October 19, 2024

Odia Express

Leading Odia News Portal of Odisha

ତାରକ୍ ମେହେଟ୍ଟା କା ଉଲଟା ଚଷମା” ର ଚମ୍ପକଲାଲ୍ ଙ୍କ ସ୍ତ୍ରୀ ସୁନ୍ଦରତା ଦେଖିକରି ଆପଣ ବି ଖାଈଯିବେ ଧୋକା – ଏବେ ଦେଖିନିୟନ୍ତୁ

ଟିଭି ପରଦାରେ ଏମିତି ବହୁତ କାର୍ଯ୍ୟକ୍ରମ ହୋଇଥାଏ ଯାହା ଦର୍ଶକଙ୍କ ମଧ୍ୟରେ ବହୁତ୍ ଲୋକପ୍ରିୟ ହୋଇଥାଏ ଏଥିରୁ କିଛି କମେଡି ପ୍ରୋଗ୍ରାମ୍ ହୋଇଥାଏ ତ ଆଉ କିଛି ପାରିବାରିକ ପ୍ରୋଗ୍ରାମ୍ ହୋଇଥାଏ, ଏହି ଦିନରେ ପରଦାରେ ଏକ ଟିଭି ପ୍ରୋଗାମ୍ ବହୁତ ବର୍ଷରୁ ଦର୍ଶକଙ୍କ ଚାହିଦା ହୋଇଛି ଆମେ କଥା ହେଉଛୁ ତାରକ୍ ମେହେଟ୍ଟା କା ଉଲଟା ଚଷମା । ଏହା ଏକ ଏମିତି ପ୍ରୋଗ୍ରାମ ଅଟେ । ଯାହା ସବୁ ବର୍ଗର ଲୋକଙ୍କୁ ପସନ୍ଦ ଆସିଥାଏ, ସେମିତି ସେ ଛୁଆ ହୁଅନ୍ତୁ କି ବୁଢା । ଏହି କମେଡି ସିରିଆଲ୍ ରେ ସବୁ ଭୁମିକା ବହୁତ ଲୋକପ୍ରିୟ ଅଟନ୍ତି, ଯେପରି ଜେଠାଲାଲ୍, ଟପୁ, ଦୟାବେନ୍, ଆତ୍ମାରାମ୍, ଭିଣ୍ତେ, ଚମ୍ପକ ଚାଚା ଇତ୍ୟାଦି , ଆଜି ଆମେ ଆପଣଙ୍କୁ ଏହି କାର୍ଯ୍ୟକ୍ରମର ଏକ ଏମିତି ଭୁମିକା ବିଷୟରେ କହିବାକୁ ଯାଉଛୁ ଯାହା ନିଜ ଅସଲ ବୟସରୁ ଅଧିକା ବୟସ୍କ ଦେଖାଇଛନ୍ତି, ଓ ସେ ଭୁମିକା ବହୁତ ଲୋକପ୍ରିୟ ହୋଇଛି । ଆମେ ଯେଉଁ କଳାକାରଙ୍କ ବିଷୟରେ କଥା ହେଉଛୁ ତାଙ୍କ ନାଁ ଅମିତ୍ ଭଟ୍ଟ ଅଟେ, ଓ ସେ ତାରକ୍ ମେହେଟା କା ଉଲଟା ଚଷମାରେ ଜେଠାଲାଲ୍ ଙ୍କ ବାପା ମାନେ ଚମ୍ପକଲାଲ୍ ଜୟନ୍ତି ଲାଲ୍ ଗଡାଙ୍କ ଭୁମିକା ନିଭାଉଛନ୍ତି

ଏହି କାର୍ଯ୍ୟକ୍ରମରେ ଅମିତ୍ ନିଜ ବାସ୍ତବିକ ବୟସରୁ ବହୁତ ବଡ୍ ବୟସ୍କ ଅଭିନୟ କରୁଛନ୍ତି, ଅମିତ୍ ପ୍ରୋଗ୍ରାମରେ ଜେଠାଲାଲ୍ ଙ୍କ ବାପା ରୋଲ୍ ନିଭାଉଛନ୍ତି, କିନ୍ତୁ ଅସଲ ଜୀବନରେ ସେ ଜେଠାଲାଲ୍ ଙ୍କ ଠାରୁ ବହୁତ ଛୋଟ ଅଟନ୍ତି, ଅମିତ୍ ଭଟ୍ଟ ବିବାହିତ୍ ଅଟନ୍ତି, ଓ ସେ  ଦୁଇ ପୁଅଙ୍କର ବାପା ବି ଅଟନ୍ତି, ତାଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ତାଙ୍କ ସ୍ତ୍ରୀଙ୍କ ନାଁ କୃତି ଭଟ୍ଟ୍ ଅଟେ ଯିଏ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି, ଅମିତ୍ ତାଙ୍କ ସ୍ତ୍ରୀଙ୍କ ଯୋଡି ବହୁତ ସୁନ୍ଦର ଲାଗେ, ବହୁତଥର ଅମିତ୍ ଭଟ୍ଟ ସୋସିଆଲ୍ ମିଡିଆରେ ନିଜ ସ୍ତ୍ରୀଙ୍କ ଫଟୋ ସେୟାର୍ କରନ୍ତି  ଅମିତ୍ ଭଟ୍ଟଙ୍କୁ ତାରକ୍ ମେହେଟ୍ଟା କା ଉଲଟା ଚଷମାରେ ନିଜ ଭୁମିକା ନିଭାଇବାରେ ବହୁତ ଭଲ ପାଇବା ଦର୍ଶକଙ୍କ ଠାରୁ ମିଳିଥିଲା । ଯଦି ଆପଣ ଅମିତ୍ ଭଟ୍ଟଙ୍କ ଇନଷ୍ଟାଗ୍ରାମ୍ ଏକାଉଣ୍ଟକୁ ଫଲୋ କରିବେ ତେବେ ଆପଣ ତାଙ୍କର ଓ ତାଙ୍କ ସ୍ତ୍ରୀଙ୍କ ବହୁତ ଫଟୋ ଦେଖିବାକୁ ପାଇଯିବେ , କୃତି ଭଟ୍ଟ ସୁନ୍ଦରତାର ଆଗରେ ଟିଭି କଳାକାରଙ୍କୁ ପଛରେ ପକାଇଦେବେ , ଅମିତ୍ ଓ କୃତିଙ୍କର୍ ଦୁଇଟି ପୁଅ ହେଲେ ଦେବ ଓ ଦୀପ ।

ଅମିତ୍ ଭଟ୍ଟଙ୍କ ଦୁଇ ପୁଅଙ୍କ ମଧ୍ୟରେ ଜଣେ ତ ଏହି ଶୋରେ ନଜର ଆସିସାରିଛନ୍ତି, ସେ ପ୍ରୋଗ୍ରାମ୍ ର ବହୁତ ଏପିସୋଡ୍ ରେ ଟପୁର ସାଙ୍ଗ ଭୁମିକା ନିଭାଇସାରିଛନ୍ତି, ଅମିତ୍ ଭଟ୍ଟଙ୍କ ପରି ତାଙ୍କ ପୁଅ ବି ସୋସିଆଲ୍ ମିଡିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି, ତାରକ୍ ମେହେଟ୍ଟା କା ଉଲଟା ଚଷମା ଗତ ୧୨ ବର୍ଷରୁ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି, ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ଦର୍ଶକଙ୍କ ମଧ୍ୟରେସବୁଠାରୁ ଅଧିକା ଲୋକପ୍ରିୟତା ପାଇଛନ୍ତି  ଗୁଜୁରାଟର ସୌରାଷ୍ଟ୍ରରେ ଜନ୍ମନେଇଥିବା ଅମିତ୍ ଭଟ୍ଟ ଏବେ ମୁମ୍ବାଇରେ ନିଜ ପରିବାର ସହ ରହୁଛନ୍ତି, ତାରକ୍ ମେହେଟ୍ଟାର ଉଲଟା ଚଷମା ଶୋ ଛଡା ଅମିତ୍ ଭଟ୍ଟ ୟେସ୍ ବସ୍, ଏଫ୍ ଆଇ ଆର୍, ଚୁପ୍ କେ ଚୁପକେ କାର୍ଯ୍ୟକ୍ରମରେ ନଜର ଆସିଛନ୍ତି, ଟିଭି ପ୍ରୋଗ୍ରାମ୍ ଛଡା ଅମିତ୍ ଭଟ୍ଟ ବହୁତ ଥିଏଟର୍ ଶୋରେ ନଜର ଆସିଛନ୍ତି ।

Leave a Reply

Your email address will not be published. Required fields are marked *