October 22, 2024

Odia Express

Leading Odia News Portal of Odisha

ବସ୍ ଡ୍ରାଇଭର୍ ଙ୍କ ଝିଅ କଡା ପରିଶ୍ରମ କରି ହେଲେ ଆଇଏଏସ୍ ଅଫିସର୍, ବାପାଙ୍କ ସ୍ୱପ୍ନକୁ କଲେ ସାକାର – କିନ୍ତୁ ତାପରେ ଯାହା ହେଲା..

ସବୁ ମା ବାପା ନିଜ ଛୁଆଙ୍କୁ ଏକ ସଫଳ ବ୍ୟକ୍ତି ହେବାପାଇଁ ଦେଖିବା ପସନ୍ଦ କରନ୍ତି, ଛୁଆଙ୍କ ଭବିଷ୍ୟ ବନାଇବାପାଇଁ ମା ବାପା ନିଜ ଜୀବନରେ ବହୁତ ବୁଝାମଣା କରନ୍ତି, ଦିନ ରାତି ପରିଶ୍ରମ କରି ସେ ନିଜ ଛୁଆଙ୍କୁ ପଢାଇଥାନ୍ତି, ଯାହାଦ୍ୱାରା ତାଙ୍କ ଛୁଆ ଆଗକୁ ଯାଇକରି ଭବିଷ୍ୟରେ ବହୁତ ଉନ୍ନତି କରୁ ଓ ନିଜ ପରିବାରର ନାଁ ଉଜ୍ଜଳ କରୁ, ସେମିତି ଦେଖିବାକୁ ଗଲେ ଏହି ଦୁନିଆଁରେ ବହୁତ ଏମିତି ଲୋକଅଛନ୍ତି ଯିଏ ସଫଳତା ପାଇବାପାଇଁ କଠିନ ସଂଘର୍ଷ ବି କରନ୍ତି, କିନ୍ତୁ ଅଧିକାଂଶ ଲୋକ ଏହି ସଫଳତାର ମାର୍ଗରେ ଉତ୍ପନ୍ନ ହେଉଥିବା ବାଧା ହୋଇଥାଏ, କିଛି ଲୋକ ଏମିତି ହୋଇଥାନ୍ତି, ଯିଏ ସବୁ ପ୍ରକାରର ପରିସ୍ଥିତିରେ ପାର୍ କରି ଲଗାତାର ପରିଶ୍ରମ କରନ୍ତି, ଓ ପରିଶେଷରେ ସେ ପରିଶ୍ରମ କାମ କରିଥାଏ ।

ଆଜି ଆମେ ଆପଣଙ୍କୁ ଆଇଏଏସ୍ ଅଫିସର୍ ହୋଇଥିବା ପ୍ରୀତୀ ହୁଡାଙ୍କ କାହାଣୀ ବିଷୟରେ କହିବୁ, ଯାହାଙ୍କ ବାପା ଦିଲ୍ଲୀ ପରିବହନ ନିଗମରେ ବସ୍ ଚଲାନ୍ତି, ପ୍ରୀତି ଚଢା ନିଜ ଜୀବନରେ ବହୁତ କଠିନତା ଦେଖିଛନ୍ତି, ଓ ସେ ନିଜ କଡା ପରିଶ୍ରମ ବଳରେ ନିଜ ବାପାଙ୍କ ସ୍ୱପ୍ନକୁ ସାକାର କଲେ, ଆପଣଙ୍କୁ କହିଦେବୁ କି ପ୍ରୀତି ହୁଡା ହରିଆଣାର ବହାଦୁରଗଡରେ ରହନ୍ତି, ସେ ଏକ ସାଧାରଣ ପରିବାରରୁ ଆସିଛନ୍ତି, ପ୍ରିତି ହୁଡା ଏମିତି କହିଲେ କି ସେ ନିଜ ପାଠପଢା ସମୟରେ ବହୁତ ହଇରାଣ ହୋଇଛନ୍ତି, ସେ କେବେ ଭାବିନଥିଲେ କି ସେ ଏହି ସେବାରେ ଆସିପାରିବେ, କିନ୍ତୁ ଯେପରି ସେ କଲେଜକୁ ଆସିଲେ ସେ ଆଇଏଏସ୍ ହେବାର ସ୍ୱପ୍ନକୁ ପୁରା କରିବାକୁ ଭାବିଲେ, ଓ ନିଜପୁରା ଫୋକସ୍ ପାଠପଢାରେ ଲଗାଇଦେଲେ ।

ପ୍ରୀତି ହୁଡାଙ୍କ ଆର୍ଥିକ ଅବସ୍ଥା ଠିକ୍ ନଥିଲା, କିନ୍ତୁ ଏହାସତ୍ତ୍ୱେ ବି ସେ ଦାରିଦ୍ରତାର କଷାଘାତରେ ନିଜ ଲକ୍ଷ୍ୟକୁ ଭୁଲିନଥିଲେ, ସେ ନିଜ ପାଠପଢା ଜାରି ରଖିଲେ ସେ ଜେ ଏନ୍ ୟୁରେ ହିନ୍ଦୀରେ ପିଏଚ୍ ଡି କରିଥିଲେ, ୟୁପିଏସ୍ ସି ପରୀକ୍ଷା ପାଇଁ ପ୍ରସ୍ତୁତି କଲେ, ସେ ଏମ୍ ଫିଲ୍ କରିବା ପରେ ଆରମ୍ଭ କରିଥିଲେ, ପ୍ରୀତି ହୁଡା କହନ୍ତିକି ଯେବେ ତାଙ୍କୁ ୟୁନିଭରସିଟିରେ ଆଡମିଶନ୍ ମିଳିଲା ତେବେ ତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ମଜବୁତ୍ ହୋଇଗଲା, ଓ ସେ ଭାବିନେଲେ କି କେଉଁ ବି ପରିସ୍ଥିତିରେ ତାଙ୍କୁ ୟୁପିଏସ୍ ସି ପରୀକ୍ଷାରେ ସଫଳ ହେବାର ଅଛି ।

ଆପଣଙ୍କୁ କହିଦେବୁ କି ପ୍ରୀତି ହୁଡା ୟୁପିଏସ୍ ସି ରେ ହିନ୍ଦୀ ମାଧ୍ୟମରେ ଦେଇଥିଲେ, ଇଣ୍ଟରଭ୍ୟୁ ବି ହିନ୍ଦୀରେ ଦେଇଥିଲେ, ତାଙ୍କର ଏମିତି ମାନିବାର ଥିଲା, ସେ ଏଥିରୁ ଆତ୍ମବିଶ୍ୱାସ ପାଇଲେ, ସେ ଭାବିଥିଲେ କି ଇଣ୍ଟରଭ୍ୟୁରେ ସବୁ ପ୍ରଶ୍ନର ଉତ୍ତର ଦେବେ ଏହା ଆବଶ୍ୟକ ନୁହେଁ କି ଆଉ କାହା ପାଇଁ ସମ୍ଭବ ହୋଇପାରିବ, ସେ କହିଲେ କି ସେ ତିନୋଟି ପ୍ରଶ୍ନର ଉତ୍ତର ଦେଇପାରିନଥିଲ୍,ଏ ପ୍ରଥମ ପ୍ରୟାସରେ ପ୍ରୀତି ହୁଡାଙ୍କୁ ପରୀକ୍ଷାରେ ଅସଫଳତା ମିଳିଥିଲା, ଦ୍ୱିତୀୟ ପ୍ରୟାସରେ ସେ ସଫଳତା ହାସିଲ୍ କରିଦେଲେ,

ପ୍ରୀତି ହୁଡା ଏମିତି କହନ୍ତି କି ସେ କେବେ ୟୁପିଏସ୍ ସି ପରୀକ୍ଷାର୍ ପ୍ରସ୍ତୁତି ବୋଝ ନେବା ରୁପରେ କରିନଥିଲେ, ସେ ପ୍ରସ୍ତୁତିର ସମୟରେ ସବୁ କାମ କରିଥିଲେ, ଓ ଫିଲ୍ମ ବି ଦେଖିଥିଲେ, ତାଙ୍କର କହିବା କଥାକି ଅଧିକା ସମୟ୍ ପାଠପଢିଲେ କିଛି ଖାସ୍ ଫାଇଦା ହୋଇନଥାଏ, ଯଦି ବୁଝିବିଚାରି ପାଠପଢାଯାଏ ତେବେ ପୁରା ସିଲାବସ୍ ପ୍ରସ୍ତୁତି କରିଲେ ସଫଳତା ହାସିଲ୍ ହୋଇପାରିବ ।

Leave a Reply

Your email address will not be published. Required fields are marked *