October 19, 2024

Odia Express

Leading Odia News Portal of Odisha

ବଲିଉଡ୍ ର ଏହି Hero ଓ Heroin ମାନେ ସ୍ୱାଦିଷ୍ଟ ଖାଦ୍ୟର ଅଟନ୍ତି ସଉକିନ୍, କିଏ ଖାଇଥାଏ କୁମ୍ଭୀରର ମାଂସ ତ କିଏ ମୁଗଲାଇ ଖାଇବାରେ ହୋଇଥାଏ ପାଗଳ

ସମସ୍ତଙ୍କୁ ଅଲଗା ଅଲଗା ଖାଦ୍ୟ ଖାଇବାର ସଉକିନ୍ ରହିଥାଏ , ଓ ସମସ୍ତେ କିଛି ନା କିଛି ଖାଦ୍ୟକୁ ନିଜ ଫେବରାଇଟ୍ ବନାଇଥାନ୍ତି , ଯାହାକି ତାଙ୍କୁ ସେ ଖାଦ୍ୟ ବହୁତ ପସନ୍ଦ ଲାଗିଥାଏ, ଓ ବାକି ସବୁ ପ୍ରକାର ବଲିଉଡ୍ କଳାକାର ଙ୍କ ବି ଖାଇବାର ଚଏସ୍ ହୋଇଥାଏ, ଖାଇବା କାହାର କଣ  ପସନ୍ଦ ଅଛି ଏହା ବହୁତ ମାଇନା ରଖେ ସମସ୍ତେ ନିଜ ମନପସନ୍ଦର ଡିସ୍ ଖାଇବା ପସନ୍ଦ କରନ୍ତି, ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିଛି ଫିଲ୍ମର କଳାକାରଙ୍କ ମନପସନ୍ଦର ଖାଦ୍ୟ ବିଷୟରେ ।

୧) ସୋନମ୍ କାପୁର୍- ଅଭିନେତ୍ରୀ ସୋନମ୍ କାପୁର୍ ନା କେବଳ ଭଲ କପଡା ବରଂ ଭଲ ସ୍ୱାଦିଷ୍ଟ ଖାଦ୍ୟର ସଉକ ରଖନ୍ତି, ଘରେ ଖାଇବା ବଦଲରେ ସେ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ପସନ୍ଦ କରନ୍ତି, ଓ ରାସ୍ତା କଡରେ ମିଳୁଥିବା ଚାଟ୍ ଓ ପାଓ ଭାଜି ଯେପରି ଜିନିଷ ତାଙ୍କର ପସନ୍ଦ ହୋଇଥାଏ ।

୨) କରିନା କାପୁର- ଯଦି ଫିଲ୍ମ ଅଭିନେତ୍ରୀ କରିନା କାପୁରଙ୍କ କଥାପଡିଛି ତେବେ ତାଙ୍କୁ ମନ ପସନ୍ଦର ଖାଦ୍ୟ ଘରେ ତିଆରି ଭାତ ଓ ଡାଲି ହିଁ ପସନ୍ଦ ହୋଇଥାଏ, ଓ ସେ ସବୁବେଳେ ନିଜ ଘରେ ତିଆରି ଭାତ ଡାଲିକୁ ଖାଇବା ପସନ୍ଦ୍ କରନ୍ତି, ଏବେ ସେ ଯେଉଁ ସ୍ଥାନରେ ଅଛନ୍ତି ତାଙ୍କ ପାଇଁ ମହଙ୍ଗା ମହଙ୍ଗା ଖାଦ୍ୟ ବି ଦିଆଯାଏ , କିନ୍ତୁ ଯେବେ କଥା ଆସେ ଭାତ ଓ ଡାଲିର ସେ କେଉଁ ଆଡେ ନଜର ପକାନ୍ତି ନାହିଁ ।

୩) ଆଲିଆ ଭଟ୍ଟ- ସେମିତି ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଭାରତୀୟ ଖାଦ୍ୟ ଖାସ୍ କରି ରସଗୋଲା ଓ ଗୁଲାବଜାମୁନ୍ ବହୁତ ଭଲ ଲାଗିଥାଏ, ଏହା ସହ୍ ସେ ଚାଇନିଜ୍ ଓ ଗୁଜୁରାତି ଖାଦ୍ୟ ବହୁତ ପସନ୍ଦ କରନ୍ତି, ଦେଖିବାକୁ ଗଲେ ତାଙ୍କର ଖାଦ୍ୟ ଦୁର୍ବଳତା ଅଟେ ୪) ସାହିଦ୍ କାପୁର୍- ଅଭିନେତା ଶହିଦ୍ କାପୁରଙ୍କୁ ମନପସନ୍ଦର ଖାଦ୍ୟ ବିଷୟରେ କହିବାକୁ ଗଲେ, ସେ ନିଜ ଘରେ ତିଆରି ରାଜମା ଭାତ ବହୁତ ଭଲ ଲାଗିଥାଏ, ଓ ଏହାର ସେ ବଡ ସଉକିନ୍ ଅଟନ୍ତି ।

୫) ରଣବୀର୍ କାପୁର- ସେମିତି ରଣବୀର୍ କାପୁରଙ୍କୁ କୁମ୍ଭୀର ମାସ ବହୁତ ପସନ୍ଦ ଆସେ, ଓ ଏମିତି ଆମେ କହୁନାହୁଁ , ଏକ ଇଣ୍ଟରଭ୍ୟୁରେ ଏହି କଥା ରଣବୀର ନିଜେ କହିଥିଲେ ।

୬) ସାହାରୁଖ୍ ଖାନ୍- ଆପଣଙ୍କୁ କହିଦେବୁ କି କିଙ୍ଗ୍ ଖାନ୍ ନାଁରେ ଜଣାଯାଉଥିବା ଅଭିନେତା ସାହାରୁଖ୍ ଖାନ୍ ଙ୍କୁ ମନପସନ୍ଦର ଖାଦ୍ୟ ହିସାବରେ ତନ୍ଧୁରୀ ଚିକେନ୍ ବହୁତ ପସନ୍ଦ ଲାଗିଥାଏ ।

୭) ଅକ୍ଷୟ କୁମାର- ସେମିତି ଅକ୍ଷୟ କୁମାର ନିଜ ହେଲଥ୍ ପ୍ରତି ବହୁତ୍ ଧ୍ୟାନ ରଖନ୍ତି, ଯାହାକୁ ନେଇକରି ସେ କେବଳ ସବୁଜ ପନିପରିବା ଖାଦ୍ୟ ପସନ୍ଦ କରନ୍ତି ।

୮) ସଲମାନ୍ ଖାନ୍- ଫିଲ୍ମ ଦବଙ୍ଗର ଭାଇଜାନ୍ ମାନେ ସଲମାନ୍ ଖାନ୍ ଙ୍କୁ ନିଜ ମାଙ୍କ ହାତରେ ତିଆରି ଚିକେନ୍ ଖାଇବା ଭଲଲାଗେ ସେ ଏହାର ବଦଳରେ କିଛି ବି କରିବାକୁ ରାଜି ହୋଇଯାଆନ୍ତି ।

୯) ଅମିତାଭ ବଚ୍ଚନ- ଫିଲ୍ମର ବିଗ୍ ବି ହେଲଥ୍ ର ଧ୍ୟାନ ରଖି ଘରେ ସାଧାରଣ ଖାଦ୍ୟକୁ ପସନ୍ଦ କରନ୍ତି, ଯେଉଁଥିରେ କ୍ଷୀର, ଅଣ୍ତା ଭୁଜିଆ, ଡାଲି ,ରୁଟି, ଭାତ ଓ ପରିବା ପରି ଜିନିଷ ଅଧିକାଂଶ ସମୟ ଖାଇଥାନ୍ତି ।

Leave a Reply

Your email address will not be published. Required fields are marked *