ବୁଦ୍ଧିମାନ ର ପ୍ରଶ୍ନ – ମୋତେ କିଣିଲା ବେଳେ ମୁଁ ସମ୍ପୂର୍ଣ କଳା ଜଳେଇଲା ବେଳେ ମୁଁ ଲାଲ ଆଉ ଫୋପଡ଼ିଲା ବେଳେ ମୁଁ ଧଳା – ତେବେ କୁହନ୍ତୁ ମୁଁ କିଏ – ବୁଦ୍ଧିମାନ ହେଇଥିଲେ ଉତ୍ତର ଦେଇପାରିବେ ନହେଲେ ଫେଲ..
ଆପଣଙ୍କ ଭଲ ପାଇବା ଦେଖି ଆମେ ସବୁଦିନ ଏଭଳି କିଛି ନୂଆ ନୂଆ ପ୍ରଶ୍ନ ଉତ୍ତର ଆପଣଙ୍କ ପାଇଁ ନେଇ ଆସିବୁ ଓ ଯାହାର ସଠିକ ଉତ୍ତର ଆପଣ କେତେ ଦେଇ ପରିଚାହଁନ୍ତି ତାହା ଜାଣିବା ଦରକାର |ତେବେ ଆପଣ ଏହାକୁ ପଢ଼ଚୁଛନ୍ତି ଆତ୍ମନେ ନିଶ୍ଚୟ ଆପଣ ନୂଆ ନୂଆ ଜିନିଷ ଶିଖିବାରେ ଆଗ୍ରହୀ ଅଛନ୍ତି ତେବେ ଚାଲନ୍ତୁ ଆଜିର ପ୍ରଶ୍ନ ଆରମ୍ଭ କରିବା|ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏଠାରେ କିଛି ମଜାଦାର ପ୍ରହେଳିକା ଦେଇଛି।ଏହାର ଉତ୍ତର ଆପଣ ମାନେ ଦଶ ସେକେଣ୍ଡ ଭିତରେ ଦେବେ।
ପ୍ରଶ୍ନ – କଳା ଘୋଡ଼ା ଧଳା ସବାରି ଜଣେ ଓଲ୍ହେଇଲେ ଆଉ ଜଣେ ଚଢ଼େ।
ଉ:- ତାୱା ଓ ରୁଟି
ପ୍ରଶ୍ନ – ବିମାର ନଥାଏ ମୁଁ ତଥାପି ଖାଇଥାଏ ଗୋଲୀ ପିଲା ଠାରୁ ବୁଢ଼ା ସମସ୍ତେ ଡରି ଯାଆନ୍ତି ସୁଣିକରି ମୋ କଥା
ଉ:- ବନ୍ଧୁକ
ପ୍ରଶ୍ନ – ତିଆରି କରିଥିବା ବାଲା ତାକୁ ଉପଯୋଗ କରେ ନାହିଁ ଉପଯୋଗ କଲା ବାଲା ତାକୁ ଦେଖେନାହି ଦେଖିବା ବାଲା ତାକୁ ପସନ୍ଦ କରିନାହିଁ କୁହନ୍ତୁ ସେ କଣ।
ଉ:- କଫନ
ପ୍ରଶ୍ନ – ପଢ଼ିବା ଓ ଲେଖିବାରେ ମୁ କାମରେ ଆସିଥାଏ ପେନ ନୁହ କି କାଗଜ ନୁହଁ କୁହନ୍ତୁ ମୁଁ କିଏ।
ଉ:- ଚଷମା
ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଟାଣିଲେ ସେ ସରିଯାଏ
ଉ:- ବିଡି
ପ୍ରଶ୍ନ – ଯେତେ ସେବା କରିବି ସେତେ କମ ହେବି ସମସ୍ତ ରଙ୍ଗ ନୀଳ ଓ ହଳଦିଆ ପାଣି ସାଥିରେ ଦୌଡେ ମୁ
ଉ:- ସାବୁନ
ପ୍ରଶ୍ନ – ଗୋଟିଏ ଗୁମ୍ଫାର ଦୁଇ ଜଗୁଆଳି ଦୁଇ ଜଣ ଲମ୍ବା ଓ କଳା କୁହନ୍ତୁ କିଏ?
ଉ:- ନିଶ
ପ୍ରଶ୍ନ – ଦୁନିଆ ସାରା ବୁଲେ ମୁଁ ଦିନରେ ମୁଁ ଶୁଏ ନାହିଁ ଅନ୍ଧାରରେ ମୁ ଚାହିଁ ଥାଏ
ଉ:- ଚାନ୍ଦ ଓ ତାରା
ପ୍ରଶ୍ନ – ନାଲି ଘୋଡ଼ା ରହିଥାଏ କଳା ଘୋଡ଼ା ଦୌଡୁଥାଏ କୁହନ୍ତୁ ମୁଁ କିଏ
ଉ:- ନିଆଁ ଓ ଧୁଆଁ
ପ୍ରଶ୍ନ – ଗୋଟିଏ ରାଜାଙ୍କ ଅନୁପମ ରାଣୀ ଦୁମ ସହାୟତାରେ ପିଅନ୍ତି ପାଣି କୁହନ୍ତୁ କିଏ
ଉ:- ଦିଆ
ପ୍ରଶ୍ନ – ଗୋଟିଏ ପିତା ତ ପୁଅକୁ ଗିଫ୍ଟ ଦେଇ କହିଲା ଯେବେ ଭୋକ ଲାଗିବ ଦେବେ ଖାଇଦବୁ ଶୋଷ ଲାଗିଲେ ପି ଦବୁ ଥଣ୍ଡା ଲାଗିଲେ ଜଳାଇ ଦେବୁ କୁହନ୍ତୁ କଣ
ଉ:- ନଡ଼ିଆ
ପ୍ରଶ୍ନ – ୮ କୁ ଲେଖ ୮ ଥର ଉତ୍ତର ଆସୁ ୧୦୦୦
ଉ:- ୮୮୮+୮୮+୮+୮+୮=୧୦୦୦
ପ୍ରଶ୍ନ – ଶକ୍ତିଶାଳୀ ସଂସାରରେ କରେ ମନୁଷ୍ୟର କାମ ପାଣି ପିଇକରି ତୁରନ୍ତ ଶାନ୍ତ ହୋଇଯାଏ
ଉ:- ନିଆଁ
ପ୍ରଶ୍ନ – ମୋତେ କିଣିଲା ବେଳେ ମୁଁ ସମ୍ପୂର୍ଣ କଳା ଜଳେଇଲା ବେଳେ ମୁଁ ଲାଲ ଆଉ ଫୋପଡ଼ିଲା ବେଳେ ମୁଁ ଧଳା – ତେବେ କୁହନ୍ତୁ ମୁଁ କିଏ
ଉ:- କୋଇଲା
ପ୍ରଶ୍ନ – ଗୋଟିଏ ଫୁଲ କଳା ରଙ୍ଗ ମୁଣ୍ଡ ଉପରେ ସର୍ବଦା ରୁହେ ତୀବ୍ର ଖରାରେ ନାଚେ ଗାଏ କିନ୍ତୁ ଛାଇରେ ହାଲିଆ ହୋଇଯାଏ
ଉ:- ଛତା
ପ୍ରଶ୍ନ – ଯଦି ନାକ ଉପରେ ଚଢ଼ିଯିବି କାନ ଧରିକି ପଢେଇବି କୁହନ୍ତୁ କଣ
ଉ:- ଚଷମା