October 19, 2024

Odia Express

Leading Odia News Portal of Odisha

ବଲିଉଡ୍ ର ଏହି ଲୋକପ୍ରିୟ ଅଭିନେତାଙ୍କ ସ୍ତ୍ରୀମାନଙ୍କୁ ଦରକାର ନାହିଁ Stardum, ରହନ୍ତି ଲାଇମ୍ ଲାଇଟ୍ ଓ ମିଡିଆରୁ ଦୁରରେ

ବଲିଉଡ୍ ଇଣ୍ତଷ୍ଟ୍ରିର କଳାକାର ଆସିବା ଦିନରୁ ନାନାପ୍ରକାରର ଚର୍ଚ୍ଚିତ ହୋଇରହିଥାନ୍ତି, ଓ ସେମିତି ଏହି କଳାକାରଙ୍କ ସହ ଏମାନଙ୍କ ପରିବାର ଲୋକ ଓ ଖାସ୍ କରି ଏମାନଙ୍କ ଲାଇଫ୍ ପାର୍ଟନର ବି ଲାଇମ୍ ଲାଇଟ୍ ରେ ରହିଥାନ୍ତି କିନ୍ତୁ ଆମର ବଲିଉଡ୍ ରେ ବହୁତ ଏମିତି ଷ୍ଟାର୍ ଅଛନ୍ତି ଯିଏକି ନିଜକୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ବହୁତ ବଡ ସୁପରଷ୍ଟାର୍ ଅଟନ୍ତି କିନ୍ତୁ ଏମାନଙ୍କ ସ୍ତ୍ରୀମାନେ ବଲିଉଡ୍ ଇଣ୍ତଷ୍ଟ୍ରିରେ ଅନଲାଇନ୍ ଲାଇଟ୍ ରୁ ଦୁରରେ ରହନ୍ତି, ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟରେ କେଉଁ କେଉଁ ଅଭିନେତାଙ୍କ ନାଁ ସାମିଲ୍ ଅଛି ।

୧) ସନି ଦେଓଲ ଙ୍କ ସ୍ତ୍ରୀ ପୁଜା ଦେଓଲ- ୮୦ ଓ ୯୦ ଦଶକର ଜଣାଶୁଣା ସୁପରଷ୍ଟାର୍ ସନିଦେଓଲ ଙ୍କ ନ୍ଁ ଏହି ଲିଷ୍ଟରେ ସାମିଲ୍ ଅଛି, ଓ ସନିଦେଓଲ ନିଜ ଦମଦାର୍ ଅଭିନୟର କାରଣରୁ ଦେଶରେ ନୁହେଁ ବରଂ ପୁରା ଦୁନିଆଁରେ ଲୋକପ୍ରିୟ ହୋଇଛନ୍ତି, କିନ୍ତୁ ସେମିତି କଥା ହେବା ସନିଦେଓଲଙ୍କ ସ୍ତ୍ରୀ ପୁଜା ଦେଓଲଙ୍କ ତେବେ ପୁଜା ଦେଓଲ ନିଜକୁ ଏଠାରୁ ଦୁରେଇ ରହିବାକୁ ପସନ୍ଦ କରନ୍ତି, ଓ ସେମିତି ମିଡିଆକୁ ବି ମୁସକିଲ୍ ରେ ଗୋଟେ କିମ୍ବା ଦୁଇ ଥର ପୁଜା ଦେଓଲଙ୍କ ଝଲକ ଦେଖିବାକୁ ମିଳିଛି ।

୨) ସୋନୁ ସୁଦଙ୍କ ସ୍ତ୍ରୀ ସୋନାଲି ସୁଦ- ବଲିଉଡ୍ ସହ ରିୟଲ ଲାଇଫ୍ ରେ ହିରୋ ହୋଇସାରିଥିବା ସୋନୁ ସୁଦଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ଅଛି, ଓ ମହଜୁଦା ସମୟରେ ସୋନୁ ସୁଦ ନିଜ ଦେଶରେ ନୁହେଁ ବରଂ ପୁରା ଦୁନିଆଁରେ ଲୋକପ୍ରିୟତା ପାଇସାରିଛନ୍ତି, ଓ ସେମିତି କଥା ହେବା ସୋନୁ ସୁଦଙ୍କ ସ୍ତ୍ରୀ ସୋନାଲି ତେବେ ସେ ମିଡିଆ ଓ ଲାଇମ୍ ଲାଇଟ୍ ରୁ ଦୁରରେ ରୁହନ୍ତି, ସେମିତି ସୋନାଲି ସୋନୁ ସୁଦଙ୍କ ସହ ପାର୍ଟିରେ କିମ୍ବା ପବ୍ଲିକ୍ ପ୍ଲେସେସରେ ଦେଖାଯାଏ ।

୩) ପଙ୍କଜ ତ୍ରିପାଠି ଓ ତାଙ୍କ ସ୍ତ୍ରୀ ମୃଦୃଳା ତ୍ରିପାଠି- ବଲିଉଡ୍ ର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠିଙ୍କ ନାଁ ଏହି ଲିଷ୍ଟରେ ଲୋକପ୍ରିୟ ହୋଇଛି, ଓ ପଙ୍କଜ ତ୍ରିପାଠି ନିଜ ସଫଳତାର ଶ୍ରେୟ ନିଜ ସ୍ତ୍ରୀ ମୃଦୁଳା ତ୍ରିପାଠିଙ୍କୁ ଦିଅନ୍ତି, ପେଶାରେ ପଙ୍କଜ ତ୍ରିପାଠିଙ୍କ ସ୍ତ୍ରୀ ମୃଦୁଳା ଏକ ସ୍କୁଲ ଶିକ୍ଷୟତ୍ରୀ ଅଟନ୍ତି, ଓ ସେମିତି ସଂଘର୍ଷ ଦିନରେ ମୃଦୁଳା ନିଜ ସ୍ୱାମୀ ପଙ୍କଜଙ୍କ ପୁରା ସାଥ୍ ଦେଲେ, ଓ ଆଜି ପଙ୍କଜ ତ୍ରିପାଠି ସଫଳ ଅଭିନେତା ହୋଇସାରିଛନ୍ତି, କିନ୍ତୁ ସେମିତି ତାଙ୍କ ସ୍ତ୍ରୀ ମୃଦୁଳା ଲାଇମ୍ ଲାଇଟ୍ ରୁ ନିଜକୁ ଦୁରରେ ରଖିବାକୁ ପସନ୍ଦ କରନ୍ତି ।

୪) ମନୋଜ ବାଜପେୟୀ ଓ ତାଙ୍କ ସ୍ତ୍ରୀ ଶବାନା ରଜା- ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ଙ୍କ ନାଁ ଏହିଲିଷ୍ଟରେ ଅଛି, ତାଙ୍କ ସ୍ତ୍ରୀଙ୍କ ନାଁ ଶବାନା ରଜା ଅଟେ, ଗୋଟେ ସମୟରେ ଶବାନା ରଜା ବଲିଉଡ୍ ଅଭିନେତ୍ରୀ ରହିସାରିଥିଲେ, କିନ୍ତୁ ବିବାହ ପରେ ଶବାନା ରଜା ଫିଲ୍ମରୁ ଦୁରେଇ ଗଲେ ଓ ଏବେ ଲାଇମ୍ ଲାଇଟ୍ ରୁ ଦୁରେଇ ରହୁଛନ୍ତି ।

୫) ବିବେକ ଓବରାୟଙ୍କ ସ୍ତ୍ରୀ ପ୍ରିୟଙ୍କା ଅଲବା- ବଲିଉଡ୍ ଜଣାଶୁଣା ଅଭିନେତା ବିବେକ ଓବରାୟଙ୍କ ସ୍ତ୍ରୀନ ନାଁ ପ୍ରିୟଙ୍କା ଅଲବା ଅଟେ, ପ୍ରିୟଙ୍କା ସହ ବିବେକ ଓବରାୟ ଆରେଞ୍ଜ ମ୍ୟାରେଜ୍ କରିଥିଲେ, ସେମିତି ତାଙ୍କ ସ୍ତ୍ରୀ ପ୍ରିୟଙ୍କା ନିଜକୁ ଲାଇମ୍ ଲାଇଟ୍ ରୁ ଦୁରରେ ରହିବା ପସନ୍ଦ୍ କରନ୍ତି, ଓ ନିଜ ପୁରା ସମୟ ପରିବାର ଓ ଛୁଆଙ୍କୁ ଦେଇଥାନ୍ତି ।

୬) ଜନ୍ ଆବ୍ରାହମ୍ ଓ ପ୍ରିୟା ରୁଞ୍ଚାଲ୍- ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍ ଙ୍କ ସ୍ତ୍ରୀ ପ୍ରିୟା ରୁଞ୍ଚାଲ୍ ଅଟେ, ଓ ପେଶାରେ ପ୍ରିୟା ଏକ ଇନଭେଷ୍ଟମେଣ୍ଟ ବ୍ୟାଙ୍କର୍ ଅଟନ୍ତି ଓ ଫାଇନାସିଆଲ୍ ଆନାଲିଷିଷ୍ଟ ଅଟନ୍ତି, ଓ ସେମିତି ପ୍ରିୟା ରୁଞ୍ଚାଲ ବି ନିଜକୁ ମିଡିଆ ଓ ଲାଇମ୍ ଲାଇଟ୍ ରୁ ଦୁରେଇ ରହିବା ପସନ୍ଦ କରନ୍ତି, ଓ ସେମିତି ନିଜ ସ୍ୱାମୀଙ୍କ ପରି ବହୁତ ପ୍ରାଇଭେଟ୍ ପର୍ସନ ଅଟନ୍ତି ।

୭) ଶରମନ ଜୋଶୀ ଓ ତାଙ୍କ ସ୍ତ୍ରୀ ପ୍ରେରଣା ଚୋପ୍ରା- ବଲିଉଡ୍ ଅଭିନେତା ଶରମନ ଜୋଶୀ ଙ୍କ ନାଁ ଏହି ଲିଷ୍ଟରେ ସାମିଲ୍ ଅଛି, ଓ ସେମିତି ସରମନ ଜୋଶି ବଲିଉଡ୍ ର ଜଣାଶୁଣା ଅଭିନେତା ପ୍ରେମଚୋପ୍ରାଙ୍କ ଝିଅ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିଛନ୍ତି, ସେମିତି ପ୍ରେରଣା ଏକ ଷ୍ଟାର୍ କିଡ୍ ଓ ଏକ ଅଭିନେତାଙ୍କ ସ୍ତ୍ରୀ ହେବା ସତ୍ତ୍ୱେ ବି ମିଡିଆ ଓ ଲାଇମ୍ ଲାଇଟ୍ ରୁ ଦୁରରେ ରହନ୍ତି ।

୮) ଆର୍ ମାଧବନ ଓ ତାଙ୍କ ସ୍ତ୍ରୀ- ସରିତା ବିର୍ଜେ- ବଲିଉଡ୍ ଅଭିନେତା ମାଧବନଙ୍କ ସ୍ତ୍ରୀ ଙ୍କ ନାଁ ସରିତା ଅଟେ, ଓ ଏକ ଷ୍ଟାର୍ ଙ୍କ ସ୍ତ୍ରୀ ହେବା ସତ୍ତ୍ୱେ ସରିତା ନିଜକୁ ଗ୍ଲାମର୍ ୱାର୍ଲଡ୍ ରୁ ଦୁରରେ ରଖନ୍ତି ।

Leave a Reply

Your email address will not be published. Required fields are marked *