October 22, 2024

Odia Express

Leading Odia News Portal of Odisha

ହୋଟେଲ୍ ରେ ବଳକା ରହିଯାଇଥିବା ସାବୁନ୍ କୁ କଣ କରାଯାଏ ? କଣ ଆପଣ ଜାଣିଛନ୍ତି କି ? ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ

ସାଧାରଣତଃ ସବୁ ବଡ ହୋଟେଲ୍ ରେ ବ୍ୟକ୍ତିର ସବୁଦିନର ଜୀବନରେ ବ୍ୟବହାର ହେଉଥିବା ସବୁ ଜିନିଷ ଉପଲ୍ଲବ୍ଧ ହୋଇଥାଏ, ମାନେ ସାବୁନ୍ ରୁ ନେଇକରି ଟୁଥପେଷ୍ଟ ପର୍ଯ୍ୟନ୍ତ, ସବୁ ଜିନିଷର ସୁବିଧା ଥାଏ, ଏବେ କିଛି ହୋଟେଲ୍ ରେ ଶ୍ୟାମୁ ଓ ସାବୁନ୍ ସବୁଦିନ ବଦଳାଯାଇଥାଏ , କିନ୍ତୁ କିଛି ହୋଟେଲ୍ ରେ ଏମିତି ହୁଏନାହିଁ, କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ହୋଟେଲ୍ ରେ ବଞ୍ଚିଯାଇଥିବା ସାବୁନ୍ କଣକରାଯାଏ , ହଁ ଆଜ୍ଞା ହୋଟେଲ୍ ରେ ଯେଉଁ ସ୍ୟାମୁ ଓ ସାବୁନ୍ ଆଦି ବ୍ୟବହାର ନହୁଏ କିମ୍ବା ଆପଣ ତାକୁ ବ୍ୟବହାର କରିଛାଡିଦିଅନ୍ତି ତାହା ଆମର ହୋଟେଲ୍ ରୁ ଯିବାପରେ କଣ କରାଯାଏ , ଆଜି ଆମେ ଆପଣଙ୍କୁ ଏହି ବିଷୟରେ ସୁଚନା ଦେବାକୁ ଯାଉଛୁ, ଏବେ ଯଦି ଆମେ ଏହାର ସିଧା ଓ ସଫା ଉତ୍ତର ଦେବୁ ତେବେ ଏମିତି ହୋଇପାରେ କି ଯେଉଁ ଜିନିଷ ଆମେ ଅଧା ବ୍ୟବହାର କରିଥାଉ, ତାହା ଆମର ଯିବାପରେ ପକାଇଦିଆଯାଏ ।

ସେମିତି ଯେଉଁ ଜିନିଷର ବ୍ୟବହାର ଆମେ କରୁନା ଓ ଯେଉଁ ପ୍ୟାକ୍ ହୋଇଥାଏ ତେବେ ତାହା ଅନ୍ୟ ଅତିଥିଙ୍କୁ ଦିଆଯାଏ , କିନ୍ତୁ ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପୁରା ସତ ନୁହେଁ, ଏକ ରିପୋର୍ଟର ଅନୁସାରେ ଏହା ସତ ମାନାଯାଇଛି କି ଯେଉଁଠି ଗୋଟେ ତରଫରେ ଏହି ଜିନିଷକୁ ଅଳିଆର ଗଦାରେ ମିଶାଇଦିଆଯାଏ ସେମିତି ଏହି ଜିନିଷ ବହୁତ ଗରିବ ଲୋକଙ୍କୁ ସ୍ୱଚ୍ଚତାର ସମସ୍ୟା ଦୁର କରିବାରେ ସାହାଯ୍ୟ କରିପାରେ , ଏହାର ମତଲବ ଏହା କି ଯେଉଁ ଗରିବ ଲୋକ ଏମିତି ଜିନିଷ କିଣିପାରିବ ନାହିଁ ଓ ମଈଳା ଅପରିସ୍କାର କାରଣରୁ ବହୁତ ରୋଗର ସାମ୍ନା କରେ ସେ ଏହି ଜିନିଷକୁ ଦିଆଯାଇପାରିବ, କହିଦେବୁ କି ୨୦୦୯ ରେ କିଛି ଏନ୍ ଜିଓ ଏହି ମୁଦ୍ଧାକୁ ନେଇକରି ଏକ ଅଭିଯାନ ଚଲାଇଥିଲେ ।

ଏହା ଛଡା ରିପୋର୍ଟର କଥା ମାନିଲେ ଭାରତରେ ସବୁଦିନ ଲକ୍ଷାଧିକ ଲୋକଙ୍କ ଗଣନାରେ ଏମିତି ପ୍ରଡକ୍ଟସ୍ ହୋଟେଲ୍ ରୁମର ବାହାରକୁ ବାହାରିଥାଏ, ଯେଉଁଥିରେ ଗରିବ ଲୋକଙ୍କର କାମରେ ଆସିପାରିବ , ଏହି ସମସ୍ୟାକୁ ଶେଷ କରିବାପାଇଁ ପୁରା ଦୁନିଆଁରେ କ୍ଲିନ୍ ଦି ୱାର୍ଲଡ୍ ଓ ବହୁତ ସଂସ୍ଥା ଗ୍ଲୋବାଲ୍ ସୋପ୍ ପ୍ରୋଜେକ୍ଟ ସହ ମିଶିକରି ଏକ ଅଭିଯାନ ଆରମ୍ଭ କରିଥିଲେ, ଯାହାଦ୍ୱାରା ଅଧା ବ୍ୟବହାର ହେଉଥିବା ସାବୁନ୍ କୁ ନୁଆ ସାବୁନ୍ ବନାଇବାପାଇଁ ବ୍ୟବହାର କରାଯାଏ, ଏହା ଛଡା ବାକି ପ୍ରଡକ୍ଟସ୍ ସହ ଏମିତି ହୋଇଥାଏ, ତାପରେ ରିସାଇକିଲ୍ କରାଯାଇଥିବା ପ୍ରଡକ୍ଟସ୍ କୁ ବିକାଶଶୀଳ ଦେଶକୁ ପଠାଇଦିଆଯାଏ , ଏହା ସହ ଏହି ଅଭିଯାନକୁ ଲାଭ ସେହି କ୍ଷେତ୍ରର ରହୁଥିବା ଲୋକ ଉଠାଇଥାଆନ୍ତି, ଯାହାଙ୍କ ପାଖରେ ସ୍ୱଚ୍ଚ୍ୱ ପାଣି, ସାବୁନ୍ ଓ ସାନିଟେସନ୍ ସୁବିଧା ନଥାଏ ।

ଏଠାରେ ଗୁରୁତ୍ୱ ଦେବା ବାଲା କଥା ଏହା କି ଯେ ସ୍ଥାନୀୟ ସ୍ତରରେ ଏମିତି ବହୁତ ଏନ୍ ଜିଓ କାମ କରନ୍ତି, ଯାହା ବଡ ବଡ ହୋଟେଲ୍ ରୁ ସବୁ ଦିନ ନାନାପ୍ରକାରର ପ୍ରଡକ୍ଟ ଏକାଠି କରନ୍ତି, ଓ ତାଙ୍କୁ ଗରିବରେ ବାଣ୍ଟି ଦିଅନ୍ତି, ଦରକାର ପଡୁଥିବା ଲୋକଙ୍କୁ ଦେବାପୁର୍ବରୁ ଏହାକୁ ରିସାଇକିଲ୍ ନିଶ୍ଚିତ କରାଯାଏ , ହଁ ଆଜ୍ଞା , ରିସାଇକିଲ୍ ସମୟରେ ବଞ୍ଚିଯାଇଥିବା ସାବୁନ୍ ଓ ସବୁ ପ୍ରଡକ୍ଟସ୍ କୁ କିଟାଣୁରହିତ କରାଯାଏ , ଯାହା ଲୋକଙ୍କ ବିନା ଅସୁବିଧାରେ ଏହାର ବ୍ୟବହାର କରିପାରିବେ, ଏହା ସହ ଏହାର ଶୁଦ୍ଧତ ଯାଞ୍ଚ ବି କରାଯାଏ , ଏବେ ଏମିତି ହୋଟେଲ୍ ରେ ବଳିଯାଇଥିବା ସାବୁନ୍ ଆଉଥରେ ବ୍ୟବହାର କରିବାର ଭଲ ତରିକା ଅଟେ, କିନ୍ତୁ ଏବେ ବି ଏମିତି ବହୁତ ହୋଟେଲ୍ ଅଛି ଯେଉଁଠି ବଳିଯାଇଥିବା ସାବୁନ୍ କୁ ଅଳିଆର ଗଦାରେ ପକାଇଦିଆଯାଏ ।

ଆମେ ଆପଣଙ୍କୁ ଏହା କହିବୁ କି ଯେଉଁ ଜିନିଷର ବ୍ୟବହାର ଆଉଥରେ କରାଯାଇପାରିବ, ତାକୁ ଫିଙ୍ଗିବା ଅପେକ୍ଷା ଦରକାରକରୁଥିବା ଲୋକଙ୍କୁ ଦେଲେ ତାଙ୍କର ଉପକାର୍ ହୋଇପାରିବ ।

Leave a Reply

Your email address will not be published. Required fields are marked *