October 20, 2024

Odia Express

Leading Odia News Portal of Odisha

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ – Tajmahal ର ନିର୍ମାଣ ଆଗ୍ରାର ପୁର୍ବରୁ କେଉଁଠି ହେବାର ଥିଲା ?ବୁଦ୍ଧିମାନ ହେଇଥିଲେ ଉତ୍ତର ଦେବେ

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) ଏମିତି କେଉଁ ପଶୁ ଅଟେ ଯିଏ ୬ ଦିନ ଯାଏଁ ନିଜ ନିଶ୍ୱାସକୁ ଅଟକାଇପାରେ ?

ଉତ୍ତର- ବିଛା

୨) ଆମର ରାଷ୍ଟ୍ରିୟ ଗାନ କେଉଁଟା ଅଟେ ? ଉତ୍ତର- ବନ୍ଦେ ମାତରମ୍ ଆଶାର୍ଥୀ ବହୁତଥର ରାଷ୍ଟ୍ରିୟ ଗୀତ ଓ ରାଷ୍ଟ୍ରଗାନ ମଧ୍ୟରେ ଫସିଯାଆନ୍ତି, ଓ ରାଷ୍ଟ୍ରଗୀତ ଜନଗଣମନ କୁ କହନ୍ତି, କହିଦେବୁ କି ଜନଗଣମନ ଆମର ରାଷ୍ଟ୍ରଗାନ ଅଟେ ।

୩) ଭାରତର ରାଜଚିହ୍ନରେ ପ୍ରଯୁକ୍ତ ହେବାକୁ ଥିବା ଶବ୍ଦ ସତ୍ୟମେବ ଜୟତେ କେଉଁ ଉପନିଷଦରୁ ଅଣାଯାଇଛି ? ଉତ୍ତର- ମୁଣ୍ତକ ଉପନିଷଦ

୪) ସେ କଣ ଅଟେ ଯାହା ପାଖରେ ଯେତେ ହେବ ସେତେ କମ୍ ଦେଖାଯିବ ? ଉତ୍ତର- ଅନ୍ଧାର

୫) ୧ ଟଙ୍କାରେ ୪୦ ଟି ଚଢେଇ, ୩ ଟଙ୍କାର ଗୋଟିଏ ପାରା, ଓ ୫ ଟଙ୍କାରେ ଗୋଟେ କୁକୁଡା କୁହ ୧୦୦ ଟଙ୍କାରେ ୧୦୦ ପକ୍ଷୀ କିପରି ଆସିବେ ? ଉତ୍ତର- ୨ ଟଙ୍କାରେ ୮୦ ଟି ଚଢେଇ, ୩ ଟଙ୍କାରେ ୧ ପାରା, ୯୫ ଟଙ୍କାରେ ୧୯ ଟି କୁକୁଡା କିଣିକରି ୨+୩=୯୫ =୧୦୦ ରେ ୧୦୦ ପକ୍ଷୀ (୮୦+୧+୧୯=୧୦୦) ଆସିଯିବେ ।

୬) ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର କେଉଁଟା ଅଟେ ? ଉତ୍ତର- ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳ ଅଟେ ।

୭) ଗୋଟେ ବ୍ୟକ୍ତି ଗୋଟେ ଦିନରେ ଦୁଇଟି ବାହାଘର ହେଲା, ଓ କେଉଁ ଗଣ୍ତଗୋଳ ହେଲା ନାହିଁ କିପରି ? ଉତ୍ତର- ସେ ଲୋକ ଏକ ବ୍ରାହ୍ମଣ ଅଟେ ।

୮) ସବୁଠାରୁ ଶସ୍ତା ଇଣ୍ଟରନେଟ୍ କେଉଁ ଦେଶରେ ଅଛି ? ଉତ୍ତର- ଦୁନିଆଁର ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଡାଟା ଭାରତରେ ଅଛି, ସବୁଠାରୁ ମହଙ୍ଗା ଡାଟା ଦକ୍ଷିଣ ଆଣ୍ଟାଲିଟିକ୍ ମହାସାଗରରେ ଥିବା ଆଫ୍ରିକା ଦେଶ ସେଣ୍ଟ୍ ହେଲେନାରେ, ଭାରତରେ ୧ ଜିବି ଡାଟା ପାଇଁ ପ୍ରାୟ ୭ ଟଙ୍କା ଦେବାକୁ ପଡେ କିନ୍ତୁ ସେଣ୍ଟ ହେଲେନାରେ ଏହାର ଖର୍ଚ୍ଚ ୩୮୩୨ ଟଙ୍କା ପାଇଁ ୧ ଜିବିର ଡାଟା ହୋଇଥାଏ ।

୯) ସବୁଠାରୁ ଶସ୍ତା ପେଟ୍ରୋଲ୍ କେଉଁ ଦେଶରେ ମିଳିଥାଏ ? ଉତ୍ତର- ବେନେଜୁଏଲା

୧୦)ବିଶ୍ୱରେ କେଉଁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ? ଉତ୍ତର- ସିରିମାବୋ ଭଣ୍ତାର ନାୟକେ(ଶ୍ରୀଲଙ୍କା)

୧୧) ବିଶ୍ୱର ସବୁଠାରୁ ଅଧିକା ଜନସଂଖ୍ୟା ବାଲା ସହର କେଉଁଟା ? ଉତ୍ତର- ଟୋକିଓ ଜାପାନ

୧୨) ଆଳୁର ଅକାଳ କେଉଁ ଦେଶରେ ହୋଇଥିଲା? ଉତ୍ତର- ଆୟରଲ୍ୟାଣ୍ତ

୧୩) କେଉଁ ଦେଶର ୟୁରୋନିୟମ୍ ସବୁଠାରୁ ବଡ୍ ଉତ୍ପାଦକ ଅଟେ ? ଉତ୍ତର- କାନାଡା

୧୪) ଦୁନିଆଁର ସବୁଠାରୁ ବଡ ଲୁହା ଅୟସ୍କ ଉତ୍ପାଦକ କିଏ ଅଟେ? ଉତ୍ତର- ବ୍ରାଜିଲିୟନ୍ ମାଇନିଙ୍ଗ୍ କର୍ପୋରେସନ୍ ବେଲ୍

୧୫) ଦୁନିଆଁର ସବୁଠାରୁ ବଡ କ୍ଷୀର ଉତ୍ପାଦକ ଦେଶ କିଏ ? ଉତ୍ତର- ଭାରତ

୧୬) SD କାର୍ଡ ପୁରା ନାଁ କଣ ? ଉତ୍ତର- Secure Digital Card ଅଟେ ।

୧୭) GPSର ପୁରା ନାଁ କଣ- Global positioning system ଅଟେ ।

୧୮) DSLR ର ପୁରା ନାଁ କଣ – Digital single lens reflex ଅଟେ ।

୧୯) ତାଜମହଲ ନିର୍ମାଣ ଆଗ୍ରାର ପୁର୍ବରୁ କେଉଁଠି ହେବାର ଥିଲା ? ଉତ୍ତର- ଏମିତି କୁହାଯାଏ କି ଏହାର ନିର୍ମାଣ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ହେବାର ଥିଲା କିନ୍ତୁ ଉଇ ସମସ୍ୟା କାରଣରୁ ଆଗ୍ରାକୁ ସିପ୍ଟ କରିଦିଆଗଲା ।

Leave a Reply

Your email address will not be published. Required fields are marked *