October 19, 2024

Odia Express

Leading Odia News Portal of Odisha

ଅଭିନେତ୍ରୀ Bhagyasree ବହୁ ବର୍ଷ ପରେ ସତ୍ୟତାକୁ କରିଲେ ଉଜାଗର୍, ଅଭିନେତ୍ରୀ କହିଲେ କିପରି ଅଭିନେତ୍ରୀମାନଙ୍କୁ କରିବାକୁ ପଡିଥାଏ ଆପସିକ ବୁଝାମଣା

କୁହନ୍ତି କି ମା ହେବା ଏହି ଦୁନିଆଁର ସବୁ ମହିଳାଙ୍କ ଏକ ସବୁଠାରୁ ବଡ ବରଦାନ ହୋଇଥାଏ, ଓ ମା ହେବାର ସୁଖ କେବଳ ଏକ ମହିଳା ବଡ ମୁସକିଲ୍ ରେ ପାଇଥାଏ , ସେମିତି ଆଜିର ସମୟରେ ମା ହେବାର ଫଇସଲା ନେବା ସମସ୍ତ ମହିଳାଙ୍କ ପାଇଁ ସହଜ ହୋଇନଥା,ଏ ସେମିତି ସେ କାମ କାର୍ଯ୍ୟର ମହିଳା ହୁଅନ୍ତୁ କିମ୍ବା ଘରୋଇ ମହିଳା, କହିଦେବୁ କି ମା ହେବା ପୁର୍ବରୁ ମହିଳାଙ୍କୁ କିଛି କଥାର ଧ୍ୟାନ ରଖିବାକୁ ପଡିଥାଏ, ଓ ଯେବେ କଥା ଆସେ ଅଭିନେତ୍ରୀଙ୍କର ତେବେ ତାଙ୍କୁ ମା ହେବାର ପାଇଁ ବହୁତ ଭାବିଚିନ୍ତି ଏହାର ବିଚାର କରାଯାଏ , କାରଣ ଏହା ସିଧା ପ୍ରଭାବ ତାଙ୍କ କ୍ୟାରିୟର ଉପରେ ପଡିଥାଏ ।

ସେମିତି ଆମର ବଲିଉଡ୍  ଫିଲ୍ମ ଇଣ୍ତଷ୍ଟ୍ରିରେ ଏହି କଥା ବହୁତ ଲୋକପ୍ରିୟ ଅଛି କି ବିବାହ ପରେ ଅଭିନେତ୍ରୀଙ୍କ କ୍ୟାରିୟର ଶେଷ ହୋଇଯାଏ , ଓ ତାଙ୍କୁ ଇଣ୍ତଷ୍ଟ୍ରିରେ କାମ୍ କରିବାକୁ ଅବସର ମିଳେ ନାହିଁ କହିଦେବୁ କି କିଛି ଏମିତି କଥା ବଲିଉଡ୍ ରେ ଜଣାଶୁଣା ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସହ ହୋଇଥିଲା, ଓ ସଲମାନ ଖାନ୍ ଙ୍କ ସହ ଫିଲ୍ମ ମୈନେ ପ୍ୟାର୍ କିୟାରୁ ଡେବ୍ୟୁ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ ବହୁତ କମ୍ ବୟସରେ ୧୯୯୦ ରେ ବିଜନେସ୍ ମ୍ୟାନ୍ ହିମାଳୟ ଦାଶାନୀଙ୍କ ସହ ବିବାହ କରିବସିଲେ, ଓ ତାଙ୍କ ବିଷୟରେ ଏହି ପ୍ରକାରର ଅପପ୍ରଚାର ବହୁତ ଅଧିକା ତେଜ୍ ହୋଇଗଲା।

ସେମିତି ଏହି ବିଷୟରେ ଭାଗ୍ୟଶ୍ରୀ ଏକ ଇଣ୍ଟରଭ୍ୟୁ ସମୟରେ ସୁଚନା ଦେଲେ କି ତାଙ୍କ ସହ ଏମିତି କିଛି ହୋଇନଥିଲା ଓ ଭାଗ୍ୟଶ୍ରୀ କହିଲେ କିଯେବେ ସେ ବାହାଘର ପରେ ଏକ ପୁଅର ମା ହୋଇଗଲେ ତେବେ ତାଙ୍କୁ ବଲିଉଡ୍ ର ଜଣାଶୁଣା ପ୍ରଡୁସର୍ ୟଶ ଚୋପ୍ରା ଏକ ଫିଲ୍ମ ଅଫର୍ କରିଥିଲେ । ଓ ୟଶ୍ ଚୋପ୍ରା ଭାଗ୍ୟଶ୍ରୀଙ୍କ ସହ ଫିଲ୍ମ ବନାଇବାପାଇଁ ପୁରା ପ୍ରସ୍ତୁତି କରିସାରିଥିଲେ,  ଭାଗ୍ୟଶ୍ରୀ ୟଶ ଚୋପ୍ରାଙ୍କ ଫିଲ୍ମ ପାଇଁ ହ୍ଁ କହିବାରେ ଡେରି କରିଦେଲେ, ଯାହାର କାରଣରୁ ୟଶ୍ ଚୋପ୍ରା ଙ୍କୁ ଭାଗ୍ୟଶ୍ରୀଙ୍କ ଜାଗାରେ ଆଉ କେଉଁ ଅଭିନେତ୍ରୀଙ୍କୁ ନେବାକୁ ପଡିଲା ।

ଭାଗ୍ୟଶ୍ରି କହିଲେ କି ଯେଉଁ ସମୟରେ ମୋତେ ଫିଲ୍ମ ଅଫର୍ ହୋଇଥିଲା ତେବେ ସେହି ସମୟରେ ମୋର ଜାଗାରେ କେହି ଅନ୍ୟ ଜଣେ ଥିଲେ ଏହି ମଉକାକୁ ହାତରୁ ଯିବାକୁ ଦେଇନଥାନ୍ତା କିନ୍ତୁ ମୁଁ ଏହି ମଉକାକୁ ବହୁତ ସହଜରେ ଛାଡିଦେଲି, ଯାହାର କାରଣରୁ ଏହା ଥିଲା କି ମୁଁ ସେଇ ସମୟରେ ଅଧିକା କହିଦେଇଥିଲି ଓ ଭାଗ୍ୟଶ୍ରୀ କହିଲେ କି ସେଇ ଦିନରୁ ନିଜ ପରିବାରକୁ ନେଇକରି ଅଧିକା ପ୍ରୋଟେକ୍ଟିଭ୍ ଥିଲେ, ଓ ନିଜ ପରିବାର କୁ ନିଜ ସଂସାର ମାନନ୍ତି, ଓ ଅଭିନୟ ଜଗତରେ ଫେରିକରି ନିଜ ପରିବାର ଠାରୁ ଦୁରେଇଯିବାକୁ ଚାହଁନ୍ତି ନାହିଁ ।

ଭାଗ୍ୟଶ୍ରୀ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ସେହି ଦିନରେ ସୋସିଆଲ୍ ମିଡିଆରେ ନୁହେଁ ପ୍ରିଣ୍ଟ୍ ମିଡିଆ ଚାଲୁଥିଲା, ଏଣ୍ଟରଟେନମେଣ୍ଟ ନାଁରେ କେବଳ ନ୍ୟୁଜ୍ ପେପର୍ ଓ କିଚି ମ୍ୟାଗାଜିନ୍ ଥିଲା, ଓ ଏହା ସହ୍ କଳାକାର ଙ୍କ ସହ ଯୋଡି ହୋଇଥିବା ଖବର ସାମ୍ନାକୁ ଆସୁନଥିଲା, ଓ ଏହି କାରଣ ଥିଲା କି ଷ୍ଟାର୍ ଡମ୍ ପଛରେ ମୁଁ କେବେ ଦୌଡିନଥିଲି, ସେ କହିଲେ କି ଏହି କଥାକୁ ନ ବୁଝିବା ସ୍କ୍ରିନ୍ ଉପରେ ନଜର ଆସୁଥିବା ବ୍ୟକ୍ତି ଅସଲ ଜୀବନରେ ବହୁତ ଅଲଗା ହୋଇଥାଏ, ଓ ଏହି ଜିନିଷ ଆଜିର ସମୟରେ ଅଧିକା ମୁସକିଲ୍ ହୋଈଯାଇଛି । କହିଦେବୁ କି ଭାଗ୍ୟଶ୍ରୀଙ୍କ ବୟସ ୫୧ବର୍ଷ ହୋଇସାରିଛି, ଓ ଆଜି ଭାଗ୍ୟଶ୍ରି ୨ ଟି ଛୁଆଙ୍କ ମା ହୋଇସାରିଛନ୍ତି, ଯେଉଁଠି ପୁଅର ନାଁ ଅଭିମନ୍ୟୁ ଅଟେ, ଓ ଝିଅର ନାଁ ଅବନ୍ତିକା ଅଟେ, ଭାଗ୍ୟଶ୍ରି ଦୁହେଁ ଛୁଆ ଏବେ ବଡ ହୋଇସାରିଛନ୍ତି, ଏବେ ଭାଗ୍ୟଶ୍ରୀ ୫୧ ବର୍ଷୀୟ ହୋଇଥିଲେ ମଧ୍ୟ ନିଜ ଲୁକସ୍ ଓ ଷ୍ଟାଇଲ୍ ମାମଲାରେ ୟଙ୍ଗ୍ ଅଭିନେତ୍ରୀଙ୍କୁ କଡା ଟକ୍କର ଦେଇପାରନ୍ତି,

କହିଦେବୁ କି ୫୧ ବର୍ଷର ବୟସରେ ଭାଗ୍ୟଶ୍ରୀ ଆଉଥରେ ବଲିଉଡ୍ ରେ କମ୍ ବ୍ୟାକ୍ କରିବାକୁ ଯାଉଛନ୍ତି, ଓ ଭାଗ୍ୟଶ୍ରି ବଲିଉଡ୍ ଅଭିନେତା ପ୍ରଭାସ ଓ ପୁଜା ହେଗଡେ ଙ୍କ ସହ ଫିଲ୍ମ ରାଧେଶ୍ୟାମରେ ନଜର ଆସିବାକୁ ଯାଊଛନ୍ତି, ସେମିତି ଭାଗ୍ୟଶ୍ରୀଙ୍କୁ ଏତେ ବର୍ଷ ପରେ ବଲିଉଡ୍ ରେ କମ୍ ବ୍ୟାକ୍ କୁନେଇକରି ତାଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ୍ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *