October 19, 2024

Odia Express

Leading Odia News Portal of Odisha

Indian Idol ସିଜିନ୍ ୧୨ ର ଫାଇନାଲ୍ ଏପିସୋଡ୍ ରେ ଦେଖାଗଲେ ନାହିଁ ନେହା କାକର୍, ସାମ୍ନାକୁ ଆସିଲା ବଡ କାରଣ

ସୋନି ଚ୍ୟାନେଲର ହିଟ୍ ଶୋ ଇଣ୍ତିଆନ୍ ଆଇଡଲ୍ ଏବେ ନିଜ ଶେଷ ମାନେ ଫାଇନାଲ୍ ଶୋରେ ପହଞ୍ଚିସାରିଛି, ଇଣ୍ତିଆନ୍ ଆଇଡଲ୍ ଟୀଆର୍ ପି ଲିଷ୍ଟରେ ଭଲ ପ୍ରଦର୍ଶନ କରୁଛି, ଶୋର ସିଙ୍ଗର୍ସଙ୍କୁ ଜନତା ଅଧିକା ପସନ୍ଦ କରୁଛନ୍ତି, ଓ ବହୁତ ଭଲ ପାଇବା ଦେଉଛନ୍ତି, ଏହି ସିଙ୍ଗିଙ୍ଗ୍ ରିୟାଲିଟି ଶୋରେ ନେହା କକର୍ ଜଣେ ଜର୍ଜ ଭାବରେ ଥିଲେ କିନ୍ତୁ ଏବେ ସେ ଶୋରେ ଗାୟବ ହୋଇଯାଇଛନ୍ତି, ନେହାଙ୍କ ସବୁ ଫ୍ୟାନ୍ସ ଏହି ପ୍ରଶ୍ନ କରୁଛନ୍ତି କି ତାଙ୍କୁ ଅଚାନକ ଶୋରୁ କଣ ପାଇଁ ବାହାରିଗଲେ, ଓ କଣ ସେ ଗ୍ରାଣ୍ତ ଫିନାଲେ ରେ ନଜର ଆସିବେ କି ନାହିଁ, କହିଦେବୁ କି ଶୋର ଫିନାଲ୍ ଡେଟ୍ ଘୋଷଣା ହୋଇଯାଇଛି, ଯାହାକି ୧୫ ଅଗଷ୍ଟକୁ ହେବାକୁ ଯାଉଛି ।

ଏବେ ନେହା କକର୍ ଙ୍କ ଜାଗାରେ ତାଙ୍କ ବଡ ଭଉଣୀ ସୋନୁ କାକର୍ ଶୋରେ ଅଛନ୍ତି, ସୋନୁ ଙ୍କ ସହ ଶୋରେ ଅନୁ ମଲ୍ଲିକ୍ ଓ ହିମେଶ୍ ରେସମିୟା ଜର୍ଜ ଅଛନ୍ତି, ତାହା ସହ ଏହି ଶୋର ହୋଷ୍ଟ ଆଦିତ୍ୟ ନାରାୟଣ ବି ଅଛନ୍ତି, ଫାଇନାଲ୍ ରେ ପାଞ୍ଚ ଜଣ ପ୍ରତିଯୋଗିଙ୍କ ଆଗରେ ଏବେ ନିର୍ଦ୍ଧାରିତ ହେବ କିଏ ପାଇବ ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ର ତାଜ୍ ,ନେହା ଙ୍କ ଫ୍ୟାନ୍ସଙ୍କ ପାଇଁ ଏହି ମଧ୍ୟରେ ଏକ ବଡ ଅପଡେଟ୍ ଆସିଛି, ଟାଇମ୍ସ ଅଫ୍ ଇଣ୍ତିଆ ସୁତ୍ରରୁ ଜଣାଯାଇଛି କି ନେହା କକର୍ ଇଣ୍ତିଆନ୍ ଆଇଡଲ୍ ୧୨ ରେ ଆଉ ଦେଖାଦେବେ ନାହିଁ, ନା ହିଁ ଫିନାଲେ ଏପିସୋଡ୍ ରେ ନଜର ଆସିବେ , ଏମିତି ରିପୋର୍ଟରେ କୁହାଯାଉଛି ।

କହିଦେବୁ କି ରିପୋର୍ଟ ମୁତାବିକ ନେହା ଗତ ବହୁତ୍ ସିଜିନ୍ ରୁ ଇଣ୍ତିଆନ୍ ଆଇଡଲ୍ ଶୋରେ ଜର୍ଜ ଅଛନ୍ତି, ଓ ସେ ନିଜ ଡେଲି ରୁଟିନ୍ କିଛି ସମୟ ନିଜ ପରିବାର ସହ୍ ବିତାଇବାକୁ ଚାହଁନ୍ତି, ବହୁତ ବର୍ଷରୁ ନେହା କଡା ପରିଶ୍ରମ୍ କରୁଛନ୍ତି, ଓ ସେ ସଫଲ ବି ହୋଇଛନ୍ତି, କିନ୍ତୁ ନେହା ଏବେ କିଛି ଦିନ ହେବ ବିବାହ କରିଛନ୍ତି, ଓ ସେ ନିଜ ସ୍ୱାମୀ ରୋହନପ୍ରୀତ୍ ଙ୍କ ସହ କିଛି ସମୟ ବିତାଇବାକୁ ଚାହଁନ୍ତି, ଏହି କାରଣ ଅଟେ ଯେଉଁ କାରଣରୁ ଇଣ୍ତିଆନ୍ ଆଇଡଲ୍ ୧୨ ରେ ଶୋର ଜର୍ଜ ଭାବେ ଆଉ ସେ ଦେଖାଦେବେ ନାହିଁ, ତାଙ୍କ ଜାଗାରେ ସୋନୁ କାକର୍ ନେଇଯାଇଛନ୍ତି, ଏବେ ସେ ଶୋର ଶେଷ ଯାଏଁ ରହିବେ ।

ଏହି ସବୁ ଖବର ସୁତ୍ରରୁ ଜଣାଯାଏ , ଏହି ମାମଲାରେ ନେହାଙ୍କ ଦ୍ୱାରା କିଛି ବି ସାର୍ବଜନିକ କରାଯାଇନାହିଁ, ନେହା ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଓ ତାଙ୍କ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ଦେଖିକରି ଏମିତି ଲାଗୁଛି କି ଏବେ ସେ ସ୍ୱାମିଙ୍କ ସହ ମଜା ନେଉଛନ୍ତି, କହିଦେବୁ କି ଶୋର ସବୁ ପ୍ରତିଯୋଗି ବହୁତ ସାରା ଅଫର୍ ପାଇସାରିଛନ୍ତି, ସବୁ ପ୍ରତିଯୋଗୀ ଜଣେ ରୁ ଭଲ୍ ଜଣେ ଅଟନ୍ତି, ଓ ଲୋକେ ନିଜ ପସନ୍ଦର ସିଙ୍ଗର୍ କୁ ଭୋଟ୍ ବି ଦେଉଛନ୍ତି, ଏବେ ଦେଖିବାର ଅଛି କି ସେ କେଉଁ ସିଙ୍ଗର୍ ଯିଏକି ଇଣ୍ତିଆନ୍ ଆଇଡଲ୍ ସିଜିନ୍ ୧୨ ର ବିଜେତା ହେବ,

Leave a Reply

Your email address will not be published. Required fields are marked *