October 22, 2024

Odia Express

Leading Odia News Portal of Odisha

ଏହି ଜୁସ ପିଇବେ ତ ୧୦୦ ବର୍ଷ ପର୍ଯ୍ୟନ୍ତ ହାର୍ଟ ସମସ୍ୟା ଦେଖାଯିବ ନାହିଁ – ଘରେ ନିଜେ ଆପଣ ବ୍ୟବହାର କରିପାରିବେ ଆପଣ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଲକିର ଜୁସର ଫାଇଦା ବିଷୟରେ କହିବି।ଯଦି ଆପଣ ମାନେ ଏହି ଜୁସକୁ ସପ୍ତାହରେ ଥରେ ବି ପିଉଛନ୍ତି ତ ଆପଣଙ୍କୁ ଆଉ ଡାକ୍ତରର ଦରକାର ପଡିବ ନାହିଁ।ଏହି ଜୁସ ହାଇ ବିପି ଠାରୁ ଆରମ୍ଭ କରି ପେଟ ଓ ହାର୍ଟ ସମସ୍ୟା ମାନଙ୍କୁ ମଧ୍ୟ ଆପଣଙ୍କ ଠାରୁ ଦୂରରେ ରଖେ।ଯେଉଁ ଲକି ସ୍ଵାଦିଷ୍ଟ ଅଟେ ତାହା ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଭଲ ଅଟେ।ଆପଣ ପ୍ରଥମେ ଚେକ କରିବେ ଯେ କାଳେ ସେ ଲକି ପିତାଳିଆ ହୋଇଥିବ କି ନାହିଁ କାରଣ ଏପରି ଲକିରେ ଟକ୍ସିନର ପରିମାଣ ଅଧିକ ରହିଥାଏ।ଏହାକୁ ସାଧାରଣ ଭାବରେ ସମସ୍ତେ ପସନ୍ଦ କରି ନଥାନ୍ତି କିନ୍ତୁ ଏହାର ବହୁତ ଉପକାରୀ ଗୁଣ ରହିଛି।

ଯେଉଁ ଲୋକମାନେ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଲକିର ଜୁସ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ।ଏହି ଯୁସକୁ ନିୟମିତ ପିଇବା ଦ୍ବାରା ଭୋକ ନିୟନ୍ତ୍ରଣରେ ରହିଥାଏ।ଏଥିରେ ପ୍ରଚୁର ପରିମାଣରେ ଫାଇବର,ପୋଟାସିୟମ,ଭିଟାମିନ ମିଳିଥାଏ।ଆପଣ ଏହାକୁ ସକାଳୁ ଖାଲି ପେଟରେ ପିଇବେ ତ ଆପଣଙ୍କୁ ଫାଇଦା ମିଳିବ।ଏହାକୁ ପିଇବା ପରେ ୪୦ ମିନିଟ ପର୍ଯ୍ୟନ୍ତ କିଛି ବି ଖାଇବେ ନାହିଁ।ଯଦି କାହାର ୟୁରିକ ଏସିଡ ସମସ୍ୟା ବଢ଼ିଯାଇଛି ତ ତାକୁ ସକାଳୁ ଖାଲି ପେଟରେ ଏହି ଯୁସ ପିଆଇ ଦେବେ।ମାତ୍ର କିଛି ଦିନ ଭିତରେ ଏହା ନର୍ମାଲ ହୋଇଯିବ।

ଶରୀରର ସମସ୍ତ ମଇଳା ସଫା କରିବା ପାଇଁ ଖାଲି ପେଟରେ ଏକ ଗ୍ଲାସ ଲକିର ଜୁସ ପିଅନ୍ତୁ।ଆପଣ ପ୍ରତିଦିନ ସତେଜ ଅନୁଭବ କରିବେ। ଲକିର ଜୁସ ପାଚନ କ୍ରିୟାକୁ ମଜବୁତ କରିଥାଏ।ଏହାକୁ ପ୍ରତିଦିନ ପିଇବା ଦ୍ବାରା କବଜ ଆଦି ସମସ୍ୟା ଦୂର ହୋଇଥାଏ। ଲକିର ଯୁସ ସେବନ ଦ୍ବାରା ହାଇ ବ୍ଲଡ଼ ପ୍ରେସରକୁ କମାଇ ଯାଇପାରିବ।ଲକି ଯୁସ ପ୍ରତିଦିନ ସେବନ କରିବା ଦ୍ବାରା ଏହା ହାର୍ଟକୁ ସୁସ୍ଥ ରଖିଥାଏ।ଏହି ଜୁସକୁ ୩ ମାସ ପିଇବା ଦ୍ବାରା ଆପଣଙ୍କୁ କେବେ ହାର୍ଟ ଆଟାକ ଆସିବ ନାହିଁ।ଏହା ଲିଭରକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଯଦି ଆପଣ ଲକି ଓ ଅଦାର ଯୁସ ମିଶାଇକରି ପିଇବେ ତ ଏହାଦ୍ବାରା ଶରୀରକୁ ଆରାମ ମିଳିଥାଏ। ଡାଇବେଟିସ ରୋଗୀ ମାନଙ୍କ ପାଇଁ ଲକି ଏକ ପ୍ରଭାବଶାଳୀ ଉପାଦାନ ଅଟେ।କିଡନୀ ଓ ମୂତ୍ର ସମ୍ବନ୍ଧିତ ସମସ୍ୟା ପାଇଁ ଲକି ଏକ ବହୁତ ବଢିଆ ଜିନିଷ ଅଟେ।ଏହା ସୋଡ଼ିୟମର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ।ଲକିର ସବୁଦିନ ସେବନ କରିବା ଦ୍ବାରା ତ୍ଵଚାରେ ପ୍ରାକୃତିକ ସୁନ୍ଦରତା ଆସିଥାଏ।ଏହାର ସବୁଦିନ ସେବନ କରିବା ଦ୍ୱାରା କୋଲେଷ୍ଟରୋଲ ସ୍ତର ମଧ୍ୟ କମିଥାଏ।ଲକିକୁ ସବୁଦିନ ଖାଲି ପେଟରେ ସେବନ କଲେ ଏହା ଶରୀରରେ ଜମିଥିବା ସମସ୍ତ ବିଷାକ୍ତ ପଦାର୍ଥ ମାନଙ୍କୁ ସଫା କରିଥାଏ।ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ମଜବୁତ ହେଉ ତ ସପ୍ତାହରେ ନିହାତି ୩ ଦିନ ଲକିର ଜୁସ ପିଅନ୍ତୁ।

Leave a Reply

Your email address will not be published. Required fields are marked *