October 16, 2024

Odia Express

Leading Odia News Portal of Odisha

ପାନ ମଧୁରୀ ର ଫାଇଦା ଅଛି ବହୁତ କିଛି, ଖାଲି ଜାଣିନିଅନ୍ତୁ ଏହାର ବ୍ୟବହାର କରିବାର ସଠିକ୍ ତରିକା – ସକାଳୁ ବାସ ଠାରେ ପିୟନ୍ତୁ

ମୋଟାପା ନିଜ ମଧ୍ୟରେ ଏକ ବହୁତ ବଡ ସମସ୍ୟା ଅଟେ, ଯାହାର କାରଣରୁ ଆମକୁ ବହୁତ ସାରା ରୋଗ ଘେରେଇ ନେଇଯାଏ , ଯାହାକି ଆଣ୍ଠୁଗଣ୍ଠିରେ ପୀଡାର ସମସ୍ୟା, ହାଇ ବ୍ଲଡ୍ ପ୍ରେସର୍, ହାର୍ଟ୍ ଆର୍ଟାକ୍, ଓ କେତେ ସାରା ରୋଗଯୋଗୁଁ ଆମେ ଚିନ୍ତିତ ରହିଥାଉ, ଯଦି ଆମେ ଏହି ରୋଗଗୁଡିକର ଚିକିତ୍ସା କରାଇବାପାଇଁ କେଉଁ ଡାକ୍ତରଙ୍କ ପାଖକୁ ଯାଇଥାଉ ତେବେ ସବୁଠାରୁ ପ୍ରଥମେ ଆମକୁ ସେ ଓଜନ କମ୍ କରିବାକୁ ଉପଦେଶ ଦିଅନ୍ତି , ଆସନ୍ତୁ ଜାଣିବା ମଧୁରୀ ପାଣି ପିଇବାର ବିଧି, ମଧୁରୀ ଦ୍ୱାରା ହେଉଥିବା ଫାଇଦା ଓ କ୍ଷତି ବିଷୟରେ ଜାଣିବା ।ମୋଟାପା କମ୍ କରିବାପାଇଁ ଆମେ କେତେ ନା କେତେ ଏଲୋପାଥି ମେଡିସିନ୍ସ ଖାଇଥାଉ  , ଯାହା ଆମ ଶରୀରରେ ଅଧିକା ଖରାପ ପ୍ରଭାବ ପକାଏ , କେତେ ଏକ୍ସରସାଇଜ୍ ବି କରିଥାଉ, ଓ ଜିମ୍ ଜଏନ୍ କରିବା ସହ ଆମେ ଫେଲ୍ ହୋଇଯାଆନ୍ତି କିମ୍ବା ଆମର ଓଜନ କମ୍ ହୋଇନଥାଏ,  ଉପରୁ ଆମେ ମୋଟା ଦେଖିକରି ଆମକୁ ନିଜ ମଧ୍ୟରେ ଲଜ୍ଜିତ୍ ଅନୁଭବ ହୁଏ , କାରଣ ଏହା ଦ୍ୱାରା ଆମର ପର୍ସନାଲିଟି ଉପରେ ଖରାପ ପ୍ରଭାବ ପକାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ନେଇକରି ଆସିଛୁ ଯାହା ଆପଣଙ୍କ ମୋଟାପାକୁ କମ୍ କରିଦେବ, ଓ କେବଳ ପାଞ୍ଚ ଦିନରେ ପ୍ରୟୋଗ କରିବାକୁ ହେବ, ଓ ଏହା ପାଇଁ ଆପଣଙ୍କୁ କେଉଁଆଡେ ଯିବାକୁ ପଡିବ ନାହିଁ , ଏଥିରେ ବହୁତ ସାରା ପୋଷକ ତତ୍ତ୍ୱ ମିଳିଥାଏ, ଏଥିରେ ଆଣ୍ଟି ଇନଫ୍ଲେମେଣ୍ଟାରି, ରୋଗାଣୁରୋଧୀ କଫନାଶକ, ମୁତ୍ରବର୍ଦ୍ଧକ ଆଣ୍ଟିଏକ୍ସିଡେଣ୍ଟ୍ସ ଗୁଣ ମିଳିଥାଏ, ଏହା ଛଡା ଭିଟାମିନ୍ ସି ପୋଟାସିୟମ୍, ମ୍ୟାଗ୍ନାନିଜ୍, ଲୁହା, ଫୋଲେଟ୍, ଓ ଫାଇବର୍ ବି ହୋଇଥାଏ, ଆସନ୍ତୁ ଜାଣିବା ଆମେ ମଧୁରୀର ପାଣି କିପରି ପ୍ରସ୍ତୁତ କରିବା, ସାମଗ୍ରୀ ହେଲା- ଏକ ଚାମଚ ମଧୁରୀ, ଏକ ଗିଲାସ ସଫାପାଣି, ଏକ ଚାମଚ ମହୁ ।

ବନାଇବାର ବିଧି- ଏବେ ଆପଣ ମଧୁରୀକୁ ଏକ ଗିଲାସପାଣିରେ ବତୁରାଇଦେବେ , ଓ ସକାଲୁ ଏହି ପାଣିକୁ ଛାଣିକରି ଏଥିରେ ମହୁ ମିଶାଇକରି ପିଇବାର ଅଛି ଯାହାକି ଖାଲିପେଟରେ, ଆପଣ ଚାହିଁଲେ ମଧୁରି ପାଣିକୁ ସିଝାଇପାରିବେ, ଓ ଏହାକୁ ଥଣ୍ତା କରି ଏଥିରେ ଏକ ଚାମଚ ମହୁ ମିଶାଇକରି ପିଇପାରିବେ ।

ଏହି ପାଣି ଦ୍ୱାରା ମୋଟାପା ଗାୟବ ହୋଇଯାଏ,  ଏହାକୁ ପିଇଲେ ଆମକୁ ଭୋକ କମ୍ ଲାଗେ, ଓ ଆମର ଶରୀରର ମେଟାବଲିଜିମ୍ ସଠିକ୍ ରୁହେ , ଓ ମଧୁରୀ ପାଣିରେ ଥିବା ତତ୍ତ୍ୱ ହଜମ କରିବାରେ ସାହାଯ୍ୟ କରେ ।ଏହା ପାଣି ମୁତ୍ରବର୍ଦ୍ଧକ ହୋଇଥାଏ ଯାହା ଆମ ଶରିରରୁ ବିଷାକ୍ତ ତତ୍ତ୍ୱ ବାହାର କରି ଦିଏ । ପାଚନ ସମସ୍ୟାପାଇଁ – ମଧୁରୀ ପାଣି ପିଇଲେ ପେଟ ସଂବନ୍ଧୀ ଯେପରି ପେଟରେ ଅପଚ, ଫୁଲିବା, କବଜ୍ , ଏସିଡିଟି ଆଦି ପାଚନ ସମସ୍ୟା କମ୍ ହୋଇଯାଏ , ଏହା କଫ ସଂବନ୍ଧୀ ସମସ୍ୟାକୁ ଦୁର କରିଦିଏ । ମଧୁରୀର ପାଣିକୁ ପିଇଲେ ହାର୍ଟ୍ ଆଟାର୍କ ପରି ସମସ୍ୟା ଦୁର ହୋଇଯାଏ,  କାରଣ ଏଥିରେ ଫାଇବର୍, ଭିଟାମିନ୍ ସି, ଆଣ୍ଟି ଏକ୍ସିଡେଣ୍ଟ୍ସ ମାତ୍ରା ଅଧିକା ହୋଇଥାଏ, ଯେଉଁଥିରେ ହାର୍ଟ ଆଟାର୍କ ପରି ଅସୁବିଧା ସାମ୍ନା କରିବାକୁପଡେନାହିଁ ।

ମଧୁରୀ ପାଣି ପିଇଲେ ଆମର ଦିମାଗପାଇଁ ବହୁତ ଲାଭକାରୀ ହୋଇଥାଏ, କାରଣ ଏଥିରେ ପୋଟାସିୟମ୍ ମାତ୍ରା ଅଧିକା ହୋଇଥାଏ, ଯାହାଦ୍ୱାରା ଦିମାଗର କାର୍ଯ୍ୟଶୈଳୀ ବଢିଯାଏ ,ଓ ଏହି ପାଣିକୁ ପିଇଲେ ଡିପ୍ରେସନ୍ ବି ଦୁର ହୋଇଯାଏ । କିନ୍ତୁ ଧ୍ୟାନ ରଖିବେ କି ମଧୁରୀ ଯେଉଁଠି ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ସେତିକି ପ୍ରୟୋଗ କରିବା ସମୟରେ କିଛି ସାବଧନତା ଉପରେ ବି ଧ୍ୟାନ ରଖିବେ ,ଯେପରି ଅଧିକା ମଧୁରୀ ଅଧିକା ମାତ୍ରାରେ ସେବନ ନ କରନ୍ତି, ଯଦି ଆମେ ମଧୁରୀ ଅଧିକା ମାତ୍ରାରେ ସେବନ୍ କରିବା ତେବେ ଏହା ସ୍କିନ୍ ଉପରେ ରେଶୋଜ୍ ପଡୀଯାଏ , ଏହା ଆଲର୍ଜିର ରୁପ ଧାରଣ କରିନିଏ , କାରଣ କେଉଁ ବି ଔଷଧୀ କେତେ ସ୍ୱାସ୍ଥ୍ୟକର ହେଉ ନା କାହିଁକି ଏକ ସିମିତ ମାତ୍ରାରେ ହିଁ ସେବନ କରନ୍ତୁ, ନହେଲେ କ୍ଷତିକାରକ ସିଦ୍ଧ ହୋଇପାରେ ।

 

Leave a Reply

Your email address will not be published. Required fields are marked *