October 19, 2024

Odia Express

Leading Odia News Portal of Odisha

ରଜନିକାନ୍ତଙ୍କ ଜ୍ୱାଇଁ ବଞ୍ଚନ୍ତି ରାଜା ମହାରାଜଙ୍କ ଭଳି ଶାନଦାର୍ ଲାଇଫ୍ ଷ୍ଟାଇଲ୍, କେଉଁ ଜନ୍ନତରୁ କମ୍ ନୁହେଁ Dhanush ଐଶ୍ୱର୍ଯ୍ୟାଙ୍କ ଏହି ବଙ୍ଗଳା

ସାଉଥ୍ ଇଣ୍ତଷ୍ଟ୍ରିରୁ ନେଇକରି ବଲିଉଡ୍ ଇଣ୍ତଷ୍ଟ୍ରି ପର୍ଯ୍ୟନ୍ତ ନିଜ ଅଭିନୟ ଦ୍ୱାରା ଜଲୱା ଦେଖାଉଥିବା ଧନୁଷ୍ ଆଜି କେଉଁ ପରିଚୟର ଆବଶ୍ୟକତା ନାହିଁ, ଆପଣଙ୍କୁ କହିଦେବୁ କି ଧନୁଷଙ୍କ ପୁରା ଭେଙ୍କଟେଶ ପ୍ରଭୁ କସ୍ତୁରି ରାଜା ଅଟନ୍ତି, କିନ୍ତୁ ଏହି ଇଣ୍ତଷ୍ଟ୍ରିରେ ଧନୁଷଙ୍କ ନାଁରେ ଲୋକପ୍ରିୟ ଅଟନ୍ତି, ଅଭିନେତା ଧନୁଷ ଗତ ୨୮ ଜୁଲାଇ ୨୦୨୧ କୁ ନିଜର ୩୮ ତମ ଜନ୍ମଦିନ ପାଳିଥିଲେ, ଓ ସେମିତି ବି ଫ୍ୟାନ୍ସ ଜନ୍ମଦିନର ଅନେକ ସାରା ବଧାଇଦେଇଛନ୍ତି ।ଧନୁଷଙ୍କ ଜନ୍ମ ୨୮ ଜୁଲାଇ ୧୯୮୩ କୁ ଚେନ୍ନାଇରେ ହୋଇଥିଲା, ଓ ଧନୁଷ୍ ନିଜ ଅଭିନୟ କ୍ୟାରିୟରର ଆରମ୍ଭ ୨୦୦୨ ରେ ଆସିଥିବା ତାମିଲ୍ ଫିଲ୍ମ ଥୁଲୁବଧୋ ଇଲାମଇ ରୁ କରିଥିଲେ, ଏହାପରେ ଧନୁଷ ନିଜ ଅଭିନୟ କ୍ୟାରିୟରରେ ବହୁତ୍ ସୁପର ଡୁପର ହିଟ୍ ଫିଲ୍ମରେ କାମ କରିଥିଲେ, ଓ ଆଜିର ସମୟରେ ଧନୁଷଙ୍କ ଗଣନା ଇଣ୍ତଷ୍ଟ୍ରିର ସବୁଠାରୁ ପପୁଲାର ଓ ସଫଳ ଅଭିନେତାଙ୍କ ଲିଷ୍ଟରେ କରାଯାଏ ।

ସେମିତି ଧନୁଷଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ କହିଲେ ଧନୁଷ ୧୮ ନଭେମ୍ବର ୨୦୦୪ ରେ ସାଉଥ୍ ଇଣ୍ତଷ୍ଟ୍ରିରେ ସବୁଠାରୁ ବଡ ସୁପରଷ୍ଟାର୍ ରଜନୀକାନ୍ତ ଝିଅ ଐଶ୍ୱର୍ଯ୍ୟା ଙ୍କ ସହ ବିବାହ କରିଥିଲେ, ଓ ଏହି ଦିନ ସୁପରଷ୍ଟାର୍ ଧନୁଷ ଚେନ୍ନାଇରେ ନିଜ ସ୍ତ୍ରୀ ଓ ଛୁଆଙ୍କ ସହ ଏକ ଭଲ ଆଲିଶାନ୍ ଓ ସୁନ୍ଦର ବଙ୍ଗଳାରେ ରହୁଛନ୍ତି, ଆଜି ଆମେ ଆପଣଙ୍କୁ ତାଙ୍କ ଘରର ବିଷୟରେ ଏକ ଝଲକ ଦେଖାଇବାକୁ ଯାଊଛୁ । ଧନୁଷଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଅଧିକା ଅଟେ, ଓ ସେମିତି ଧନୁଷ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଓ ବହୁତଥର ନିଜ ପ୍ରଶଂସକଙ୍କ ସହ ନିଜ ଫଟୋ ସେୟାର୍ କରୁଥାନ୍ତି, ଏହି ଫଟୋରେ ଧନୁଷ ଘରର ଶାନଦାର୍ ଝଲକ ଦେଖିବାକୁ ମିଳିଲା, ଓ ଅଭିନେତା ଧନୁଷଙ୍କ ସୁନ୍ଦର ବଙ୍ଗଳା କେଉଁ ଜନ୍ନତରୁ କମ୍ ଲାଗୁନାହିଁ ।

ଅଭିନେତା ଧନୁଷ ନିଜ ଘରର ଇଣ୍ଟେରିୟର୍ ବହୁତ ଶାନଦାର୍ ତରିକାରେ କରିଛନ୍ତି, ଓ ସେ ନିଜ ଘର ଲକ୍ଜୁରୀ ଲୁକ୍ ଦେବା ପାଇଁ ୱୁଡନ୍ ଫ୍ଲୋରିଙ୍ଗ୍ କରିଛନ୍ତି । ସେମିତି ତାଙ୍କ ଘରର ଡ୍ରଇଙ୍ଗ୍ ରୁମ୍ ବହୁତ ଭବ୍ୟ ଓ ଆଲିଶାନ୍ ଅଟେ, ଓ ଡ୍ରଇଙ୍ଗ୍ ରୁମ୍ ବ୍ରାଉନ୍ କଲରର କଭର୍ ସହ ସୋଫା ସେଟ୍ ରଖାଯାଇଛି, ଓ ସେମିତି ଘରର କବାଟରେ ବହୁତ ସାରା ସୁନ୍ଦର ପେଣ୍ଟିଙ୍ଗ୍ ଲାଗିଛି, ଯାହା ଏହି ଘରର ସୁନ୍ଦରତାକୁ ଆହୁରି ବଢାଇଦେଉଛି । ଅଭିନେତା ଧନୁଷଙ୍କସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କ ବୁକ୍ସ ପଢିବାର ବହୁତ ହିଁ ସଉକ ଅଛି, ଓ ଏହି କାରଣରୁ ଏହି ଦମ୍ପତି ନିଜ ଘରରେ ବହିଗୁଡିକ ପାଇଁ ଖାସ୍ ଜାଗା ରଖିଛନ୍ତି, ଯେଉଁଠି ଐଶ୍ୱର୍ଯ୍ୟା ଓ ଧନୁଷ ଏକା ସାଙ୍ଗେ ବସି ବହି ପଢନ୍ତି ।

ଅଭିନେତାଙ୍କ ଘରର ବାଲୋକୋନି ବହୁତ ସୁନ୍ଦର ଅଟେ, ଓ ତାଙ୍କର ବାଲକୋନିରେ ଚେୟାର୍ ପଡିଛି, ଯେଉଁଠି ଦୁହେଁ ବସିକରି ସମୟ ଅତିବାହିତ କରନ୍ତି, ଏହି କପଲ୍ ଙ୍କ ଘରର ବାଲକୋନି ସନସାଇନ୍ ଓ ସନ ସେଟ୍ ନଜାରା ବହୁତ ସୁନ୍ଦର୍ ନଜର ଆସିଥାଏ । ଐଶ୍ୱର୍ଯ୍ୟା ଓ ଧନୁଷଙ୍କ ଘରର ବଗିଚା ଏରିଆ ବହୁତ ସୁନ୍ଦର ଓ ଆଲିଶାନ୍ ଅଟେ, ଏଠାରେ ଐଶ୍ୱର୍ଯ୍ୟା ଓ ଧନୁଷ ଯୋଗା କରନ୍ତି, ଓ ଏହି ଗାର୍ଡେନରେ ବି ଗଛ ଲାଗିଛି । ଧନୁଷ ଓ ଐଶ୍ୱର୍ଯ୍ୟା ଘରର ସବୁ କୋଣକୁ ଭଲ ସୁନ୍ଦର ଭାବେ ସଜାଇଛନ୍ତି, ଓ ତାଙ୍କ ଭିତରୁ ଘର ଯେତେସୁନ୍ଦର ଦେଖାଯାଉଛି, ସେତିକି ବାହାରୁ ଭବ୍ୟ ଓ ଆଳିଶାନ୍ ଦେଖାଯାଉଛି  ।

ମିଡିଆ ରିପୋର୍ଟ୍ସକୁ ମାନିଲେ ଅଭିନେତା ଧନୁଷ ଏହି ଘର ଛଡା ଚେନ୍ନାଇରେ ପଶ୍ ଇଲାକାରେ ଏକ ଭଲ ଆଲିଶାନ୍ ଘର ବନାଇବାରେ ପ୍ରସ୍ତୁତି କରୁଛନ୍ତି, ଏହି ନୁଆ ଘର ବନାଇବାରେ ପ୍ରାୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ଆସିଯିବ । ସେମିତି ଅଭିନେତା ଧନୁଷଙ୍କ ଘରେ ଲକ୍ଜୁରୀ କାର୍ ବି ବହୁତ ସଉକ ରଖନ୍ତି, ତାଙ୍କର ଏହି କାର୍ କଲେକ୍ସନ୍ ରେ ଏଡି ଏ୮, ବେଣ୍ଟେଲି କଣ୍ଟିନେଟାଲ୍ ଫ୍ଲାଇଙ୍ଗ୍ ସ୍ପୁର୍, ଜାଗୁଆର୍ ଏକ୍ସ ଇ, ରୋଲ୍ସ ରୋସ୍ ଘୋଷ୍ଟ ସିରିଜ୍ ପରି ଲକ୍ଜୁରି କାର୍ ସାମିଲ୍ ଅଛି, ଧନୁଷ୍ ଓ ଐଶ୍ୱର୍ଯ୍ୟା ନିଜ ଶାନଦାର୍ ଲାଇଫ୍ ଷ୍ଟାଇଲ୍ ପାଇଁ ଜଣାଯାଆନ୍ତି, ଏହି ଯୋଡି ଆମର ବଲିଉଡ୍ ଇଣ୍ତଷ୍ଟ୍ରିରେ ସବୁଠାରୁ ପପୁଲାର୍ ଓ ରୋମାଣ୍ଟିକ୍ ଯୋଡିରୁ ଗୋଟେ ବୋଲି ଜଣାଯାଏ ।

Leave a Reply

Your email address will not be published. Required fields are marked *