦୀପ ରାଜନ୍ ଙ୍କୁ ମିଳିସାରିଛି ନୁଆ ପରିଚୟ,ଜାଣନ୍ତୁ କେତେ ସଂମ୍ପତ୍ତିର ଅଛନ୍ତି ଏବେ ମାଲିକ

ପବନଦୀପ ରାଜ ଗତ ସପ୍ତାହ ରବିବାରକୁ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ବିଜେତା ଘୋଷିତ ହୋଇଥିଲେ, ଏତେ ସଫଳତା କମ୍ ବୟସରେ ହୋଇପାରିନଥାଏ, ପବନଦୀପଙ୍କ ସଫଳତା ପାଇଁ ପୁରା ଉତ୍ତରାଖଣ୍ତ ଶୁଭକାମନା ଓ ମାନସିକ ରଖିଥିଲେ, ପବନଦୀପ ନିଜ ମଧୁର ଆବାଜ୍ ରୁ ଜର୍ଜଙ୍କ ସହ ସମସ୍ତଙ୍କ ହୃଦୟକୁ ଜିତିପାରିଥିଲେ, କିନ୍ତୁ ଏକ ଇଣ୍ଟରଭ୍ୟୁରେ ସେ କହିଲେ କି ସେ ଏହି ଜିତ୍ ରୁ ଭଲ ଅନୁଭବ କରୁନାହାନ୍ତି, ତାଙ୍କର ମାନିବା କଥା ଅନ୍ୟ କିଏ ଏହି ଜିତ୍ ର ହକଦାର୍ ଥିଲା ,ବିଜେତା ଘୋଷିତ ହେବା ସହ ପବନଦୀପ ରାଜନଙ୍କୁ ୨୫ ଲକ୍ଷର ଏକ କାର୍ ଉପହାର ସ୍ୱରୁପ ପ୍ରଦାନ କରାଯାଇଥିଲା, ଆଜି ଆମେ ଏହି ପୋଷ୍ଟରେ ଏହା କହିବୁ କି ପବନଦୀପ ରାଜନଙ୍କ କେତେ ସଂମ୍ପତ୍ତି ଅଛି ।

ପବନଦୀପ ରାଜନ୍ ଉତ୍ତରାଖଣ୍ତର ପ୍ରଥମ ଲୋକ ଗାୟିକା ସ୍ୱର୍ଗୀୟ କବୁତରି ଦେବୀଙ୍କ ନାତି ଅଟନ୍ତି, ଓ ତାହା ସହ ତାଙ୍କ ବାପା ଉତ୍ତରାଖଣ୍ତର ଲୋକ ଗାୟକ ଅଟନ୍ତି, ପ୍ରସିଦ୍ଧ କୁମାଉନି ଲୋକଗାୟକ ସୁରେଶ ରାଜନଙ୍କ ପୁଅ ପବନଦୀପଙ୍କ ଜନ୍ମ ୨୭ ଜୁଲାଇ ୧୯୯୬ କୁ ଉତ୍ତରାଖଣ୍ତର ଚମ୍ପାବତ ଜିଲ୍ଲାରେ ହୋଇଥିଲା । ପବନଦୀପଙ୍କ ଛଡା ତାଙ୍କ ଘରେ ଆଉ ଦୁଇ ଜଣ ଭଉଣୀ ଅଛନ୍ତି, ଯାହାଙ୍କୁ ସେ ଇଣ୍ତିଆନ୍ ଆଇଡଲ୍ ମଞ୍ଚରେ ସପୋର୍ଟ କରୁଥିବାର ଦେଖାଯାଇଛି, ପବନଦୀପ ନିଜ ପ୍ରାଥମିକ ଶିକ୍ଷା ୟୁନିଭରସିଟି ସିନିୟର୍ ସେକେଣ୍ତାରୀ ସ୍କୁଲ୍, ଚମ୍ପାବତରୁ ପୁରା କରିଥିଲେ, ଓ ପବନଦୀପ ଙ୍କୁ ଛୁଆବେଲରୁ ଗାଇବାର ବହୁତ ସଉକ ଥିଲା, ପବନଦୀପଙ୍କୁ ଗୀତାର୍, କିବୋର୍ଡ, ପିଆନୋ, ସହ ଢୋଲକ ପରି ବହୁତ ସଂଗୀତ ବାଘଯନ୍ତ୍ର ବଜାଇବା ପସନ୍ଦ ଆସେ ।

କଲେଜ ଦିନରୁ ପବନଦୀପ ରାଜନ୍ କଲେଜର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ, ସେ କାର୍ଯ୍ୟକ୍ରମରେ ଗୀତ ଗାଉଥିଲେ, ଓ ବାଘଯନ୍ତ୍ର ବଜାଉଥିଲେ, ସେହି ସମୟରେ ତାଙ୍କୁ ଇଣ୍ତିଆନ୍ ଆଇଡଲ୍ ବିଷୟରେ ସୁଚନା ମିଳିଲା, ଓ ସେ ଇଣ୍ତିଆନ୍ ଆଇଡଲ୍ ଯାଇକରି ଅଡିସନ୍ ଦେଲେ, ଯାହାପରେ ଶୋରେ ତାଙ୍କ ସିଲେକ୍ସନ୍ ହୋଇଗଲା, ସେ ନିଜ ସିଙ୍ଗିଙ୍ଗ୍ ରୁ ନୁହେଁ ବରଂ ନିଜ ଡ୍ୟାସିଙ୍ଗ୍ ଲୁକ୍ କାରଣରୁ ଚର୍ଚ୍ଚାରେ ରହୁଥିଲେ, ଏହା ଛଡା ଶୋର ତାଙ୍କର ଓ ଅରୁଣିମାଙ୍କ ବନ୍ଧୁତା ପସନ୍ଦ କରାଯାଉଥିଲା ।

କହିଦେବୁ କି ପବନଦୀପ ୨୦୧୫ ରେ ଆଉ ଏକ ଶୋ ଦି ଭଏସ୍ ଅଫ୍ ଇଣ୍ତିଆରେ ବି ଜିତ୍ ହାସିଲ୍ କରିଥିଲେ, ଏହି ଶୋରୁ ଜିତ୍ ହାସିଲ୍ କରିବା ସହ୍ ତାଙ୍କୁ ୫୦ ଲକ୍ଷ ସହ ଏକ ଅଲଟୋ କାର୍ ପୁରସ୍କାର ଭାବେ ଦିଆଯାଇଥିଲା, ଏବେ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ଜିତିବାପରେ ତାଙ୍କ ସଂମ୍ପତ୍ତି ଓ ଫ୍ୟାନ୍ ଫଲୋଇଙ୍ଗ୍ ଦୁହେଁ ବଢିଛି, ପବନଦୀପଙ୍କ ସଂମ୍ପତ୍ତି ବିଷୟରେ କିଛି ସୁଚନା ମିଳିପାରିନାହିଁ, କିନ୍ତୁ ଗୋଟେ ମିଡିଆ ରିପୋର୍ଟ ଅନୁସାରେ ତାଙ୍କ ସମୁଦାୟ ସଂମ୍ପତ୍ତି ୭୫ ଲକ୍ଷ ରୁ ୧ କୋଟି ମଧ୍ୟରେ ଅଛି, ଏହା ଛଡା ତାଙ୍କ ପାଖରେ ଏକ ଏକ୍ସୟୁଭି ୫୦୦ ଗାଡି ବି ଅଛି, ସେ ନିଜ ଦମଦାର୍ ଗୀତ ଦମ୍ ରେ ଲକ୍ଷାଧିକ ଲୋକଙ୍କ ହୃଦୟରେ ଜାଗା ବନାଇପାରିଛନ୍ତି ।

Leave a Reply

Your email address will not be published. Required fields are marked *