October 20, 2024

Odia Express

Leading Odia News Portal of Odisha

ଆଇଏଏସ୍ କିମ୍ବା IPS ଅଫିସର୍ ହେବାପାଇଁ ଏମିତି କରାଯାଏ ପ୍ରସ୍ତୁତି, ଜାଣନ୍ତୁ କିପରି ଟ୍ରିକି ପ୍ରଶ୍ନର କରିବାକୁ ପଡିଥାଏ ସାମ୍ନା

ଛୁଆ ହୁଅନ୍ତୁ କି ବଡ ଯେବେ ପରୀକ୍ଷା କଥା ଆସେ ତେବେ ସମସ୍ତଙ୍କର ହାଲୱା ଢିଲା ହୋଇଯାଏ, କିନ୍ତୁ କଥା ହେବା ଯଦି ୟୁପିଏସ୍ ସି ସିଭିଲ୍ ସେବାପରୀକ୍ଷାର ତେବେ ଏହା ସବୁଠାରୁ କଠିନ ପରିକ୍ଷା ଭାବେ ଜଣାଯାଏ, କହିଦେବୁ କି ଏହି ପରିକ୍ଷାରେ ସଫଳ୍ ହେବାପାଇଁ ପ୍ରତ୍ୟାର୍ଶୀଙ୍କୁ ଆଇଏଏସ୍ କିମ୍ବ୍ ଆଇପିଏସ୍ ଅଫିସର୍ ପୋଷ୍ଟରେ ନିଯୁକ୍ତ କରାଯାଏ, କିନ୍ତୁ ଏହି ପରିକ୍ଷା ପାସ୍ କରିବା ଏତେ ସହଜ ହୋଇନଥାଏ, ଆଇଏଏସ୍ ଆଇପିଏସ୍ ଅଫିସର୍ ହେବାପାଇଁ ପ୍ରତ୍ୟାଶୀଙ୍କୁ ନା କେବଳ ପରିକ୍ଷା ପାସ୍ କରିବାକୁ ହୋଇଥାଏ, ବରଂ ଇଂଣ୍ଟରଭ୍ୟୁରେ ଭଲ ଭାବେ କ୍ଲିଅର୍ କରିବାକୁ ପଡିଥାଏ

ୟୁପିଏସ୍ ସି ସିଭିଲ୍ ପରୀକ୍ଷା ପାସ୍ କରିବା ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଆମର ଦେଶରେ ଅଧିକାଂଶ ଯୁବା ଦେଖିଥାନ୍ତି , ଓ ସେଠାରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ସଙ୍କ ପାଇଁ ୟୁପିଏସ୍ ସି ସିଭିଲ୍ ପରୀକ୍ଷା କେଉଁ ଅଗ୍ନି ପରୀକ୍ଷାରୁ କମ୍ ହୋଇନଥାଏ,  ଓ ଏହି ପରୀକ୍ଷାକୁ ପାସ୍ କରିବାପାଇଁ କ୍ୟାଣ୍ତିଡେଟ୍ସଙ୍କୁ ରାତିଦିନ କଡା ପରିଶ୍ରମ କରିବା ପରେ ହିଁ ତାଙ୍କୁ ସଫଳତା ହାସିଲ୍ ହୋଇଥାଏ , ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ଛଡା ଇଣ୍ଟରଭ୍ୟୁ ରାଉଣ୍ତ ବି କରାଯାଏ , ଓ ଏହା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ , ଓ ଏହି ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ବହୁତ ଅଜବଧରଣର ପ୍ରଶ୍ନ ପଚାରାଯାଏ , ଯାହା ପରୀକ୍ଷାର୍ଥୀର ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର ପରଖାଯାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିଲା । ଯାହା ଆପଣଙ୍କୁ ବହୁତ କାମରେ ଆସିବ ।

୧) ସେ ଏମିତି କେଉଁ ଜିନିଷ ଅଟେ ଯାହାର କୌଣସି ଛାଇ ନାହିଁ ? ଉତ୍ତର- ରାସ୍ତାର କୌଣସି ଛାଇ ନଥାଏ ।

୨) ସେ କେଉଁ ଦେଶ ଅଟେ ଯେଉଁଠି ଝିଅର ବାହାଘର କରାଇଲେ ସରକାରୀ ଚାକିରି ମିଳିଥାଏ ? ଉତ୍ତର- ଆଇସଲ୍ୟାଣ୍ତ ସେ ଦେଶ ଅଟେ ଯେଉଁଠି ଝିଅକୁ ବାହାହେଲେ ସରକାରି ଜବ୍ ମିଳିଥାଏ, ବିବାହ କରିବାପରେ ତିନି ଲକ୍ଷ ଟଙ୍କା ପ୍ରତିମାସ ସ୍ୟାଲେରି ଓ ସିଟିଜେନ୍ ସିପ୍ ମାଗଣାରେ ଦିଆଯାଏ ।

୩) ଦୁନିଆଁର୍ କେଉଁ ଦେଶ କାଗଜର ଆବିଷ୍କାର କରିଥିଲା ?ଉତ୍ତର- ଚିନ୍ ଦେଶ

୪) ଫ୍ରିଜ୍ ରେ ରଖା ହୋଇଥିବା ପାଣି ଥଣ୍ତା କେଉଁ ପ୍ରକାରରେ ହୋଇଥାଏ ? ଉତ୍ତର- ଫ୍ରିଜ୍ ରେ ଆମୋନିଆ ଗ୍ୟାସ୍ କାରଣରୁ ପାଣି ଥଣ୍ତା ହୋଇଥାଏ ।

୫) ଏକ ଟ୍ରକ୍ ଡ୍ରାଇଭର୍ ରଙ୍ଗ୍ ସାଇଡ୍ ରେ ଯାଉଥିଲା, କିନ୍ତୁ ପୋଲିସ୍ ତାକୁ ଧରିଲେ ନାହିଁ କେମିତି ? ଉତ୍ତର- ଡ୍ରାଇଭର୍ ଟ୍ରକ୍ ରେ ନୁହେଁ ପାଦରେ ଚାଲି ଚାଲି ଯାଉଥିଲା ।

Leave a Reply

Your email address will not be published. Required fields are marked *