October 19, 2024

Odia Express

Leading Odia News Portal of Odisha

ପୋଲିସ୍ ବର୍ଦିରେ ଝିଅକୁ ଦେଖିବାକୁ ଚାହୁଁଥିଲେ ବାପା, କଠିନ ପରିଶ୍ରମରୁ IPS ଅଫିସର୍ ହୋଇ ପୁଜା କଲେ ବାପାଙ୍କ ଇଚ୍ଛା ପୁରା

ସବୁ ମଣିଷର ସ୍ୱପ୍ନ ହୋଇଥାଏ କି ସେ ନିଜ ଜୀବନରେ ସଫଳତା ହାସିଲ୍ କରୁ, ବହୁତ ଲୋକ ପଢିକରି ବଡ ଅଧିକାରି ହେବାର ସ୍ୱପ୍ନ ଦେଖିଥାନ୍ତି, କିନ୍ତୁ ସବୁ ଲୋକଙ୍କର ସ୍ୱପ୍ନ ପୁରା ହୋଇପାରେ ନାହିଁ  ଏମିତି କୁହାଯାଏ କି ଯାଦି ମଣିଷ ନିଜ ଲକ୍ଷ୍ୟକୁ ହାସିଲ୍ କରିବାକୁ ଚାହେଁ ତେବେ କଠିନ ପରିଶ୍ରମ କରିବାକୁ ପଡିଥାଏ । ଲକ୍ଷ୍ୟର ମାର୍ଗରେ ବହୁତ ଏମିତି ବାଧାଗୁଡିକ ଆସିଥାଏ ଯାହା ଲୋକଙ୍କୁ ଏହି ବାଧାକୁ ପାର୍ କରିନେଇଥାନ୍ତି, ଓ ତାଙ୍କ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ, କିନ୍ତୁ ଅଧିକାଂଶ ଲୋକ ଲକ୍ଷ୍ୟର ମାର୍ଗରେ ଆସୁଥିବା ବାଧାରୁ ହାର୍ ମାନିଯାଆନ୍ତି, ଯାହାର କାରଣରୁ ସେ ସଫଳତା ହାସିଲ୍ କରିପାରନ୍ତି ନାହିଁ ।

ଯଦି ମଣିଷ ସଫଲତା ପାଇବାକୁ ଚାହେଁ ତେବେ ଏହାପାଇଁ ଦୃଢ ମନୋବଳ ଓ କଡା ପରିଶ୍ରମର ଆବଶ୍ୟକତା ହୋଇଥାଏ , ଆଜି ଆମେ ଆପଣଙ୍କୁ ଆଇପିଏସ୍ ପୁଜା ଅବାନାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବାପା ନିଜ ଗେହ୍ଲି ଝିଅକୁ ପୋଲିସ୍ ର ବର୍ଦିରେ ଦେଖିବାକୁ ଚାହୁଁଥିଲେ, ଓ ଝିଅ ନିଜ ବାପାଙ୍କ ଇଚ୍ଛା ପୁରା କରିଥିଲେ, କେବଳ ୨୨ ବର୍ଷ ବୟସରେ ପୁଜା ଅବନା ଆଇପିଏସ୍ ଅଧିକାରୀ ହୋଇକରି  ନିଜ ବାପାଙ୍କ ସ୍ୱପ୍ନକୁ ସାକାର୍ କରିଥିଲେ ।

ଆପଣଙ୍କୁ କହିଦେବୁ କି ପୁଜା ଅବାନା ଉତ୍ତର ପ୍ରଦେଶ, ନୋଏଡା ଜିଲ୍ଲାର ଅଟ୍ଟା ଗାଁର ବାସିନ୍ଦା ଅଟନ୍ତି, ଯିଏକି ୨୨ ବର୍ଷ ବୟସରେ ୟୁପିଏସ୍ ସି ପରୀକ୍ଷା କ୍ଲିଅର୍ କରିଥିଲେ , ସେ ଏହି ଦିନ ରାଜସ୍ଥାନ ପୋଲିସ୍ ଡିସିପି ପଦରେ ନିଯୁକ୍ତ ହୋଇଛନ୍ତି, ରାଜସ୍ଥାନ କ୍ୟାଡର୍ ର ତାଙ୍କ ପ୍ରଥମ ପୋଷ୍ଟିଙ୍ଗ୍ ପୁଷ୍କରରେ ହୋଇଥିଲା, ଯେପରି ସବୁ ମା ବାପାଙ୍କର ସ୍ୱପ୍ନ ହୋଇଥାଏ କି ତାଙ୍କ ଛୁଆ ନିଜ ଜୀବନରେ ସଫଳତାର ଶିଖରରେ ପହଞ୍ଚି ପ୍ରାପ୍ତ କରନ୍ତି, ଠିକ୍ ସେହି ପ୍ରକାରର ପୁଜା ଅବାନା ବାପା ବିଜୟ ଅବାନାଙ୍କ ସ୍ୱପ୍ନ ଥିଲା । ବାପା ନିଜ ଝିଅକୁ ପୋଲିସ୍ ବର୍ଦୀରେ ଦେଖିବାକୁ ଚାହୁଁଥିଲେ

ନିଜ ବାପାଙ୍କ ଇଚ୍ଛା ପୁରା କରିବାପାଇଁ ପୁଜା ଅବାନା ବହୁତ ପରିଶ୍ରମ କଲେ, ପୁଜା ଅବାନା ନିଜ ବାପାଙ୍କ ଇଚ୍ଛା ପୁରା କରିବାପାଇଁ ନିଷ୍ପତ୍ତି କରିନେଲେ ଯାହାପାଇଁ ସେ ୟୁପିଏସ୍ ସି ପରିକ୍ଷା ଦେବାକୁ ଫଇସଲା କରିନେଲେ ,ସେମିତି ତାଙ୍କ ପାଇଁ ଏତେ ସହଜ ନଥିଲା, ସେ ନିଜ ଜୀବନରେ ବହୁତ ଚିନ୍ତାର ସାମ୍ନା କରିବାକୁ ପଡିଥିଲା, ଏତିକି ନୁହେଁ ବରଂ ତାଙ୍କୁ ଅସଫଳତା ବି ଦେଖିବାକୁ ପଡିଥିଲା, କିନ୍ତୁ ସେ ପରିସ୍ଥିତି ହାର୍ ମାନିନଥିଲେ । ପୁଜା ଅବାନା ନିଜ ବାପାଙ୍କ ସ୍ୱପ୍ନ କୁ ପୁରା କରିବାର ପ୍ରଣ ନେଇସାରିଥିଲେ , ଯାହାପାଇଁ ସେ ଦିନ ରାତି ବହୁତ ପରିଶ୍ରମ କରିଥିଲେ

ସବୁଠାରୁ ପ୍ରଥମେ ପୁଜା ୨୦୧୦ ରେ ୟୁପିଏସ୍ ସି ରେ ପରୀକ୍ଷା ଦେଇଥିଲେ , କିନ୍ତୁ ଏହି ପରିକ୍ଷାରେ ତାଙ୍କୁ ସଫଳତା ମିଳିପାରିନଥିଲା, ଯେବେ ପୁଜା କୁ ଅସଫଳତା ସାମ୍ନା କରିବାକୁ ପଡିଲା ତ ଟିକିଏ ନିରାଶା ହୋଇଥିଲା, କିନ୍ତୁ ସେ ହାର୍ ମାନିନଥିଲେ ଓ ସେ ନିଜ ପ୍ରସ୍ତୁତି ଆହୁରି ତେଜ୍ କରିଦେଲେ, ପୁଜା ନିଜ ମଧ୍ୟରେ ବହୁତ ଦୁର୍ବଳତା ଦେଖିଲେ ଓ ତାହାକୁ ସୁଧାର କରିଲେ, ଆଉଥରେ ୟୁପିଏସ୍ ସି ପରୀକ୍ଷା ଦେବାପାଈଁ ସେ ଭଲ ତରିକାରେ ପ୍ରସ୍ତୁତି କରିଥିଲେ, ଓ ତାଙ୍କ ପରିଶ୍ରମ କାମରେ ଆସିଲା ।

ପୁଜା ଦ୍ୱିତୀୟ ପ୍ରୟାସରେ ଅଲ୍ ଇଣ୍ତିଆ ୩୧୬ ରାଙ୍କ୍ ପାଇଥିଲେ, ଓ କେବଳ ୨୨ ବର୍ଷର ବୟସରେ ଆଇପିଏସ୍ ହେବାରେ ସଫଳ ହୋଇଥିଲେ , ଆପଣଙ୍କୁ କହିଦେବୁ କି ପୁଜା ଆରମ୍ଭରୁ ହିଁ ପାଠପଢାରେ ଆଗୁଆ ଥିଲେ, ଯେବେ ସେ ନିଜ ଗ୍ରାଜୁଏସନ୍ ପୁରା କରିଥିଲେ ତେବେ ୟୁପିଏସ୍ ସି ପ୍ରସ୍ତୁତିରେ ଲାଗିପଡିଲେ , ସେ ନିଜ ପରିଶ୍ରମ ଦ୍ୱାରା ଏହି ସଫଳ ହାସିଲ୍ କରିଥିଲା, ଟ୍ରେନିଙ୍ଗ୍  ପରେ ପୁଜା ପ୍ରଥମ ପୋଷ୍ଟିଙ୍ଗ୍ ପୁଷ୍କରରେ ହୋଇଥିଲା, ତାହାପରେ ବିଭିନ୍ନ ପଦରେ ରହିକରି ଜୟପୁର୍ ଗ୍ରାଫିକ୍ ଉପଯୁକ୍ତ ସେବାରେ ଦେଇଥିଲେ ।

ଆପଣଙ୍କୁ କହିଦେବୁ କି ଏବେ ପୁଜା ରାଜସ୍ଥାନ ପୋଲିସ୍ ରେ ଡିସିପି ପଦରେ ଅଛନ୍ତି, ୨୦୧୨  ବ୍ୟାଚର ଆଇପିଏସ୍ ଅଫିସର୍ ପୁଜା ଅବାନା ନିଜ କାମକୁ ନେଇକରି ସବୁବେଳେ ଚର୍ଚ୍ଚାରେ ରହୁଥିଲେ, ଏହା ଛଡା ସେ ନିଜ ଲୁ ଓ ଷ୍ଟାଇଲ୍ କୁ ନେଇକରି ବହୁତ ଚର୍ଚ୍ଚିତ ହୋଇଥିଲେ, ପୁଜା ଅବାନା ସୋସିଆଲ୍ ମିଡିଆରେ ଅଧିକା ସକ୍ରିୟ ଅଛନ୍ତି, ଓ ସେ ନିଜ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ନିଜ ଷ୍ଟାଇଲିଷ୍ଟ ଫଟୋ ଲୋକଙ୍କ ମଧ୍ୟରେ ସେୟାର୍ କରନ୍ତି, ଲୋକଙ୍କୁ ତାଙ୍କ ଫଟୋ ବହୁତ ପସନ୍ଦ କରନ୍ତି ।

ମିଡିଆ ସହ କଥାବାର୍ତ୍ତା କରୁଥିବା ସମୟରେ ପୁଜା ଅବାନାକହିଥିଲେ କି ଯଦି ଅସଫଳତା ମିଳିଥାଏ ତେବେ ବହୁତ ଭଲ ଅଙ୍କ ନୁହେଁ ଏମିତି ସ୍ଥିତିରେ ହତାଶ୍ ହେବାର ଆବଶ୍ୟକତା ନାହିଁ, ସେ କହିଲେ କି ନିଜ ଲକ୍ଷ୍ୟକୁ ଦୃଢ ରଖିବା ଉଚିତ୍ , ଓ ନିଜ ସ୍ୱପ୍ନକୁ ପୁରା କରିବାପାଇଁ କଡା ପରିଶ୍ରମ ରଖିବା ଉଚିତ୍ , ଯଦି ଆପଣ ନିଜ ଲକ୍ଷ୍ୟ ଉପରେ ଫୋକସ୍ କରିବେ ତେବେ ଆଗାମୀ ଥର ଆପଣଙ୍କୁ ସଫଳାତା ନିଶ୍ଚିତ ମିଳିବ ।

Leave a Reply

Your email address will not be published. Required fields are marked *