October 19, 2024

Odia Express

Leading Odia News Portal of Odisha

ଅଭିନେତ୍ରୀ Sumona Chakrabortyସେୟାର୍ କଲେ ତାଙ୍କ ଦୁଃଖ, କହିଲେ ଜାଣିଶୁଣିକରି କପିଲ୍ ଶର୍ମା ଶୋରୁ କରାଯାଇଥିଲା ବାହାର୍ କାରଣ

ଟିଭି ଦୁନିଆଁରେଯଦି କେଉଁ ଗୋଟେ ଶୋର ରାଜ୍ ଚାଲିଥାଏ ତେବେ ତାହା ଲୋକପ୍ରିୟ ସୋ କପିଲ୍ ଶର୍ମା ସୋ ଏକ ଅଲଗା ହିଁ ପରିଚୟ ସୃଷ୍ଟି କରିଛି, ଦେଶ ଓ ଦୁନିଆଁର ଲୋକେ ଏହାର ଫ୍ୟାନ୍ସ ଅଟନ୍ତି । କପିଲ୍ ଶର୍ମା ଶୋକୁ ଆଜି ସବୁ ବୟସର ବ୍ୟକ୍ତି ପସନ୍ଦ କରନ୍ତି, ଛୁଆ ହେଉ କିମ୍ବା ବୁଢା ସମସ୍ତଙ୍କ ମୁହଁରେ ଏହାର ଯାଦୁ ମୁଣ୍ତରେ ଚଢିଛି । ଏହା ଏକ ପାରିବାରିକ ଶୋ ଏମିତି କହିଲେ ଭାରତ ଲୋକଙ୍କର ଘରର ଏକ ଅଂଶ ହୋଇସାରିଛି, କପିଲ୍ ଶର୍ମା ଶୋରେ ନିଜେ କମେଡିଆନ୍ କପିଲ୍ ଶର୍ମା ହୋଷ୍ଟ୍ କରୁଛନ୍ତି, ଓ ତାଙ୍କ ଛଡା ଏହି ଶୋରେ ଅନ୍ୟ କଳାକାର ବି ହୋଇଥାନ୍ତି ଯେପରି ଏହି ଶୋକୁ ଆହୁରି ମଜାଦାର୍ ବନାଏ । ଯଦି ଏହି ଶୋରେ ନଜର ଆସୁଥିବା କିଛି କଲାକାରଙ୍କ ବିଷୟରେ କଥାହେବା ତେବେ ଏଥିରେ କୃଷ୍ଣା ଅଭିଷେକ, କିକୁ ସାରଦା, ଭାରତୀ ସିଂ, ସୁଦେଶ ଲେହେରି, ଓ ଚନ୍ଦନ ପ୍ରଭାକର ପରି କଲାକାର ଅଛନ୍ତି

ଏହି ସବୁ କଳାକାର ଶୋକୁ ମନୋରଞ୍ଜକ ବନାଇବାପାଇଁ କିଛି ବି ଚ୍ୟାନ୍ସ ଛାଡନ୍ତି ନାହିଁ, ଏବେ ମିଡିଆ ପାଖରେ ଖବର ଆସିକି ପହଞ୍ଚିଛି କି କିଛି ଦିନ ହେବ ଏହି ଶୋରେ ଏକ ନୁଆ ସିଜିନ୍ ଦେଖିବାକୁ ମିଳିପାରେ, ଏହି ଶୋକୁ ନେଇ ମେଗା ପ୍ରମୋ ଇଭେଣ୍ଟ ରଖାଯାଇଥିଲା, ଏହି ପ୍ରମୋ ଇଭେଣ୍ଟର ସମୟରେ ଶୋର ଫ୍ୟାନ୍ସ ଏକ ଏମିତି ଚେହେରାକୁ ଦେଖିବାକୁ ମିଳିଲା ନାହିଁ ଯାହାଙ୍କୁ ସମସ୍ତେ ଦେଖିବାକୁ ଚାହୁଁଥିଲେ ।

ଆମେ କଥା ହେଉଛୁ ପ୍ରସିଦ୍ଧ ଅଭିନେତ୍ରୀ ଓ କମେଡିଆନ୍ ସୁମୋନା ଚକ୍ରବର୍ତ୍ତୀଙ୍କର, ଯିଏକି ଏହି ଇଭେଣ୍ଟରେ ଅନୁପସ୍ଥିତ ଥିଲେ, ଏହି ଇଭେଣ୍ଟ ପରେ ହିଁ ଶୋର ଫ୍ୟାନ୍ସ ଏବେ ଜାଣିବାକୁ ଚାହୁଁଛନ୍ତି କି ଆସୁଥିବା ସିଜିନ୍ ରେ ସୁମୋନା ରହିବେ କି ନାହିଁ, ଏବେ ପର୍ଯ୍ୟନ୍ତ ଆସିଥିବା ସବୁ ସିଜିନ୍ ରେ ସୁମୋନାଙ୍କ ଉପସ୍ଥିତି ବହୁତ ଗୁରୁତ୍ୱପୁର୍ଣ୍ଣ ହୋଇଥିଲା ।

କପିଲ୍ ଶର୍ମା ଶୋରେ ତାଙ୍କ ଭୁମିକା ବହୁତ୍ ପସନ୍ଦକରାଯାଉଥିଲା, ସୁମୋନାଙ୍କ କଥା କହିଲେ ସେ ଏହି ଶୋ ର ପ୍ରମୋ ଇଭେଣ୍ଟରେ ଫଟୋ ଦେଖିଲେ ଲାଗୁଛିକି ସୁମୋନା ଏହି ଶୋରେ ଆଉ ଭାଗ ନେବେ ନାହିଁ, ଏଥିରେ ଯୋଡି ହୋଇଥିବା କିଛି ଆଧିକାରିକ ବୟାନ୍ ଏବେ ସାମ୍ନାକୁ ଆସିନାହିଁ । କିନ୍ତୁ ଏବେ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ ଇନଷ୍ଟାଗ୍ରାମ ର ସୋସିଆଲ୍ ମିଡିଆ ଏକାଉଣ୍ଟରେ ଯେଉଁ ପରି ଫଟୋ ଦେଖିବାକୁ ମିଳୁଛି ସେଥିରୁ ଲାଗୁଛି କି ସେ ଏହି କପିଲ୍ ଶର୍ମା ଶୋରେ ଆସୁଥିବା ନୁଆ ସିଜିନ୍ ରେ ସେ ନଜର ଆସିବେ ନାହିଁ ଲୋକଙ୍କ ମୁତାବିକ ଏହି ପୋଷ୍ଟକୁ ସୁମୋନା କପିଲ୍ ଶର୍ମାଙ୍କ ନୁଆ ସିଜିନ୍ ନଜର ନ ଆସିବାର ପୃଷ୍ଟି ବିଷୟରେ ଜଣାଉଛି, ସୁମୋନା ଚକ୍ରବର୍ତ୍ତୀ ବହୁତ ଲମ୍ବା ସମୟରୁ ଏହି ଶୋରେ ରହିଥିଲେ, ଏହି କାରଣରୁ ଶୋର ଜରିଆରେ ଲକ୍ଷାଧିକ ଫ୍ୟାନ୍ସ ତାଙ୍କୁ ଜାଣିପାରିଥିଲେ ।

ଅଭିନେତ୍ରୀ ସୁମୋନା ସୋସିଆଲ୍ ମିଡିଆରେ ଲେଖିଛନ୍ତି କି କେଉଁ ଜିନିଷ ଆପଣଙ୍କ ପାଇଁ ମାଇନା ରଖେ ନାହିଁ ଏହି କଥାର ଅନୁଭବ ମୋତେ ସେହି ସମୟ ପର୍ଯ୍ୟନ୍ତ ହେବନାହିଁ ଯେବେ ପର୍ଯ୍ୟନ୍ତ ସେହି ମଉକା ନ ମିଳିଛି, ସେ ସଂମ୍ପର୍କ ହେଉ କିମ୍ବା ଚାକିରି ହେଉ, କିମ୍ବା ନୁଆ ସହର ହେଉ କିମ୍ବା ଅନୁଭବ ହେଉ, ଆଗକୁ ଲେଖିଲେ କି ଯେବେ ପର୍ଯ୍ୟନ୍ତ୍ ଆପଣ ନିଜକୁ କେଉଁ ଜିନିଷ ଆପଣଙ୍କୁ ତଳକୁ ନ କରିଦେଇଛି ସେ ପର୍ଯ୍ୟନ୍ତ ଆପଣ ବୁଝିଯିବେ କି ସେ ଆପଣଙ୍କ ପାଇଁ ହୋଇନାହିଁ, ଓ ଆପଣ ବିନା କେଉଁ ପଶ୍ଚାତାପରେ ସେଥିରୁ ବାହାରି ଆସନ୍ତୁ, କାରଣ ଆପଣ ପୁର୍ବରୁ ଏଥିରେ ଆପଣଙ୍କ ମନ ଓ ହୃଦୟ ଲଗାଇସାରିଥିବେ ।

Leave a Reply

Your email address will not be published. Required fields are marked *