ଓଡିଶା ବିଷୟରେ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – ଓଡ଼ିଶାର ସବୁଠୁ ବଡ ଜିଲ୍ଲା ନାମ କଣ?ଓଡ଼ିଶାର ସବୁଠୁ ବଡ ସହରର ନାମ କଣ?ଓଡ଼ିଶାର ସବୁଠୁ ବଡ ନଦୀର ନାମ କଣ? – ବୁଦ୍ଧିମାନ ହେଇଥିଲେ ଉତ୍ତର ଦେବେ
ନମସ୍କାର ବନ୍ଧୁଗଣ | ସବୁଦିନ ଆମେ ଆପଣଙ୍କ ପାଇଁ ନୂଆ ନୂଆ ପ୍ରଶ୍ନ ଉତ୍ତର ନେଇ ଆସୁଛୁ କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ପ୍ରଶ୍ନ କହିବୁ ଯାହା ଶୁଣିବା ଓ ଉତ୍ତର ଦେବାକୁ ଆପଣଙ୍କୁ ମଧ୍ୟ ଭୁତ କୌତୁହଳ ଲାଗିବ ନିଶ୍ଚୟ କାରଣ ଆଜିର ପ୍ରଶ୍ନ ରହିଛି ଆମ ଓଡିଶା ବିଷୟରେ |ତେବେ ଏହି ଲେଖା ଟି ସମ୍ପୂର୍ଣ ପଢିବା ପରେ ଆପଣ ଜାଣିପାରିବେ ଓଡ଼ିଶାର ଅନେକ ନୂଆ ନୂଆ କଥା |ତେବେ ଏହି ଲେଖାର ଉତ୍ତର ଦେବାକୁ ନିଶ୍ଚୟ ଚେଷ୍ଟା କରିବେ |ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ପ୍ରଶ୍ନ ଉତ୍ତର
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଠାକୁରଙ୍କ ନାମ କଣ?
ଉ:- ଜଗନ୍ନାଥ
ପ୍ରଶ୍ନ:- ଓଡ଼ିଶାର ସବୁଠାରୁ ବଡ ମନ୍ଦିର ନାମ କଣ?
ଉ:- ଶ୍ରୀମନ୍ଦିର
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ନଦୀର ନାମ କଣ?
ଉ:- ମହାନଦୀ
ପ୍ରଶ୍ନ:- ଆୟତନ ଅନୁସାରେ ଓଡ଼ିଶାର ସବୁଠୁ ବଡ ଜିଲ୍ଲା ନାମ କଣ?
ଉ:- ମୟୂରଭଞ୍ଜ
ପ୍ରଶ୍ନ:- ଲୋକସଂଖ୍ୟା ଅନୁସାରେ ଓଡ଼ିଶାର ସବୁଠୁ ବଡ ଜିଲ୍ଲା ନାମ କଣ?
ଉ:- ଗଞ୍ଜାମ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ବନ୍ଦର ନାମ କଣ?
ଉ:- ପାରାଦୀପ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ହ୍ରଦ ନାମ କଣ?
ଉ:- ଚିଲିକା
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ସହରର ନାମ କଣ?
ଉ:- କଟକ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ବିଶ୍ଵବିଦ୍ୟାଳୟ ନାମ କଣ?
ଉ:- ଉତ୍କଳ ବିଶ୍ଵବିଦ୍ୟାଳୟ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ କଲେଜ ନାମ କଣ?
ଉ:- ରେଭେନ୍ସା କଲେଜ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ବସ ଷ୍ଟାଣ୍ଡ ନାମ କଣ?
ଉ:- ସରକାରୀ ବସ ଷ୍ଟାଣ୍ଡ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଉଚ୍ଚ ବିଦ୍ୟାଳୟ ନାମ କଣ?
ଉ:- ରାଣୀହାଟ ଉଚ୍ଚ ବିଦ୍ୟାଳୟ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ହୋଟେଲ ନାମ କଣ?
ଉ:- ଟ୍ରାଇଡେଣ୍ଟ ହୋଟେଲ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଗ୍ରନ୍ଥର ନାମ କଣ?
ଉ:- ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ରେଳ ଜଙ୍କସନ ନାମ କଣ?
ଉ:- ଖୋର୍ଦ୍ଧା ଜଙ୍କସନ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଷ୍ଟାଡିୟମ୍ ନାମ କଣ?
ଉ:- ବାରବାଟି
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଗାଁର ନାମ କଣ
ଉ:- ଭୁବନ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ପୋଲର ନାମ କଣ?
ଉ:- ମହାନଦୀ ପୋଲ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଜଳ ପ୍ରପାତର ନାମ କଣ
ଉ:- ଦୁଡୁମା
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ମଠର ନାମ କଣ?
ଉ:- ଏମାର ମଠ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ପାଚେରୀ ନାମ କଣ?
ଉ:- ମେଘନାଦ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ପର୍ବତର ନାମ କଣ?
ଉ:- ଦେଓମାଲି ପର୍ବତ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ମେଡିକାଲ ନାମ କଣ?
ଉ:- ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ କାରଖାନାର ନାମ କଣ?
ଉ:- ଲୌହ ଇସ୍ପାତ କାରଖାନା
ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଜଳ ବିଦ୍ୟୁ କେନ୍ଦ୍ରର ନାମ କଣ?
ଉ:- କାଲିମେଳା