October 19, 2024

Odia Express

Leading Odia News Portal of Odisha

ବାସ୍ତୁ ଅନୁସାରେ ପର୍ସରେ ରଖିବା ଦରକାର ଏଥିରୁ ଗୋଟେ ଜିନିଷ,ଆପଣଙ୍କ Pocket କେବେ ହେବ ନାହିଁ ଖାଲି

ଶାସ୍ତ୍ରରେ ଏମିତି ବହୁତ ତରିକା ବିଷୟରେ କୁହାଯାଇଛି ଯାହାର ସାହାଯ୍ୟରେ ବ୍ୟକ୍ତି ନିଜ ଜୀବନରେ ବହୁତ ସାରା ଅସୁବିଧାରୁ ମୁକ୍ତି ପାଇପାରିବ, ବାସ୍ତୁ ଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରାଯାଇଛି ଯଦି ଘର ଭିତରେ ସକରାତ୍ମକ ଓ ନକରାତ୍ମକ ଉର୍ଜା ସଂଚାର ହୋଇଥାଏ ତେବେ ଏହାର କାରଣରୁ ଘରେ ରହୁଥିବା ସଦସ୍ୟଙ୍କ ଜୀବନରେ ବହୁତ ଗଭୀର୍ ପ୍ରଭାବ ପକାଇଥାଏ ।ଯଦି ଆପଣଙ୍କ ଘରେ ସକରାତ୍ମକ ଉର୍ଜା ରହିବ ତେବେ ଏଥିରେ ଘରର ସଦସ୍ୟ ବି ସବୁ କ୍ଷେତ୍ରରେ ସଫଳତା ହାସିଲ୍ କରିପାରିବେ, ଏତିକି ନୁହେଁ ଘରେ ସୁଖ ଶାନ୍ତି ବି ଧନ ସଂମ୍ପତ୍ତି ବି ବଢିବ, ଏହା ଛଡା ଯଦି ଘରେ ନକରାତ୍ମକ ଉର୍ଜାର ସଂଚାର ହେଉଛି ତେବେ ଘରେ ନକରାତ୍ମକ ଉର୍ଜାର ସଂଞ୍ଚାର ହେବ,

ପରିବାର ଲୋକଙ୍କ ମଧ୍ୟରେ କେଉଁ ନା କେଉଁ କଥାକୁ ନେଇକରି ବାଦ ବିବାଦ ହୋଇପାରେ, ବହୁତ ପରିଶ୍ରମ କରିବାପରେ ଯଦି ପରିଶ୍ରମର ଫଳ ମିଳିପାରୁନାହିଁ ତେବେ ଏଥିରେ ଧନ ସହ ଯୋଡି ହୋଇଥିବା ଅସୁବିଧା ହୋଇପାରେ । ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଏମିତି ଜିନିଷ ବିଷୟରେ କହିବୁ ଯାହା ଆପଣ ନିଜ ପର୍ସରେ ରଖିଲେ ମା ଲକ୍ଷ୍ମୀ କୃପା ଦୃଷ୍ଟି ଦେଖାଇବେ , ଓ ପଇସା ଆପଣଙ୍କ ପର୍ସରେ ସର୍ବଦା ରହିବ, ତେବେ ଆସନ୍ତୁ ଜାଣିବା ସେ କେଉଁ ଜିନିଷ ଗୁଡିକ ।

୧) ବାସ୍ତୁର ମୁତାବିକ ପର୍ସରେ ସୁନା କିମ୍ବା ରୁପା ପଇସା ରଖିବା ଉଚିତ୍ , ଏମିତି କରିଲେ ଧନ ଲାଭ ହେବା ସହ ସଂମ୍ଭାବନା ବଢିବାରେ ଲାଗେ, ଆପଣ ସୁନା ରୁପା ପଇସା ପ୍ରଥମେ ମା ଲକ୍ଷ୍ମୀଙ୍କ ଚରଣରେ ସ୍ପର୍ଶ କରାନ୍ତୁ, ତାହାପରେ ପର୍ସରେ ରଖନ୍ତୁ ।

୨) ଯଦି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ବାସ୍ତୁର ଏହି ଉପାୟ କରନ୍ତୁ, ଆପଣ ଲାଲ୍ ରଙ୍ଗର କାଗଜରେ ନିଜ ଇଚ୍ଛାଗୁଡିକ ଲେଖି ତାକୁ ଏକ ଫିତାରେ ବାନ୍ଧିକରି ପର୍ସରେ ରଖିଦିଅନ୍ତୁ ।

୩) ଆଜିକାଲି ସମୟରେ ଲୋକଙ୍କର ସବୁଠାରୁ ବଡ ସମସ୍ୟା ପଇସା ଅଟେ । ସମସ୍ତେ ନିଜ ଜୀବନରେ ଧନ ସହ ଯୋଡି ହୋଇଥିବା ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି , ଯାହାପାଇଁ ସେ ଦିନ ରାତି ଏକ କରି ପରିଶ୍ରମ ବି କରୁଛନ୍ତି, ଯଦି ଆପଣ ପଇସା ସହ୍ ଯୋଡି ହୋଇଥିବା ଚିନ୍ତାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କେଉଁ କିନ୍ନରକୁ ପଇସା ଦେବାପରେ ୧ ଟଙ୍କା ଫେରାଇ ଆଣନ୍ତୁ, ଯଦି ଆପଣଙ୍କୁ କିନ୍ନର ଖୁସିରେ ଆପଣଙ୍କୁ ପଇସା ଦେଇଦିଏ ତେବେ ଆପଣ ସେହି ପଇସାକୁ ସବୁଜ ରଙ୍ଗର କପଡାରେ ଗୁଡାଇ ନିଜ ପର୍ସରେ ରଖିପାରିବେ, କିମ୍ବା ଏହି ପଇସାକୁ ନିଜ ଆଲମୀରାରେ ରଖିପାରିବେ, ଏମିତି କରିଲେ ଧୀରେ ଧୀରେ ପଇସା ସହ ଯୋଡି ହୋଇଥିବା ଅସୁବିଧା ଦୁର ହୋଇଯିବ ।

୪) ହିନ୍ଦୁ ଧର୍ମରେ ଚାଉଳ ବହୁତ ଅଧିକା ମହତ୍ତ୍ୱ ଅଛି, କେଉଁ ଶୁଭ କାର୍ଯ୍ୟ କିମ୍ବା ପୁଜା ପାଠରେ ଥିଲେ ସେଥିରେ ଚାଉଳକୁ ଅକ୍ଷତ ରୁପରେ ବ୍ୟବହାର କରାଯାଏ , ଆପଣ ନିଜ ପର୍ସରେ କିଛି ଚାଉଳର୍ ଦାନା କୁ ରଖିପାରିବେ, ଏମିତି କରିଲେ ବଦଖର୍ଚ୍ଚ ହେବନାହିଁ ଏତିକି ନୁହେଁ ପଇସାର ବୃଦ୍ଧି ବି ହୋଇଥାଏ ।

୫) ଯେପରି ଆମେ ସମସ୍ତେ ଜାଣିଛେ କି ମା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଇଛି, ଯଦି ଆପଣ ତାଙ୍କର କୃପା ଦୃଷ୍ଟି ଥରେ ପାଇଯିବେ ତେବେ ଜୀବନରେ ସବୁ ଧନ ସହ ଯୋଡି ହୋଇଥିବା ଅସୁବିଧା ଦୁର ହୋଇଯିବ, ଜ୍ୟୋତିଷ୍ୟଶାସ୍ତ୍ରର୍ ଅନୁସାରେ କେଉଁ ବ୍ୟକ୍ତିକୁ ନିଜ ପର୍ସରେ ମା ଲକ୍ଷ୍ମୀଙ୍କର ବସିଥିବା ମୁଦ୍ରାର ଫଟୋ ନିଶ୍ଚିତ ରଖିବା ଉଚିତ୍, ଏମିତି କରିଲେ ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧା ଦୁର ହୋଇଯାଏ , ଓ ପକେଟରେ ପଇସା ସବୁବେଳେ ଭରି ରହିଥାଏ ।

Leave a Reply

Your email address will not be published. Required fields are marked *