October 17, 2024

Odia Express

Leading Odia News Portal of Odisha

Breaking News : ଅଧିକା ମାଛ ଧରିବା ଲୋଭରେ କେଉଟକୁ ଜାଲ ପକାଇବା ପଡିଲା ଭାରି, ଯେବେ ବାହାରକୁ ଟାଣିଲା ତେବେ ଡରରେ ଚିତ୍କାର କରିବାକୁ ଲାଗିଲେ

ଏହି ଦୁନିଆଁ ଯେତେ ବଡ ଅଟେ ସେତେ ଅଧିକା ରହସ୍ୟରେ ଭରି ରହିଛି, ଏଠାରେ ଅସଂଖ୍ୟ ଜାଗା ଅଛି ଯେଉଁଠି ଆପଣ କେତେ ଗଭୀର ରହସ୍ୟ ଲୁଚି ରହିଛି, ସେମିତି ପୃଥିବୀରେ ମହଜୁଦ୍ ସମୁଦ୍ର ବି ନିଜ ମଧ୍ୟରେ ରହସ୍ୟମୟୀ ଅଟେ, ସମୁଦ୍ରରେ ଏମିତି ବହୁତ ଜିନିଷ ଅଛି ଯାହା ବିଷୟରେ ଆଜି ପର୍ଯ୍ୟନ୍ତ କିଏ ଶୁଣିଛନ୍ତି ନା ଦେଖିଛନ୍ତି, ସମୟର ସାଥିରେ ଯେବେ ଏହି ଜିନିଷ ସମୁଦ୍ର ଗର୍ଭରୁ ବାହାରକୁ ବାହାରିଥାଏ ତେବେ ଲୋକ ଚକିତ ହୋଇଯାଆନ୍ତି, ଏମିତି କିଛି ମାମଲା ଏବେ ଆମର୍ ସାମ୍ନାକୁ ଆସିଛି, ଏଠାରେ ଏକ କେଉଟ ସହ ଯାହା ହେଲା ତାହା ସେ ସ୍ୱପ୍ନରେ କେବେ ଭାବିପାରିନଥିଲା, ଏତିକି ନୁହେଁ ବରଂ ଯେବେ ତାହା ସହଏହି ଘଟଣା ଘଟିଲା ତେବେ ସେ ଡରିକରି ଚିତ୍କାର୍ କରିଦେଇଥିଲା, ଆସନ୍ତୁ ଜାଣିବା କଣ ହୋଇଥିଲା ସେ କେଉଟ୍ ସହ ଯାହାକି ତାକୁ ଏତେ ଭୟଭୀତ୍ କରିଦେଇଥିଲା ।

ରୁଷ୍ ର ନର୍ବେଜିୟନ୍ ଓ ବାରେଣ୍ଟସ୍ ସମୁଦ୍ରରେ ଏକ କେଉଟ ଯେବେ ଜାଲ ପକାଇଲା ତେବେ ତାକୁ ଏକ ଅଜବଧରଣର ମାଛ ହାତରେ ଲାଗିଲା ସେ ମାଛ ଏତେ ଅନୋଖା ଥିଲା କି ଯାହାକୁ ଦେଖିକରି କେଉଟ ହାତ ଥରିବାକୁ ଲାଗିଥିଲା, ସେମିତି ସୋସିଆଲ୍ ମିଡୀଆରେ ଏହି ମାଛର ଫଟୋଏପରି ଭାଇରାଲ୍ ହେଉଛି, ୩୯ ବର୍ଷର ରୋମନ୍ ଫେଡୋରତ୍ସୋବ୍ ଗତ ଲମ୍ବା ସମୟରୁ ମାଛଧରିବା କାମ କରୁଛନ୍ତି, ଓ ସମୁଦ୍ରର ଗଭୀରରୁ ମାଛ ଧରନ୍ତି

ଏବେ ସେ ସମୁଦ୍ରର ମଝାମଝିଯାଇକରି ପ୍ରାୟ ସାଢେ ତିନି ହଜାର ଫିଟ୍ ଗଭୀରରୁ ନିଜ ଜାଲ ପକାଇଥିଲେ, ଏହି ଜାଲକୁ ଯେବେ ବାହାରକୁ ଟାଣିଲେ ତେବେ ମାଛର ସହ ଏକ ଭୟାନକ ଅନୋଖା ମାଛ ତାଙ୍କ ଜାଲରେ ଫସିଥିବାର ଦେଖିବାକୁ ମିଳିଲା, ତାକୁ ଦେଖିକରି ରୋମାନ୍ ହାତ ସୁନ୍ ହୋଇଗଲା, ମାଛର ଫଟୋ ସେ ସୋସିଆଲ୍ ମିଡିଆରେ ଯେବେ ପକାଇଲେ ତେବେ ସମସ୍ତେ ଚକିତ ହୋଇଗଲେ ।

ରୋମାନ୍ ଫେଡୋରତ୍ସୋବ୍ ଯେଉଁ ମାଛ ଧରିଛନ୍ତି ତାର ଆଖି କେଉଁ ବଟନ୍ ପରି ବାହାରକୁ ବାହାରି ରହିଥିବାର ଦେଖାଯାଊଛି ,ସେମିତି ମାଛର ବଡି ସିଲଭର୍ ଓ କଳା ରଙ୍ଗର୍ ହୋଇଛି, ମୁହଁ ଅଜବ ଧରଣର ଅଟେ, ଦାନ୍ତର କଥା କହିଲେ ସେ କେଉଁ ରାକ୍ଷସରୁ କମ୍ ଲାଗୁନାହିଁ, ଯେବେ ମାଛକୁ ଓଲଟାଇଦିଆଗଲା ତେବେ ତାର ପେଟରେ ଅଜବ ଧରଣର ଚିହ୍ନ ଦେଖିବାକୁ ମିଳିଥିଲା, ସେମିତି ରୋମନ୍ ଏହାକୁ ଏବେ ଏଲିୟନ୍ ମାଛ ନାଁଦେଇଛନ୍ତି, ତାଙ୍କ ଦ୍ୱାରାସେୟାର୍ କରାଯାଇଥିବା ମାଛର ଫଟୋ ଏହି ଦିନରେ ସୋସିଆଲ୍ ମିଡୀଆରେ ଭାଇରାଲ୍ ହୋଇସାରିଛି, ଲୋକେ ନାନାପ୍ରକାରର ପ୍ରତିକ୍ରିୟା କମେଣ୍ଟ୍ ଜରିଆରେ ଜଣାଉଛନ୍ତି ।

ଏମିତି ପ୍ରଥମଥର ହୋଇନାହିଁ ଯେବେ ରୋମାନ୍ ମାଛ ଧରୁଥିଲେ, ସେ କହିଲେ କି ଗତ ବହୁତ ବର୍ଷରୁ ଅଜବଧରଣର ମାଛ ଧରିକରି ଆସୁଛନ୍ତି, ବହୁତ ବର୍ଷରୁ ଅନୁଭବ ରୁ ସେ ଜାଣିପାରିଛନ୍ତି କି ସମୁଦ୍ରର ଏରିଆରେ ତାଙ୍କୁ ଅଦଭୁତ ପ୍ରକାରର ମାଛ ମିଳିପାରିବ , ଏହି ଖୋଜ୍ କୁ ନେଇ ସେ ଆଜି ଇନଷ୍ଟାଗ୍ରାମରେ ଅନେକ ଫଲୋଅର୍ସ ଅଛନ୍ତି, ଯାହାଙ୍କ ଏହି ଖୋଜ୍ ରେ ଇଚ୍ଛା ଅଛି, ରୋମାନ୍ କହନ୍ତି କି ସମୁଦ୍ରରେ ଏମିତି ଅନେକ ପ୍ରକାରର ମାଛ ଅଛନ୍ତି, ଯାହା ନିଜ ମଧ୍ୟରେ ବହୁତ ରହସ୍ୟ ଅଛନ୍ତି, ଏମିତି ରହସ୍ୟ ସମୟ ସମୟରେ ଆପେ ଆପେ ବାହାରକୁ ଆସେ ।

Leave a Reply

Your email address will not be published. Required fields are marked *