October 20, 2024

Odia Express

Leading Odia News Portal of Odisha

ଦିନରେ ଥରେ ଖାଆନ୍ତୁ ଭଜା ହୋଇଥିବା ଚଣା, ତାପରେ ଦେଖନ୍ତୁ Benifits, ଏହା ରୋଗରୁ ରଖିବ ବହୁତ ଦୁରରେ

ଆମେ ସମସ୍ତ ଲୋକ ବତୁରାଇଥିବା ଚଣା ଖାଇବାର ଫାଇଦା ବିଷୟରେ ଜାଣିଛନ୍ତି, ଯଦି ବତୁରାଇଥିବା ଚଣା ସେବନ କରିବେ ତେବେ ଏହା ଆମ ଶରୀରରେ ବହୁତ ଫାଇଦା ଦେଇଥାଏ, ସେହି ପ୍ରକାରରେ ଯଦି ଭଜା ହୋଇଥିବା ଚଣା ଖାଇବା ବି ବହୁତ ଫାଇଦା ଦେଇଥାଏ, ଏମିତି ବହୁତ ଲୋକ ଅଛନ୍ତି ଯିଏ ଭଜା ହୋଇଥିବା ଚଣାକୁ ଖାଇବାକୁ ପସନ୍ଦ କରନ୍ତି, ଭଜା ହୋଇଥିବା ଚଣା ବହୁତ ସ୍ୱାଦିଷ୍ଟ୍ ଲାଗିଥାଏ, ଏତିକି ନୁହେଁ ବରଂ ଭଜା ହୋଇଥିବା ଚଣାରେ ପୋଷକ ତତ୍ତ୍ୱରେ ଭରପୁର ହୋଇଥାଏ, ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବି ବହୁତ ଫାଇଦାଦାୟକ ହୋଇଥାଏ ।

ଏମିତି କୁହାଯାଏ କି ଭଜା ହୋଇଥିବା ଚଣା ଗରିବ ଲୋକଙ୍କ ପାଇଁ ହୋଇଥାଏ, ଯେଉଁଥିରେ କାର୍ବୋହାଇଡ୍ରେଡ୍ ପ୍ରୋଟୀନ୍, ନମି, କ୍ୟାଲସିୟମ୍, ଓ ଭିଟାମିନ୍ ପ୍ରଚୁର ମାତ୍ରାରେ ମିଳିଥାଏ, ଏହା ସବୁ ଆମର ସ୍ୱାସ୍ଥ୍ୟକୁ ବହୁ ପ୍ରକାରରେ ଫାଇଦା ଦେଇଥାଏ, ଯଦି ଆପଣ ସବୁଦିନ ଥରେ ଭଜା ହୋଇଥିବା ଚଣାକୁ ଖାଇବେ ତେବେ ଶରୀରରେ ରକ୍ତର ହୀନତା କମ୍ ହେବ, ଯଦି କେଉଁ ବ୍ୟକ୍ତିର ଅଣ୍ଟାରେ ପୀଡା ହେଉଛି, ତେବେ ଏହାର ସେବନରେ ପୀଡାରୁ ମୁକ୍ତି ମିଳିପାରିବ, ଏତିକି ନୁହେଁ ବରଂ ହର୍ମୋନ୍ସ ବ୍ୟାଲ୍ୟାନ୍ସ କରିବାରେ ଭଜା ହୋଇଥିବା ଚଣା ବହୁତ ଉପକାରୀ ହୋଇଥାଏ ।

ଯଦି ଆଅଣ ନିଜ ଶରୀରକୁ ସୁସ୍ଥ୍ୟ ରଖିବାକୁ ଚାହୁଁଛନ୍ତି କି ତେବେ ଦିନରେ ଥରେ ଭଜା ହୋଇଥିବା ଚଣାର ସେବନ କରିବେ, ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଭଜା ହୋଇଥିବା ଚଣାର ଆପଣଙ୍କୁ କେଉଁ ଫାଇଦା ମିଳିବ, ଏହା ବିଷୟରେ କହିବୁ । ଆଜିକାଲି ସମୟରେ ଲୋକେ ଖାଇବା ପିଇବାକୁ ନେଇ ସ୍ୱାସ୍ଥ୍ୟ ବହୁତ ଖରାପ ହେଉଛି, ଯାହାର କାରଣରୁ ବହୁତ କବଜ୍ ଓ ପେଟ ସହ ଯୋଡିହୋଇଥିବା ଅସୁବିଧା ଉତ୍ପନ୍ନ ହେଉଥାଏ, ଯଦି ଆପଣ ସବୁଦିନ ଭଜା ହୋଇଥିବା ଚଣାକୁ ସେବନ କରିବେ ତେବେ ଏହା ଶରୀରକୁ ଉର୍ଜା ଯୋଗାଇବ ଓ ଏହା ସହ କବଜ୍ ପରି ସମସ୍ୟାରୁ ମୁକ୍ତି ଦେବ ।

ଯଦି ଆପଣ ଦିନରେ ଥରେ ଭଜା ହୋଇଥିବା ଚଣାକୁ ଖାଇବେ ତ୍ବେ ଏହା ଶରୀର ପାଇଁ ବହୁତ ଫାଇଦା ହେବ, ବିଶେଷକରି ଡାଇବେଟିଜ୍ ରୋଗୀଙ୍କ ପାଈଁ ଏହା ଫାଈଦା ଦେଇଥାଏ, ଭଜା ହୋଇଥିବା ଚଣାରେ ଗ୍ଲୁକୋଜ୍ କୁ ଶୋଷିନିଏ, ଯାହାର କାରଣରୁ ସୁଗର୍ ଲେବୁଲ୍ କଣ୍ଟ୍ରୋଲ୍ ରହିଥାଏ, ଏହି କାରଣରୁ ଡାଇବେଟିଜ୍ ରୋଗୀଙ୍କୁ ଭଜା ହୋଇଥିବା ଚଣା ଖାଇବାକୁ ଉପଦେଶ୍ ଦିଆଯାଏ , ଏହାର ସେବନ କରି ଆପଣ ନିଜ ସୁଗର୍ କୁ କଣ୍ଟ୍ରୋଲ୍ କରିପାରିବେ ।

ଯଦି ଆପଣ ସବୁଦିନ ଥରେ ଭଜା ହୋଇଥିବା ଚଣାର ସେବନ କରିବେ ତେବେ ଏଥିରେ ଆପଣଙ୍କ ଇମ୍ୟୁନିଟି ପାୱାର୍ ବଢିବ, କୋରନା ସମୟରେ ଭଜା ହୋଇଥିବା ଚଣା ମୌସୁମୀ ରୋଗରୁ ରକ୍ଷା କରିଥାଏ । ଆପଣଙ୍କୁ କହିଦେବୁ କି ଭଜା ହୋଇଥିବା ଚଣାରେ ଆଇରନ୍ ଅଧିକା ମାତ୍ରାରେ ଥାଏ, ଯାହା ଶରୀରରେ ରକ୍ତ ହୀନତାକୁ ଦୁର କରିବାରେ ସାହାଯ୍ୟ କରେ, ଯଦି କେଉଁ ବ୍ୟକ୍ତିର ଶରୀରରେ ରକ୍ତ ହୀନତା ଦେଖାଦେଉଛି ତେବେ ତାକୁ ସବୁଦିନ ଭଜା ହୋଇଥିବା ଚଣାର ସେବନ କରାନ୍ତୁ ,

ଆଜିକାଲି ସମୟରେ ବହୁତ୍ ଲୋକ ଏମିତି ଅଛନ୍ତି ଯାହାଙ୍କ ମୋଟାପାକୁ ନେଇକରି ବହୁତ ଅସୁବିଧା ହେଉଛି, ଯଦି ଆପଣ ମୋଟାପାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଭଜା ହୋଇଥିବା ଚଣାକୁ ସେବନ କରନ୍ତୁ , ଭଜା ହୋଇଥିବା ଚଣାରେ ଫାଇବର୍ ଓ ପ୍ରୋଟିନ୍ ମାତ୍ରା ଅଧିକା ଥାଏ, ଯାହା ଶରୀରରେ ଚର୍ବୀକୁ କମ୍ କରିବାରେ ସାହାଯ୍ୟ କରେ, ଫାଇବର୍ ପେଟରେ ଲମ୍ବା ସମୟରୁ ଭରି ରହିଥାଏ, ଯାହାର କାରଣରୁ ଆପଣଙ୍କୁ ଜଲଦି ଭୋକ ଲାଗିନଥାଏ, ଯଦି ଆପଣଙ୍କ ପେଟ ଭରିରହିବ ତେବେ ଆପଣ ଖାଦ୍ୟ କମ୍ ଖାଇବେ ଓ ଆପଣଙ୍କ ଓଜନ ବି ନିୟନ୍ତ୍ରିତ ରହିବ ।

Leave a Reply

Your email address will not be published. Required fields are marked *