October 22, 2024

Odia Express

Leading Odia News Portal of Odisha

ଭାରତର ୭ ଜଣ ଧନୀ ମହିଳାମାନେ , ନମ୍ବର ୫ ହେଲେ ପାକିସ୍ଥାନର ଜିଡିପିର ସମୁଦାୟ ସଂମ୍ପତ୍ତିର ବରାବର – ଏମାନଙ୍କ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ

ବଦଳୁଥିବା ଜମାନା ସହ ଯେତେ ପରିବର୍ତ୍ତନ ମହିଳାଙ୍କ ରହିବା ଚଳିବା ତଥା ତାଙ୍କ ବ୍ୟକ୍ତିତ୍ୱରେ ଆସିଛି, ତାହାକୁ ସବୁଠାରୁ ବଡ ପରିବର୍ତ୍ତନ କୁହାଯାଇପାରେ , କିମ୍ବା ଏମିତି କହିପାରିବା ନିଜକୁ ପ୍ରମାଣିତ କରିବାର ଦାବି କରୁଥିବା ଏହି ମହିଳାଙ୍କୁ ଯେବେ ମଉକା ମିଳୁଛି ତେବେ ଏମାନେ ସବୁ କ୍ଷେତ୍ରରେ ସଫଳତା କରି ଦେଖାଇଛନ୍ତି, ଆମର ହିଁ ପରିବାରର ବହୁତ ମହିଳାଙ୍କ ଘରର ଚାରିଦୁଆରରେ ନିଜ ଜୀବନ କଟାଇଦେଇଛନ୍ତି । କିନ୍ତୁ ଆଜି ଆମେ ଏହି ମହିଳାଙ୍କ ଅବସର ମିଳିଲା ତ ଏମାନେ ଅନ୍ତରୀକ୍ଷରେ ବି ନିଜ ପାଦ ଥାପିଦେଲେ, ସେମିତି ତ ମହିଳାମାନେ ସମସ୍ତଙ୍କ ଭରସା ଜିତିପାରିଲେ , କିନ୍ତୁ କିଛି ଏମିତି କ୍ଷେତ୍ର ଅଛି ଯେଉଁଠି ମହିଳାଙ୍କ ସ୍ଥାନ ଏତେ ନାହିଁ ଯେପରି ସଂମ୍ପତ୍ତି, ଦେଖାଯାଏ ତେ ମହିଳାମାନେ ଘରର ଧନ ହିସାବ କରନ୍ତି, କିନ୍ତୁ ସେହି ଘରରେ କେବେ ମାଲିକାନା ହକ୍ ରହେ ନାହିଁ , ଏବେ ଜମାନା ବଦଳିଯାଈଛି, ଆଜି ମହିଳାଙ୍କ ସଂମ୍ପତ୍ତି ମାମଲାରେ କାହାର ପଛରେ ନାହାନ୍ତି, ଆଜି ଆମେ ଆପଣଙ୍କୁ କହିଦେବୁ କି ଭାରତର ସେହି ମହିଳାଙ୍କ ବିଷୟରେ ଯାହାଙ୍କୁ ଜାଣିବାପରେ ଆପଣଙ୍କୁ ଲାଗିବ କି ଯେପରି ଧନର ଦେବତା କୁବେର ଏମାନଙ୍କୁ ଖଜଣାର ଭାଗ ବନାଇଦେଇଛନ୍ତି ।

୧) ସାବିତ୍ରୀ ଜିନ୍ଦଲ୍- ସାଧାରଣତଃ ଜଣେ ମହିଳା ଯିଏ ନଅଟି ଛୁଆଙ୍କ ମା ଓ ଏକ ମନ୍ତ୍ରୀର ସ୍ତ୍ରୀ ରହିଛନ୍ତି, ତାଙ୍କ ଘରେ ଏତେ କାମକାର୍ଯ୍ୟ ହେଉଥିବ ତାଙ୍କୁ ନିଜ କାରୋବାର ଦେଖିବାର ଫୁରସତ୍ ମିଳିନଥିବ, କିନ୍ତୁ ସାବିତ୍ରୀ ଜିନ୍ଦଲ ଏକ ସାଧାରଣ ମହିଳା ନୁହନ୍ତି ଏକ ଖାସ୍ ମହିଳା ଅଟନ୍ତି, ଏଥିପାଇଁ ସେ ଏକ ମା, ଏକ ସ୍ତ୍ରୀ, ଏକ ସଫଳ ଗୃହିଣୀ, ଏକ ମନ୍ତ୍ରୀ ଓ ଏକ ସଫଳ କାରୋବାରୀ ରୁପରେ ବହୁତ ଭୁମିକା ନିଭାଇଛନ୍ତି, ଜିନ୍ଦଲ ଗ୍ରୁପସ୍ ର ଚେୟାର୍ ମ୍ୟାନ୍ ତଥା ହରିୟାଣା ସରକାରର ପୁର୍ବ ମନ୍ତ୍ରୀ ରହିସାରିଛନ୍ତି, ୭୦ ବର୍ଷୀୟ ସାବିତ୍ରୀ ଜିନ୍ଦଲ ଦେଶର ଟପ୍ ୧୦ ଧନ କୁବେର ରୁପରେ ନିଜ ଜାଗା ବନାଇଛନ୍ତି, ଖାସ୍ କଥା ଏହା କି ସେ ଏହି ଲିଷ୍ଟରେ ଏକମାତ୍ର ମହିଳା ଅଟନ୍ତି, ଏହା ସହ ସେ ଭାରତର ସବୁଠାରୁ ଧନୀ ମହିଳା ଅଟନ୍ତି , ଆମେରିକାର ଅଲଓଭର୍ ସୁଚିରେ ତାଙ୍କ ନାଁ ୨୦ ତମ ନମ୍ବରରେ ଆସିଥାଏ । ସାବିତ୍ରୀ ଜିନ୍ଦଲଙ୍କ ସମୁଦାୟ ସଂମ୍ପତ୍ତି ୭,୧ ଡଲାର୍ ମାନେ ୫୨ହଜାର କୋଟି ଅଟେ,  ତାଙ୍କ ସ୍ୱାମୀ ଓମ୍ ପ୍ରକାଶ ଜିନ୍ଦଲ୍ ହିସାର ବିଧାନସଭା କ୍ଷେତ୍ରରୁ ତିନିଥର ନିର୍ବାଚନ ଜିତିଥିଲେ ହରିଆଣା ସରକାରରେ ସେ ଉର୍ଜା ମନ୍ତ୍ରୀ ରହିଥିଲେ, ୨୦୦୫ ରେ ପ୍ଲେନ୍ କ୍ରାସରେ ତାଙ୍କ ସ୍ୱାମୀଙ୍କ ନିଧନ ପରେ ସାବିତ୍ରୀ ଜିନ୍ଦଲ୍ କାରୋବାର ନିଜ ହାତକୁ ନେଇଯାଇଥିଲେ,

୨) ରୋଶନି ନାଦର୍ ମଲହୋତ୍ରା- ରୋଶନି ନାଦର ମଲହୋତ୍ରା ଏଚ୍ ସିଏଲ୍ ସଂସ୍ଥାପକ ତଥା ଆରବ ପତି ଶିବ ନାଦରଙ୍କ ଏକ ମାତ୍ର ସନ୍ତାନ ଅଟନ୍ତି । ଆପଣଙ୍କୁ ସଂମ୍ପତ୍ତି ସେମିତି ଆପଣଙ୍କ ସଂମ୍ପତ୍ତିର କାଗଜପତ୍ରରେ ଲେଖାହୋଇଥିବାର ଦେଖିବାକୁ ମିଳିଯିବ, କିନ୍ତୁ ଆପଣ ସେହି ସଂମ୍ପତ୍ତିକୁ କିପରି ବ୍ୟବହାର କରନ୍ତି ଏହା ଆପଣଙ୍କ ଦକ୍ଷତା ଉପରେ ନିର୍ଭର କରେ, ଆପଣ ସେମିତି ସେହି ସଂମ୍ପତ୍ତିକୁ ଖର୍ଚ୍ଚ କରନ୍ତୁ କିମ୍ବା ତାକୁ ବଢାଇପାରିବେ, ଯିଏ କି ନିଜ ବାପାଙ୍କ ସଂମ୍ପତ୍ତିକୁ ନିଜ ଦକ୍ଷତା ବଳରେ ବଢାଇଛନ୍ତି । ସେ ଏହି ବର୍ଷ ଜୁଲାଇରେ ଏଚ୍ ସିଏଲ୍ ଟେକ୍ ର ଚେୟାରମ୍ୟାନ୍ ନିଯୁକ୍ତ କରାଗଲା, ଏହି ବର୍ଷ କୋଟକ୍ ୱେଲଥ୍ ହୁରୁନ୍ ଦ୍ୱାରାଜାରୀ ହୋଇଥିବା ସୁଚି ଅନୁସାରେ ରୋଶନୀଙ୍କ ପାଖରେ ୫୪,୮୫୦ କୋଟିର ସଂମ୍ପତ୍ତିର ମାଲିକାଣି ଅଛନ୍ତି, ଏଚ୍ ସିଏଲ୍ ଟେକ୍ ସହ ସେ ଏଚ୍ ସିଏଲ୍ କର୍ପୋରେଶନ୍ ସିଇଓ ତଥା ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ବି ଅଟନ୍ତି, ଏଇ କମ୍ପାନୀ ଏଚ୍ ସିଏଲ୍ ତଥା ଏଚ୍ ସିଏଲ୍ ଇନଫୋସିଷ୍ଟମକୁ କଣ୍ଟ୍ରୋଲ୍ କରେ , ରୋଶନି ନର୍ଥବିଷ୍ଟେନ୍ ୟୁନିଭରସିଟିରୁ କମ୍ୟୁନିକେଶନ୍ ବିଷୟରେ ଡିଗ୍ରୀ ପ୍ରାପ୍ତ କରିଥିଲେ, ତଥା କେଲଗ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟରୁ ଏମ୍ ବି ଏ ର ପୁରା ପାଠପଢିଥିଲେ, ନିଜ ବିଜନେସ୍ ସଂମ୍ଭାଳିବାପାଇଁ ରୋଶନି ୟୁକେ ରେ ସ୍କାଇ ନ୍ୟୁଜ୍ ତଥା ଆମେରିକାରେ ସିଏନ୍ ଏନ୍ ନ୍ୟୁଜ୍ ପ୍ରଡୁସର୍ ପଦରେ କାମ କରିଛନ୍ତି ।

୩) ବିନୋଦ ରାୟ ଗୁପ୍ତା- ବିନୋଦ ରାୟ ଗୁପ୍ତା ଏହି ଲିଷ୍ଟରେ ଦ୍ୱିତୀୟ ଏମିତି ମହିଳା ଅଟନ୍ତି ଯିଏକି ପ୍ରମାଣିତ କରିଥିଲେ କି ଏକ ଗୃହିଣୀକୁ ଯଦି ମଉକା ମିଳେ ତେବେ ଗୋଟେ ରୁ ଗୋଟେ ବଡ କାରୋବାରକୁ ଭଲ ଭାବେ ବୁଝିପାରିବେ , ଏକ ଲମ୍ବା ସମୟ ପରେ ବିନୋଦ ନିଜ ଘରକୁ ସଂମ୍ଭାଳନ୍ତି, କିନ୍ତୁ ଯେବେ ନିଅ ସ୍ୱାମୀ ଏହି ଦୁନିଆଁରୁ ଚାଲିଗଲେ ତେବେ ସେ ଘରର ସହ ବିଜନେସ୍ ର ବ୍ୟସ୍ତତା ଭିତରେ ନିଜ ହାତକୁ ନେଇଗଲେ । ବିନୋଦ ରାୟ ଗୁପ୍ତାଙ୍କ ସ୍ୱାମୀଙ୍କ ଦାମ୍ ରାୟ ଗୁପ୍ତା ୧୯୫୮ ରେ ଏକ କମ୍ପାନୀ ଆରମ୍ଭ କରିଥିଲେ ଯାହାର ନାଁ ରଖିଥିଲେ ହାବେଲ୍ସ, ଆଜି ଏହି କମ୍ପାନୀ ଦେଶରେ ଏକ ଅଲଗା ପରିଚୟ ରଖନ୍ତି ବିନୋଦ ରାୟ ଗୁପ୍ତା ୩,୫୫ ବିଲିୟମ୍ ମାନେ ୨୬୧୮ କୋଟି ସଂମ୍ପତ୍ତିର ମାଲିକାଣୀ ଅଟନ୍ତି , ତାଙ୍କ ବିଜନେସ୍ ରେ ତାଙ୍କ ସହ ସହଯୋଗ କରନ୍ତି ତାଙ୍କ ପୁଅ ଅନିଲ୍ ରାୟ ଗୁପ୍ତା ।

୪) ଲିନା ଗାନ୍ଧୀ ତିୱାରୀ-ଏମିତି ବହୁତ ଲୋକ ଅଛନ୍ତି ଯାହାଙ୍କ ପାଖରେ ବଡ କାରୋବାର ତଥା ଅଧିକା ଧନ ଦୌଲତ ଅଛି କିନ୍ତୁ ସେହି କାରୋବାରକୁ ଚଲାଇବା ଓ ସଂମ୍ପତ୍ତିକୁ ବଢାଇବାପାଇଁ ଝିଅ ନାହିଁ, ଏମିତି ଲୋକ ବହୁତଥର ଚିନ୍ତାରେ ରୁହନ୍ତି କି ଏହି କାରୋବାରକୁ କିଏ ଆଗକୁ ନେଇକରି ଯିବ, ଯାହାଙ୍କ ପାଖରେ ଲିନା ତିୱାରୀଙ୍କ ପରି ଝିଅ ଅଛନ୍ତି ତାଙ୍କୁ ଚିନ୍ତା କରିବାକୁ ପଡିନପାରେ । ଲିନାଙ୍କ ବାପା ବିଠଲ୍ ଗାନ୍ଧୀ ୧୯୬୧ ରେ ଏକ ଫାର୍ମା କମ୍ପାନୀ ଆରମ୍ଭକରିଥିଲେ, କମ୍ପାନୀର ନାଁ ରଖିଥିଲେ ୟୁଏସ୍ ବି ଇଣ୍ତିଆ, ଏହି କମ୍ପାନୀ ଡାଇବେଟିଜ୍ ଓ କାର୍ଡିଓବସ୍କୁଲାର୍ ଡ୍ରଗ୍ସ ତିଆରି କରେ ,ବାପାଙ୍କ ପରେ ଲିନା ଏହି କମ୍ପାନୀର ସଂଚାଳନ ନିଜ ହାତରେ ନେଲେ , ସେ ଏଇ କମ୍ପାନୀର ଚେୟାରପର୍ସନ ଅଛନ୍ତି, ତାଙ୍କ ସ୍ୱାମୀ ପ୍ରଶାନ୍ତ ତିୱାରୀ ଏହି କମ୍ପାନୀର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଅଛନ୍ତି, ବଷ୍ଟନ୍ ୟୁନିଭରସିଟିରୁ ଏମ୍ ବିଏ କରିବାପରେ ଲିନା ଏହି କାରୋବାରକୁ ସଂମ୍ଭାଳିଥିଲେ ,ବିଜେନେସ୍ ଚଲାଇବା ସହ ଲୀନା ସମାଜ ସେବାରେ ବି ସକ୍ରିୟ ରୁହନ୍ତି । ଲୀନାଙ୍କ ପାଖରେ ପ୍ରାୟ ୩,୫୫ ବିଲିୟନ୍ ଡଲାର୍ ମାନେ ୨୨୧୨ କୋଟିର ସଂମ୍ପତ୍ତି ଅଛି ।

୫) ନିଲିମା ମୋଟାପର୍ତ୍ତୀ- ଏହି ଲିଷ୍ଟରେ ଅଧିକାଂଶ ନାଁ ଏମିତି ଅଛି ଯିଏ ସେହି ଲୋକଙ୍କ ପାଇଁ ଜବାବ୍ ସମାନ ଅଟେ ଯିଏ ଭାବନ୍ତି କି ମହିଳା କେବଳ ଘର ସଂମ୍ଭାଳନ୍ତି, କିନ୍ତୁ ସେ ଏହା ଜାଣିନାହାନ୍ତି କି ଯଦି ମଉକା ମିଳେ ତେବେ ଏହି ମହିଳା ଘର ସହ ବେପାରରେ ବି ଭଲ କରିପାରିବେ , ନିଲିମା ମୋଟାପର୍ତ୍ତି ଏକ ଉଦାହରଣ ଅଟନ୍ତି । ନିଲିମା ଫାର୍ମା ମେଜର୍ ଡିଭିଜ୍ ଲେବ୍ରୋଟୋରିଜ୍ ର କର୍ମସିଆଲ୍ ବିଭାଗର୍ ଡାଇରେକ୍ଟର ଅଛନ୍ତି, ସେ ୨୦୧୨ ରେ ଡିଭିଜ୍ ଲେବ୍ରୋଟୋରୀଜ୍ ନିଜ ହାତକୁ ନେଇଥିଲେ,  ଏହାପୁର୍ବରୁ ସେ ଏହି ବେପାରକୁ ବୁଝିବାପାଇଁ ୫ ବର୍ଷ ପରିଶ୍ରମ କଲେ ,ନିଲିମା ନିଜ ସଂମ୍ପତ୍ତି ୧୮,୬୨୦ କୋଟି ଅଟେ ।

୬) କିରନ୍ ମଜମୁଦାର୍ ଶୋ- ଏହି ଲିଷ୍ଟରେ ଆଗାମୀ ନାଁ କିରନ୍ ମଜମୁଦାର୍ ଶୋଙ୍କ ଆସେ , କିରନ୍ ସେହି ସବୁ ମହିଳାଙ୍କ ଓ ଝିଅଙ୍କ ପାଇଁ ପ୍ରେରଣା ଅଟନ୍ତି ଯିଏ ମଧ୍ୟମ ବର୍ଗୀୟ ପରିବାର ହେବା କାରଣରୁ ସ୍ୱପ୍ନ ଦେଖିବାକୁ ସାହାସ କରିପାରନ୍ତି ନାହିଁ, କିରନ୍ ଏକ ମଧ୍ୟମ ବର୍ଗୀୟ ପରିବାରରୁଥିଲେ, କିନ୍ତୁ ସେ ବ୍ରିଓଇଙ୍ଗ୍ ଅଷ୍ଟ୍ରେଲିଆରୁ ମାଷ୍ଟର୍ ଡିଗ୍ରୀ ହାସିଲ୍ କରିଥିଲେ । ବ୍ରିଓଇଙ୍ଗ୍ କୋର୍ସ କ୍ୱିବନ୍ ର ପ୍ରକିୟା ଅଟେ ଯେଉଁଥିରେ ଅଲଗା ଅଲଗା ପ୍ରକାରର ଆଲକୋହଲ୍ ସଠିକ୍ ମିଶାଇବାର କଳା ଶିଖାଯାଏ , ଏହାପାଇଁ ସବୁଠାରୁ ବଡ ଅସୁବିଧା ଥିଲା କି ସେ ମହିଳା ହେବା, ଯେବେ ଏହି ପାଠପଢି ଭାରତକୁ ଫେରିଲେ ତେବେ କେଉଁ ବି ବିୟର୍ କମ୍ପାନୀରେ ଚାକିରି ମିଳିଲା ନାହିଁ, ସବୁ ତାଙ୍କୁ ଏକ ଲେଡିଜ୍ ବୋଲି କହି ମନା କରିଦେଲେ ,କିନ୍ତୁ କିରନ୍ ହାର୍ ମାନିଲେ ନାହିଁ। ଭାରତରେ ସବୁ ଜାଗାରୁ ମନାକରାଯିବାପରେ ସେ ସ୍କଟଲ୍ୟାଣ୍ତରେ ଚାକିରି କଲେ, ଏଠାରେ ତାଙ୍କର ସାହାସର କବାଟ ଖୋଲିବାର ଥିଲା, ନିଜ ଜମା କରିଥିବା ୧୩୨ ଡଲାର୍ ମାନେ ସେହି ସମୟରେ ୧୨୦୦ ଟଙ୍କା ବିଜନେସ୍ ଆରମ୍ଭ କରିଥିବା କିରନ୍ ଭାରତର ପ୍ରଥମ ଆରବପତି ମହିଳା ହେଲେ , କିରନ୍ ମଜମୁଦାରଙ୍କ କମ୍ପାନୀ ଆଜି ୩୭୦୦୦ ହଜାର କୋଟି ଟଙ୍କାର ଅଟେ, ଫୋବର୍ସ ତାଙ୍କୁ ଦୁନିଆଁର ୧୦୦ ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ସୁଚିରେ ସାମିଲ୍ କରିଛି ।

୭) ଜୟଶ୍ରୀ ଉଲ୍ଲାଲ୍- ୨୦୧୮ ରେ ଜୟଶ୍ରୀ ଉଲ୍ଲାଲ୍ ଫୋବର୍ସ ପତ୍ରିକା ଦ୍ୱାରା ଦୁନିଆଁର ୬୦ ତମ ସବୁଠାରୁ ଧନୀ ମହିଳା ଭାବେ ୧୮ ତମ ସ୍ଥାନ ଦେଇଛି, ଜୟଶ୍ରୀ ପ୍ରାୟ ୧,୪୨ ବିଲିୟନ୍ ଡଲାର୍ ମାନେ ୯୭ ଆରବ ଟଙ୍କାର ମାଲିକାଣୀ ଅଛନ୍ତି , ଜୟଶ୍ରୀ କମ୍ପ୍ୟୁଟର୍ ନେଟୱର୍କିଙ୍ଗ୍ ଏରିସ୍ତାର ଅଧ୍ୟକ୍ଷ୍ୟ ଓ ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଅଟନ୍ତି । ସ୍କୁଲ୍ ପରେ ନିଜ ପୁରା ପାଠପଢା ଆମେରିକାରେ କରିଥିବା ଜୟଶ୍ରୀ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଙ୍ଗ୍ ରେ ବିଏସ୍ ଓ ଇଞ୍ଜିନିୟରିଙ୍ଗ୍ ମ୍ୟାନେଜମେଣ୍ଟ ରୁ ମାଷ୍ଟର ଡିଗ୍ରୀ ପ୍ରାପ୍ତ କରିଥିଲେ, ୨୦୦୮ ରେ ସେ ଏରିସ୍ତା ନେଟୱର୍କ ସିଇଓ ପଦ ସଂମ୍ଭାଳିଲେ, ନିଜ ଦୃଢ ମନୋବଳ, ପରିଶ୍ରମ ଓ ବୁଝାମଣାରୁ ନିଜର ଘାଟାରେ ଚାଲୁଥିବା କମ୍ପାନୀକୁ ସଫଳ କରାଇଲେ । ୨୦୧୭ ରେ ସେ ଏହି କମ୍ପାନୀକୁ ୧୧୦ ଆରବ୍ ଟଙ୍କାର ପ୍ରଫିଟ୍ କରାଇଲେ, ଏହି କାବିଲିୟତ୍ ପାଇଁ ତାଙ୍କୁ ୨୦୦୫ ରେ ବିଶ୍ୱର ୫୦ ଜଣା ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ଓ ୨୦୧୮ ରେ ୱାର୍ଲଡ୍ ବେଷ୍ଟ ସିଇଓ ସୁଚୀରେ ସ୍ଥାନ ମିଳିସାରିଛି ।

Leave a Reply

Your email address will not be published. Required fields are marked *