October 19, 2024

Odia Express

Leading Odia News Portal of Odisha

ବଚପନ୍ କା ପ୍ୟାର୍ ଗୀତ ଗାଇଥିବା ଭାଇରାଲ୍ ସହଦେବଙ୍କୁ ମିଳିଲା MG Hector, ସୋସିଆଲ୍ ମିଡିଆରେ ହେଲା ବହୁତ ପ୍ରଶଂସା

କିଛି ଲୋକଙ୍କର ଭାଗ୍ୟ ରାତାରାତି ବଦଳିଯାଏ , ଏହି କଥା ଆମକୁ ଜଣାପଡେ ନାହିଁ କି ଆମର ସହ କଣ ହେବାର ଅଛି , କହିଦେବୁ କି ଜୀବନରେ ଏହା ସବୁଠାରୁ ଖାସ୍ କଥା କି ଆମେ ଏହାର ଆଗାମୀ ମୁହୁର୍ତ୍ତ ବିଷୟରେ ଜଣା ନଥାଏ, ଗତ କିଛି ଦିନ ପୁର୍ବରୁ ସହଦେବ ଦିରଦୋ ଇଣ୍ଟରନେଟ୍ ରେ ଭାଇରାଲ୍ ହୋଇଛି, ଆପଣଙ୍କୁ କହିଦେବୁ କି ସହଦେବ ଏକ ଛୋଟ ଛୁଆ ଅଟେ, ସେମିତି ସହଦେବ ଗାଁ ଏକ ନକ୍ସଲି ପ୍ରଭାବିତ ଏରିଆରେ ପଡିଥାଏ, ପ୍ରାୟ ୨ ବର୍ଷ ପୁର୍ବରୁ ସହଦେବ ଦିରଦୋ ବଚପନ୍ କା ପ୍ୟାର୍ ଗୀତ କ୍ଲାସରୁମ୍ ରେ ଗାଇଥିଲା, ସେମିତି ଏବେ ଯାହା ଉପରେ ବାଦଶାହ୍ ରିମିକ୍ସ କରି ସହଦେବଙ୍କ ଦ୍ୱାରା ଗାଇଥିବା ଗୀତକୁ ଅପଲୋଡ୍ କରିଛନ୍ତି, ଏମିତିରେ ଏବେ ଗୀତ ଏତେ ଫେମସ୍ ହୋଇଯାଇଛି କି ସମସ୍ତେ ଏହି ଗୀତର ରିଲ୍ସ ବନାଉଛନ୍ତି ।

ସୁଚନାପାଇଁ କହିଦେବୁ କି ଏହି ଗୀତର ଭିଡିଓ ବନାଇବାପରେ ସହଦେବର ଭାଗ୍ୟ ଚମକିଯାଇଛି, ସହଦେବ ଏବେ ପୁରା ଦେଶରେ ଲୋକପ୍ରିୟ ହୋଇସାରିଛି, ସୋସିଆଲ୍ ମିଡିଆରେ ସହଦେବ ଦିରଦୋ ଗାଡି ଗିଫ୍ଟ ମିଳିବାର ଖବରବହୁତ ଭାଇରାଲ୍ ହେଉଛି, ଯେବେ ଏହି ବିଷୟରେ ନିଜେ ଏମ୍ ଜି ଶୋରେ କାମ କରୁଥିବା ବ୍ୟକ୍ତିକୁ ପ୍ରଶ୍ନ କରାଗଲା ତେବେ କଣ କମ୍ପାନୀ ତରଫରୁ ସହଦେବକୁ ୨୩ ଲକ୍ଷର କାର୍ ଦିଆଯାଇଛି ତେବେ ସେ କହିଲେ କି ଏହି କଥା ସତ ନୁହେଁ ଆମର ତରଫରୁ ଦିରଦୋଙ୍କୁ କୌଣସି କାର୍ ଗିଫ୍ଟଦିଆଯାଇନାହିଁ, ତାକୁ ଶୋରୁମ୍ ଡକାଯାଇ ୨୧ ହଜାର ଟଙ୍କାର ଚେକ୍ ଦିଆଯାଇଛି, କାର୍ ସହ ଫଟୋଗୁଡିକ ବହୁତ ଭାଇରାଲ୍ ହେଉଛି ।

ଏହି ଭାଇରାଲ୍ ଭିଡିଓରେ ଯେଉଁ ପରି ଶୋରୁମ୍ ବାଲା ତାକୁ ୨୧ ହଜାର ଟଙ୍କାର ଉପହାର ଦେଉଛନ୍ତି , ସେଥିରୁ ସଫା ନଜର ଆସୁଛି କି ସହଦେବ ଦିରଦୋକୁ ଗାଡି ଉପହାର ସ୍ୱରୁପ ମିଳିଛି, କିନ୍ତୁ ଏହି କଥା ପୁରା ଭୁଲ୍ ପ୍ରମାଣିତ ହେଉଛି, ଏବେ ତାର ଗୀତ ଇଣ୍ଟରନେଟ୍ ରେ ପୁରା ଭାଇରାଲ୍ ହେଉଛି, ତାର ପ୍ରଶଂସା କରାଯାଉଛି, ଆପଣଙ୍କୁ କହିଦେବୁ କି ସେ କହିଲେ କି ସେ ଏକ ଗାୟକ ହେବାକୁ ଚାହୁଁଛି, କହିଦେବୁ କି ସହଦେବ ଦିରଦୋ ଏହି ଗୀତକୁ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଶୁଣିଲେ ଓ ଏହି ଗୀତ ଶୁଣିକରି ସେ ସହଦେବର ଫ୍ୟାନ୍ ହୋଇଗଲେ

ଏମିତିରେ ମୁଖ୍ୟମନ୍ତ୍ରୀ ବଘେଲ ସହଦେବକୁ ସାକ୍ଷାତ କଲେ ଓ ତାର ଗୀତ ନିଜେ ଶୁଣିଲେ , ସେମିତି ମୁଖ୍ୟମନ୍ତ୍ରୀ ବଘେଲ୍ ଲେଖିଥିଲେ କି ବଚପନ୍ କା ପ୍ୟାର୍ ବାଃ ବାଦଶାହ୍ ସହ ସହଦେବ ଏହି ଗୀତରେ ୧୧ ଅଗଷ୍ଟକୁ ନାଚିଥିବାର ଦେଖାଯାଉଛି, କହିଦେବୁ କି ଗୀତର ସୁଟିଙ୍ଗ୍ ପୁରା ହୋଇଯାଇଛି, ଓ ଗୀତ ୟୁଟ୍ୟୁବରେ ଆସିଯାଇଛି । ଏମିତିରେ ଏହି ଗୀତରେ ଆସ୍ତା ଗିଲ୍ ନଜର ଆସୁଛନ୍ତି, ଅଧିକ ସୁଚନାପାଇଁ କହିଦେବୁ କି ସହଦେବ ଘରେ ଟିଭି ନାହିଁ, ନା ମୋବାଇଲ୍ ଫୋନ୍ ଅଛି

ଏହାପରେ ସହଦେବ ଏହି ଗୀତ ଦ୍ୱିତୀୟ ମୋବାଇଲ୍ ରେ ଶୁଣିଲା ଓ ଗୀତକୁ ମନେ ରଖିଦେଲା, ଆପଣଙ୍କୁ କହିଦେବୁ କି  ସେ ଏହି ଗୀତ ୨୬ ଜାନୁୟାରୀକୁ ଗାଇବାପାଇଁ କୁହାଯାଇଥିଲା, ଏମିତିରେ ତାର ଶିକ୍ଷକ ତାକୁ ଏହି ଗୀତ ଗାଇବାବେଳେ ଭିଡିଓ କରିଦେଇଥିଲେ, ଓ ତାହାକୁ ଇଣ୍ଟରନେଟ୍ ରେ ପୋଷ୍ଟ କରିଦେଲେ, ତାଙ୍କର ଏହି ଗୀତ ଇଣ୍ଟରନେଟ୍ ରେ ବହୁତ ଚର୍ଚ୍ଚାରେ ଅଛି ।

Leave a Reply

Your email address will not be published. Required fields are marked *