October 20, 2024

Odia Express

Leading Odia News Portal of Odisha

ଟ୍ରିକି ପ୍ରଶ୍ନ- କଣ ଆପଣଙ୍କୁ ଜଣାଅଛି Train ରେ କେତୋଟି ଗିୟର୍ ହୋଇଥାଏ, ଜାଣିନାହାନ୍ତି ଏଠାରେ ଜାଣିନିଅନ୍ତୁ

ଆପଣ ସମସ୍ତେ ଜାଣିଛନ୍ତି କି କାର୍ ରୁ ନେଇକରି ମୋଟରସାଇକେଲ୍ ପର୍ଯ୍ୟନ୍ତ ସମସ୍ତଙ୍କ ଗିୟର୍ସ ଲାଗିଥାଏ, ଗିୟର୍ସକୁ ଲଗାଇବା ଓ ବଦଳାଇବା ଏକ ଅଲଗା ଅନ୍ଦାଜ ହୋଇଥାଏ । କିନ୍ତୁ ଆଜିକାଲି ବହୁତ ସାରା ଗାଡିରେ ଅଟୋମେଟିକ୍ ଗିୟର୍ସ୍ ଆସିଗଲାଣି, କିନ୍ତୁ ଆପଣଙ୍କୁ ଜଣାଅଛି କି ଗାଡିର ଛଡା ଟ୍ରେନରେ ବି ଗିୟର୍ସ ରହିଥାଏ, ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକଙ୍କୁ ଏହା ଜଣାନଥିବେ କି ଟ୍ରେନରେ ଗିୟର୍ କିପରି ରହିଥାଏ, ଆପଣ ଏହା ଭାବୁଥିବେ କି ଏହା କିପରି ସଂମ୍ଭବ, ଓ ଟ୍ରେନ୍ ରେ ଲାଗିଥିବା ଗିୟର୍ସକୁ କଣ କୁହାଯାଏ , ବୋଧେ ଏହି ବିଷୟରେ କେହି ଜାଣିଥିବେ, ଏଥିପାଇଁ ଆଜି ଆମେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଟ୍ରେନର ଗିୟର୍ସ ବିଷୟରେ କହିବୁ, ଓ ତାହା ସହିତ ଏହି ଟ୍ରେନରେ ଲାଗିଥିବା ଗିୟର୍ସକୁ କଣ କହନ୍ତି ତାହାବି କହିବୁ, ତେବେ ଆସନ୍ତୁ ଜାଣିବା ।

ଆପଣଙ୍କୁ ଜଣେଇଦେବୁ କି ସାଧାରଣ ଗାଡିରେ ଯେପରି ଗିୟର୍ ଲାଗିଥାଏ, ସେହି ପରି ଟ୍ରେନରେ ବି ଗିୟର୍ସ ଅଛି, ଯେଉଁଥିରେ ସ୍ପିଡ୍ ହିସାବରେ ବଦଳାଇଯାଏ, କିନ୍ତୁ ଟ୍ରେନରେ ଲାଗିଥିବା ଗିୟର୍ସକୁ ଟେକନିକାଲ୍ ଟର୍ମରେ ଗିୟର୍ କୁହାଯାଏ ନାହିଁ, ବରଂ ଏହାକୁ ନଚ୍ କୁହାଯାଏ, ସେମିତି ଡିଜେଲ୍ ଇଞ୍ଜିନ୍ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନ୍ ରେ ଅଲଗା ଅଲଗା ନଚ୍ ହୋଇଥାଏ । ଯାହା ତାର ସ୍ପିଡ୍ ଉପରେ ନିର୍ଭର କରିଥାଏ

ଯେବେ କି ସ୍ପିଡ୍ ବହୁତ ହଦ୍ ଯାଏଁ ଟ୍ରେନର ରୁଟ୍ ଉପରେ ନିର୍ଭର କରିଥାଏ, ଯାହାକୁ ସେକ୍ସନ୍ କୁହାଯାଏ , ମିଡୀଆ ରିପୋର୍ଟ୍ସରେ ବହୁତଥର ଡିଜେଲ୍ ଇଞ୍ଜିନ୍ ର ଚର୍ଚ୍ଚା ହୋଇଥାଏ, ଏମିତି କୁହାଯାଏ କି ଡିଜେଲ୍ ଇଞ୍ଜିନ୍ ରେ ୮ ଟି ନଚ୍ ହୋଇଥାଏ, ସେମିତି କିଛି ଜାଗାରେ ଏହାର ଗଣତି ଅଲଗା ଅଲଗା ହୋଇଥାଏ, ଯାହା ଇଲେକ୍ଟ୍ରିକ୍ ଟ୍ରେନ୍ ତିଆରି ଉପରେ ନିର୍ଭର କରିଥାଏ, ଠିକ୍ ସେହି ପ୍ରକାରରେ ଯେପରି ଅଲଗା ଅଲଗା ଗାଡିର ଗିୟର୍ସ ହୋଇଥାଏ

ଆପଣଙ୍କୁ ଜଣେଇଦେବୁ କି ଯେବେ ନଚ୍ କୁ ଥରେ ଫିକ୍ସ କରିଦିଆଯାଏ, ତେବେ ତାହାକୁ ବାରମ୍ବାର ବଦଳାଇବାକୁ ଦରକାର ପଡେନି, ଯେବେ ଗତି କମ୍ କରିବାକୁ ହୋଇଥାଏ, ତେବେ ନଚ୍ କୁ ଡାଉନ୍ କରିଦିଆଯାଏ , ସେମିତି ଯଦି ଟପ୍ ଗିୟର୍ କଥା କହିବା, ତେବେ ଏହା ସବୁ ଟ୍ରେନରେ ଅଲଗା ଅଲଗା ହୋଇଥାଏ, ଯଦି ଡିଜେଲ୍ ଇଞ୍ଜିନ୍ ୧୦୦ ର ସ୍ପିଡ୍ ପର୍ଯ୍ୟନ୍ତ ଚାଲୁଛି, ତେବେ ସେଥିରେ ୮ ଟି ନଚ୍ ଦରକାର୍ ପଡିଥାଏ, ଯେବେ ଏହି ସମୟରେ ଦେଶରେ ଏହାଠାରୁ ଅଧିକା ସ୍ପିଡ୍ ଟ୍ରେନ୍ ଚାଲୁଛି ।

Leave a Reply

Your email address will not be published. Required fields are marked *