October 19, 2024

Odia Express

Leading Odia News Portal of Odisha

ବିନା ନାବିକରେ 2 ବର୍ଷ ପର୍ଯ୍ୟନ୍ତ ଏକେଲା ଚାଲୁଥିଲା ଜାହାଜ, ଏବେ କୁଳରେ ପହଞ୍ଚିଲା ତ ଜଣାପଡିଲା ଏହାର Reality

ସମୁଦ୍ର ଯାତ୍ରା ଯେତେ ରୋମାଞ୍ଚକର ହୋଇଥାଏ ସେତିକି ଅଧିକା ଭୟାନକ ଲାଗେ, ହଁ ଆଜ୍ଞା ଲହଡି ସହ ବହିବାକୁ କିଏ ବା ନ ଚାହେଁ, କିନ୍ତୁ କେବେ କେବେ ଏହି ଲହଡି ବହୁତ ବଡ ବିପଦ ସୃଷ୍ଟି କରିଦିଏ, ସେମିତି ତ ସମୁଦ୍ର ଜାହାଜରେ ଦେଖାଶୁଣା ଭଲରେ କରାଯାଏ , ଯାହାଦ୍ୱାରା ଯାତ୍ରା ସମୟରେ କିଛି ବି ଅସୁବିଧା ନହେଉ ସେମିତି ସବୁ ସାବଧନତା ସହ ସମୁଦ୍ର ମଧ୍ୟରେ ଜାହାଜ ଖରାପ ବି ହୋଇଯାଇଥାଏ । ଏମିତିରେ ଯଦି କୁଳର ପାଖରେ ରହିଥିବେ ତେବେ ଟଗ୍ ବୋଟ୍ ଜରିଆରେ ତାକୁ ଟାଣି ଆଣିପାରିବ, କିନ୍ତୁ ଯେବେ କୁଳ ହଜାର୍ ମାଇଲ୍ ଦୁରରେ ରହିଥିବ, ତେବେ ଜାହାଜକୁ ବଞ୍ଚାଇବା ପାଇଁ କେଉଁ ରାସ୍ତା ରହେନାହିଁ, କିଛି ଏମିତି ହୋଇଥିଲା ଏକ ଭୁତିଆ ଜାହାଜ ସହ, ଯେବେ ସେ ଆୟରଲ୍ୟାଣ୍ତରେ ପହଞ୍ଚିସାରିଥିଲା ।

ପ୍ରାୟ ଦୁଇ ବର୍ଷ ପୁର୍ବରୁ ଏମ୍ ବି ଅଲଟା ନାମକ ଏକ ଜାହାଜର ଇଞ୍ଜିନ୍ ଆଣ୍ଟାଲଟିକା ମହାସାଗର ମଝିରେ ଖରାପ ହୋଇଗଲା, ଇଞ୍ଜିନିୟରମାନେ ତାକୁ ବନାଇବାପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇପାରିଲେ ନାହିଁ ଏହାପରେ ସେ ସବୁ କର୍ମଚାରୀଙ୍କୁ ରେସକ୍ୟୁ କରି ଫେରାଇଆଣିଲେ, ଓ ଜାହାଜ ମଝି ସମୁଦ୍ରରେ ଛାଡିଦେଲେ କହିଦେବୁ କି ସେ ଜାହାଜ ଦୁଇ ବର୍ଷ ସମୁଦ୍ରରେ ବହିଥିଲା, କିଛି ଦିନ ପୁର୍ବରୁ ଆୟରଲ୍ୟାଣ୍ତ ତଟରେ ପହଞ୍ଚିଲା, ଓ ଚଟାଣର ମଝିରେ ଆସି ବାଡେଇହେଲା, ବିନା କେଉଁ ନାବିକ ତଟରେ ପହଞ୍ଚିବା ଜାହାଜକୁ ଦେଖିକରି ଲୋକେ ଚକିତ ହୋଇଗଲେ

ତାହା ସହ୍ ତାହାର୍ ନାଁ ଭୁତିଆ ଜାହାଜ ରଖିଦେଲେ । କହିଦେବୁ କି ଆୟରଲ୍ୟାଣ୍ତର ଅଧିକାରୀଙ୍କ ମୁତାବିକ ଖରାପ ହେବାପରେ ଜାହାଜ ଡେନିସ୍ ନାମକ ତୋଫାନ ସହ ଧକ୍କା ହୋଇଥିଲା, ଯାହାପରେ ସେ କର୍କ ର ବାଲିକର୍ଟନ୍ କୁଳରେ ପହଞ୍ଚିଲା< ଯେଉଁଠି ସମୁଦ୍ରୀ ଚଟାଣର ସାହାରାରେ ଅଟକିଥିଲା, ଜାହାର ଅଧା ଭାଗ ମାଟିରେ ଓ ଅଧା ପାଣିରେ, ଯେବେ ଇଲାକାରେ ଶାନ୍ତି ହୋଇଥାଏ, ତେବେ ଲହରି ବହୁତ ଅଧିକା ବେଗରେ ଜାହାଜକୁ ଧକା ଦେଇଥାଏ

ଏମିତିରେ ବହୁତ ଭୟାନକ ଆବାଜ୍ ଆସେ, ସେ ଜାହାଜ ବହୁତ୍ ପୁରୁଣା ଅଟେ, ଯାହାର କାରଣରୁ କୌଣସି ଦାବି କରୁନାହାନ୍ତି, ତାହା ସହ ତାକୁ ବାହାର କରିବାର ଖର୍ଚ୍ଚ ପ୍ରାୟ ୮,୬ ମିଲିୟନ୍ ପାଉଣ୍ତ ଆସିଯିବ ଏଥିପାଇଁ ସରକାର ତାକୁ ଛୁଇଁ ନାହାନ୍ତି । ସେମିତି ଏବେ କିଛି ଲୋକ ଏହି ଜାହାଜର ଭିତରେ ପହଞ୍ଚିଲେ ଓ ଏହାର ଭିଡିଓ କଲେ,

ଆପଣ ଦେଖିପାରିବେ କି ଭିତରେ ଲହଡି ଧକା ଦେବା ଫଳରେ ଏହା ଖରାପ ଅବସ୍ଥା ହୋଇଯାଇଛି, ବହୁତ ଭାଗରେ ଜଙ୍କ୍ ଲାଗିଯାଇଛି, ଜାହାଜ ଛାଡିବାର ସମୟରେ ନାବିକ ରସିକୁ ଡେକ୍ ଉପରେ ଖୋଲା ଛାଡିଦିଆଗଲା, ଯେମିତି ସେମିତି ପଡିରହିଛି, ଏହା ଛଡା ଭିତରେ ଅଧିକାଂଶ ଭାଗ ଯତ୍ନ ଅଭାବ ଭାଙ୍ଗିଯାଇଛି, ଯଦି କିଛି ଦିନ ଏମିତି ଜାହାଜ ପଡିରହିବ, ତେବେ ବାକି ଭାଗ ନଷ୍ଟହୋଇଯିବ, ସେମିତି ଏହି ଜାହାଜ ନାଁ ଭୁତିଆ ଜାହାଜ ଥିବ , କିନ୍ତୁ ଏହାର ଭିତରେ ଭିଡିଓ ବନାଇବା ଲୋକ କିଛି ଏମିତି ଦେଖିନଥିଲେ ।

Leave a Reply

Your email address will not be published. Required fields are marked *