October 20, 2024

Odia Express

Leading Odia News Portal of Odisha

ରେଖାଙ୍କୁ “ମା” କହିକରି ଡାକନ୍ତି ଅମିତାଭ ବଚ୍ଚନଙ୍କ ବୋହୁ Aishwarya Ray, ଏହା ହେଲା ବଡ କାରଣ

ଫିଲ୍ମ୍ ଜଗତରେ ବହୁତସୁନ୍ଦର ଅଭିନେତ୍ରୀ ଓ ପୁର୍ବତନ ମିସ୍ ୱାର୍ଲଡ୍ ରହିସାରିଥିବା ଐଶ୍ୱର୍ଯ୍ୟା ରାୟ ନିଜ ଅଭିନୟ ଓ ସୁନ୍ଦରତା ପାଇଁ ଦୁନିଆଁସାରା ନାଁ ଉଚ୍ଚା କରିଛନ୍ତି, ୨୦୦୭ ରେ ଅଭିଷେକ ବଚ୍ଚନ ବିବାହ ରଚାଇବାପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପରିବାରର ବୋହୁ ହୋଇସାରିଛନ୍ତି ଆଜି ଆମେ ଆପଣଙ୍କୁ କହିଦେବୁ କି ଐଶ୍ୱର୍ଯ୍ୟା ଓ ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ସଂମ୍ପର୍କ ବିଷୟରେ କହିବାକୁ ଯାଉଛୁ, ମଜାଦାର୍ କଥା କହିଦେବୁ କି ମିସେଜ୍ ବଚ୍ଚନ ବହୁତ ମଉକାରେ ରେଖାଙ୍କୁ ରେଖାଙ୍କୁ ମା କହିକରି ଡାକୁଥିବାର ଦେଖାଯାଇଥିଲା ।

ଆୱାର୍ଡ ଫଙ୍କସନ୍ ରେ ଐଶ୍ୱର୍ଯ୍ୟା ରାୟ ଓ ରେଖା ଷ୍ଟେଜ୍ ରେ ଉପସ୍ଥିତ ଥିଲେ, ଆୱାର୍ଡ ସେରେମୋନି ରେ ରେଖାଙ୍କୁ ଅଭିନେତ୍ରୀ ଐଶ୍ୱର୍ଯ୍ୟା ଙ୍କୁ ଆୱାର୍ଡ ଦେବାର ଥିଲା, ଏହି ମଧ୍ୟରେ ଐଶ୍ୱର୍ଯ୍ୟା ରେଖାଙ୍କୁ ମାକହିକରି ଡାକିଥିଲେ, ସେ କହିଥିଲେ କି ମା ଙ୍କ ଠାରୁ ଆୱାର୍ଡ ମିଳିବା ସମ୍ମାନଜନକ କଥା ହୋଇଥାଏ, ସେମିତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏହି କଥାରେ ଉତ୍ତର ଦେଇଥିଲେକି ଆଶାକରୁଛି କି ବର୍ଷବର୍ଷ ଧରି ଆପଣଙ୍କୁ ଆୱାର୍ଡ ମିଲିବାର ମଉକା ମିଳୁଥାଉ । ଆପଣଙ୍କୁ କହିଦେବୁ କି ଏହିଥର ରେଖା ଆଉଥରେ ଐଶ୍ୱର୍ଯ୍ୟା ରାୟଙ୍କ ପାଇଁ ଏକ ଭାବୁକ କରିଦେଲା ଭଳି ପତ୍ର ଲେଖିଥିଲେ

କହିଦେବୁ କି ଐଶ୍ୱର୍ଯ୍ୟାଙ୍କ ନାଁ ଏକ ମ୍ୟାଗାଜିନ୍ ରେ ଭାବୁକ ଲେଟର୍ ଲେଖିକରି ନିଜ ପ୍ରେମକୁ ଉଜାଗର୍ କରିଥିଲେ, ସେ ପତ୍ରର ଆରମ୍ଭରେ ମୋର ଐଶ୍ ଲେଖିଥିଲେ, ଯେବେ କି ଶେଷରେ ନିଜକୁ ରେଖା ମା କହିଥିଲେ, ରେଖା ଏହି ପତ୍ରରେ ଐଶ୍ୱର୍ଯ୍ୟାଙ୍କୁ ବହୁତ ପ୍ରଶଂସା କରିଥିଲେ, ଓ କହିଥିଲେ କି ତୁମେ ଯେଉଁ ରୋଲ୍ ନିଭାଇଥିଲ ତାହା ବହୁତ ତରିକାରେ କରିଛ, ସେମିତି ସେ ରିଲ୍ ଜିବନରେ ଯୋଡି ହୋଇଥାଉ କିମ୍ବାରିୟଲ୍ ଲାଇଫ୍ ରେ , ଆଗକୁ କହିଲେ କି ତୁମ ପରି ନାରି ସେହି ନଦୀ ପ୍ରକାରର ହୋଇଥାଏ , ଯାହା ବିନା ତିଆରିରେ ଆଗକୁ ବଢିଚାଲେ , ଓ ସେ ନିଜ ମଞ୍ଜିଲ୍ ରେ ଏହି ଇରାଦା ସହ ପହଞ୍ଚିଯାଏ, ସେ ନିଜ ପରିଚୟ କେବେ ମିଟାଇବାକୁ ଦିଏନାହିଁ ।

କହିଦେବୁ କି ଆଗକୁ ରେଖା ଲେଖିଲେ କି ସେମିତି ଲୋକ ଏହା ଭୁଲିଯିବେ କି ତୁମେ କଣ କରିଛ, କିନ୍ତୁ ସେକେବେ ଭୁଲି ପାରିବେ ନାହିଁ କି ତୁମେ କିପରି ଅନୁଭବ କରିଛ, ତୁମେ ସାହାସର ପ୍ରତିକ ଅଟ, ତୁମେ ନିଜ ମଧ୍ୟରେ ପୁରା ଅଛ, ତୁମେ ବିଶ୍ୱରେ କେଉଁ ବି କିଛି ଜିନିଷ ପ୍ରମାଣିତ କରିବା ଆବଶ୍ୟକତା ନାହିଁ ତୁମେ ଏକ ଲମ୍ବା ରାସ୍ତା ତୟ କରିଛ, ବହୁତ ଅସୁବିଧା ବି ପାର୍ କରିଛ, ଓ ଆଶ୍ଚର୍ଯ୍ୟଜନକ ରୁପରେ ସଫଳତା ପ୍ରାପ୍ତ କରିଛ, ସୁଚନା ପାଇଁ କହିଦେବୁ କି ରେଖା ନିଜ ଚିଠିର ଶେଷରେ ଲେଖିଥିଲେ କି ଯେତେ ବି ରୋଲ୍ ତୁମକୁ ମିଳିଛି ତୁମେ ତାକୁ ଭଲ ଭାବରେ କରିଛ, କିନ୍ତୁ ରାଧେର ଅମ୍ମା ରୋଲ୍ ମୋତେ ବହୁତ ଭଲ ଲାଗେ, ତୁମର୍ ଖୁସି ପାଇଁ ପ୍ରାର୍ଥନା କରୁଛି ତୁମକୁ ବହୁତସାରା ଭଲ ପାଇବା ଖୁସିରେ ରୁହ , ତୁମର ରେଖା ମା ।

Leave a Reply

Your email address will not be published. Required fields are marked *