October 19, 2024

Odia Express

Leading Odia News Portal of Odisha

ଯେବେ ରିପୋର୍ଟର୍ ନିରଜ୍ ଚୋପ୍ରାଙ୍କୁ ପଚାରିଲେ କି ତାଙ୍କ Girlfriend ବିଷୟରେ , ତେବେ ନିରଜ୍ ଚୋପ୍ରା ଜବାବ୍ ରେ ଜିତିନେଲେ ସମସ୍ତଙ୍କ ହୃଦୟ

ଭାରତରେ ରାତାରାତି ଚମକିଥିବା ଖେଳାଳୀ ନିରଜ୍ ଚୋପ୍ରା କେଉଁ ପରିଚୟର ଆବଶ୍ୟକତା ପଡେ ନାହିଁ, ସେ ନିଜ ପରିଶ୍ରମ ବଳରେ ନିଜ ଦେଶକୁ ଏକ ସଫଳତା ଦେଖାଈଛନ୍ତି, ଯାହା ବର୍ଷ ବର୍ଷଧରି ମନେ ରଖାଯିବ । କହିଦେବୁ କି ନୀରଜ୍ ଚୋପ୍ରା ଅଲମ୍ପିକ୍ ଖେଳରେ ଇନଡିଭିଜୁଆଲ୍ ପ୍ରତିନିଧି ହିସାବରେ ଗୋଲଡ୍ ମେଡାଲ୍ ଆଣିଥିବା ଦ୍ୱିତୀୟ ଭାରତୀୟ ହୋଇଛନ୍ତି, ଏହି ଲିଷ୍ଟରେ ପ୍ରଥମ ନାଁ ଆସେ ଅଭିନବ ବିନ୍ଦ୍ରାଙ୍କର, ଯିଏ ସୁଟିଙ୍ଗ୍ ରେ ଗୋଲଡ୍ ମେଡାଲ୍ ହାସିଲ୍ କରିଥିଲେ, ସେମିତି ନିରଜ୍ ଚୋପ୍ରା ଅଲମ୍ପିକ୍ ରେ ଗୋଲଡ୍ ମେଡାଲ୍ ହାସିଲ୍ କରିଥିବା ପ୍ରଥମେ ବହୁତ ପ୍ରତିଯୋଗିତାରେ ଗୋଲଡ୍ ମେଡାଲ୍ ହାସିଲ୍ କରିସାରିଛନ୍ତି, ସେ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ନିଜ ଫିଟନେସ୍ କୁ ନେଇକରି ଭିଡିଓ ସେୟାର୍ କରି ଅଲମ୍ପିକ୍ ମେଡାଲ୍ ଜିତିବାପରେ ନିଜ ଲୋକପ୍ରିୟତା ଅଧିକା ବଢାଇପାରିଛନ୍ତି

ତାଙ୍କ ସୋସିଆଲ୍ ମିଡିଆ ଏକାଉଣ୍ଟରେ ଏବେ ଦେଢ ଲକ୍ଷ ଫଲୋଅର୍ସ ଅଛନ୍ତି, ସେମିଇତ୍ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଗୋଲଡ୍ ମେଡାଲ୍ ଜିତିବାଅରେ ଏବେ ୧୦ ଲକ୍ଷରୁ ଅଧିକା ହୋଇଯାଇଛି, ଏବେ କିଛି ଦିନ ହେବ ନିରଜ୍ ଚୋପ୍ରାଙ୍କ ଏକ ଭିଡିଓ ବହୁତ ଭାଇରାଲ୍ ହେଉଛି, ଯେଉଁଥିରେ ସେ ରିପୋର୍ଟରଙ୍କୁ ଇଣ୍ଟରଭ୍ୟୁ ଦେଉଥିବାର ନଜର ଆସୁଛନ୍ତି, ଏହି ଭିଡିଓରେ ସେ ଝିଅଙ୍କ ରିଲେସନସିପ୍ ସଂବନ୍ଧିତ ପ୍ରଶ୍ନ ପଚାରିଥିଲେ ଯାହାକୁ ଜାଣିଲେ ଆପଣ ଚକିତ ହୋଇଯିବେ ।

ଟାଇମ୍ସ ନାଓ ରେ ଦିଆଯାଇଥିବା ଇଣ୍ଟରଭ୍ୟୁରେ ସଂବାଦଦାତା ନିରଜ୍ ଚୋପ୍ରାଙ୍କୁ ପଚାରିଥିଲେ କି ଅଲମ୍ପିକ୍ ମେଡାଲ୍ ଜିତିଲା ପରେ ସେ ବହୁତ ଲୋକଙ୍କର ହିରୋ ହୋଈଯାଇଛନି, ଅଧିକାଂଶ ଝିଅ ଅଛନ୍ତି, ନିରଜ୍ ଚୋପ୍ରା ଏଇ କଥାରେ ହସିକରି କହିଲେ କି ଏବେ ମୋର ଧ୍ୟାନ କେବଳ ଖେଳ ଉପରେ ଅଛି, ଯେବେ ରିପୋର୍ଟର୍ ତାଙ୍କୁ ତାଙ୍କ ଗାର୍ଲଫ୍ରେଣ୍ତଙ୍କ ବିଷୟରେ ପଚାରିଲେ ତେବେ ସେ ହସିକରି କହିଲେ କି ଏବେ ସେ ନିଜ ପୁରା ଧ୍ୟାନ ଖେଲ ଉପରେ ଦେବେ, ଏହା ଛଡା ରିପୋର୍ଟର୍ ଏହା ପଚାରିଲେ କି ଏବେ ତାଙ୍କୁ ଷ୍ଟାର୍ ହେବାର ଖୁସିରେ କେମିତି ଲାଗୁଛି

ତେବେ ନିରଜ୍ ଚୋପ୍ରାକହିଲେ କି ସେ ଚାହଁନ୍ତି ନାହିଁକି ତାଙ୍କ ଭିତରେ ସେ ଷ୍ଟାର୍ ବାଲା ଫିଲିଙ୍ଗ୍ସ ହେଉ, ସେ ଚାହଁନ୍ତି କି ସେ ନିଜ ଟ୍ରେନିଙ୍ଗ୍ ଉପରେ ପୁରାଧ୍ୟାନ ଦେବେ, ଓ ନିଜ ଖେଳକୁ ଅଧିକାମଜବୁତ୍ କରିବେ, ଯାହାଦ୍ୱାରାଆସୁଥିବା ପ୍ରତିଯୋଗିତାରେ ଭାରତର ନାଁ ଉଜ୍ଜଳ କରିପାରିବେ, ଓ ଅଧିକାରୁ ଅଧିକା ପଦକ ଆଣିପାରିବେ , ରିପୋର୍ଟର୍ ଙ୍କ ଦ୍ୱାରାନିରଜ୍ ଙ୍କ ପ୍ୟାରିସ୍ ଅଲମ୍ପିକ୍ ପାଇଁ ରଣନୀତି ବିଷୟରେ ପଚାରାଗଲା ତ ସେ କହିଲେ କି ପ୍ୟାରିସ୍ ଅଲମ୍ପିକ୍ ପାଇଁ ସେ ବହୁତ ପରିଶ୍ରମ କରିବେ ଓ ଭାରତକୁ ପଦକ ଦେବାରେ ଚେଷ୍ଟିତରହିବେ ।

Leave a Reply

Your email address will not be published. Required fields are marked *