October 16, 2024

Odia Express

Leading Odia News Portal of Odisha

Odia Jokes : ସ୍ତ୍ରୀ ସ୍ୱାମୀକୁ ଚାପୁଡା ମାରିଦେଲା, ସ୍ୱାମୀ ହଡବଡ୍ ହୋଇ ଉଠିପଡିଲା ଓ ପଚାରିଲା- ମୁଁ କଣ ଭୁଲ୍ କଲି କି ?ତାପରେ ଉତ୍ତର ଶୁଣିକି ସ୍ୱାମୀ ବେହୋସ

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ବହୁତ ହି କଳା ବ୍ୟକ୍ତି ଦୋକାନକୁ ଗଲା, ସେ ଏତେ କଳା ଥିଲା କି କୋଇଲା ବି ଲାଜେଇଯିବ, ବ୍ୟକ୍ତି- ଭାଇ ଗୋରା ହେବାର କିଛି କ୍ରିମ୍ ଅଛି କି ? ଦୋକାନୀ-ନାହିଁ । ବ୍ୟକ୍ତି- ଭଲ ତାହାଲେ ଜୋତା ପଲିସ୍ ଦେଇଦିଅ, କମ୍ ସେ କମ୍ ଚେହେରାରେ ଚମକ ତ ରହିବ ।

୨) ବାପ ଦେଖିଲେ କି ପୁଅ ଜିନ୍ସର ବଟନକୁ ଦେଖୁଥିଲା, ବାପା- ପୁଅ ତୋର ବାହାଘରକରାଇଲୁ, ବୋହୁ ଘରକୁ ଆସିଲା ପୁଣି ତୁ ନିଜ ଜିନ୍ସର ବଟନକୁ କାହିଁକି ଦେଖୁଛୁ, ପୁଅ- ବାପା, ଆପଣ ଭୁଲ୍ ଭାବୁଚନ୍ତି, ଏହି ଜିନ୍ସ ତାର ହିଁ ଅଟେ । ବାପା- ବେହୋସ୍

୩) ହାଇସ୍କୁଲରେ ପଢୁଥିବା ଦୁଇଜଣ ଝିଅ ପରସ୍ପର କଥା ହେଉଥିଲେ, ପ୍ରଥମ ଝିଅ- ସାଙ୍ଗ ମୋର ବାପା କହିଛନ୍ତି କି ଏହିଥର ଯଦି ପରୀକ୍ଷାରେ ଫେଲ୍ ହେଲି ତେବେ ମୋତେ ବାହାକରେଇଦେବେ, ଦ୍ୱିତୀୟ ଝିଅ- ତେବେ ତୁ କେତେ ପ୍ରସ୍ତୁତି କରିଛୁ ? ପ୍ରଥମ ଝିଅ- ଖାଲି, ରିସେସ୍ପନ୍ ପାଇଁ ଡ୍ରେସ୍ ନେବାର ଅଛି ।

୪) ଝିଅଘର ଲୋକ – ଆମକୁ ଏମିତି ପୁଅ ଦରକାର ଯିଏ ପାନ, ସିଗାରେଟ୍, ମଦ ନେଉନଥିବ, କେବଳ ସିଝା ହୋଇଥିବା ସାକାହାରୀ ଖାଦ୍ୟ ଖାଉଥିବ ,ଓ ଦିନ ରାତି ଭଗବାନଙ୍କ ନାଁ ନେଉଥିବ ,ପଣ୍ତିତ – ଏମିତି ପୁଅ ତ ଆପଣଙ୍କୁ ଏମ୍ସର ଆଇସିୟୁ ୱାର୍ଡରେ ହିଁ ମିଳିବ ।

୫) ଶାଶୁ –ଲାଜ ଲାଗୁନି ତୋତେ ଉତ୍ତର ଦେଉଛୁ, ଏଇ ସଂସ୍କାର ଦେଇଛନ୍ତି ତୋ ମା ? ବୋହୁ- ସଂସ୍କାର, କିନ୍ତୁ ତାହା ତ ଆପଣ ମାଗିଥିଲେ କେଉଁଠି ? ବାହାଘରର ପଞ୍ଚମ ଦିନ ପୁର୍ବରୁ ଆପଣ ଯେଉଁ ଜିନିଷର ଲିଷ୍ଟପଠାଇଥିଲେ ସେହି ସଂସ୍କାର ତ କେଉଁଠି ଲେଖିନଥିଲେ । ଆପଣଙ୍କ ଜିନିଷଗୁଡିକ ଦେବାପାଇଁ ଯେବେ ମା ଆପଣଙ୍କୁ ଗହଣା ଓ ଜମିବାଡି ବନ୍ଧା ପକାଇଥିଲେ, ତେବେ ମୁଁ ତାଙ୍କୁ ଦିଆଯାଇଥିବା ସଂସ୍କାର ବି ବନ୍ଧା ପକାଇଦେଲି, ଶାଶୁ ଚୁପ୍ ।

୬) ଲାଲୁ ଡାକ୍ତର କଲ୍ଲୁ କୁ- ଦେଖ ସିଏ ମୋର ପ୍ରେମିକା, କଲ୍ଲୁ- ତୁମେ ତାଙ୍କୁ ବାହାହୋଇଯାଉନ କଣ ପାଇଁ ? ଲଲ୍ଲୁ ଡାକ୍ତର- କରିତ ନେବି, କିନ୍ତୁ ମୋର ବଡ କ୍ଷତି ହେବ, ସେ କୋଟିପତିର ଝିଅର ଏକମାତ୍ର ଝିଅ ଅଟେ, ଓ କେବଳ ମୋ ପାଖରେ ଚିକିତ୍ସା କରୁଛି ।

୭) ଗୋଟେ ଝିଅ ବସ୍ ଷ୍ଟପ୍ ରେ ଠିଆ ହୋଇଥିଲା ଓ ମୋବାଇଲ୍ ରେ କଥା ହେଉଥିଲା, ପୁଅ ତାକୁ ଦେଖିକରି କମେଣ୍ଟ୍ କଲା ହାୟ୍, ମୋ ପାଖରେ ମୋବାଇଲ୍ ଥାନ୍ତା, ଓ ତୋର ଗାଲରେ ଲାଗିଥାନ୍ତି, ଝିଅ- ହଁ ତାପରେ ଘରେ ପହଞ୍ଚିକରି ଚାର୍ଜର, ତୋର ପଛରେ ଲଗାଇଦିଅନ୍ତି ।

୮) ବିବାହ ପାଇଁ ଝିଅ ଘର୍ ଲୋକ ପପୁକୁ ଦେଖିବାପାଇଁ ଗଲେ, ଝିଅଘର ଲୋକ- ଦେଖନ୍ତୁ ଆମକୁ ପୁଅ ପସନ୍ଦ ନାହିଁ, ତେବେ ପପୁ ବାପା କହିଲେ, ପପୁର ବାପା- ପୁଅ ତ ଆମକୁ ପସନ୍ଦ ନାହିଁ, ଏବେ କଣ କରିବା ଘରୁ ବାହାର କରିଦିଅନ୍ତୁ ।

୯) ସ୍ୱାମୀ କେତେ ଥର କହୁଛି, ଖାଇବା ବନାଇବା ସମୟରେ ମୋବାଇଲ୍ ଚଲାଅ ନାହିଁ, ଏବେ ଦେଖ, ପରିବାର ସ୍ୱାଦ ଏକଦମ୍ ପାଣିପରି ଲାଗୁଛି, ସ୍ତ୍ରୀ- ଅଧିକା ଦିମାଗର ଦହି କର ନାହିଁ, ତୁମକୁ କେତେଥର କହିଛି ଖାଇବା ସମୟରେ ମୋବାଇଲ୍ ଚଲାଅ ନାହିଁ, ପରିବା ଜାଗାରେ ପାଣିରେ ରୁଟି ବୁଡାଇକରି ଖାଉଛ ।

୧୦) ସ୍ତ୍ରୀ ସ୍ୱାମୀକୁ ଚାପୁଡା ମାରିଦେଲା, ସ୍ୱାମୀ ହଡବଡ ହୋଇ ଉଠିଲା ଓ ପଚାରିଲା ମୁଁ କଣ ଭୁଲ୍ କଲିକି ? ସ୍ତ୍ରୀ- ତୁମେ କିଛି ଭୁଲ୍ କର ତାହା ପାଇଁ ଅପେକ୍ଷା ସେମିତି କାହିଁକି କରିବି ?

Leave a Reply

Your email address will not be published. Required fields are marked *