October 22, 2024

Odia Express

Leading Odia News Portal of Odisha

ଯଦି ଆପଣ ଥରେ ଏହି ଖଲିରେ ଖାଇବା ଖାଈଦେଇଛନ୍ତି ତେବେ ଆପଣ ସବୁଦିନ ପାଇଁ ଏଥିରେ ଖାଇବାକୁ ପସନ୍ଦ କରିବେ

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଆମର ଦେଶରେ ୨୦୦୦ ରୁ ଅଧିକା ବନସ୍ମତିର ପତ୍ର ପ୍ରସ୍ତୁତ କରାଯାଉଥିବା ଖଲି ଓ ସେଥିରୁ ହେଉଥିବା ଲାଭର ବିଷୟ ପାରମ୍ପାରିକ ଚିକିତ୍ସକୀୟ ଜ୍ଞାନ ଉପଲ୍ଲବ୍ଧ ଅଛି, ମୁସକିଲ୍ ରୁ ପାଞ୍ଚ ପ୍ରକାର ବନସ୍ପତିର ପ୍ରୟୋଗ ଆମେ ନିଜ ଦିନଚର୍ଚ୍ଚାରେ କରିଥାନ୍ତି, ସାଧାରଣତଃ କଦଳୀ ପତ୍ରରେ ଖାଦ୍ୟ ପରଷାଯାଇଥାଏ, ପ୍ରାଚୀନ ଗ୍ରନ୍ଥରେ କଦଳି ପତ୍ରରେ ପରଷାଯାଇଥିବା ଭୋଜନ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କୁହାଯାଇଛି, ଆଜିକାଲି ମହଙ୍ଗା ହୋଟେଲ୍ ଓ ରେଷ୍ଟୁରାଁରେ ବି କଦଳୀର ପତ୍ର ହେବାକୁ ଲାଗିଲାଣି ।ତଳ ଚିତ୍ରରେ ରପତ୍ରରେ ତିଆରି ହୋଇଥିବା ଖଲି ଚଉପତି ଅଛି, ଯେଉଁଥିରେ ଭୋଜନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ

ଯେଉଁଥିରେ ପ୍ଲାଷ୍ଟିକ୍, ଥର୍ମୋକୋଲ୍ , ଅପସନ୍ ରେ ବାହାର କରାଯାଇଛି, କାରଣ ଥର୍ମୋକୋଲ୍ ପ୍ଲାଷ୍ଟିକ୍ ଉପଯୋଗରୁ ସ୍ୱାସ୍ଥ୍ୟ ପାଇଁ ହାନି ପହଞ୍ଚାଉଛି । ପଳାଶ ଖଲିରେ ଭୋଜନ କରିଲେ ସ୍ୱର୍ଣ୍ଣ ବାସନରେ ଭୋଜନ କରିବାର ପୁଣ୍ୟ ଓ ଆରୋଗ୍ୟ ମିଳିଥାଏ, ତଥା କଦଳୀର ପତ୍ରରେ ଭୋଜନ କରିଲେ ଚାନ୍ଦୀର ବାସନରେ ଭୋଜନ କରିବାର ପୁଣ୍ୟ ଓ ଆରୋଗ୍ୟ ମିଳିଥାଏ, ରକ୍ତର ଅସୁଦ୍ଧତା କାରଣରୁ ହେଉଥିବା ରୋଗ ପାଇଁ ପଳାଶ ପ୍ରସ୍ତୁତ ପତ୍ର ଉପଯୋଗୀ ହୋଇଥାଏ , ପାଚନ ତନ୍ତ୍ର ସଂବନ୍ଧୀ ରୋଗ ପାଇଁ ଏହାର ଉପଯୋଗ ହୋଇଥାଏ,  ସାଧାରଣତଃ ଲାଲ୍ ଫୁଲ ବାଲା ପଳାଶ ଆମେ ଜାଣିଛେ କିନ୍ତୁ ଧଳା ଫୁଲ ବାଲା ପଳାଶ ବି ଉପଲ୍ଲବ୍ଧ ଅଛି ।

ଖଲିରେ ଭୋଜନ କରିବାର ଅନ୍ୟ ଲାଭ –

୧) ସବୁଠାରୁ ପ୍ରଥମେ ତାକୁ ଧୋଇବାକୁ ପଡେନାହିଁ , ଏହାକୁ ଆମେ ସିଧା ମାଟିରେ ପୋତିପାରିବା ।

୨) ନା ପାଣିର ନଷ୍ଟ ହେବ ।

୩) ନା କାମବାଲି ରଖିବାକୁ ପଡିବ, ମାସିକ ଖର୍ଚ୍ଚ ବି ବଞ୍ଚିବ, ୪) ନ କେମିକାଲ୍ ର ପ୍ରୟୋଗ କରିବାକୁ ପଡିବ, ନା ଶାରରୀକ ହାନି ହେବ , ଅଧିକାରୁ ଅଧିକା ଗଛ ଲାଗିପାରିବ, ଯାହାଦ୍ୱାରା ଅଧିକା ଅକ୍ସିଜେନ୍ ବି ମିଳୁଥିବ । ପ୍ରଦୁଷଣ କମିବ, ପତ୍ର ବନାଉଥିବା ଲୋକଙ୍କୁ ରୋଜଗାର ମିଳିପାରିବ  ସବୁଠାରୁ ମୁଖ୍ୟ ଲାଭ ଆପଣ ନଦୀ ଗୁଡିକ ଦୁଷିତ ହେବାର ସ୍ତରକୁ ବଞ୍ଚାଈପାରିବେ, ଯେପରି ଆପଣ ଜାଣିଛନ୍ତି କି ପାଣିର ବାସନରେ ଧୋଇଲେ କେମିକାଲ୍ ବାଲା ପାଣି ପୁର୍ବରୁ ନଳାରେ ଯିବ, ତାପରେ ଆଗକୁ ଯାଇକରି ନଦୀରେ ହିଁ ଛାଡିଦେବ, ଯାହା ଜଳ ପ୍ରଦୁଷଣ ଆପଣଙ୍କୁ ସହଯୋଗୀ ବନାଇଥାଏ । ଏବେ ଏହି ପତ୍ରର ଖଲି କେରଳରେ ବନାଯାଉଛି, ଓ ଦାମ୍ ଅଧିକା ନୁହେଁ , ଏହାର ସାଇଜ୍ ଓ କ୍ୱାଣ୍ଟିଟି ଅନୁସାରେ ଦାମ୍ ଅଲଗା ଅଲଗା ଅଛି ,

Leave a Reply

Your email address will not be published. Required fields are marked *