October 19, 2024

Odia Express

Leading Odia News Portal of Odisha

ରାଜସ୍ଥାନର ବିଦ୍ୟାର୍ଥୀମାନେ 75 ହଜାର ଟଙ୍କାରେ ବନାଇଦେଲେ ସୋଲାର୍ କାର୍, ବିନା ଖରାରେ ବି ଚାଲିବ Battery ରେ

ମରୁଭୁମି ଓ କିଲ୍ଲାର ରାଜ୍ୟ ରାଜସ୍ଥାନର ଅଲବର ଜିଲ୍ଲାର ଇଞ୍ଜିନିୟରିଙ୍ଗ୍ କଲେଜ୍ ବିଦ୍ୟାର୍ଥୀ ମାନେ ୪ ଚକିଆ କାର୍ ବନାଇଦେଇଛନ୍ତି, ଦେଖିବାକୁ ଏହା ଗୋଲଫ୍ କାର୍ ପରି ଲାଗୁଛି, ଦେଶ ଓ ଦୁନିଆଁର ବହୁତ ସାରା ଅଟୋମୋବାଇଲ୍ କମ୍ପାନୀ ଇଲେକ୍ଟ୍ରିକ୍ କାର୍ ତିଆରି କରିଛନ୍ତି, ଏହି ବିଦ୍ୟାର୍ଥୀମାନେ ବନାଇଥିବା କାର୍ ଅନ୍ୟ କାର୍ ତୁଳନାରେ ବହୁତ ଶସ୍ତା ଅଟେ, ବଢୁଥିବା ପେଟ୍ରୋଲ୍ ଡିଜେଲ୍ ଦାମ୍ ରେ ପର୍ଯ୍ୟାବରଣ ପ୍ରଦୁଷଣ ସମସ୍ୟାକୁ ଦେଖିକରି ଛାତ୍ରମାନେ ଏହି କାର୍ କୁ ନିର୍ମାଣ୍ କରିଛନ୍ତି । କହିଦେବୁ କି ଅଲବର୍ ଜିଲ୍ଲାର ଲକ୍ଷ୍ମୀ ଦେବୀ ଇନଷ୍ଟିଟ୍ୟୁଡ୍ ଅଫ୍ ଇଞ୍ଜିନିୟରିଙ୍ଗ୍ ଆଣ୍ତ ଟେକ୍ନୋଲୋଜି କଲେଜର ବିଦ୍ୟାର୍ଥୀ ଏହି କାର୍ ୭୫ ହଜାର ଟଙ୍କାର ଖର୍ଚ୍ଚରେ ତିଆରି କରିଛନ୍ତି, ଏହି କାର୍ ବିଜୁଳିରେ ଚାର୍ଜ ହେବା ସହ ସୋଲାର୍ ଏନର୍ଜୀରେ ବି ଚାଲିଥାଏ

ଏହି କାର୍ କୁ ଥରେ ଫୁଲ୍ ଚାର୍ଜ ହେଏଲ୍ ୧୦୦ ରୁ ୧୧୦ କିମି ଦୁରତା ତୟ କରିଥାଏ, ଟିମ୍ ଲିଡର୍ ଅଙ୍କିତ୍ କୁମାର କହିଲେ କି ଏହାକୁ ୭ ଜଣ ବିଦ୍ୟାର୍ଥୀମାନେ ମିଶିକରି ବନାଇଛନ୍ତି, ପ୍ରୋଜେକ୍ଟକୁ ପୁରା କରିବାକୁ ୫ ମାସର ସମୟ ଲାଗିଗଲା ।ତାଙ୍କ ଲିଡର୍ ଅଙ୍କିତ୍ କୁମାର ଅଲବରିଆ କହିଲେ କି ପ୍ରଥମେ ସେ ଓ ତାଙ୍କ ଟିମ୍ ଏକ ସ୍ମାର୍ଟ ପାର୍କିଙ୍ଗ୍ ର ଛୋଟ ମଡେଲ୍ ବନାଉଥିଲେ, ଯାହାଦ୍ୱାରା ଜଲଦି ଜଲଦି ପ୍ରୋଜେକ୍ଟ ଶେଷ କରି କୋର୍ସକୁ ଶେଷ କରିବେ, କଲେଜରେ ଇଲେକ୍ଟ୍ରିକାଲ୍ ଡିପାର୍ଟମେଣ୍ଟର ଏଚ୍ ଓଡି ରଜନିଶ୍ କୁମାର ମିତ୍ତଲ ବିଦ୍ୟାର୍ଥିଙ୍କୁ କିଛି ବଡ ଓ ଫ୍ୟୁଚର୍ କୁ ଧ୍ୟାନ୍ ରଖିକରି କିଛି କରିବାକୁ ରାୟ ଦେଲେ

ସେ କହିଲେ କି ଆଜି ଦୁନିଆଁରେ ସବୁଠାରୁ ଅଧିକା ଯେଉଁ ଜିନିଷକୁ ନେଇକରି ଅସୁବିଧା ହେଉଛି ସେହି ସମସ୍ୟାକୁ କିପରି ନିପଟାଇପାରିବା ଏହାକୁ ଧ୍ୟାନ ରଖି ପ୍ରୋଜେକ୍ଟ ବନାଇବାକୁ ଭାବ, ମିତ୍ତଲ୍ ସାର୍ ଙ୍କ କଥା ଶୁଣିକରି ଆମେ ପେଟ୍ରୋଲ୍ ଓ ଡିଜେଲ୍ ର ବଢୁଥିବା ରେଟ୍ କୁ ଚ୍ୟାଲେଞ୍ଜ୍ ଦେଖିକରି ଆମେ ଇଲେକ୍ଟ୍ରିକ୍ କାର୍ ବନାଇବାର ଫଇସଲା କଲୁ ।

କହିଦେବୁ କି ବିଦ୍ୟାର୍ଥୀଙ୍କ ଗାଇଡ୍ ପ୍ରଧ୍ୟାପକ ସୋନୁ ମନଧେରନା କହିଲେ କି ବର୍ତ୍ତମାନ ସମୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରେ ବୃଦ୍ଧି ହେଉଛି, ଏକ ସମୟ ଆସିଯିବ ଜେବେ ପ୍ରାକୃତିକ ଇନ୍ଧନ ଶେଷ ହୋଇଯିବ ତେବେ ଲୋକେ ଫ୍ୟୁଚର୍ ସୋଲାର୍ ଏନର୍ଜୀ ଓ ବିଜୁଳିରୁ ଚାଲୁଥିବା ଗାଡିର ଉପଯୋଗ କରିବେ, ବର୍ତ୍ତମାନରେ ଏହାର ଆରମ୍ଭ ହୋଇସାରିଛି, ଭାରତ ସହିତ ଅନ୍ୟ ଦେଶର ଲୋକେ ଇଲେକ୍ଟ୍ରିକ୍ ଗାଡି କିଣିବାକୁ ଲାଗିଲେଣି, ଜୟପୁରରେ ବଡ ସଂଖ୍ୟାରେ ଲୋକେ ଇଲେକ୍ଟ୍ରିକ୍ ଗାଡି କିଣୁଛନ୍ତି, ଏବେ ଆସୁଥିବା ସମୟରେ ଇଲେକ୍ଟ୍ରିକ୍ ବାହାନ ହିଁ ବିକ୍ରି ଓ ବ୍ୟବହାର ହେବ ।

ସୁଚନାପାଇଁ କହିଦେବୁ କି ଗୋଲଫ୍ ଫିଲଡ୍, କ୍ରିକେଟ୍ ମଇଦାନ କିମ୍ବା ଅନ୍ୟ ଖେଳରେ କେଉଁ ବଡ ମଇଦାନରେ ଲାଇଟ୍ ୱେଟ୍ ପହଞ୍ଚାଇବାପାଇଁ ଏକ ୪-୬ ସିଟର୍ ଏକ ଗାଡି ଦେଖିଥିବେ, ଏହି ଗାଡିରେ କୌଣସି ଗିୟର୍ କ୍ଲଚ୍ ନଥାଏ, ଏହା ପୁରା ଇଲେକ୍ଟ୍ରିକ୍ ଗାଡି ହୋଇଥାଏ, ଏହି କାର୍ ରେ ୪-୫ ଜଣ ଲୋକ ବସିକରି ମଇଦାନରେ ଏକ ଜାଗାରୁ ଅନ୍ୟ ଏକ ଜାଗାକୁ ଯିବା ଆସିବା କରିଥାନ୍ତି, ବହୁତଥର ଗୋଲଫ୍ ଖେଳରେ ଏହି ଗାଡି ସବୁଠାରୁ ଅଧିକାଉପଯୋଗ ହୋଇଥାଏ, ଲିଡର୍ ଅଙ୍କିତ୍ କୁମାରଙ୍କ ଛଡା ତାଙ୍କ ଟିମ୍ ରେ ମୋହିତ୍ ମିନା, ମନୋଜ ବର୍ମାମ୍ ନବନ ଡବାସ୍, ଗୌରବ କୁମାର, ମନୋଜ ସୈନି, ଓ ଶ୍ୱେତା ସେରୱାଲ୍ ସାମିଲ୍ ଥିଲେ, ଆପଣଙ୍କୁ କହିଦେବୁ କି ଏହି ସବୁ କଲେଜର ଅନ୍ତିମ ବର୍ଷର ବିଦ୍ୟାର୍ଥୀ ଅଟନ୍ତି, ସେ ଏହି କାର୍ ବନାଇବା ଦ୍ୱାରା ଚାରି ଆଡେ ପ୍ରଶଂସା ହିଁ ସାଉଁଟୁଛନ୍ତି ।

Leave a Reply

Your email address will not be published. Required fields are marked *