October 18, 2024

Odia Express

Leading Odia News Portal of Odisha

ମଜାଦାର ଇଣ୍ଟରଭ୍ୟୁରେ ପ୍ରଶ୍ନ : ଏମିତି କେଉଁ ଚୋରେଈଥିବା ଜିନିଷ ଅଛି ଯାହା ଝିଅମାନେ ବିନା ପଇସାରେ ଦିଅନ୍ତି ନାହିଁ ? ବୁଦ୍ଧିମାନ ହେଇଥିଲେ ଚୁଟକୀରେ ସଠିକ ଉତ୍ତର ଦେବେ ..

ୟୁପିଏସ୍ ସି ସିଭିଲ୍ ପରୀକ୍ଷା ପାସ୍ କରିବା ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଆମର ଦେଶରେ ଅଧିକାଂଶ ଯୁବା ଦେଖିଥାନ୍ତି , ଓ ସେଠାରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ସଙ୍କ ପାଇଁ ୟୁପିଏସ୍ ସି ସିଭିଲ୍ ପରୀକ୍ଷା କେଉଁ ଅଗ୍ନି ପରୀକ୍ଷାରୁ କମ୍ ହୋଇନଥାଏ,  ଓ ଏହି ପରୀକ୍ଷାକୁ ପାସ୍ କରିବାପାଇଁ କ୍ୟାଣ୍ତିଡେଟ୍ସଙ୍କୁ ରାତିଦିନ କଡା ପରିଶ୍ରମ କରିବା ପରେ ହିଁ ତାଙ୍କୁ ସଫଳତା ହାସିଲ୍ ହୋଇଥାଏ , ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ଛଡା ଇଣ୍ଟରଭ୍ୟୁ ରାଉଣ୍ତ ବି କରାଯାଏ , ଓ ଏହା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ , ଓ ଏହି ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ବହୁତ ଅଜବଧରଣର ପ୍ରଶ୍ନ ପଚାରାଯାଏ , ଯାହା ପରୀକ୍ଷାର୍ଥୀର ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର ପରଖାଯାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିଲା । ଯାହା ଆପଣଙ୍କୁ ବହୁତ କାମରେ ଆସିବ ।

୧)ପ୍ରସିଦ୍ଧ ଝଣ୍ତା ଗୀତ” ଝଣ୍ତା ଉଚ୍ଚାଁ ରହେ ହମାରା” ରଚନା କିଏ କରିଥିଲେ ? ଉତ୍ତର- ଶ୍ୟାମଲାଲ୍ ଗୁପ୍ତ ପାର୍ଷଦ ।

୨) ପଶୁଙ୍କ ମିଲକ୍ ଫିବର୍ ରୋଗ କେଉଁ କମିର କାରଣରୁ ହୋଇଥାଏ ? ଉତ୍ତର- କ୍ୟାଲସିୟମ୍

୩) ବିଶ୍ୱରେ ମାଉଣ୍ଟ ଏଭେରେଷ୍ଟରେ ଚଢୁଥିବା ପ୍ରଥମ ମହିଳା କିଏ ଥିଲେ ? ଉତ୍ତର- ଜାପାନର ଜୁନକୋ ତବାଇ

୪) କେଉଁ ବ୍ୟକ୍ତିର ସାମ୍ନାରେ ଦୁଇଟି ହଳଦିଆ ଓ ଦୁଇଟି ନୀଲ ଟାବଲେଟ୍ ରଖିଦିଆଯାଏ ,ସେଥିରୁ ଦୁହେଁ ରଙ୍ଗରେ ଗୋଟେ ଗୋଟେ ଟାବଲେଟ୍ ରଖିବାର ଅଛି ତେବେ ସେ କଣ କରିବ ? ଉତ୍ତର- ସେ ଚାରୋଟି ଗୁଳିକୁ ଅଧା ଅଧା ଭାଙ୍ଗିକରି ଖାଈବ ୫) ଇଣ୍ଟରନ୍ୟାଶାନାଲ୍ ଲେବଲ୍ ରେ ମୁସଲିମ୍ ସମୁଦାୟ କେଉଁ ଦେଶ ଲିଡ୍ କରୁଛି ? ଉତ୍ତର- ଏମିତି କିଛି ଦେଶ ନାହିଁ ସବୁ ଦେଶ ନିଜ ହିସାବରେ ଆଇନ୍ ବନାନ୍ତି ।

୬) ମେରଠରେ କଣ ପାଇଂ ଅଧିକା ଆଖୁ ହୋଇଥାଏ ? ଉତ୍ତର- ସେଠାରେ ଭୌଗଳିକ ପରିସ୍ଥିତି ଆଖୁ ଉତ୍ପାଦନ କରିବାପାଇଁ ଅନୁକୁଳ ଅଟେ ।

୭) ଏମିତି କେଉଁ ଖାଦ୍ୟ ଅଛି ଯାହାକୁ ସହଜରେ ପଚାଇପାରିବ ? ଉତ୍ତର- ମହୁ ସେ ପ୍ରଥମେ ମହୁମାଛିର ପାଚନକ୍ରିୟାର ଭାଗ ହୋଇସାରିଥାଏ ।

୮) ଭାରତ ଦେଶର ପ୍ରଥମ ନାଗରିକ କାହାକୁ କୁହାଯାଏ ? ଉତ୍ତର- ରାଷ୍ଟ୍ରପତିଙ୍କୁ

୯) ଦିଲ୍ଲୀ ରାଜ୍ୟରେ ସେ କେଉଁ ସୁଲତାନ ଅଟନ୍ତି ? ଯିଏ ଲକ୍ଷ୍ୟ ବକ୍ସ ନାଁରେ ଜଣାଯାଆନ୍ତି ? ଉତ୍ତର- କୁତବୁଦ୍ଧିନ୍ ଆଇବାକ୍ ଲକ୍ଷ ବକ୍ସ ନାଁରେ ଜଣାଯାଇଥିଲେ ।

୧୦) ଭାରତର ରାଷ୍ଟ୍ରପତିଙ୍କ ମାସିକ ବେତନ କେତେ ଟଙ୍କା ନିର୍ଦ୍ଧାରିତ କରାଯାଇଛି ? ଉତ୍ତର- ଦୁଇ ଲକ୍ଷ (ଆୟକର ମୁକ୍ତ)

୧୧) ଓଡିଶା ସ୍ଥାପନ ଦିବସ କେବେ ପାଳନ ହୁଏ ? ଉତ୍ତର- ଓଡିଶା ସ୍ଥାପନ ଦିବସ ବା ଉତ୍କଳ ଦିବସ ଅପ୍ରେଲ୍ ୧ ତାରିଖରେ ପାଳିତ ହୁଏ ।

୧୨) ଭାରତର ପ୍ରଥମ ପାଣିର ତଳେ ସୁଡଙ୍ଗ କେଉଁ ସହରରେ ତିଆରି କରାଯିବ ? ଉତ୍ତର- ମୁମ୍ବାଇ ବର୍ଷ ୨୦୨୩ ପର୍ଯ୍ୟନ୍ତ ଭାରତରେ ପ୍ରଥମ ପାଣି ପହଞ୍ଚିବାପାଇଁ ସୁଡଙ୍ଗ ହେବ ଯାହା ସହରର ତଟିୟ ରାସ୍ତା ପରିଯୋଜନା ଭାଗ ହେବ ।

୧୩) ଏବେ କେଉଁ ମନ୍ତ୍ରାଳୟ ଜେଣ୍ତର୍ ସଂବାଦ କାର୍ଯ୍ୟକ୍ରମ ଆରମ୍ଭକରିଥିଲେ ? ଉତ୍ତର- ଗ୍ରାମୀଣ ବିକାଶ ମନ୍ତ୍ରାଳୟ( Ministry of Rural Development)

୧୪) ବିଶ୍ୱ ହିମୋଫିଲିଆ ଦିବସ କେବେ ପାଳିତ୍ ହୋଇଥାଏ ?ଉତ୍ତର- ୧୭ ଅପ୍ରେଲକୁ ପାଳିତ ହୁଏ, ଓ ଏହି ଦିନ ଆରମ୍ଭରେ ୱାର୍ଲଡ୍ ଫେଡେରସନ୍ ଅଫ୍ ହିମୋଫିଲିଆ(WHF) ଦ୍ୱାରା କରାଯାଇଥିଲା ।

୧୫) କେଉଁ ଧାତୁ ଦ୍ୱାରା ବନାଯାଇଥିବା ମିଶ୍ରଧାତୁ ଉଡାଜାହାଜ ତଥା ରେଳ ଡବାର ବନାଇବାରେ କାମରେ ନିଆଯାଏ ? ଉତ୍ତର- ଆଲୁମିନିୟମ୍

୧୬) କେଉଁ ତତ୍ତ୍ୱ ପ୍ରଥମେ ଡୁତ୍ରିମ ରୁପରେ ଉତ୍ପାଦିତ କରାଯାଇଥିଲା ? ଉତ୍ତର- ପ୍ଲୁଟୋନିୟମ୍

୧୭) ଏମିତି କେଉଁ ଜିନିଷ ଅଛି ଯାହା ଝିଅମାନେ ବିନା ପଇସା ଦେଇ ଦେଇନଥାନ୍ତି ? ଉତ୍ତର- ବାହାଘର ଦିନ ବରର ଚୋରାଇଥିବା ଜୋତା,

Leave a Reply

Your email address will not be published. Required fields are marked *