October 23, 2024

Odia Express

Leading Odia News Portal of Odisha

ବିବାହର ୧୧ ତମ ବିବାହ ବାର୍ଷିକୀର ଖାସ୍ ମଉକାରେ ଧୋନୀ ତାଙ୍କ ସ୍ତ୍ରୀ ସାକ୍ଷୀଙ୍କୁ ଦେଲେ ଏହି ଭିନଟେଜ୍ କାର୍, ଜାଣନ୍ତୁ କେତେ ଅଟେ ଏହି କାରର ଦାମ୍

ଭାରତୀୟ କ୍ରିକେଟ୍ ଟିମ୍ ର ପୁର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ଗତ ୪ ଜୁଲାଇ ୨୦୨୧ ରେ ବିବାହ କରିଥିଲେ , ୧୧ ତମ ବିବାହ ବାର୍ଷିକି ପାଳନ କରିଥିଲେ, ଓ ସେମିତି ଧୋନୀ ଓ ସାକ୍ଷୀ ତାଙ୍କ ବିବାହ ବାର୍ଷିକିରେ ତାଙ୍କ ଫ୍ୟାନ୍ସଙ୍କ ସମେତ ଖେଳ ଓ ଫିଲ୍ମ ଜଗତରେ ବହୁତ ସେଲିବ୍ରେଟିଜ୍ ମାନେ ବଧାଇଦେଇଥିଲେ , ସେମିତି ମହେନ୍ଦ୍ର ସିଂ ଧୋନୀ ଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ନିଜ ଇନଷ୍ଟା ଷ୍ଟୋରିରେ ସ୍ୱାମୀ ମହେନ୍ଦ୍ର ସିଂ ଧୋନୀଙ୍କ ବିବାହ ବାର୍ଷିକୀରେ ମିଳିଥିବା ଖାସ୍ ଗିଫ୍ଟର ଏକ ଝଲକ ସେୟାର୍ କରି ଫ୍ୟାନ୍ସଙ୍କୁ କହିଲେ କି ସେ ବିବାହ ବାର୍ଷୀକିର ଏହି ଖାସ୍ ମଉକାରେ ତାଙ୍କ ସ୍ୱାମୀ ତାଙ୍କୁ କଣ ଗିଫ୍ଟ ଦେଲେ ଓ ତାହା ସହ ସାକ୍ଷୀ ବିବାହ ବାର୍ଷୀକିର ବହୁତ ସୁନ୍ଦର ଫଟୋ ବି ପୋଷ୍ଟ କରିଥିଲେ, ଯାହା ବହୁତ ଭାଇରାଲ୍ ହେବାର ଲାଗିଛି ।

ମହେନ୍ଦ୍ର ସିଂ ଧୋନୀ ଓ ସାକ୍ଷୀ ଧୋନୀଙ୍କ ପ୍ରେମ କାହାଣୀ ମଜାଦାର୍ ଅଟେ ଓ ୨୦୦୮ ରେ ସାକ୍ଷୀ ଓ ଧୋନୀଙ୍କ ପ୍ରଥମ ସାକ୍ଷାତ ତାଜ ହୋଟେଲ୍ ରେ ହୋଇଥିଲା, ଯେବେ ଭାରତୀୟ ଟିମ୍ ପାକିସ୍ଥାନ ସହ ଇଡେନ୍ ଗାଡେନ୍ ରେ ହେବାକୁ ଥିବା ମ୍ୟାଚ୍ ପାଇଁ ତାଜ୍ ହୋଟେଲ୍ ରେ ଅଟକିଥିଲେ, ଓ ସେଠାରେ ଦୁହେଁଙ୍କର ସାକ୍ଷାତ ହୋଇଥିଲା, ଧୋନୀଙ୍କ ସାଙ୍ଗ ଯୁଦ୍ଧଜୀତ ଦତ୍ତା କରିଥିଲେ, ଓ ଧିରେ ଧୀରେଦୁହେଁଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା, ଓ ଏହି ବନ୍ଧୁତା ପ୍ରେମରେ ବଦଳିଗଲା, ଓ ତାପରେ ଏହି ଦମ୍ପତି ୩ ଜୁଲାଇ ୨୦୧୦ କୁ ଡେହରାଡୁନ୍ ରେ ନିର୍ବନ୍ଧ ଓ ଏହାପରେ ୪ ଜୁଲାଇ  ୨୦୧୦ କୁ ବିବାହ କରିନେଲେ ସେମିତି ତାଙ୍କ ବିବାହର ପାଞ୍ଚ ବର୍ଷ ପରେ ସାକ୍ଷୀ ୬ ଫେବୃୟାରୀ ୨୦୧୫ କୁ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ, ଯାହାଙ୍କ ନାଁ ଜିଭା ସିଂ ଧୋନୀ ଅଟେ, ଓ ଜିଭା ଆଜିର ସମୟରେ ବହୁତ ଲୋକପ୍ରିୟ ଷ୍ଟାର୍ କିଡ୍ ହୋଇସାରିଛନ୍ତି, ଯାହାଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ବହୁତ ଅଧିକା ଅଛି ।

କହିଦେବୁ କି ଧୋନୀ ସୋସିଆଲ୍ ମିଡିଆରେ ଅଧିକା ଆକ୍ଟିଭ୍ ରୁହନ୍ତି, ତାଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ ସୋସିଆଲ୍ ମିଡିଆରେ ବି ଅଧିକା ଆକ୍ଟିଭ୍ ରୁହନ୍ତି, ଓ ସେ ବହୁତଥର ନିଜ ସ୍ୱାମୀ ଓ ଝିଅର ସହ ଫଟୋ ଗୁଡିକ ସେୟାର୍ କରନ୍ତି, ଯାହା ବହୁତ ଭାଇରାଲ୍ ହୋଇଥାଏ , ଓ ସେ ନିଜ ୧୧ ତମ ବାର୍ଷିକୀରେ ସାକ୍ଷୀ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଖାସ୍ ଫଟୋ ସେୟାର୍ କରିଥିଲେ, ଓ ଏହି ଫଟୋରେ ସାକ୍ଷୀ ଧୋନୀଙ୍କୁ ଏକ ସୁନ୍ଦର ଗିଫ୍ଟ ଦେଖାଇଥିଲେ କହିଦେବୁ କି ବିବାହର ୧୧ ତମ ବାର୍ଷୀକିରେ ଧୋନୀ ସାକ୍ଷୀଙ୍କୁ ଏକ ଭିନଟେଜ୍ କାର୍ ଉପହାର ଦେଇଥିଲେ, ଓ ସାକ୍ଷୀ ନିଜ ସ୍ୱାମୀଙ୍କ ଏହି ଉପହାର ପାଇଁ ଧନ୍ୟବାଦ କରି ଲେଖିଥିଲେ କି ବିବାହ ବାର୍ଷୀକିରେ ଏହି ସୁନ୍ଦର୍ ଉପହାର୍ ପାଇଁ ଧନ୍ୟବାଦ ।

ମିଡିଆ ରିପୋର୍ଟ କଥା ମାନିଲେ ଧୋନୀ ସାକ୍ଷୀଙ୍କୁ ୧୯୫୧ ର ମଡେଲ୍ ଭୋକ୍ସୱାଗେନ୍ ବିଟେଲ୍ ଭିନଟେଜ୍ କାର୍ ଉପହାର ଦେଇଥିଲେ, ଯାହାର ଦାମ୍ ୧୪,୨୦୦ ଡଲାର୍ ମାନେ ୧୦ ଲକ୍ଷ ୬୦ ହଜାର ଟଙ୍କା କୁହାଯାଏ , କହିଦେବୁ କି କିଛି ସମୟ ପୁର୍ବରୁ ଧୋନୀ ନିଜ ପରିବାର ସହ ହିଲ୍ ଷ୍ଟେସନରେ ଛୁଟି କାଟିବାପାଈଁ ଯାଇଥିଲେ, ସେ ତାଙ୍କ ପରିବାର ଓ ଫ୍ୟାନ୍ସଙ୍କ ସହ ବହୁତ ଭଲ ସମୟ ବିତାଇଥାନ୍ତି, ଓ ଏହି ଛୁଟିଦିନରେ ସେ ବହୁତ ସାରା ଫଟୋଉଠାଇଥିଲେ ଯାହାକି ବହୁତ ଭାଇରାଲ୍ ହୋଇଛି, ସେମିତି କଥା ହେବା ଧୋନୀଙ୍କ ୱାର୍କଫ୍ରଣ୍ତ ଉପରେ ତେବେ ଧୋନୀ ଏହି ବର୍ଷ ଶେଷରେ ଆଇପିଏଲ୍ ପାଇଁ ମଇଦାନରେ ଫେରିବାକୁ ଯାଉଛନ୍ତି, ଯାହାର ଆୟୋଜନ ୟୁଏଇରେ ହେବ ।

Leave a Reply

Your email address will not be published. Required fields are marked *