October 16, 2024

Odia Express

Leading Odia News Portal of Odisha

ଛେଳିର କଲିଜା ମାଂସ ଖାଇବାର ଫାଇଦା ଜାଣିଲେ ଆପଣ ମଧ୍ୟ ଚକିତ ହେଇଯିବେ – ୧୦୦ ରୋଗରୁ ମିଳିବ ମୁକ୍ତି ଏହି ଉପାୟ ରେ

ଆମେ ପ୍ରତିଦିନ ଅନେକ ପ୍ରକାରର ମାଛ ଓ ମାଂସ ଖାଇଥାଉ।ତେବେ ଆମ ଶରୀର ଉପରେ ଏହି ଖାଦ୍ୟର ଅନେକ ପ୍ରଭାବ ପଡିଥାଏ।ଯେପରିକି ଆମ ଶରୀରକୁ ଆବଶ୍ୟକ ହେଉଥିବା ଅନେକ ପୋଷକ ଏହା ଆମ ଶରୀରକୁ ଯୋଗାଇଥାଏ।ଯେପରିକି ଆମ ଶରୀରର ବୃଦ୍ଧିରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଏହା ସହିତ ଏହା ଆମ ଶରୀରକୁ ଏକ ଉପଯୁକ୍ତ ଆକାର ଦେବାରେ ସହାୟକ ହୋଇଥାଏ।ଛେଳି ମାଂସରେ ଅନେକ ପ୍ରକାରର ପ୍ରୋଟିନ ଓ ପୋଷକ ପଦାର୍ଥ ରହିଥାଏ।ତେବେ ଏହି ମାଂସରେ ଅନେକ ପୋଷକ ପଦାର୍ଥ ରହିଥାଏ।

ଏହା ଆମ ଥାକାପଣକୁ ଦୂର କରିବାରେ ସାହାଯ୍ୟ କରିଥାଏ।ଏହା ସହିତ ଏହା ଆମ ଶରୀରର ଅନେକ ଉପକାର କରିଥାଏ।ଫଳରେ ସପ୍ତାହରେ ୨-୩ ଥର ଛେଳି ମାଂସ ଖାଇବା ଆବଶ୍ୟକ।କିନ୍ତୁ ଆମେ ଜାଣି ରଖିବା ଆବଶ୍ୟକ ଯେ ଛେଳିର ଏପରି କିଛି ଅଂଶ ରହିଛି ଯେଉଁଥିରେ ଭିଟାମିନ ଭରପୁର ମାତ୍ରାରେ ରହିଥାଏ।ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଏହା ସହିତ ଏହା ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ।

ତେବେ ଛେଳିର ପେଟ ପାଖର ଅଂଶ ଖାଇବା ଫଳରେ ଆମ ଶରୀରର ମାନସିକ ସମସ୍ୟାର ଅନ୍ତ ଘଟିଥାଏ।ତେବେ ଆମେ ଅନେକ ପ୍ରକାରର ମାନସିକ ରୋଗୀଙ୍କୁ ଦେଖି ଥିବା।ଅଥବା କିଛି ଏପରି ବ୍ୟକ୍ତି ଥାଆନ୍ତି ଯେଉଁମାନଙ୍କର ଚିକିତ୍ସା ଅନେକ ସ୍ଥାନରେ ହୋଇ ପାରେ ନାହିଁ।ତେବେ ଆମକୁ ଏହି ଭଳି ରୋଗୀ ମାନଙ୍କର ମାନସିକ ସମସ୍ୟାର ଅନ୍ତ ଘଟାଇବା ପାଇଁ ଅଥବା ଏହି ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଛେଳି ମାଂସ ଖାଇବାକୁ ଉପଦେଶ ଦେବା ଆବଶ୍ୟକ।ଏହା ସେମାନଙ୍କର ମସ୍ତିଷ୍କ ପାଇଁ ବହୁତ୍ ଉପକାରୀ ହୋଇଥାଏ।

ଯେଉଁ ବ୍ୟକ୍ତିମାନଙ୍କର ମାନସିକ ସମସ୍ୟା ଅଧିକ ଗୁରୁତର ଅବସ୍ଥାରେ ରହିଛି ସେହି ବ୍ୟକ୍ତିମାନେ ସପ୍ତାହରେ ୨-୩ ଥର ଛେଳି ମାଂସ ଖାଇବା ଫଳରେ ସେମାନଙ୍କର ଏହି ସମସ୍ତ ସମସ୍ୟା ନିୟନ୍ତ୍ରଣରେ ରହିଥାଏ।ଛେଳିର ପେଟ ପାଖ ଅଂଶରେ ଅଧିକ ମାତ୍ରାରେ ଆଇରନ ରହିଥାଏ।ଯାହା ଆମର ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ।ଏହା ସହିତ ଏହା ଆମ ଶରୀରକୁ ଅନେକ ଭିଟାମିନ ଯୋଗାଇଥାଏ।ଯେଉଁ ବ୍ୟକ୍ତି ମାନଙ୍କର ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରହିଛି ସେହି ବ୍ୟକ୍ତିମାନେ ଏହାକୁ ଖାଇବା ଫଳରେ ସେମାନଙ୍କର ଏହି ସମସ୍ୟା କିଛି ମାତ୍ରାରେ କମି ପାରିବ।

ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ ରକ୍ତର ଅଭାବ ରହିଥାଏ ବା ଯେଉଁ ମାନଙ୍କର ରକ୍ତରେ ହିମୋଗ୍ଲୋବିନର ମାତ୍ରା କମି ଯାଇଥାଏ ସେମାନେ ଛେଳିର ଏହି ଅଂଶ ଖାଇବା ଫଳରେ ସେମାନଙ୍କର ରକ୍ତ ସହ ଜଡ଼ିତ ସମସ୍ତ ସମସ୍ୟାର ଅନ୍ତ ଘଟିଥାଏ।ଏହା ସହିତ ସେମାନଙ୍କର ଶରୀରରେ ହିମୋଗ୍ଲୋବିନ ପୁଣି ତିଆରି ହେବା ଆରମ୍ଭ ହୋଇଥାଏ।ଆପଣଙ୍କର ଶିରା ଯଦି ଦୁର୍ବଳ ହୋଇଯାଇଥାଏ ତେବେ ଆପଣ ଛେଳିର ଏହି ଅଂଶକୁ ଖାଇବା ଫଳରେ ଆପଣଙ୍କ ସ୍ନାୟୁ ତନ୍ତ୍ର ସଠିକ ଭାବରେ କାର୍ଯ୍ୟ କରିଥାଏ।ଏହା ସହିତ ଆମ ଶରୀରରେ ହେଉଥିବା ଅନେକ ସମସ୍ୟାର ଅନ୍ତ ଘଟିଥାଏ।

Leave a Reply

Your email address will not be published. Required fields are marked *