October 20, 2024

Odia Express

Leading Odia News Portal of Odisha

ପଥୁରି ସମସ୍ୟାର ସହଜ ନିରାକରଣ ଉପାୟ – ଏହି ପତ୍ର ର ବ୍ୟବହାର ଦ୍ୱାରା ଆପଣଙ୍କ ଶରୀରର ପଥରୀ ସମସ୍ୟା ଦୂର ହେଇଯିବ…

ସାଙ୍ଗମାନେ କଣ ଆପଣଙ୍କ ବାମଭାଗ ପେଟ ଦରଜ ହେଉଛି କି,କଣ ଆପଣକଂ ପେଟ ବ୍ୟଥା ହେଉଛି କି,ବଦହଜମି ହେଉଛି କି, ଖଟା ହେକୁଡ଼ି ହେଉଛି କି,ପେଟ ଫୁଲିବା ଭଳି ରହୁଛିକି, କଲେଷ୍ଟରୋଲ ବଢୁଛିକି,ଚର୍ମର ରଙ୍ଗ ବଦଳୁଛିକି, ଚିନ୍ତା ଲାଗୁଚିକି,ପାଚନ ଠିକ ଭାବେ ହେଉ ନାହିଁକି କାଳେ ଆପଣଙ୍କ ପେଟରେ ପଥୁରି ସମସ୍ୟା ହୋଇନାହିଁ ତ।ଯଦି ଆପଣଙ୍କ ପେଟରେ ବା କିଡନୀରେ ଏହି ସମସ୍ୟା ଉପୁଜେ ତ ଏହା ଆପଣଙ୍କ ପାଇଁ ବହୁତ ବିପଦପୂର୍ଣ୍ଣ ହୋଇଥାଏ ଓ ଏଥିରେ ଆପଣଙ୍କର ବହୁତ ଖର୍ଚ୍ଚ ମଧ୍ୟ ହୋଇଥାଏ।ଆଜି ମୁଁ ଆପଣ ମାନଙ୍କୁ ଯେଉଁ ଉପାୟ କହିବି ଯଦି ତାହା ଆପଣ ମାନେ ପାଳନ କରିବେ ତ ଆପଣ ଏହି ପଥୁରି ସମସ୍ୟାରୁ ମୁକ୍ତି ପାଇପାରିବେ।

କିନ୍ତୁ ସାଙ୍ଗମାନେ ଆୟର୍ବେଦରେ ଜଡ଼ିବୁଟି ସହିତ ଆମ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ରଖିଥାଏ କାରଣ ଆମ ଖାଦ୍ୟ ଉପରେ ନିର୍ଭର କରେ ଆମେ କେତେ ନିରୋଗ ରହିବା।ଯଦି ଆମେ ସକାଳୁ ନିମ୍ବ ପତ୍ରର ବ୍ୟବହାର କରୁଛେ ତ ଆମେ ଏହା ଠାରୁ ଦୂରେଇ ରହି ପାରିବା।ଏହାକୁ ଯେ କୌଣସି ବୟସର ବ୍ୟକ୍ତି ମଧ୍ୟ ବ୍ୟବହାର କରିପାରିବେ।

ଆପଣ ନିମ୍ବ ପତ୍ର କୁ କିପରି ବ୍ୟବହାର କରିବେ ତାହା ମୁ ଆଜି ଆପଣକୁ କହିବି।ଆପଣ ସକାଳୁ ଉଠି ୩ ବା ୪ ଟି ପତ୍ର ଚୋବନ୍ତୁ।ଏହାକୁ ଧୀରେ ଧୀରେ ଚୋବାଇବା ଦ୍ଵାରା ଏହା ଆପଣଙ୍କ ମୁଁହର ଦୁର୍ଗନ୍ଧ କୁ ଦୂର କରିଥାଏ।ଏହାକୁ ଖାଇବା ପରେ ଆପଣ ଏକ ଗିଲାସ ଗରମ ପାଣି ପିଇବେ।ଏହା ମୁଁ କହିଲି ପ୍ରଥମ ଉପାୟ।ଏହା ଆପଣଙ୍କୁ କଡ଼ା ଲାଗିପାରେ କିନ୍ତୁ ଏହାକୁ ଆପଣଙ୍କୁ କରିବାକୁ ପଡ଼ିଵ।

ଏହା ବାଦ ଆପଣ ଜାମୁ ପତ୍ରର କାଢା ତିଆରି କରି ପିଇ ପାରିବେ।ଆପଣ ୩ ରୁ୪ଟି ପତ୍ର ନେଇ ତାକୁ ଦେଢ଼ ଗ୍ଲାସ ପାଣିରେ ଭଲ ଭାବେ ଫୁଟାନ୍ତୁ।ଭଲ ଭାବେ ଫୁଟାଇ ସାରିବା ପରେ ଆପଣ ଏହାକୁ ଥଣ୍ଡା କରିଦେବେ।ତା ପରେ ଆପଣ ଚା ପିଇବା ଭଳି ଏହାକୁ ପିଇ ପାରିବେ।ଏହାକୁ ପ୍ରତିଦିନ ବ୍ୟବହାର କରିବା ଦ୍ଵାରା ଆପଣ ମାନଙ୍କ ଶରୀରରେ ବହୁତ୍ ପରିବର୍ତ୍ତନ ଆସିବ।ଏହା ଆପଣଙ୍କ ଶରୀରର ସମସ୍ତ ପଥୁରିକୁ ବାହାର କରିଦେବ।

ଆପଣ ସକାଳୁ ସକାଳୁ ଉଠିବା ସମୟରେ ଯେତେବେଳେ ଆପଣଙ୍କର ପେଟ ଖାଲି ଥିବ ସେତେବେଳେ ନେବେ କଳାତିଲ।ଆପଣ ଏକ ଚାମଚ ମାତ୍ରାରେ କଳାତିଲ ନେବେ।ଏହାପରେ ଆପଣ ଏଥିରେ ମିଶାଇବେ ମିଶ୍ରି।ଆପଣ ଏକରୁ ଦୁଇ ଚାମଚ ପର୍ଯ୍ୟନ୍ତ ମିଶ୍ରି ମିଶାଇ ପାରିବେ।ଆପଣ ଯେତେବେଳେ ସକାଳୁ ଉଠିବେ ତ ଆପଣଙ୍କର ପେଟ ଖାଲି ଥିବ। ତ ସେହି ସମୟରେ ଆପଣ ଏହି ଦୁଇଟି ଜିନିଷକୁ ଚୋବାଇ ଚୋବାଇ କରି ଖାଇବାକୁ ପଡ଼ିବ।ଆପଣ ଏହି ଉପୟକୁ ନିୟମିତ ୧୦ ରୁ ୧୧ ଦିନ ପର୍ଯ୍ୟନ୍ତ ଖାଇବେ।

Leave a Reply

Your email address will not be published. Required fields are marked *