October 20, 2024

Odia Express

Leading Odia News Portal of Odisha

Odia Jokes – ଏକ କମାରର ଦୋକାନରେ ସବୁଦିନ ଏକ ଠେକୁଆ ଆସିଥିଲା, ଓ ପଚାରୁଥିଲା କି ଗାଜର ଅଛି କି? କିନ୍ତୁ କମାର ସବୁଦିନ ମନା କରିଦେଉଥିଲା

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଅତିଥି- ଆଉ ପୁଅ ଏବେ ଆଗକୁ କଣ କରିବ ? ଛୁଆ- କିଛି ନାହିଁ ଖାଲି ଆପଣ ଗଲେ ବିସ୍କୁଟ ଖାଇବି, ମିକ୍ଚର୍ ତ ଆପଣ ଛାଡିନାହାନ୍ତି ।

୨) ପପୁ- ଚ୍ୟାଟିଙ୍ଗ୍ କାହାକୁ କହନ୍ତି ? ଗପୁ- ଜଣାନାହିଁ ତୁ କହ, ପପୁ- ଯିଏ ଜଣେ ଅନ୍ୟର ଚେହେରା ନଦେଖି ବିନା କାରଣରେ ଅନ୍ୟର୍ ମୁଣ୍ତକୁ ଟିଣ କରନ୍ତି ଆଧୁନିକ ସମାଜରେ ତାକୁ ଚ୍ୟାଟିଙ୍ଗ୍ କହନ୍ତି ।

୩) ଏକ କବି ନିଜ ସ୍ତ୍ରୀ ସହ ବସିକରି ଟିଭି ଦେଖୁଥିଲା, ତେବେ ତାର ପ୍ରେମିକାର୍ ମିସ୍ କଲ୍ ଆସିଲା, ସେ ମେସେଜ୍ ରେ କହିଲା କି  ପବନର ଲହଡି ହୋଇକରି ତୁ ମୋର ଝରକାକୁ ଖଟ୍ ଖଟ୍ କରିବୁ, ମୁଁ ବନ୍ଦ କବାଟରୁ ତୋଫାନକୁ ଅଟକାଇବାକୁ ବସିଛି ।

୪)ବୋହୁ ଜିନ୍ସ ପିନ୍ଧିକରି ଯେପରି ବାହାରକୁ ଯିବାକୁ ଲାଗିଲା ଶାଶୁ ହସିକରି କହିଲା- କଣ ଜମାନା ହେଇଗଲାଣି, ବୋହୁ ତୁରନ୍ତ କହିଲା- ଦହି ବସାଇଦେବ ମା,  ତାପରେ କଣ ହୋଇଗଲା ଶାଶୁ ବୋହୁଙ୍କ ଭିତରେ ମହାଭାରତ ।

୫) ଟ୍ରେନରେ ଯାତ୍ରୀ ପଚାରିଲା- ଏହି ଟ୍ରେନ୍ ଧୀରେ କଣପାଇଁ ଚାଲୁଛି ? ଟିଟି- ଭାରି ବର୍ଷା ହେବାଯୋଗୁଁ, ଯାତ୍ରୀ- ଏମିତି କଥାକି ଠିକ୍ ଅଛି ବର୍ଷାକୁ ଟ୍ରେନରୁ ବାହାର କରି ପକାଇଦିଅ।

୬) ସାନ୍ତା କାର୍ ଦ୍ୱାରା ଚାରି ଜଣ ଲୋକଙ୍କୁ ଚାପିଦେଲା, ଜର୍ଜ- ତୁମେ ମଦ ପିଇନଥିଲ, ତେବେ ଏମିତି କଣପାଇଁ କଲ ? ସାନ୍ତା- କଷ୍ଟମର୍ କେୟାର୍ ବାଲା କହିଥିଲେ କି ଏହି ଗୀତ ପାଇଁ ଚାରି ଦବାନ୍ତୁ ।

୭) ସ୍ତ୍ରୀ –ତୁମେ ମୋର ସବୁ କଥାରେ ମୋର ବାପଘରକୁ ମଝିରେ କଣପାଇଁ ଆଣୁଛ ? ଯାହା କହିବ ସିଧାସିଧା ମୋତେ କୁହ, ସ୍ୱାମୀ- ଦେଖଯେବେ ଟିଭିରେ କେଉଁ ଖରାପ୍ ହେବ ତେବେ କିଏ ଟିଭିକୁ ସେମିତି କିଏ କହିବ କି, ଗାଳି ତ କମ୍ପାନୀ ବାଲା ଖାଆନ୍ତି ନା, ତାପରେ କଣ ହେବ ହୋଇଗଲା ସ୍ୱାମୀ ଦେବଙ୍କ ଧୁଲାଇ ।

୮) ସାନ୍ତା ସିଙ୍ଗଡା ଖୋଲିକରି ତାର ଭିତର ମସଲା ଖାଉଥିଲା, ବାନ୍ତା_ ଆରେ ତୁ ପୁରା ସିଙ୍ଗଡା କଣ ପାଇଁ ଖାଉନୁ? ସାନ୍ତା- ଆରେ ମୋ ଦେହ ଖରାପ ଅଛି ନା, ଡାକ୍ତର –ବାହାର୍ ଜିନିଷ ଖାଇବାକୁ ମନା କରିଛନ୍ତି ପା ।

୯) ବିବାହର ପ୍ରଥମ ରାତିରେ ସ୍ତ୍ରୀର ଓଢଣା ଟେକି କହିଲା- ଆଜି ମୋତେ ସେ ସବୁ ଦରକାର୍ ଯାହାର ମୁଁ ହକଦାର୍ ଅଟେ, ଏହା ଶୁଣିକରି ସ୍ତ୍ରୀ ସ୍ୱାମୀର ଗାଲରେ ଦୁଇଟି ଚାପୁଡା ଦେଇଦେଲା, ଏହା ଦେଖିକରି ସ୍ୱାମୀ ଆଖିରେ ଲୁହ ଚାଲି ଆସିଲା ଓ ମନେ ମନେ ଭାବିଲା କି ବାଃ, କେତେ ବିଶ୍ୱସ୍ତ ସ୍ତ୍ରୀ ମିଳିଛି ।

୧୦) ଏକ ଠେକୁଆ ସବୁଦିନ ଏକ କମାର ଦୋକାନ ରେ ଯାଉଥିଲା, ଓ ପଚାରୁଥିଲା ଗାଜର୍ ଅଛି କି ? ଦିନେ କମାର ବହୁତ ରାଗିଗଲା ଓ ସେ ଠେକୁଆକୁ ଧରି ତାର ଦାନ୍ତ ଭାଙ୍ଗିଦେଲା, ଓ କହିଲା- ଏବେ ତୁ ଗାଜର୍ ଖାଇକରି ଦେଖା, ତାପରେ କଣ ଆଗାମୀ ଦିନ ଠେକୁଆ ଆସିଲା ଓ ପଚାରିବାକୁ ଲାଗିଲା ଗାଜରର୍ ହାଲୱା ଅଛି କି ? ଏହାକୁ କହନ୍ତି ଆଟିଟ୍ୟୁଡ୍ ।

Leave a Reply

Your email address will not be published. Required fields are marked *