October 17, 2024

Odia Express

Leading Odia News Portal of Odisha

ମଜାଳିଆ ଜୋକ୍ସ : ଅଧା ରାତିରେ ଘରେ ଚୋର ବେଡରୁମ୍ ରେ ପଶି ସ୍ୱାମୀକୁ ରସିରେ ବାନ୍ଧିଦେଲା, ତାପରେ ସ୍ତ୍ରୀ ଜୋର୍ ରେ ଚିଲ୍ଲାଇକରି ଯାହା କହିଲା ଆପଣ ଜାଣିଲେ ହସି ହସି ବେଦମ୍ ହୋଇଯିବେ

ହସିବା ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ, ଏଥିପାଇଁ ଆମେ ହସିବାର କୌଣସି ମଉକା ଛାଡିବା କଥା ନୁହେଁ  । ଯେବେ ଆମେ ଖୁସି ରହିଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ବି ମଜବୁତ୍ ରହିଥାଏ, ଓ ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ କିଛି ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ ,ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଇବାର ମଜାଦାର୍ ସିଲସିଲା ।

୧) ଶିକ୍ଷୟତ୍ରୀ- ମୁଁ ଆଜି ତୋତେ ଗୋଟେ ପ୍ରଶ୍ନ ପଚାରିବି ପପୁ-ହଁ ମ୍ୟାଡାମ୍ ପଚାରନ୍ତୁ । ଶିକ୍ଷୟତ୍ରୀ- ତୁମକୁ ଦେଖାହୋଇ ମୁଁ ଖୁସି ହେଲି ଏହା କିଏ କହିଥିଲେ ? ପପୁ- ଆଜ୍ଞା ଖୁସିର ବାପା ଖୁସିର ମାକୁ କହିଥିଲେ , ଶିକ୍ଷୟତ୍ରୀ –ବେହୋସ୍

୨) ସାନ୍ତା- ରାତିରେ ଗାର୍ଲଫ୍ରେଣ୍ତକୁ ଦେଖା କରିବାକୁ ଗଲା , ସପନା-କିଏ ? ସାନ୍ତା- ମୁଁ ସପନା- ମୁଁ କିଏ ? ସାନ୍ତା-ଆରେ ତୁ ସପନା ନା ଆଉ କିଏ ?

୩) ସ୍ୱାମି ଅଫିସରେ ବସି ବସି ଫେସବୁକ୍ ରେ ପୋଷ୍ଟ କଲା, ସ୍ୱାମୀ- ପଞ୍ଛି ବନୁ ଉଡତା ଫିରୁଁ ମସ୍ତ ଗଗନ୍ ମେଁ , ତେବେ ସ୍ତ୍ରୀର୍ ମଜାଦାର୍ କମେଣ୍ଟ ଆସିଲା, ଧରତୀ ଛୁତେ ହିଁ ସବଜୀ ଲେ ଆନା ଅପନେ ଭବନ ମେଁ , ବରନା ଏକ୍ ଭି ବାଲ୍ ନେହିଁ ବଚେଙ୍ଗେ ତୁମ୍ଭାରେ ଚମନ ମେଁ ।

୪) ଝିଅ- ଏତେ ନିଷ୍ଠୁର ହୁଅ ନାହିଁ ଏତେ ପ୍ରେମ କରୁଥିବା ଲୋକ ତୁମକୁ ପୁରା ଦୁନିଆଁରେ କେଉଁଠି ବି ମିଳିବ ନାହିଁ ।

ପୁଅ- କଣ ତୁମେ ମୋତେ ଏତେ ଭଲ ପାଉଛ ? ଝିଅ- ହଁ ଦେଖିନିଅ, ମୁଁ ତୁମପାଇଁ କିଛି ବି କରିପାରିବି, ପୁଅ- ସତ, ଝିଅ- ହଁ, ପୁଅ- ଚାଲ୍ ଏବେ ୪୮ର ପଣିକିଆ କହିକି ଶୁଣା ଫଟାଫଟ୍

୫) ବାନ୍ତା- ତୋର ସ୍ତ୍ରୀ ମୋର କବଜାରେ ଅଛି, ପ୍ରମାଣ ହିସାବରେ ଗୋଟେ ଆଙ୍ଗୁଠି ପଠାଉଛି, ସାନ୍ତା- ମୋତେ ତୁମ ଉପରେ ବିଶ୍ୱାସ ନାହିଁ ଗଳା କାଟିକି ପଠା ।

୬) ଏକ ମହାନ୍ ବ୍ୟକ୍ତିର Quote ମୁଁ ଚଢେଇ ପାଳିଲି ଉଡିଗଲା, ମୁଁ ଶୁଆ ପାଳିଲି ପଳେଇଲା , ମୁଁ ଗଛ ଲଗାଇଲି, ଚଢେଇ ଓ ଶୁଆ ଦୁହେଁ ଆସିଗଲେ , ମୁଁ ଚିପ୍ସ ଆଣିଲି, ସାଙ୍ଗମାନେ ଆସିଲେ ଖାଈକି ଚାଲିଗଲେ, ମୁଁ ବାଦାମ ଆଣିଲି, ସାଙ୍ଗମାନେ ଖାଇଲେ ଚାଲିଗଲେ,  ମୁଁ ମଦ ପିଇଲି, ସାଙ୍ଗମାନେ ଚିପ୍ସ ଓ ବାଦାମ ନେଇକରି ଫେରିଆସିଲେ ।

୭) ଶିକ୍ଷକ- ତୁମେ କାଲି ସ୍କୁଲକୁ କଣପାଇଁ ଆସିନଥିଲ ? ପୁଅ- ସାର୍ କଥା କଣ କି , କାଲି ମୋର ଘରେ ପୁଜା ଥିଲା,  ଶିକ୍ଷକ- ପରଦିନ କଣ ପାଇଁ ଆସିଲ ନାହିଁ ? ପୁଅ- ସାର୍ ପରଦିନ ମୋର ଘରକୁ ପ୍ରିୟା ଆସିଥିଲା , ଶିକ୍ଷକ-ବେହୋସ୍

୮) ସ୍ତ୍ରୀ- ମୁଁ କିଛି ବର୍ଷରୁ ସାବିତ୍ରି ବ୍ରତ ରଖିନି, ତା ସତ୍ତ୍ୱେ ବି ତୁମେ ଏତେ ସୁସ୍ଥ୍ୟ ଅଛ, ସ୍ୱାମୀ-ଏଥିରେ କଣ ମୁଁ ନିଜ ସ୍ୱାସ୍ଥ୍ୟକୁ ଦାୟିତ୍ୱ ନିଏ , ଓ ନିୟମରେ ଚାଲେ , ସ୍ତ୍ରୀ- ସିଧା ସିଧା କୁହ କିଏ ସେଇ ରାକ୍ଷାଶୂଣି ଯିଏ ତୁମ ପାଇଁ ସାବିତ୍ରୀ ବ୍ରତ ରଖୁଛି ।

୯) ସାନ୍ତା –ଅଟୋରେ ଯାଉଥିଲା ଅଟୋବାଲା- ୪୦ ଟଙ୍କା ହେଲା ସାହେବ, ସାନ୍ତା- ତାକୁ ୨୦ ଟଙ୍କା ଦେଲା< ଅଟୋବାଲା- ଏଇଟା ତ ଅଧା ହେଲା ସାହେବ୍, ସାନ୍ତା –ହଁ ତୁ ତ ବସିକି ଆସିଲୁ ନା ଅଧା ତୁ ବି ଦେ ।

୧୦) ଅଧା ରାତିରେ ଘରେ ଚୋର ବେଡରୁମ୍ ରେ ପଶିକରି ସ୍ୱାମିକୁ ରସିରେ ବାନ୍ଧିଦେଲେ, ଓ ଛୁରୀ ଦେଖାଇକରି ସବୁ ଗହଣା ବାହାର କରିବାକୁ କହିଲେ, ସ୍ତ୍ରି କହିଲା-ତୁମକୁ ଯାହା ଦରକାର ନେଇଯାଅ, କିନ୍ତୁ ତାଙ୍କୁ ଜଲଦି ଛାଡିଦିଅ, କାରାଣ ସେ ମୋର ପଡୋଶୀର ମିଷ୍ଟର ଅଟନ୍ତି, ମୋ ସ୍ୱାମୀ ଆସିବେ ଏବେ ।

Leave a Reply

Your email address will not be published. Required fields are marked *