October 22, 2024

Odia Express

Leading Odia News Portal of Odisha

ଆଇଏଏସ୍ ଇଣ୍ଟରଭ୍ୟୁର ପ୍ରଶ୍ନ- ଏମିତି କେଉଁ ଜିନିଷ ଅଟେ ଯାହାକୁ ଲୋକେ ଖାଆନ୍ତି, ପିଅନ୍ତି ଓ ଜଳାନ୍ତି – ବୁଦ୍ଧିମାନ ହେଇଥିଲେ ଟପ କି ଉତ୍ତର ଦେଇଦେବେ..

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଧିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କେଉଁ ସୁଲତାନ୍ ନିଜ ରାଜଧାନୀ ଦିଲ୍ଲୀରୁ ଦୌଲତାବାଦ ସ୍ଥାନାନ୍ତରିତ କରିଥିଲେ ? ଉତ୍ତର- ମହମ୍ମଦ ବିନ୍ ତୋଗଲକ୍ ।

୨) ପ୍ରଥମ ପଞ୍ଚ ବର୍ଷୀୟ ଯୋଜନା କେବେ ଆରମ୍ଭ ହୋଇଥିଲା ? ଉତ୍ତର- ୧୯୫୧ ରେ

୩) ଚିନ୍ ଯାତ୍ରୀ ହୁଏଙ୍ଗସାଙ୍ଗ୍ କେଉଁ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ ? ନାଳନ୍ଦା

୪) ରାଷ୍ଟ୍ରିୟ ବିଜ୍ଞାନ ଦିବସ କେବେ ପାଳିତ ହୋଇଥାଏ ? ଉତ୍ତର- ୨୮ ଫେବୃୟାରୀକୁ

୫) ବ୍ଲଡ୍ ପ୍ରେସର୍ ମାପିବାପାଇଁ କେଉଁ ଯନ୍ତ୍ରର ବ୍ୟବହାର ହୋଇଥାଏ ? ଉତ୍ତର- ସ୍ଫିଗ୍ମୋମେନୋମିଟର ।

୬) କମ୍ପ୍ୟୁଟରର ପରମାନେଣ୍ଟ ମେମୋରୀ କଣ କୁହାଯାଏ ? ଉତ୍ତର- ROM-Read only memory

୭) କେଉଁ ଅଧିବେଶନରେ କଂଗ୍ରେସ ଉଦାରବାଦୀ ଓ ଉଗ୍ରବାଦୀ ନାମକ ଦୁଇ ଦଳରେ ବିଭାଜିତ ହୋଇଯାଇଥିଲା ? ୧୯୭୦ ର ସୁରତ୍ ଅଧିବେଶନ

୮) ବିଶ୍ୱରେ ରୁପାର ବଡ ଉତ୍ପାଦକ ଦେଶ କିଏ ? ଉତ୍ତର- ମେକ୍ସିକୋ ।

୯) କ୍ଷେତ୍ରଫଳ ଅନୁସାରେ ବିଶ୍ୱର ସବୁଠାରୁ ଛୋଟ ଦେଶ କେଉଁଟା ଅଟେ ? ଉତ୍ତର- ବେଟିକନ୍ ସିଟି ।

୧୦) ସ୍ୱେଜ ନହର କେଉଁ ଦୁଇ ସାଗରକୁ ଯୋଡିଥାଏ ? ଉତ୍ତର- ଭୁମଧ୍ୟସାଗର ଓ ଲାଲ୍ ସାଗର

୧୧) ପନାମା ନହର କେଉଁ ଦୁଇ ମହାସାଗରକୁ ଯୋଡିଥାଏ ? ଉତ୍ତର- ପ୍ରଶାନ୍ତ ମହାସାଗର ଓ ଉତ୍ତରୀ ଆଣ୍ଟାଲିଟିକ୍ ମହାସାଗର

୧୨) ଭାରତର ସଂଘୀୟ କ୍ଷେତ୍ର ଦାଦରାଓ ନଗର ହବେଲି ରାଜଧାନୀ କିଏ ? ଉତ୍ତର- ରାଜସ୍ଥାନ ।

୧୩) କଂଗ୍ରେସ ଦ୍ୱାରା ପୁର୍ଣ୍ଣ ସ୍ୱାଧିନତା ପ୍ରସ୍ତାବ କେବେ ଓ କେଉଁଠି ପାରିତ ହୋଇଥିଲା ? ଉତ୍ତର- ସନ୍ ୧୯୨୯ ର ଲାହୋର୍ ଅଧିବେଶନରେ ।

୧୪) ଶ୍ୱେତ କ୍ରାନ୍ତି ସଂବନ୍ଧ କାହା ସହ ଅଛି ? ଉତ୍ତର –କ୍ଷୀର ସହ

୧୫) ଭାରତର ପୁରୁଣା ଚାଲୁ ରେଳ ଇଞ୍ଜିନ୍ କେଉଁଟା ଅଟେ ? ଉତ୍ତର- ଫେୟରୀ ଟ୍ରେନ୍

୧୬) ଭାରତର ଆପତକାଳ ପ୍ରଥମ ଘୋଷଣା କେବେ ହୋଇଥିଲା ? ଉତ୍ତର- ଚିନ୍ ଆକ୍ରମଣ ସମୟରେ ୨୬ ଅକ୍ଟୋବର ୧୯୬୨

୧୭) ଭାରତରେ ଭାଷାର ଆଧାରରେ ହେଉଥିବା ପ୍ରଥମ ରାଜ୍ୟ କେଉଁଟା ଅଟେ ? ଉତ୍ତର- ଆନ୍ଦ୍ରପ୍ରଦେଶ ।

୧୮) ଭାରତରେ ଆକ୍ରମଣ କରିଥିବା ପ୍ରଥମ ମୁସଲିସ୍ ଆକ୍ରମଣକାରୀ କିଏ ଥିଲେ ? ଉତ୍ତର- ମହମ୍ମଦ ବିନ୍ କାସିମ୍ ୭୧୨ ଇଷ୍ଟ୍ ପୁର୍ବ

୧୯) ୧୮୫୬ ରେ ବିଧବା ପୁନଃ ବିବାହ ଆଇନ୍ କାହାର ପ୍ରୟାସରୁ ତିଆରି ହୋଇଥିଲା ? ଇଶ୍ୱର ଚନ୍ଦ୍ର ବିଦ୍ୟାସାଗର

୨୦) ଲର୍ଡ କାନିଙ୍ଗ୍ ନଭେମ୍ବର ୧୮୫୮ରେ କେଉଁଠି ଆୟୋଜିତ ଦରବାରରେ ଭାରତ କ୍ରାଉନ୍ ଶାସନ୍ ଘୋଷଣା କରିଥିଲେ ?ଉତ୍ତର- ଇଲାହାବାଦ୍ ରେ ଆୟୋଜିତ ଦରବାରରେ

୨୧) ଲର୍ଡ ବେଲେଜଲି ସହ ସବୁଠାରୁ ପ୍ରଥମ ସହାୟକ ସନ୍ଧୀ କେଉଁ ରାଜ୍ୟର ଶାସକ କରିଥିଲେ ? ଉତ୍ତର- ହାଇଦ୍ରାବାଦର ନିଜାମ୍

୨୨) ଭାରତର ସର୍ବାଧିକ ବଡ୍ ଜନଜାତି କିଏ ଅଟେ ? ଉତ୍ତର- ଗୋଣ୍ତ

୨୩) ଭାରତୀୟ ରାଷ୍ଟ୍ରିୟ କଂଗ୍ରେସର ପ୍ରଥମ ମହିଳା ଅଧ୍ୟକ୍ଷା କିଏ ଥିଲେ ? ଉତ୍ତର- ଏନି ବେସେଣ୍ଟ୍

୨୪) ସହିଦ୍ ଏ ଆଜାମ୍ ନାଁରେ କିଏ ଜଣାଯାଆନ୍ତି ? ଉତ୍ତର- ଭଗତ୍ ସିଂ

୨୫) କେଉଁ ଯୋଜନା ଫଳସ୍ୱରୁପ ଭାରତ୍ ବିଭାଜନ ହୋଇଥିଲା ? ଉତ୍ତର-ମାଉଣ୍ଟବେଟନଙ୍କ ଯୋଜନା

୨୬) ଏମିତି କେଉଁ ଜିନିଷ ଅଛି ଯାହାକୁ ଲୋକ ଖାଆନ୍ତି, ପିଅନ୍ତି ଓ ଜଳାଇଥାନ୍ତି ?ଉତ୍ତର –ନଡିଆ ।

Leave a Reply

Your email address will not be published. Required fields are marked *