October 23, 2024

Odia Express

Leading Odia News Portal of Odisha

IAS Interview ପ୍ରଶ୍ନ : ଗୋଟେ ଲିଟର ପାଣିରେ କେତେ ବୁନ୍ଦା ପାଣି ହୋଇଥାଏ ? ଏହାର ଉତର ପ୍ରାୟ ୧ ପ୍ରତିଶତ ଲୋକ ଜାଣିଥିବେ..

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) ଶୁନ୍ୟ ଭେଦଭାବ ଦିବସ କେବେ ପାଳିତ ହୁଏ ? ଉତ୍ତର- ଏହା ସବୁ ବର୍ଷ ୧ ମାର୍ଚ୍ଚକୁ ବିଶ୍ୱସ୍ତରରେ ପାଳନ କରାଯାଏ , ଯାହାକି କେଉଁ ବି ବୟସ, ଲିଙ୍ଗ, ଜାତିୟତା, ତ୍ୱଚାର ରଙ୍ଗ, ଉଚ୍ଚତା, ଓଜନ, ଇତ୍ୟାଦି ଆଧାରରେ ଭେଦଭାବ ନ ହେଉ ।

୨) ପାଇ ର ମତଲବ କଣ ?

ଉତ୍ତର- ପାଇ ଏକ ଗଣିତୀୟ ନିୟତାଙ୍କ ଅଟେ ଯାହା ସଂଖ୍ୟାତ୍ମକ ମାନ କେଉଁ ବୃତ ର ପରିଧି ଓ ତାହାର ବ୍ୟାସ ଅନୁପାତ ବରାବର ହୋଇଥାଏ, ପାଇ ମାନ ପ୍ରାୟ ୩।୧୪ ହୋଇଥାଏ ।

୩) ନାଗରିକ ଅଧିକାର କାର୍ଯ୍ୟକର୍ତ୍ତା ବର୍ନୋନ୍ ଜର୍ଡନ କେଉଁ ଦେଶର ନାଗରିକ ଥିଲେ ? ଉତ୍ତର- ଆମେରିକା ନାଗରିକ ଅଧିକାର କାର୍ଯ୍ୟକର୍ତ୍ତା ବର୍ନୋନ୍ ଜର୍ଡନ ୧ ମାର୍ଚ୍ଚ ୨୦୨୧ କୁ ୮୫ ବର୍ଷରେ ନିଧନ ହୋଇଯାଇଥିଲା ।

୪) ଭୋର ଘାଟ ର ପ୍ରାଚିନ ମାର୍ଗର ବିକାଶ କେଉଁ ରାଜବଂଶର କରାଯାଇଥିଲା ? ଉତ୍ତର- ସାତବାହାନ ରାଜବଂଶ ଦ୍ୱାରା କୋକଣ ତଟ ଓ ଦକ୍କନ ପଠାର ର ଆଖପାଖ କ୍ଷେତ୍ରରେ ବନ୍ଧରଗାହ୍ ଙ୍କୁ ଯୋଡିବାପାଇଁ ବିକଶିତ୍ ଏକ ପ୍ରାଚିନ୍ ବେପାର ମାର୍ଗ ଥିଲା ।

୫) ଗୋଆରେ ଭାରତୀୟ ଗଣରାଜ୍ୟରେ କେଉଁ ବର୍ଷ ବିଲୟ ହୋଇଯାଇଥିଲା ? ଉତ୍ତର –ପୁର୍ତ୍ତଗାଳି ଶାସନରୁ ସ୍ୱତନ୍ତ୍ରତା ପ୍ରାପ୍ତ କରିବାପରେ ୧୯୬୧ ରେ ଦମନ ଓ ଦିବ ଓ ଗୋଆକୁ ଭାରତୀୟ ଗଣରାଜ୍ୟ ମିଶାଇଦେଇଥିଲେ ।

୬) ଜୈବ ଇନ୍ଧନ ଦ୍ୱାରା ସଂଚାଳିତ ପ୍ରଥମ ବ୍ୟବସାୟିକ ବାଣିଜୀକ ପ୍ରକ୍ଷେପଣ କଣ ଅଟେ ? ଉତ୍ତର –ଷ୍ଟାର୍ ଡଷ୍ଟ ୧,୦ ୟୁଏସ୍ ଷ୍ଟେଟ୍ ମେନେ ଦ୍ୱାରା ପ୍ରଥମ ବ୍ୟବସାୟିକ ଲଞ୍ଚ ଅଛି, ଓ ପୁରା ଭାବେ ଜୈବ ଇନ୍ଧନ ଦ୍ୱାରା ଆଧାରିତ ।

୭) ରାଜ୍ୟର କେଉଁ ବନ ବିଭାଗ ପ୍ରଥମଥର ଜଳ ପକ୍ଷୀଙ୍କ ଜନଗଣନା କରିଥିଲେ ? ଉତ୍ତର- ପଶ୍ଚିମ ବଙ୍ଗଳାର ବନ ବିଭାଗ ଏବେ ରାଜ୍ୟର ଆଖାପାଖ ୫୪ ବିଭିନ୍ନ ସ୍ଥାନରେ ନିଜ ପ୍ରଥମ ଜଳ ପକ୍ଷୀ ଜନଗଣନା କରିଥିଲେ ।

୮) କେଉଁ ମାଟିର ରେଗୁର୍ ମାଟି ନାଁରେ ଜଣାଯାଏ ? ଉତ୍ତର- କଳା ମାଟିର ରେଗୁର ମାଟି ନାଁରୁ ଜଣାଯାଏ ।

୯) ଲାଲ୍ ମାଟିର ରଙ୍ଗ୍ ଲାଲ୍ କଣ ପାଇଁ ହୋଇଥାଏ ? ଉତ୍ତର : ଲୌହ ଅକ୍ସସାଇଡ୍ ଉପସ୍ଥିତି କାରଣରୁ ମାଟିର ରଙ୍ଗ ଲାଲ୍ ହୋଇଥାଏ ।

୧୦) ହାର୍ଡ ଡିସ୍କ ,ଡିଭିଡି, ରୋମ୍, କେଶ ମେମୋରି ତଥା ଷ୍ଟେଟିକ୍ ରାମ୍ ରୁ ସବୁଠାରୁ ଦୃତ ମେମୋରି କଣ ? କ୍ୟାଶ୍ ମେମୋରି

୧୧) ଏକ ଲିଟର ପାଣିରେ କେତେ ବୁନ୍ଦା ପାଣି ହୋଇଥାଏ ? ଉତ୍ତର –ପ୍ରାୟ ୨୦୦୦୦ ବୁନ୍ଦା, ସାମାନ୍ୟ ହିସାବରେ ବର୍ଷାର ଏକ ବୁନ୍ଦା ଓଜନ ୦,୦୫ ଗ୍ରାମ ମାପ ହୋଇଛି, ଏହି ହିସାବରେ ଏକ ଗ୍ରାମରେ ୨୦ ବୁନ୍ଦା ତ ଏକ ଲିଟରରେ ୨୦୦୦୦ କାରଣ ଏକ ଲିଟର୍ ୧୦୦୦ ଗ୍ରାମ ।

Leave a Reply

Your email address will not be published. Required fields are marked *