October 17, 2024

Odia Express

Leading Odia News Portal of Odisha

Sara କହିଲେ Saif ଓ ଅମୃତାଙ୍କ ହରକତ୍ ବିଷୟରେ, କହିଲେ ବାପା ମାଙ୍କୁ ବେଡରୁମ୍ ରେ ଠେଲିଦେଲେ ଆଉ ତାପରେ ଯାହା ହେଲା

ସୈଫ୍ ଅଲ୍ଲି ଖାନ୍ ଙ୍କ ଝିଅ ସାରା ଅଲ୍ଲୀ ଖାନ୍ ଆସିବା ଦିନରୁ ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ରୁହନ୍ତି, ସେ ନିଜ ଲାଇଫ୍ ସହ ସବୁ ଜିନିଷ ସୋସିଆଲ୍ ମିଡିଆରେ ସେୟାର୍ କରନ୍ତି, ବାପା ମାଙ୍କ ଛାଡପତ୍ର ପରେ ସାରା ଅଲ୍ଲୀ ଖାନ୍ ଦୁହେଁଙ୍କ ସହ ସମୟ ଅତିବାହିତ୍ କରୁଛନ୍ତି, ଏବେ ସାରା ଅଲ୍ଲୀ ଖାନ୍ ନିଜ ମାଙ୍କ ସହ ରହୁଛନ୍ତି, ଓ ସେ ଯେବେ ଚାହିଁଲେ ନିଜ ବାପାଙ୍କୁ ଦେଖାକରିପାରିବେ ।ସୈଫ୍ ଅଲ୍ଲି ଖାନ୍ ୧୯୯୧ ରେ ଅମୃତା ସିଂଙ୍କୁ ବିବାହ କରିଥିଲେ, ଦୁହେଁଙ୍କ ବିବାହିତ ଜୀବନର ଭଲରେ ଚାଲୁଥିଲା, ଏହି ସମୟରେ ସେ ଦୁଇଟି ଛୁଆଙ୍କ ବାପା ମା ହେଲେ

ଯେଉଁଥିରେ ଝିଅର ନାଁ ସାରା ଅଲ୍ଲୀ ଖାନ୍ ଓ ପୁଅ ଇବ୍ରାହିମ୍ ଅଲ୍ଲୀ ଖାନ୍ ଅଟେ, ସୈଫ୍ ଓ ଅମୃତାଙ୍କ ବିବାହ ୧୩ ବର୍ଷ ପର୍ଯ୍ୟନ୍ତ ରହିଥିଲା, ଓ ଦୁହେଁ ପରସ୍ପର ସହମତିରେ ଛାଡପତ୍ର ନେଇଯାଇଥିଲେ, ନିଜ ବାପା ମାଙ୍କ ଛାଡପତ୍ରରେ ସାରା ଗତ କିଛି ଦିନ ହେବ କହିଥିଲେ କି ଦୁହେଁ ଏକା ସାଙ୍ଗରେ ଖୁସିରେ ନଥିଲେ, ଏଥିପାଇଁ ସେ ଅଲଗା ହେବା ଠିକ୍ ଭାବିଲେ ।ସାରା ନିଜ ବାପା ମାଙ୍କ ଏକ ପୁରୁଣା କଥାକୁ ନେଇ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ, ସାରାକହିଲେ କି ଥରେ ମୋର ବାପା ମା ନିଜ ସାଙ୍ଗଙ୍କ ସହ ପ୍ରାଙ୍କ୍ କଲେ ଏହି କଥା ସେହି ସମୟର ଥିଲା ଯେବେ ତାଙ୍କର ଛାଡପତ୍ର ହୋଇନଥିଲା ।

ସାରା କହିଲେ କି ଥରେ ମୋର ବାପା ମା ନିଜ ସାଙ୍ଗ ନିଲୁ ମର୍ଚାଣ୍ଟଙ୍କ ବେଡରୁମ୍ ରେ ଚେହେରାରେ ବୁଟ୍ ପଲିସ୍ ଲଗାଇଥିଲେ,  ଓ କହିଲେ କି ମୋର ବାପା ବେଡରୁମ୍ କବାଟ ଖୋଲିଲେ ତ ବେଡରୁମ୍ ନିଲୁ ନିଜ ସ୍ୱାମୀଙ୍କ ସହ ଗଭୀର ନିଦରେ ଶୋଇଥିଲେ, ଦୁହେଁଙ୍କୁ ମା ଦେଖିକରି ଜୋରରେ ଚିଲ୍ଲାଇଲେ, ନିଲୁଙ୍କ ସ୍ୱାମୀ ମାଙ୍କୁ ଶୁଟ୍ କରିଦେଇଥାନ୍ତେ, ତେବେ ମା ହ୍ୟାଣ୍ତସ୍ ଅଫ୍ କରି ନିଜକୁ ବଞ୍ଚାଇଲେ, ଓ ଜୋର୍ ରେ ଚିଲାଇକରି କହିଲେ ଗୁଳି କର ନାହିଁ ମୁଁ ଅଟେ ଡିଙ୍ଗି, ମୋତେ ଏହା ଭାବିଲେ ହସ ଆସିଯାଏ ,କି ବୁଟ୍ ପଲିସ୍ ଚେହେରାରେ ଲଗାଇକରି ମୋର ବାପା ମା କିପରି ଦେଖାଯାଉଥିବେ ଓ କଣ ସିନ୍ ହୋଇଥିବ ।

Leave a Reply

Your email address will not be published. Required fields are marked *