October 19, 2024

Odia Express

Leading Odia News Portal of Odisha

Odia Jokes : ଏକ ନବବିବାହିତ ମହିଳା କୋକ୍ ପିଉଥିଲେ, ସେଥିରେ ଏକ ମଶାପଡିଗଲା, ମହିଳା ତାକୁ ବାହାର କଲା ତ ମଶା କହିଲା – ମା..

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା

୧) ବୟଫ୍ରେଣ୍ତ- ତୁମ ଘରକୁ ଯାଇଥିଲି, ମୋତେ ଲାଗୁନି କି ଆମର ବାହାଘର ହେବ, ଗାର୍ଲଫ୍ରେଣ୍ତ- କଣହେଲା କି ମୋର ବାପାଙ୍କୁ ଦେଖାହେଲ କି ? ବୟଫେଣ୍ତ- ନା ତୁମର୍ ଭଉଣୀ ସହ ଦେଖାହେଲି ।

୨) ମୁଁ ଆଜି ଗାର୍ଲଫ୍ରେଣ୍ତକୁ କହିଲି ତୁମ୍ ନାଁରେ ହାତରେ ଲେଖିଦେବି କି ହୃଦୟରେ ତେବେ ସେ କହିଲା- ପ୍ରେମ କରୁଛ ତ ପ୍ରୋପଟିର ପେପରରେ ଲେଖିଦିଅ ନା, ଏଇ ଝିଅମାନେ ଷ୍ଟାର୍ ପ୍ଲସରେ ଫ୍ୟାମିଲି ଡ୍ରାମା ଦେଖିକରି ହୋସିୟାର୍ ହୋଇଗଲେଣି ।

୩) ) ପପୁ – ଆଜି ରାତିରେ ଶୋଇବି ନାହିଁ, ଗପୁ-କଣପାଇଁ ? ପପୁ-କାରଣ କାଲି ରାତିରେ ମୋର ସ୍ୱପ୍ନରେ କାହା ସହ ଲଢେଇ ହୋଇଯାଇଥିଲା, ଆଜି ସେ ନିଜ ଲୋକଙ୍କୁ ନେଇକରି ଆସିବ ,ମାଡ ସେମିତି ଖାଇବି ନା କଣ ?

୪) ସ୍ତ୍ରୀ- ଏହି ରାଗିଙ୍ଗ୍ କାହାକୁ କହନ୍ତି ? ସ୍ୱାମୀ –ତୁମେ ଯେଉଁ ସବୁ ମ୍ୟାରେଜ୍ ଆନିଭରସରି ଓ ସାବିତ୍ରୀ ବ୍ରତ ଓ ବାର୍ଥଡେ ରେ ଜବରଦସ୍ତି ଗିଫ୍ଟ ମାଗୁଛ ନା, ତାକୁ ଇଂରାଜୀରେ ରାଗିଙ୍ଗ୍  କହନ୍ତି ।

୫) ଏକ ମଦୁଆ ସ୍ୱାମୀ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଗଲା, ମଦୁଆ ସ୍ୱାମୀ – ତୁ ମୋଟି, କଳା କଲୁଟି, ସ୍ତ୍ରୀ- ତୁ ନଶେଡି, ମଦୁଆ, ସ୍ୱାମୀ ଜୋର୍ ଜୋର୍ ରେ ହସିବାକୁ ଲାଗିଲା ଓ କହିଲା- ମୁଁ ତ କାଲି ସକାଳୁ ଠିକ୍ ହୋଇଯିବି କିନ୍ତୁ ତୁ ସବୁ ବର୍ଷ ଯାକ ଏମିତି ରହିବୁ ।

୬) ସ୍ତ୍ରୀକୁ ସିଡି ପ୍ଲେୟାର୍ ଭାବନାହିଁ, ଯାହା ଆମର ପସନ୍ଦର୍ ଅନୁସାରେ ଚାଲିବ, ବରଂ ଏହାକୁ ଏକ ରେଡିଓ ମାନନ୍ତୁ, ଓ ଏଥିରେ ଯାହା ବି ଆସିବ ତାକୁ ପୁରା ଆନନ୍ଦ ନିଅନ୍ତୁ ।

୭) ଧନୀ ବ୍ୟକ୍ତି ବାହାଘର ପରେ ହନିମୁନ୍ କୁ ବାହାରିଯାଆନ୍ତି, ଯେବେ କି ଗରିବ ଲୋକ ଗତ ୬ ମାସ ପର୍ଯ୍ୟନ୍ତ ଟେଣ୍ଟ୍ ବାଲା ହିଁ ପଡିରହନ୍ତି, କି ୬ ଟି ଜଗ୍  , ୧୩ ଟି ଥାଳି ୯ ଟି ଗିଲାସ, ୪ ଟି ଲୋଟା ଓ ଗୋଟେ ଷ୍ଟିଲ୍ ବାଲଟି ପୁରା କର ।

୮) କଣ ଫାଇଦା ଏମିତି ପାଠପଢାକୁ ଏଗାର ହଜାର ଏଗାରଶହ ଏଗାର ଲେଖିପାରିବନି, ଚେଷ୍ଟା କରି ଦେଖିନିଅ, ଲେଖିନେଲେ ତ ଫଟୋ ଉଠାଇ ପଠାଇଦେବ, ନୋଟ୍ – ଏହାକୁ ଅଙ୍କରେ ଲେଖିବ ।

୯) ଦୁଇ ସାଙ୍ଗ- ସାଙ୍ଗ କାଲି ରାତି ଘରେ ଡେରିରେ ପହଞ୍ଚିଲି, ବେଲ୍ ବଜାଇଲି ସ୍ତ୍ରୀ କବାଟ ଖୋଲିଲା ନାହିଁ, ପୁରା ରାସ୍ତା ରୋଡ୍ ରେ କଟାଇଲି, ସାଙ୍ଗ- ତାପରେ ସକାଳୁ ସ୍ତ୍ରୀ କିଛି କହିଲା କି ନାହିଁ ? ନା ସାଙ୍ଗ- ସକାଳୁ ମଦ ନିଶା ଛାଡିଲା ତ ମନେ ପଡିଲା କି ଏବେ ମୋର ବାହାଘର ତ ହେଇନି, ଓ ଚାବି ତ ପକେଟ୍ ରେ ହିଁ ଥିଲା ।

୧୦) ଏକ ବିବାହିତ ମହିଳା କୋକ୍ ପିଉଥିଲେ ,ସେଥିରେ ଏକମଶା ପଡିଗଲା, ମହିଳାଜଣଙ୍କ ତାକୁ ବାହାର୍ କଲେ ତେବେ ମଶା କହିଲା- ମା, ମହିଳା – ତୁ ମୋତେ ମା କଣପାଇଁ କହିଲୁ ? ମଶା- କାରଣ ମୁଁ ତୋର କୋକ୍ ରୁ ବାହାରିଛି ତେଣୁ ତୁ ମୋର ମା ।

Leave a Reply

Your email address will not be published. Required fields are marked *