October 19, 2024

Odia Express

Leading Odia News Portal of Odisha

ଶ୍ରାବଣ ମାସରେ କରିନିଅନ୍ତୁ ଏହି କାମ , ମନ ମୁତାବିକ ଜୀବନସାଥୀ ପାଇବାର କାମନା ହେବ ପୁରା, Mahadev ଦେବେ ସବୁ ଖୁସି ଜୀବନର

ଭଗବାନ ଶିବଙ୍କୁ ଶ୍ରାବଣର ମାସ ଅତି ପ୍ରିୟ ହୋଇଥାଏ, ଓ ଶ୍ରାବଣର ମାସ ଆରମ୍ଭ ହୋଇସାରିଛି, ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣର ମାସରେ ଯଦି ବ୍ୟକ୍ତି ସଚ୍ଚା ମନରେ ଭଗବାନ ଶିବଙ୍କୁ ପୁଜା ଆରାଧନା କରେ ତେବେ ଏଥିରେ ବହୁତ ସାରା ମନୋକାମନା ପୁରା ହୋଇଯାଏ , ଶାସ୍ତ୍ରରେ ଶ୍ରାବଣ ମାସର୍ ଖାସ୍ ମହତ୍ତ୍ୱ କୁହାଯାଇଛି, ଏହି ସମୟରେ ଭକ୍ତି ଭାବରେ ପୁଜା କରୁଥିବା ବ୍ୟକ୍ତିର ସବୁ ମନୋକାମନା ଭୋଳାନାଥ ପୁରା କରନ୍ତି, ଏମିତି ମାନାଯାଏ କି ଯଦି ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବେ ତେବେ ସେଥିରୁ ଅବିବାହିତ ଲୋକଙ୍କ ବିବାହ ଖୁବ୍ ଶିଘ୍ର ହୋଇଯିବ, ଏତିକି ନୁହେଁ ବରଂ ସହଜରେ ସଚ୍ଚାଜୀବନ ସାଥୀ ମିଳିପାରେ । ଯଦି ଆପଣ ନିଜ ମନମୁତାବିକ ଜୀବନସାଥୀପାଇବାକୁ କାମନା କରୁଛନ୍ତି ତେବେ ଶିଘ୍ର ପୁରା ହେବ ।

ଆପଣ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବ୍ରତ ନିଶ୍ଚିତ ରଖନ୍ତୁ, ଓ ଭଗବାନ ଶିବଙ୍କର ପୁଜା କରନ୍ତୁ, କେବଳ ରାତିର ସମୟର୍ ଫଳ ଓ କ୍ଷିରର ସେବନ କରିବେ, ଏହି ଉପାୟକୁ କରିଲେ ବହୁତ ଜଲଦି ବିବାହ ଯୋଗ ହୋଇପାରେ । ଆପଣଙ୍କୁ କହିଦେବୁ କି ଶିବଙ୍କୁ ବେଲପତ୍ର ବହୁତ ପ୍ରିୟ ହୋଇଥାଏ ,ଭଗବାନ ଶିବଙ୍କୁ ପୁଜାରେ ବେଲପତ୍ର ନିଶ୍ଚିତ ଚଢାନ୍ତୁ, ଯଦି ଆପଣ ଏହି ପବିତ୍ର ମାସରେ ଶିବଙ୍କର ପୁଜା କରୁଥିବା ସମୟରେ ୧୦୮ ବେଲପତ୍ର ନେଇ ଅର୍ପଣ୍ କରୁଛନ୍ତି ସେଥିରେ ଚନ୍ଦନରେ ରାମ ଲେଖୁଛନ୍ତି ତେବେ ଆପଣଙ୍କୁ ମନମୁତାବିକ ଜୀବନସାଥୀ ଶିଘ୍ର ମିଳିପାରିବ

ଯେଉଁ ଝିଅମାନଙ୍କର ବୟସ ୩୦ ବର୍ଷ କିମ୍ବା ଅଧିକା ହୋଈଯାଇଛି, ସେମାନେ ଏହି ଉପାୟକୁ ନିଶ୍ଚିତ କରନ୍ତୁ । ଧାର୍ମିକ ଶାସ୍ତ୍ରରେ ଏହି କଥାର ଉଲ୍ଲେଖ କରାଯାଇଛି କି ଶ୍ରାବଣର ଏହି ପବିତ୍ର ମାସରେ ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ୍ , ଯଦି ହଳଦିଆ ବସ୍ତ୍ର ଧାରଣକରିବେ ତେବେ ଭଗବାନ ଶିବ ବହୁତ ଜଲଦି ପ୍ରସନ୍ନ ହୋଇଯାଆନ୍ତି, ଏହା ଛଡା ସବୁଦିନ ଭଗବାନ ଶିବ ଓ ମା ପାର୍ବତୀଙ୍କ ପୁଜା କରନ୍ତୁ, ଓ ପୁଜାର ସମୟରେ ଗେଣ୍ତୁ ଫୁଲର ବ୍ୟବହାର କରନ୍ତୁ । ବହୁତଥର ଦେଖାଯାଏ କି ଲୋକେ ନିଜ ମନ ପସନ୍ଦର ଜୀବନସାଥୀ ଖୋଜିଥାନ୍ତି କିନ୍ତୁ ତାଙ୍କୁ ନିଜ ଇଚ୍ଛାର ଜୀବନସାଥୀ ମିଳିପାରେ ନାହୀଁ

ଏମିତି ସ୍ଥିତିରେ ଲୋକେ ବହୁତ ଚିନ୍ତିତ ହୋଈଯାଆନ୍ତି, ଯଦି ମନମୁତାବିକ ଜୀବନସାଥୀ ବ୍ୟକ୍ତିକୁ ମିଳିଯାଏ ତେବେ ତାର ଜୀବନ ବହୁତ ସରଳ ଓ ଖୁସି ପୁର୍ବକ ବ୍ୟତିତ ହୋଇଥାଏ, ଯଦି ଆଅଣଙ୍କ ଇଚ୍ଛା ମନମୁତାବିକ ଜୀବନସାଥୀ ପାଇଁ ଅଛି ତେବେ ଶ୍ରାବଣର ମାସରେ ଭଗବାନ ଶିବ ଓ ମା ଗୌରୀଙ୍କୁ ଏକା ସାଙ୍ଗେ ପୁଜା କରନ୍ତୁ, ପୁଜା କରୁଥିବା ସମୟରେ ଓଁ ଗୌରୀ ଶଙ୍କରାୟ ନମଃ ମନ୍ତ୍ର ଜପ କରନ୍ତୁ, ଏହି ମନ୍ତ୍ରର ଜପ ଆପଣଙ୍କୁ କମ୍ ସେ କମ୍ ୧୦୮ ଥର କରିବାର ଅଛି, ଏମିତି ମାନ୍ୟତା ଅଛି କି ଏହି ଉପାୟକୁ କରିଲେ ମନମୁତାବିକ ଜୀବନସାଥୀ ବହୁତଜଲଦି ମିଳିଯିବ ।

ଆପଣ ଗୌରୀଙ୍କ ପୁଜା କରୁଥିବା ବେଳେ ସୁହାଗ ସହ ଯୋଡା ହୋଇଥିବା ସାମଗ୍ରୀ ଅର୍ପଣ କରନ୍ତୁ , ସବୁଠାରୁ ପ୍ରଥମେ ଆପନ ଭଗବାନ ଶିବ ଓ ମା ଗୌରୀଙ୍କୁ ଏକା ସାଙ୍ଗେ ପୁଜା କରନ୍ତୁ, ଓ ତାହାପରେ ମା ଗୌରୀଙ୍କୁ ଲାଲ୍ ବସ୍ତ୍ର ଅର୍ପଣ କରନ୍ତୁ, ଏହାପରେ ସୁହାଗର ଜିନିଷ ମାଙ୍କୁ ଅର୍ପଣ କରନ୍ତୁ, ଓ ସଚ୍ଚାମନରେ ଜୀବନସାଥୀପାଇଁ ପ୍ରାର୍ଥନା କରନ୍ତୁ । ଏହି ଉପାୟକୁ ଆପଣ ପ୍ରତ୍ୟେକ ସୋମବାର କରିପାରିବେ

ଏମିତି କରିଲେ ଏକ ବର୍ଷ ମଧ୍ୟରେ ଆପଣଙ୍କୁ ମନମୁତାବିକ ଜୀବନସାଥୀ ମିଳିବାର ଯୋଗ ହେବ ।ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୁଜା କରୁଥିବା ସମୟରେ ଆପଣ ନାଗକେଶର ଅର୍ପଣ କରନ୍ତୁ, ସବୁଠାରୁ ପ୍ରଥମେ ଆପଣ ଶିବଲିଙ୍ଗରେ ଜଳ ଚଢାନ୍ତୁ, ଏହାପରେ କମ୍ ସେ କମ୍ ୧୧ ଟି ନାଗକେଶର ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ, ଏହାପରେ ଏକ ଦେଶୀ ଘିଅ ଦିପ ଲଗାଇକରି ଶିବଙ୍କର ଆରତୀ କରନ୍ତୁ, ଏହି ଉପାୟକୁ କରିଲେ ଭଗବାନ ଶିବ ଜଲଦି ପ୍ରସନ୍ନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *