October 17, 2024

Odia Express

Leading Odia News Portal of Odisha

Odia Jokes : ବାପା ଝିଅ ତୁ ଏବେ ବଡ ହୋଇସାରିଲୁଣି ଏବେ ତୋର ବାହାଘର କରିଦେବା, ତୋତେ କେମିତି ପୁଅ ଦରକାର ? ଝିଅ ଲାଜେଇକରି କହିଲା

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଗୋଟେ ମଦୁଆ ବାର୍ ରେ ମଦପିଇକରି ଚିଲ୍ଲାଇବା ଆରମ୍ଭ କରିଦେଲା, ଏହି ବାର୍ ରେ ବସିଥିବା ଅଧା ଲୋକ କମିନା ଥିଲେ ଜଣେ ପହଲିବାନ୍ ମଦୁଆର ଗଳାକୁ ଧରି କହିଲା- ନିଜ ଶବ୍ଦ୍ ଫେରାଈନେ ମଦୁଆ- ଠିକ୍ ଅଛି, ଏହି ବାର୍ ରେ ବସିଥିବା ଅଧା ଲୋକ କମିନା ନୁହନ୍ତି ।

୨) ସାନ୍ତା- ନିଜ ପୁଅକୁ ଗଣିତ ପଢାଉଥିଲା, ଅଚାନକ ପପୁ ପଚାରିଲା, ବାପା- ଏଇ ମର୍ଦ କିଏ ? ସାନ୍ତା- ଯେଉଁ ମଣିଷ ପୁରା ଘରେ ହୁକୁମ୍ ଚଲାଏ ସେ ହିଁ ମର୍ଦ ହୋଇଥାଏ, ପପୁ- ବାପା ମୁଁ ବି ବଡ ହୋଇକରି ମାଙ୍କ ପରି ମର୍ଦ ହେବି, ସାନ୍ତା-ବେହୋସ୍

୩) ଯଦି ପୁରୁଣା ଫିଲ୍ମ ପରି କେବଳ ବେଇଜ୍ଜତ କରିଲେ ହୃଦଘାତ୍ ହେଉଥାନ୍ତା ତେବେ ସବୁ ପ୍ରାଇଭେଟ୍ ଚାକିରି କରୁଥିବା ଲୋକ ମାସକୁ ୮-୧୦ ଥର ମରି ଯାଆନ୍ତା ।

୪) କାଲି ରାତିରେ ଯମ ରାଜ ମୋର ସ୍ୱପ୍ନରେ ଆସିଲେ ଓ କହିଲେ ତୋର ଜୀବନ ନେବାକୁ ଆସିଛି, ମୁଁ ବି କହିଦେଲି ନେଇଯାଆନ୍ତୁ ପଡୋଶୀ ରେ ହିଁ ରହୁଛି ।

୫) ସ୍ୱାମୀ – ଯଦି ତୁମେ ମୋତେ ହଇରାଣକରିବ ତେବେ ମୁଁ ସାଧୁ ହୋଇଯିବି, ସ୍ତ୍ରୀ – ନର୍ମାଲ୍ ସାଧୁ କିମ୍ବା ନାଗା ସାଧୁ ? ସ୍ୱାମୀ-କାହିଁକି ? ସ୍ତ୍ରୀ –ଯଦି ନର୍ମାଲ୍ ସାଧୁ ହେବାର ଅଛି ତ କପଡା ପ୍ୟାକ୍ କରି ଦେବି, ଓ ଯଦି ନାଗା ସାଧୁ ହେବ ତେବେ ଫଟାଫଟ କପଡା ବାହାର କରି ବାହାରିଯାଅ ।

୬) ଦିନେ ସୋନୁ ନିଜ ସ୍ତ୍ରୀକୁ ମେଳାରେ ବୁଲାଇବାକୁ ନେଇଗଲା, ମେଳାରେ ଏକ ଚିତ୍ରକାର ପାଖକୁ ଆସିଲା କହିଲା ସାର୍- ମ୍ୟାଡାମ୍ ଙ୍କ ଫଟୋ କରେଇଦିଅନ୍ତୁ, ଏମିତି ପେଣ୍ଟିଙ୍ଗ୍ କରିବି କି ଯିଏ କହିଉଠିବ, ସୋନୁ-ନା ଦରକାର୍ ନାହିଁ ପେଣ୍ଟିଙ୍ଗ୍ କରିବା ପୁର୍ବରୁ ଏତେ କହୁଛି, ଉପରୁ ଫଟୋ ଯଦି କହିବ ତେବେ କେଉଁଆଡେ ଯିବି ?

୭) ସ୍ୱାମୀ ସ୍ତ୍ରୀକୁ –ପ୍ରିୟେ- ମୁଁ ତୁମକୁ ବହୁତ୍ ଭଲ ପାଉଛି, ସ୍ତ୍ରୀ- ତେବେ କଣ ମୁଁ କରୁନି କି, ମୁଁ ତ୍ ତୁମ ପାଇଁ ପୁରା ଦୁନିଆଁ ସହ ଲଢିପାରିବି, ସ୍ୱାମୀ- କିନ୍ତୁ ତୁମେ ମୋତେ ଦିନ ରାତି ଲଢେଇ କରୁଛ ? ସ୍ତ୍ରୀ- ଆରେ ଜାନୁ ତୁମେ ହିଁ ମୋର୍ ଦୁନିଆଁ ଅଟ ।

୮) ପପୁ ଚିଡିଆଘରେ ଚାକିରି କରିନେଲା, ସେ ବାଘର ପିଞ୍ଜରାକୁ ତାଲାପକାଇନଥିଲା , ଅଫିସର୍- ପପୁ ତୁମେ ବାଘର୍ ପିଞ୍ଜରାକୁ ତାଲା କଣପାଇଁ ଲଗେଇନ ? ପପୁ-କଣ ଦରକାର୍ ଏତେ ଖତରନାକ୍ ପଶୁ କୁ କିଏ ଚୋରିକରିନେବ, ପପୁ ପ୍ରଥମଦିନରୁ ହିଁ ବାହାର୍ କରିଦିଆଗଲା ।

୯) ଗୋଟେ ଚୋର ଚୋରି କରିକି ଘରକୁ ଯାଉଥିଲା, ତେବେ ଗୋଟେ ଛୁଆ ଆଖି ଖୋଲିଗଲା, ଛୁଆ- ସ୍କୁଲ୍ ବ୍ୟାଗ୍ ବି ନେଇଯା କମିନା, ନହେଲେ ଚିଲ୍ଲାଇକି ସମସ୍ତଙ୍କୁ ଉଠାଇଦେବି ।

୧୦) କିଛି ଲୋକ ଧନର ନାଁରେ ଲଢନ୍ତି, କିଛି ଧର୍ମର ନାଁରେ ତ କିଛି ଲୋକ ଜାତିର ନାଁରେ ଲଢନ୍ତି, କେବଳ ସ୍ୱାମୀ ସ୍ତ୍ରୀ ଅଟନ୍ତି ଯିଏକି ନିସ୍ୱାର୍ଥ ଭାବରେ ବିନା କାରଣରେ ଲଢିଥାନ୍ତି ।

୧୧) ବାପା- ଝିଅ ଏବେ ତୁ ବଡ ହୋଇଗଲୁଣି, ଏବେ ତୋର ବାହାଘର କରାଇଦେବା, ଝିଅ- ହଁବାପା, ବାପା- କେମିତି କା ପୁଅ ଦରକାର କହ, ଝିଅ –ଲାଜେଇକରି ବାପା ପିଙ୍କ୍ କଲରର୍ ।

Leave a Reply

Your email address will not be published. Required fields are marked *