October 22, 2024

Odia Express

Leading Odia News Portal of Odisha

ଦାନ୍ତର ଦୁର୍ଗନ୍ଧ ଦୂର କରନ୍ତୁ ଓ ଦାନ୍ତକୁ ମୋତି ଭଳି ଚମକାନ୍ତୁ ଏହି ଉପାୟ ଦ୍ଵାରା – ଘରେ ବସି ଲେମ୍ବୁ ଦ୍ୱାରା ଏହି ଉପାୟ କରନ୍ତୁ ବାସ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ କିପରି ଆପଣ ନିଜ ଗନ୍ଧିଆ ଅସନା ଦାନ୍ତକୁ ମୋତି ଭଳିଆ ଚମକାଈ ପାରିବେ।ଯଦି ଆପଣ ପାନ,ବିଡି,ଖଇନି,ତମ୍ବାକୁ ଆଦି ଖାଉଛନ୍ତି ତ ଆପଣ ଏହାକୁ ନିହାତି ପ୍ରୟୋଗ କରିବା ଉଚିତ।ଏହି ଦାଗ ବଜାରରେ ମିଳୁଥିବା କୋଲଗେଟ ଦ୍ଵାରା ମଧ୍ୟ ସହଜରେ ଛାଡେନାହିଁ।ଆଜି ମୁଁ ଆପଣ ମାନଙ୍କୁ ଏକ ଉପାୟ କହିବି ଯାହାଦ୍ଵାରା ଆପଣଙ୍କ ଦାଗ ଗୋଟିଏ ମିନିଟରେ ଦୂର ହୋଇଯିବ।ଆପଣଙ୍କର ଦାଗ ଯେତେ ବି ଗାଢ଼ ହୋଇଥାଉ ନା କାହିଁକି ଏହି ଉପାୟ ପ୍ରୟୋଗ କରିବା ମାତ୍ରେ ଆପଣଂକ ସମସ୍ତ ସମସ୍ୟା ଦୂର ହୋଇଯିବ।

ଆପଣ ପ୍ରଥମେ ଏକ ଖାଲି ପାତ୍ର ନେବେ।ସେଥିରେ ଆଠରୁ ଦଶ ବୁନ୍ଦା ଲେମ୍ବୁ ରସ ନେବେ।ଆପଣ ଜାଣିଥିବେ ଯେ ଲେମ୍ବୁରେ ରହିଥାଏ ସାଇଟ୍ରିକ ଏସିଡ।ଏହା ଆପଣଙ୍କ ଦାନ୍ତକୁ ସଫା ରଖିଥାଏ ଓ ଗୋଟେ ପ୍ରକାର ବ୍ଲିଚ କରିଥାଏ।ଏହାପରେ ଆପଣ ନେବେ ଚାର୍କୋଲ ପାଉଡର।ଯଦି ଆପଣକଂ ପାଖରେ ଚାର୍କୋଲ ଉପଲବ୍ଧ ନାହିଁ ତ ଆପଣ କୋଇଲା ପାଉଡର ମଧ୍ୟ ବ୍ୟବହାର କରିପାରିବେ।ଆପଣ ଏକ ଚାମଚ କୋଇଲା ବା ଚାର୍କୋଲ ପାଉଡର ସେଥିରେ ପକାଇବେ।ଧ୍ୟାନ ରଖିବେ ଏକ ଚାମଚ ରୁ ଅଧିକ ପକାଇବେ ନାହିଁ।

ଏବେ ଆପଣ ନେବେ ହାଲକା ଉଷୁମ ପାଣି।ଆପଣ ସେହି ପାଣିରେ ୫ ଟି ବା ୬ ଟି ଗୁଜୁରାତି ପକାଇ ଛାଡ଼ିଦେବେ।ଆପଣ ସେହି ପାତ୍ରରେ ଏକ ଚାମଚ ଖାଇବା ସୋଡା ପକାଇ ଦେବେ।ଆପଣ ଏହି ସବୁକୁ ଭଲ ଭାବେ ମିଶାଇ ଦିଅନ୍ତୁ।ଏହାଦ୍ବାରା ଆପଣଙ୍କ ଦାନ୍ତ ସମ୍ପୂର୍ଣ୍ଣ ସଫା ଓ ଦୁର୍ଗନ୍ଧମୁକ୍ତ ହୋଇଯିବ।ଏହାର କିଛି ସମୟ ପରେ ଆପଣଙ୍କୁ ଯେତେବେଳେ ଲାଗିବ ଯେ ପାଣିରେ ପଡ଼ିଥିବା ଗୁଜୁରାତି ଫୁଲିଯାଇଛି ସେତେବେଳେ ଆପଣ ସେଥିରୁ ଦୁଇ ଚାମଚ ପାଣି ସେହି ପାତ୍ରରେ ପକାଇ ଦିଅନ୍ତୁ।ଗୁଜୁରାତି ଆପଣଂକ ଦାନ୍ତରୁ ଦୁର୍ଗନ୍ଧ ଦୂର କରିବ।

ଏହାପରେ ସେହି ଗୁଜୁରାତି ଗୁଡ଼ିକୁ ଆପଣ ସେହି ପାତ୍ରରେ ପକାଇଦେବେ।ଏହାଦ୍ବାରା ଆପଣଙ୍କ ଦାନ୍ତର ଦୁର୍ଗନ୍ଧ ଦୂର ହୋଇଯିବ।ଏହି ସବୁକୁ ଆପଣ ଭଲ ଭାବେ ମିଶାଇ ଦିଅନ୍ତୁ।ଆପଣ ସେହି ପାଣିରୁ ଗୁଜୁରାତି ଚାହିଁଲେ ଖାଇପାରିବେ।ସେହି ପାଣିରେ ଆପଣ ୧୦ ମିନିଟ ଯାଏ କୁଳି କରନ୍ତୁ। କୁଳି କରିସାରିବା ପରେ ଆପଣ ଏକ ବ୍ରସ ସାହାଯ୍ୟରେ ଆପଣ ନିତିଦିନ ଭଳି ଦାନ୍ତ ଘଷିବେ।ଧ୍ୟାନ ରଖିବେ ଯେ ବ୍ରଶ ପୁରା ନରମ ହୋଇଥିବ।ଆପଣ ଚାରି ପାଞ୍ଚ ମିନିଟ ପରେ ମୁହଁ ଧୋଇଦେବେ।ଆପଣଙ୍କର ସମସ୍ତ ଦାଗ ଦୂର ହୋଇଯିବ।ଯଦି ଏହାକୁ ଆପଣ ଲଗାତାର ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରୟୋଗ କରିବେ ତ ଏହା ଆପଣଂକ ପାଇଁ ବହୁତ ଫଳପ୍ରଦ ହେବ।

Leave a Reply

Your email address will not be published. Required fields are marked *