October 22, 2024

Odia Express

Leading Odia News Portal of Odisha

ମୁକେଶ ଅମ୍ବାନୀଙ୍କ ୨୭ ମହଲା ଆଣ୍ଟିଲିଆ ଅଟେ ବହୁତ ଭବ୍ୟ, ଜାଣନ୍ତୁ ନିଜ ରୋଷେୟାଙ୍କୁ କେତେ ଦରମା ଦିଅନ୍ତି ଅମ୍ବାନୀ

ଦୁନିଆଁରେ ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗଣାଯାଉଥିବା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ରିଲାୟନ୍ସ ଇଣ୍ତଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କୁ ସମସ୍ତେ ଜାଣନ୍ତି ,ତାଙ୍କ ପାଖରେ ବହୁତ ପଇସା ଅଛି, ସମସ୍ତେ ତାଙ୍କ ବିଜନେସ୍ କୌଶଳକୁ ପ୍ରଶଂସା କରେ, ବିଦେଶରେ ବି ଲୋକେ ତାଙ୍କୁ ଏହି କାରଣରୁ ବହୁତ ପ୍ରଶଂସା କରନ୍ତି,  ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ଦେଶର ସବୁଠାରୁ ଧନୀ ଦମ୍ପତି ଅଟନ୍ତି, ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ବିଜନେସ୍ ସେନ୍ସ ସହ ନିଜ ଜୀବନଶୈଳୀକୁ ନେଇକରି ବହୁତ ଚର୍ଚ୍ଚାରେ ରୁହନ୍ତି, ମୁକେଶ ଅମ୍ବାନୀ ନିଜ ଘର ଆଣ୍ଟିଲିଆରେ କାମ କରୁଥିବା ବ୍ୟକ୍ତିଙ୍କୁ ଭଲ ଦରମା ଦିଅନ୍ତି, ଆଜି ଆମେ ଆପଣଙ୍କୁ କହିବାକୁ ଯାଊଛୁ, ସେ ନିଜ ରୋଷେୟାଙ୍କୁ କେତେ ଦରମା ଦିଅନ୍ତି ।

ଆପଣଙ୍କୁ କହିଦେବୁ କି ମୁକେଶ ଅମ୍ବାନୀଙ୍କ ୨୭ ମହଲା ଆଣ୍ଟିଲିଆରେ ୬୦୦ ରୁ ଅଧିକା କର୍ମଚାରୀ କାମ କରନ୍ତି, ମୁକେଶ ଅମ୍ବାନୀ ନିଜ ଘରେ କାମ କରୁଥିବା ସବୁ କର୍ମଚାରୀକୁ ଭଲ ଦରମା ଦିଅନ୍ତି, ଲାଇଭ୍ ରିପୋର୍ଟ ଅନୁସାରେ ସେଠାରେ କାମ କରୁଥିବା ଲୋକଙ୍କୁ କମ୍ ସେ କମ୍ ୨ ଲକ୍ଷ ସ୍ୟାଲେରୀ ମାସିକ ହୋଇଥାଏ, ସେମିତି ଆପଣ ଏହି ଦରମା ଶୁଣିକରି ଆଶ୍ଚର୍ଯ୍ୟ ହେଉଥିବେ

ସୁଚନା ପାଇଁ କହିଦେବୁ କି ରିଲାୟନ୍ସ ଇଣ୍ତଷ୍ଟ୍ରିର ମାଲିକ ମୁକେଶ ଅମ୍ବାନୀଙ୍କ ଘରେ ଖାଇବା ବନାଉଥିବା ରୋଷେୟାକୁ ସେ ମାସିକ ୨ ଲକ୍ଷ ଟଙ୍କା ପ୍ରତିମାସ ଦିଅନ୍ତି । କହିଦେବୁ କି ଏହି ସ୍ୟାଲେରୀ ଛଡ ଅଲଗା ଷ୍ଟାଫ୍ ଙ୍କୁ ମେଡିକାଲ୍ ଓ ଏଜୁକେଶନ୍ ଖର୍ଚ୍ଚ ଦିଆଯାଏ, ୨ ଲକ୍ଷ ସ୍ୟାଲେରୀ ପାଉଥିବା ରୋଷେୟା ଅମ୍ବାନୀଙ୍କ ଫ୍ୟାମିଲି ମେମ୍ବରଙ୍କ ଖାଇବା କଥା ବୁଝନ୍ତି, ସେମିତି ବି ଯେଉଁ କୁକ୍ ଏତେ ସ୍ୟାଲେରି ପାଉଥିବା ସେ ସେତିକି ଅଭିଜ୍ଞ ରଖିଥିବ ସେଥିପାଇଁ ତାଙ୍କୁ ଏତେ ରାଶି ଦିଆଯାଏ ।

ଏଠାରେ କଥା ଯଦି ମୁକେଶ ଅମ୍ବାନୀଙ୍କ ତରକାରୀ କଥା କୁହାଯାଏ , ତେବେ ସେ ଜଣେ ଶାକାହାରୀ ବ୍ୟକ୍ତି ଅଟନ୍ତି, ତାଙ୍କ ପାଇଁ ସେପରି ଖାଇବା ବନାଯାଏ , ମୁକେଶ ଅମ୍ବାନୀଙ୍କୁ ଗୁଜୁରାଟି ଖାଦ୍ୟ ଖାଇବା ପସନ୍ଦ ହୋଇଥାଏ, ସେମିତି ଏହା ସହ ଇଡିଲି ସାମ୍ବର ବି ତାଙ୍କୁ ବହୁତ ଭଲ ଲାଗେ, କହିଦେବୁ କି ନୀତା ଅମ୍ବାନୀଙ୍କୁ ଜଳଖିଆରେ ଆମ୍ବଲେଟ୍ ଖାଇବା ପସନ୍ଦ ଲାଗେ, ଓ ତାହା ସହ ବିଟ୍ ଜୁସ୍ ପିଇବାକୁ ଭଲ ଲାଗେ ,ମୁକେଶ ଅମ୍ବାନୀଙ୍କୁ ସାଉଥ୍ ଇଣ୍ତିଆନ୍ ଖାଇବା ବହୁତ ପସନ୍ଦ ଲାଗେ, ସବୁ ସପ୍ତାହରେ ଦୁଇଥର ତାଙ୍କ ଘରେ ସାଉଥ୍ ଇଣ୍ତିଆନ୍ ଖାଦ୍ୟ ନିଶ୍ଚିତ ତିଆରି ହୋଇଥାଏ ।

Leave a Reply

Your email address will not be published. Required fields are marked *