October 22, 2024

Odia Express

Leading Odia News Portal of Odisha

ପରୀକ୍ଷାରେ ସବୁଠୁ ଚତୁର ପ୍ରଶ୍ନ – ଘିଅକୁ ଇଂରାଜୀରେ କଣ କୁହାଯାଏ?ଉତ୍ତର ଦେବାରେ ୯୯ ପ୍ରତିଶତ ଲୋକ ଫେଲ ହେଇଯିବେ..

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ କେତୋଟି ମନୋରଞ୍ଜକ ପ୍ରଶ୍ନ ଆଣିଚି।ପୁଣି ଏକ ନୂଆ ପ୍ରଶ୍ନ ଉତ୍ତର ବିଭାଗ କୁ ଆପଣ ମାନକୁ ସ୍ୱାଗତ ,ଆଜି ଆମେ ପୁଣି କିଛି ନୂଆ ନୂଆ ପ୍ରଶ୍ନ ଉତ୍ତର ଜାଣିବା ଯାହା ଆପଣ ମଧ୍ୟ ଜାଣିଲେ ନିଜର ଜ୍ଞାନ ବଢିବ ତେବେ ସନଗ ମନକୁ ମଧ୍ୟ ଏହି ପ୍ରଶ୍ନ ପଚାରନ୍ତୁ ସେ କେତେ ମାତ୍ର ରେ ସଠିକ ଉତ୍ତର ଦେଉଛନ୍ତି ଜାଣିବା ଆଜି ଆପଣ ମଧ୍ୟ କେତେ ଟି ସଠିକ ଉତ୍ତର ଦେଲେ ନିଶ୍ଚୟ କମେନ୍ଟ କରିବେ ତେବେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର

ପ୍ରଶ୍ନ:- ଏମିତି କେଉଁ ମାଠିଆ ଅଛି ଯେଉଁଥିରେ ପାଣି କେବଳ ଥରେ ପିଆ ଯାଇପାରିବ?

ଉ:- ନଡ଼ିଆ କେବଳ ଗୋଟିଏ ଥର ପିଇବା ପରେ ଫୋପାଡି ଦିଆଯାଏ।

ପ୍ରଶ୍ନ:- ଏମିତି କେଉଁ ଯିବ ଅଛି ଯାହାର ଆଖି ନାହିଁ?

ଉ:- କେଞ୍ଚୁଆ ଏକ ଏମିତି ଯିବ ଯାହାର ଆଖି ନାହିଁ।

ପ୍ରଶ୍ନ:- କେଉଁ ଫଳରେ ସବୁ ପ୍ରକାର ଭିଟାମିନ ମିଳିଥାଏ?

ଉ:- ଭଣ୍ଡାରେ ସମସ୍ତ ପ୍ରକାର ଭିଟାମିନ ମିଳିଥାଏ।

ପ୍ରଶ୍ନ:- କେଉଁ ଫଳକୁ ପାଚିବାରେ ଦୁଇ ବର୍ଷ ଲାଗିଥାଏ?

ଉ:- ଅନାନସ ଏକ ଏମିତି ଫଳ ଯାହାକୁ ପାଚିବାରେ ଦୁଇ ବର୍ଷ ଲାଗିଥାଏ।

ପ୍ରଶ୍ନ:- ଘିଅକୁ ଇଂରାଜୀରେ କଣ କୁହାଯାଏ?

ଉ:- ଏହା ଏକ ଭାରତୀୟ ଜିନିଷ ଅଟେ  ଇଂରାଜୀ ନାମ ଏହାକୁ Clarified butter କୁହାଯାଏ |ଅନେକ କୁହନ୍ତି ଘିଅ ଗୋଟିଏ ଭାରତୀୟ ଜିନିଷ ସେଥିପାଇଁ ଏହାର ଇଂରାଜୀ ନାମ ନାହିଁ

ପ୍ରଶ୍ନ:- ଏମିତି କେଉଁ ଜିନିଷ ଅଛି ଯାହା ଜବାନିରେ ସବୁଜ ଓ ବୁଢାପାରେ ଲାଲ ହୋଇଯାଏ।

ଉ:- ଲଙ୍କା ପାଚିଲେ ଲାଲ ହୋଇଯାଏ।

ପ୍ରଶ୍ନ:- ଏମିତି କିଏ ଅଛି ଯିଏ ଆପଣଙ୍କୁ କାମୁଡିବା ପରେ ଆପଣ ଗାଇବାକୁ ଲାଗନ୍ତି?

ଉ:- ବାର୍ଥଡେ କେକ

ପ୍ରଶ୍ନ:- ଏପରି ଜିନିଷର ନାମ କୁହନ୍ତୁ ଯାହାକୁ ନିଆଁ ଜଳାଇ ପାରିବ ନାହିଁ?

ଉ:- ଛାଇ

ପ୍ରଶ୍ନ:- ଏମିତି କେଉଁ ଜାଗା ଅଛି ଯେଉଁଠାରେ ୧୦୦ ଲୋକ ଗଲେ ୯୯ ଫେରନ୍ତି?

ଉ:- ମଶାଣି

ପ୍ରଶ୍ନ:- ସିଏ କିଏ ଯେ ଭିକାରୀ ନୁହେଁ କିନ୍ତୁ ପଇସା ମାଗିଥାଏ?

ଉ:- ବସ କଣ୍ଡକ୍ଟର

ପ୍ରଶ୍ନ:- ଏମିତି କିଏ ଅଛି ଯାହାର ଚାରି ଗୋଡ଼ ଥାଇ ମଧ୍ୟ ସେ ଅଚଳ?

ଉ:- ଟେବଲ

ପ୍ରଶ୍ନ:- ଏମିତି କେଉଁ ଜିନିଷ ଯାହା ଅନ୍ଧାରରେ ରହିଥାଏ କିନ୍ତୁ ଆଲୁଅରେ ନୁହେଁ?

ଉ:- ଛାଇ

ପ୍ରଶ୍ନ:- ଏମିତି କିଏ ଅଛି ଯିଏ ଉପର ତଳ ହେଉଥାଏ କିନ୍ତୁ ହଲେ ନାହିଁ?

ଉ:- ତାପମାନ

ପ୍ରଶ୍ନ:- ଏମିତି କିଏ ଅଛି ଯିଏ ନିଶ୍ଵସରେ ଅଛି କିନ୍ତୁ ହୃଦୟରେ ନୁହେଁ?

ଉ:- ଅମିର ଖାନ

ପ୍ରଶ୍ନ:- ଏମିତି କିଏ ଅଛି ଯିଏ ନାକ ଉପରେ ଚଢ଼ି କାନ ଧରି ପଢ଼ାଇ ଥାଏ?

ଉ:- ଚଷମା

ପ୍ରଶ୍ନ:- ପୃଥିବୀରେ କେତୋଟି ମହାସାଗର ଅଛି?

ଉ:- ୭ ଟି

ପ୍ରଶ୍ନ:- ବିଶ୍ଵର ପ୍ରଥମ ବିଶ୍ଵବିଦ୍ୟାଳୟ କିଏ?

ଉ:- ତକ୍ଷଶିଳା ବିଶ୍ଵବିଦ୍ୟାଳୟ

ପ୍ରଶ୍ନ:- ମହାକାଶରେ ପହଞ୍ଚିଥିବା ପ୍ରଥମ ବ୍ୟକ୍ତି କିଏ?

ଉ:- ଉରି ଗଗରିନ

ପ୍ରଶ୍ନ:- ରାଷ୍ଟ୍ର ମଣ୍ଡଳରେ କେତୋଟି ସ୍ଵତନ୍ତ୍ର ଦେଶ ସାମିଲ ଅଛି?

ଉ:- ୫୩

ପ୍ରଶ୍ନ:- କେଉଁ ଜୀବର ୩୨ ଟି ମସ୍ତିସ୍କ ଥାଏ?

ଉ:- ଯୋକ

ପ୍ରଶ୍ନ:- କେଉଁ ଦେଶରେ ଜମା ଟ୍ରାଫିକ ସିଗ୍ନାଲ ନାହିଁ?

ଉ:- ଭୁଟାନ

ପ୍ରଶ୍ନ:- କେଉଁ ଜୀବର ମୁଁହ କଳା ହୋଇଥାଏ?

ଉ:- ଜିରଫ

ପ୍ରଶ୍ନ:- ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶ ଅଗଷ୍ଟ ୧୫ ରେ ସ୍ଵାଧୀନତା ଦିବସ ପାଳନ କରିଥାଏ?

ଉ:- ଦକ୍ଷିଣ କୋରିଆ

ପ୍ରଶ୍ନ:- କେଉଁ ଦେଶରେ ନଦୀ ନାହିଁ?

ଉ:- ସାଉଦି ଆରବ

ପ୍ରଶ୍ନ:- ବିଶ୍ଵର ସବୁଠୁ ପ୍ରାଚୀନ ଭାଷା କିଏ?

ଉ:- ସଂସ୍କୃତ

Leave a Reply

Your email address will not be published. Required fields are marked *