October 22, 2024

Odia Express

Leading Odia News Portal of Odisha

ମୋବାଇଲ୍ ସାଇଡ୍ ଇଫେକ୍ଟ- ଛୁଆଙ୍କ ଜୀବନ ବିପଦରେ କଣ ଆପଣ ଜାଣିଛନ୍ତି – ଏହି କଥା ଗୁଡିକ ଜାଣିବା ପରେ ଛୁଆଙ୍କୁ ଆଉ ମୋବାଇଲ ଦେବାକୁ ଭାବିବେନି ମଧ୍ୟ ଆପଣ..

ଆଜିକାଲି ଆପଣ ସମସ୍ତେ ଜାଣିଛନ୍ତି କି ଛୁଆର ପ୍ରଥମ ଖେଳନା ମୋବାଇଲ୍ ହୋଇଯାଇଛି, ଛୋଟ ଛୁଆଙ୍କ ହାତରେ ଫୋନ୍ ଆଉଥରେ ଦେଇଦେଲେ ସେ ଛାଡିବାକୁ ନାଁ ନିଅନ୍ତି ନାହିଁ । ଯଦି ଆପଣ ଜବରଦସ୍ତି ତାଙ୍କଠାରୁ ଛଡେଇବେ ତେବେ ସେ କାନ୍ଦି କାନ୍ଦି ବେଦମ୍ ହୋଇଯିବେ । କିନ୍ତୁ କଣ କେବେ ଆଅଣ ଭାବିଛନ୍ତି କି ଛୁଆଙ୍କୁ କେତେ କ୍ଷତି ପହଞ୍ଚାଇଥାଏ , ଓ କେଉଁ କାରଣରୁ ଛୁଆଙ୍କୁ ଆଜିକାଲି ଫୋନ୍ ର ଅଭ୍ୟାସ ଲାଗିଯାଏ , ଆଜି ଆମେ ସେହି କାରଣରୁ ଆପଣଙ୍କ ସାମ୍ନାରେ ରଖନ୍ତି, ତାହା ସହ ଏହାର ଦୁଷପ୍ରଭାବ ବି ଆପଣଙ୍କୁ କହିବୁ ।

୧) ଆଜିକାଲି ଯେବେ ଛୁଆ କାନ୍ଦିଥାଏ, ତେବେ ମା ବାପା ତାକୁ ଚୁପ୍ କରିବାପାଇଁ ଫୋନ୍ ଧରାଇଦିଅନ୍ତି । ଓ ଛୁଆ ତାହାକୁ ଦେଖିକରି ବଡ ଖୁସି ହୋଈଯାଏ , ଓ କାନ୍ଦିବା ଚୁପ୍ ହୋଈଯାଏ , ଧୀରେ ଧୀରେ ଏହା ଅଭ୍ୟାସ ଛୁଆଙ୍କ ଲାଗିଯାଏ ।

୨) ଆଜିକାଲି ମା ବାପାଙ୍କୁ ଲାଗିଥାଏ, କି ଫୋନ୍ ଚଲାଇବାରେ ଛୁଆଙ୍କ ଦିମାଗ ବିକାଶ ହେବ , ବାକି ଛୁଆଙ୍କ ଠାରୁ ଚାଲାକ୍ ହେବ ।

୩) ବହୁତଥର ମା ବାପା ଛୁଆଙ୍କ ଠାରୁ ପିଛା ଛଡାଇବାପାଇଁ ସେ ଫୋନ୍ ଧରାଇଦିଅନ୍ତି, ଯେବେ ପରିଜନଙ୍କ ପାଖରେ ବହୁତ କାମ ହୋଇଥାଏ , ତେବେ ସେ ଛୁଆଙ୍କୁ ଫୋନ୍ ଧରାଇଦିଅନ୍ତି, ଓ ଛୁଆ ଫୋନ୍ ରେ ମସ୍ତ ହୋଇଯାଏ ।

୪) ବହୁତଥର ଛୁଆ କେଉଁ କଥା ଜିଦ୍ ଧରିନିଅନ୍ତି, କିମ୍ବା ଖାଇବା ନଖାଇବା କିମ୍ବା କିଛି କାମ କରିନାହାନ୍ତି, ତେବେ ମା ବାପା ଛୁଆଙ୍କୁ ଦେଖାଇ ମନାଇନାହାନ୍ତି, ସେହି ଫୋନ୍ ଖେଳିବାପାଇଁ ଦେଇଦିଅନ୍ତି, ଏମିତିରେ ଛୁଆଙ୍କୁ ଫୋନ୍ ଅଭ୍ୟାସ ପଡିଯାଏ ।

୫) ବହୁତଥର ମା ବାପା ଛୁଆଙ୍କ ପାଠପଢା ପାଇଁ ଫୋନ୍ ଚଲାଇଥାନ୍ତି, ସେ ସେଥିରୁ ଛୁଆଙ୍କୁ କାହାଣୀ, ଏଜୁକେସନାଲ୍ କାର୍ଟୁନ୍ ଦେଖାଇଥାନ୍ତି, ଯାହାଦ୍ୱାରା ଛୁଆଙ୍କ ଭାଷାର ବିକାଶ ହୋଇପାରିବ, ଏହି ପ୍ରକାରର ଛୁଆଙ୍କୁ ଫୋନ୍ ଦେଖାଇବାର ଅଭ୍ୟାସ ହୋଇଯାଏ ।

୧) ମୋବାଇଲ୍ ରୁ ବାହାରୁଥିବା ବିକିରଣ ସିଧା ଛୁଆଙ୍କ ମସ୍ତିଷ୍କ ଉପରେ ପ୍ରଭାବିତ ପଡିଥାଏ ,ଏଥିରେ ଛୁଆଙ୍କୁ ଟ୍ୟୁମର୍ ହେବାର ସଂମ୍ଭାବନା ହୋଇଯାଏ ।

୨) ମୋବାଇଲ୍ ଫୋନ୍ ମୁଖ୍ୟ ରୁପରେ ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ଉପରେ କାର୍ଯ୍ୟ କରିଥାଏ , ମସ୍ତିଷ୍କ ନିଜ ଇଲେକ୍ଟିକ୍ ଆବେଗ ହୋଇଥାଏ , ଓ ସଂଚାର ତନ୍ତ୍ରିକା ନେଟୱର୍କ ହୋଇଥାଏ, ଛୁଆଙ୍କ ଫୋନରୁ ତରଙ୍ଗ୍ ମସ୍ତିସ୍କ ର ଆନ୍ତରିକ ଭାଗରେ ସହଜରେ ପ୍ରବେଶ କରିପାରେ , କାରଣ ତାଙ୍କ ପାଖରେ ମଜବୁତ୍ ଢାଲ ନଥାଏ, ଏଥିରେ ଛୁଆଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

୩) ଆଜିକାଲି ଛୁଆ ନିଜ ସହ ସ୍କୁଲରେ ଫୋନ୍ ନେଇଯାଆନ୍ତି, ସ୍କୁଲ୍ ବ୍ରେକ୍ ଟାଇମ୍ କିମ୍ବା କ୍ଲାସରେ ସାଙ୍ଗମାନଙ୍କ ସହ ଚ୍ୟାଟିଙ୍ଗ୍ କିମ୍ବା ଗେମ୍ ଖେଲିବା ଦିନ ପ୍ରତିଦିନ ବଢିବାରେ ଲାଗିଛି, ଏହା ଛୂଆଙ୍କୁ କ୍ଲାସରେ ଧ୍ୟାନ ଦେବା ମୁସକିଲ୍ ହୋଈଯାଏ , ଜରୁରୀ ପାଠପଢାକୁ ମନେ ରଖିବା ମୁସକିଲ୍ ର କାରଣ ହୋଇଯାଏ , ଓ ପରିଣାମ ସ୍ୱରୁପ ଛୁଆଙ୍କ ପାଠପଢାରେ ଓ କ୍ଲାସର ବିଷୟରେ ସଠିକ୍ ସୁଚନା ମିଳିପାରେ ନାହିଁ ।

୪) ସ୍ମାର୍ଟଫୋନ୍ ନା କେବଳ ଛୁଆଙ୍କୁ ପାଠପଢାରେ ବିଚଳିତ୍ କରାଏ , ବରଂ ଭୁଲ୍ ତରିକାରେ କାମ କରୁଛନ୍ତି ଯେପରି ମୋବାଇଲ୍ କାଲକୁଲେଟର୍ ପ୍ରୟୋଗ କରିବା, ମୋବାଇଲ୍ ଚ୍ୟାଟିଙ୍ଗ୍ ଡାଟା ଲୁଚଇବା, ଏହି ପରି ବ୍ୟବହାର ନା କେବଳ ଶିକ୍ଷାକୁ ପ୍ରବାଭିତ କରିଥାଏ , ବରଂ ଏହା ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଏ ।

୫) ଆଜିଆଲି ଛୁଆଙ୍କୁ ସୋସିଆଲ୍ ମିଡିଆ କିମ୍ବା ୟୁଟ୍ୟୁବ୍ ରେ ଭୁଲ୍ ଭିଡିଓ ଦେଖିକରି ଭୁଲ୍ ଭିଡିଓର ଅଭ୍ୟାସର ଶିକାର ହେଉଛନ୍ତି, ଯେଉଁଥିରେ ତାଙ୍କ ଧାରଣା ଓ ବିଚାର ପ୍ରକିୟା ବଦଳିଯାଏ , ଏହା ସହ ନିଜ ଫଟୋକୁ ପଠାଇବା, ଓ ସ୍ୱିକାର କରିବା, ଭୁଲ୍ ଦାୟିତ୍ୱ ରୁପରେ ଏକ ଏମିତି ମାହୋଲ୍ ହୋଇଯାଏ , ଯାହା ଲମ୍ବା ସମୟରୁ ତାଙ୍କ ଜୀବନରେ ପ୍ରଭାବିତ କରିଥାଏ ।

୬) ଆଜିକାଲି ଛୋଟ ଛୁଆଙ୍କ ମନୋରଞ୍ଜନ ପାଇଁ ଅଧିକା ଆବାଜ୍ ସଙ୍ଗ୍ ଶୁଣିବା ପସନ୍ଦ କରନ୍ତି, ଯେଉଁଥିରେ ତାଙ୍କ ସ୍ୱର୍ଣ୍ଣ ଶକ୍ତି ଉପରେ ଖରାପ ପ୍ରଭାବ ପକାଏ ।

୭) ଯେଉଁ ଛୁଆ ନିଜ ଖାଲି ସମୟରେ ମୋବାଇଲ୍ ଫୋନରେ ଲାଗି ରୁହନ୍ତି, ସେ ନା କିଛି ଶାରରୀକ ଗତିବିଧି କରନ୍ତି, ଏଥିରେ ତାଙ୍କର୍ ମୋଟାପା, ଡାଇବେଟିଜ୍, ଓ ହାଇପରଟେନସନ୍ ପରି ହାନିକାରକ ରୋଗ ବିକଶିତ ହୋଇପାରେ

୮) ଆଜିକାଲି ମୋବାଇଲ୍ ଗେମ୍ ଘଣ୍ଟା ଘଣ୍ଟା ଲାଗିରୁହନ୍ତି, ନିରନ୍ତର ମୋବାଇଲ୍ ବ୍ରାଇଟ୍ ନେସ୍ ତାଙ୍କ ଆଖି ବହୁତ ହାନି ପହଞ୍ଚାଇଥାଏ, ଏଥିରେ ଆଜିକାଲି ଛୁଆଙ୍କୁ ଛୋଟବୟସରୁ ଚଷମା ଲଗାଇବାକୁ ବାଧ୍ୟ ହୁଅନ୍ତି ।

Leave a Reply

Your email address will not be published. Required fields are marked *