October 19, 2024

Odia Express

Leading Odia News Portal of Odisha

ଯଦି ଆପଣ ରଖିପାରୁନାହାନ୍ତି ଶ୍ରାବଣମାସ ସୋମବାରର ବ୍ରତ, ତେବେ ଏମିତି Mahadev ଶିବଙ୍କୁ କରିପାରିବେ ପ୍ରସନ୍ନ

ଓଁ ନମଃ ଶିବାୟ ମନ୍ତ୍ରର ଜପରୁ ଯେଉଁ ସାହାସ ଓ ଶାନ୍ତି ମିଳିଥାଏ ତାହା କେଉଁ ଅନ୍ୟ ଜିନିଷରେ ମିଳିପାରିନଥାଏ । ପୁରା ବର୍ଷ ଶିବଭକ୍ତଙ୍କୁ ଯେଉଁ ଗୋଟେ ମାସର ଅପେକ୍ଷା ରହିଥାଏ ସେ ହେଲା ଶ୍ରାବଣ ମାସ, ପୁରା ଶ୍ରାବଣ ମାସର ସମୟରେ ଶିବ ମନ୍ଦିରରେ ଆପଣଙ୍କୁ ଶିବଭକ୍ତ ଓ ଶିବଭକ୍ତ ହିଁ ଦେଖାଦେବେ, ଶ୍ରାବଣର ମାସ ଶିବଙ୍କୁ ବହୁତ ପ୍ରିୟ ହୋଇଥାଏ । ପୌରାଣିକ କଥା ଅନୁସାରେ ଶ୍ରାବଣର ମାସରେ ଭଗବାନ ଭୋଳାନାଥ ପୃଥିବୀକୁ ଆସନ୍ତି, ଓ ବହୁତଥର ନିଜ ଭକ୍ତଙ୍କୁ ଏହାର ସାକ୍ଷ୍ୟ ବି ଦେଇଥାନ୍ତି । ଶ୍ରାବଣର ମାସରେ ଭଗବାନ ଶିବଙ୍କର ପୁଜା ଓ ବ୍ରତ ରଖିଲେ ଭଗବାନ ଶିବ ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କର୍ ମନୋକାମନା ପୁରା କରିଥାନ୍ତି, କଣ ଆପଣ ଜାଣିଛନ୍ତି ଯଦି ଆପଣ ଶ୍ରାବଣ ସୋମବାର ବ୍ରତ ରଖିପାରୁନାହାନ୍ତି । କିନ୍ତୁ ସେମିତି ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବେ, ଜାଣନ୍ତୁ ଆମର ଲେଖରେ ଏହି ବିଷୟରେ ।

ସୋମବାର ଇନ ଭଗବାନ ଶିବଙ୍କର ପ୍ରିୟ ଦିନ ମାନାଯାଏ , ଓ ଏହା ବି କୁହାଯାଏ କି ସ୍ୱୟଂ ମହାଦେବଙ୍କୁ ସୋମବାର ଦିନ ବହୁତ ପସନ୍ଦ ଆସେ , ଏହି ପ୍ରକାର ଭଗବାନ ନିଜ ଭକ୍ତଙ୍କ ଉପରେ ଖୁସି ରୁହନ୍ତି, ଯେଉଁ ଭକ୍ତ ସୋମବାରର ବ୍ରତ ରଖନ୍ତି ଯେଉଁଥିରେ ୧୬ ସୋମବାର ବ୍ରତ, ପ୍ରଦୋଷ ସୋମବାର ବ୍ରତ ଓ ଶ୍ରାବଣ ସୋମବାର ବ୍ରତ, କିନ୍ତୁ ଏମିତି ବିଲକୁଲ୍ ନୁହେଁ କି ଆପଣ ବିନା ବ୍ରତ କରି ଭଗବାନ ଭୋଳାନାଥଙ୍କୁ ଖୁସି କରିପାରିବେ ନାହିଁ, ମହାଦେବଙ୍କୁ ସଚ୍ଚା ଶ୍ରଦ୍ଧାରେ ମାନୁଥିଲେ ଆପଣ ଶ୍ରାବଣ ସୋମବାର ବ୍ରତ ନ କରିପାରିଲେ କିଛି ଅସୁବିଧା ନାହିଁ, ଯେଉଁ ଲୋକ ଶିବଙ୍କୁ ସଚ୍ଚା ହୃଦୟରେ ପୁଜା କରନ୍ତି , ସେମିତି ବି ଭଗବାନ ଶିବ ଆପଣଙ୍କୁ ପ୍ରସନ୍ନ ହୋଇପାରିବେ ।

କୁହାଯାଏ କି ଯଦି ଆପଣ ୧୬ ସୋମବାର ବ୍ରତ କିମ୍ବା ସୋମ ପ୍ରଦୋଷ ବ୍ରତ କରିପାରୁନାହାନ୍ତି, ତେବେ ଆପଣ ଶ୍ରାବଣ ସୋମବାର ବ୍ରତ କରି ଶିବଙ୍କ କୃପା ପ୍ରାପ୍ତ କରିପାରିବେ, ଶ୍ରାବଣ ସୋମବାର ବ୍ରତ ସୁର୍ଯ୍ୟଦୋୟରୁ ଆରମ୍ଭ ହୋଇଥାଏ, ଓ ଦିନର ତୃତୀୟ ପ୍ରହର ପରେ ଶେଷ ହୋଇଥାଏ, ସଂନ୍ଧ୍ୟାର ସମୟ ସବୁ ବ୍ରତଧାରୀଙ୍କୁ ଶ୍ରାବଣ ସୋମବାର କଥା ଅବଶ୍ୟ ଶୁଣାଇବା ଉଚିତ୍ , ଏଥିରେ ବ୍ରତ ପୁର୍ଣ୍ଣ ହୋଇଥାଏ ,

ଶ୍ରାବଣ ସୋମବାର ବ୍ରତ୍ କରୁଥିବା ଭକ୍ତ ଦିନରେ ଥରେ ହିଁ ଭୋଜନ କରିବା ଉଚିତ୍ , ଯଦି ଆପଣ ଫଳହାର ବ୍ରତ ରଖନ୍ତି ତେବେ ପୁରା ଦିନ କେବଳ ୪ ଥର ଫଳ ଓ ଜୁସ୍ ସେବନ କରିପାରିବେ , ଏହି ଦିନ କ୍ଷୀର, ପନିର୍, ବାଦାମ, ସେବନ ବି କରିପାରିବେ, ଏହା ଛଡା ଲହୁଣି ର କ୍ଷୀରି ବି ବ୍ରତରଦିନ ଖାଇପାରିବେ ।

Leave a Reply

Your email address will not be published. Required fields are marked *