October 20, 2024

Odia Express

Leading Odia News Portal of Odisha

ଛେଳି ମୁଣ୍ଡ ଖାଇବାର ଫାଇଦା – ଖାଇବା ଆଗରୁ ଏହି କଥା ଗୁଡିକ ନିଶ୍ଚୟ ଜାଣିରଖିଥାନ୍ତୁ ଆପଣମାନେ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଛେଳି ମୁଣ୍ଡ ଖାଇବା ଦ୍ଵାରା କଣ ଫାଇଦା ସବୁ ହେବ। ଏହାକୁ ଖାଇବାର ବହୁତ ଫାଇଦା ରହିଛି।ଆପଣ ମାନେ ମଟନ ତ ନିଶ୍ଚୟ ଖାଇଥିବେ।କିନ୍ତୁ ଛେଳି ମୁଣ୍ଡ ବହୁତ କମ ଥର ଖଇଥିବେ।ଆଜି ମୁଁ ଏହାର ସମସ୍ତ ଫାଇଦା ବିଷୟରେ ଆଲୋଚନା କରିବି।ସାଙ୍ଗମାନେ ଛେଳି ମୁଣ୍ଡ ଖାଇବା ଦ୍ବାରା ଏହା ଶରୀରର ସମସ୍ତ ଥକାପଣକୁ ଦୂର କରି ଦେଇଥାଏ।ଯଦି ଆପଣ କିଛି ଦିନ ହେବ ଦୁର୍ବଳ ହୋଇ ଯାଇଛନ୍ତି ତ ଆପଣଙ୍କୁ ନିଶ୍ଚିତ ଛେଳି ମୁଣ୍ଡ ଖାଇବା ଉଚିତ।ଏହା ସେମାନଙ୍କ ପାଇଁ ବହୁତ ଫାଇଦା ଦେବ ଯେଉଁ ମାନଙ୍କର ଚେହେରାରେ ଦାଗ ଅଛି।

ଯେଉଁ ମାନଙ୍କର ଚେହେରାରେ ବ୍ରଣ,ଦାଗ ଓ ଶୁଷ୍କ ସମସ୍ୟା ରହିଛି ସେମାନଙ୍କ ପାଇଁ ଛେଳି ମୁଣ୍ଡ ଅତ୍ୟନ୍ତ ଉପାଦେୟ।ଏମାନଙ୍କୁ ନିଶ୍ଚୟ ଛେଳି ମୁଣ୍ଡ ଖାଇବା ଦରକାର।ଛେଳି ମୁଣ୍ଡ ଖାଇବା ଦ୍ବାରା ଏହା ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନକୁ ତୀବ୍ର କରିଥାଏ।ଏହା କାରଣରୁ ତ୍ୱଚା ସମ୍ବନ୍ଧିତ ଯେତେ ସବୁ ସମସ୍ୟା ଥିବ ତାହା ପୁରା ସମାପ୍ତ ହୋଇଯିବ।ଯଦି ଆପଣ ଏହାକୁ ସପ୍ତାହରେ ଦୁଇ ଥର ବି ଖାଆନ୍ତି ତ ଏହା ଆପଣଙ୍କ ସ୍କିନକୁ ବହୁତ ଫାଇଦା ପ୍ରଦାନ କରିବ।ଆପଣଙ୍କ ତ୍ଵଚାର ସୁନ୍ଦରତାକୁ ପୁଣି ଥରେ ଫେରାଇ ଆଣିବ।ଛେଳି ମୁଣ୍ଡ ଖାଇବା ଦ୍ବାରା ଏହା ଆପଣଙ୍କ ରକ୍ତକୁ ଶୁଦ୍ଧ କରିଥାଏ।

ଏହା ଆପଣଙ୍କ ବ୍ଲଡ଼ର ଥିକନେସକୁ ବଢାଇଥାଏ।ଆପଣ ଆପଣଙ୍କ ରକ୍ତକୁ ଗାଢ଼ା କରିବା ପାଇଁ ଛେଳି ମୁଣ୍ଡ ଖାଇବା ନିହାତି ଜରୁରୀ।ଯଦି ଆପଣଙ୍କ ଆଖି ଜନିତ କୌଣସି ସମସ୍ୟା ରହିଛି ଅଥବା ଆପଣଙ୍କ ଚସମାର ନମ୍ବର ନିୟମିତ ଭାବରେ ବଦଳୁଛି ତ ଆପଣଙ୍କୁ ଛେଳି ମୁଣ୍ଡ ଖାଇବା ଦରକାର।ଏହା ସହିତ ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ କେଶ ମଜବୁତ ଓ କଳା ରହୁ ତ ଆପଣଙ୍କୁ ଛେଳି ମୁଣ୍ଡ ନିହାତି ଖାଇବା ଦରକାର। ମାର୍କେଟରେ ଏହାର ସୁପ ମଧ୍ୟ ମିଳୁଚି ଆପଣ ଚାହିଁଲେ ତାକୁ ମଧ୍ୟ ପିଇ ପାରିବେ।ମହିଳା ମାନଙ୍କ କ୍ଷେତ୍ରରେ ଋତୁସ୍ରାବକୁ ନେଇ ଯେଉଁ ଅନିୟମିତତା ଦେଖା ଦେଇଥାଏ ତାକୁ ମଧ୍ୟ ଠିକ କରିବା ପାଇଁ ଛେଳି ମୁଣ୍ଡ ଉପାଦେୟ ଅଟେ।

ଏହାକୁ ଆପଣ ସୁପ ଭାବରେ ଅଥବା ତରକାରୀ ଭାବରେ ଖାଇଲେ ଆପଣଙ୍କ ଋତୁସ୍ରାବ ଠିକ ଭାବେ ହେବ।ଯଦି ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟା ରହିଛି ଅଥବା ଯନ୍ତ୍ରଣା ହେଉଛି ତ ଆପଣ ଛେଳି ମୁଣ୍ଡ ନିହାତି ଖାଇବା ଦରକାର।କାରଣ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ହାଡ଼ରେ ଯଥେଷ୍ଟ ପରିମାଣରେ ମେରୁ ରସ ପ୍ରବାହିତ ହୋଇପାରିବ।ଏହାକୁ ଖାଇଲେ ଆପଣଙ୍କ ମେରୁଦଣ୍ଡ ଜନିତ ସମସ୍ୟା ଦୂର ହୋଇପାରିବ।

Leave a Reply

Your email address will not be published. Required fields are marked *