October 22, 2024

Odia Express

Leading Odia News Portal of Odisha

ଝିମଝିମ ଅନୁଭବ କଣ ପାଇଁ ହୋଇଥାଏ? ଏହି ସଂକେତ ମିଳିଥାଏ – ଏବେ ଜାଣିରଖନ୍ତୁ ନହେଲେ ପସ୍ତେଇବାକୁ ପଡିବ ଆପଣଙ୍କୁ..

ସାଙ୍ଗମାନେ ଯେତେବେଳେ ଆପଣମାନେ କୌଣସି ଜାଗାରେ ଅଧିକ ସମୟ ଧରି ବସିଯାଆନ୍ତି ଯେପରି ଟିଭି ଦେଖିବା ସମୟରେ ବା ଯୋଗ କରିବା ସମୟରେ ସେତେବେଳେ ଆପଣଙ୍କ ହାତ ବା ଗୋଡରେ ଝିମଝିମ ଅନୁଭବ ହୋଇଥାଏ।ଯେବେ ଆପଣ ଚାଲିବାକୁ ପ୍ରୟାସ କରନ୍ତି ଆପଣ ସେତେବେଳେ ଆପଣ ଠିକ ଭାବେ ଚାଲିପାରନ୍ତି ନାହିଁ।ଏଥିରେ ପୁରା ମିଠା ଭଳି କଷ୍ଟ ହୋଇଥାଏ।ଆପଣଙ୍କ ଶରୀରର ସେହି ଅଙ୍ଗଟି ପୁରା ଶୁନ ପଡ଼ିଯାଏ।ବାସ୍ତବରେ ଏହା କାହିଁକି ହୋଇଥାଏ?ଆଉ ଯଦି ଏପରି ହୋଇଯାଏ ତ ଏହାକୁ ଠିକ କିପରି କରାଯାଇପାରିବ।ଆଜି ମୁଁ ଆପଣ ମାନଙ୍କୁ ଯେଉଁ ଉପାୟ କହିବି ତଦ୍ୱାରା ଆପଣ ସେହି ମିଠା କଷ୍ଟରୁ ମୁକ୍ତି ପାଇପାରିବେ।

ଆମେ ଏହି ପୃଥିବୀରେ ବଞ୍ଚିଚେ ଏହାର କାରଣ ହେଉଛି ଅକ୍ସିଜେନ।ଅକ୍ସିଜେନ ଆମ ଶରୀରରେ ଥିବା ପ୍ରତିଟି କୋଷକୁ ଶକ୍ତି ପ୍ରଦାନ କରିଥାଏ।ଏହା କୋଷରେ ପହଞ୍ଚି କୋଷ ମାନଙ୍କର ଗ୍ଲୁକୋଜକୁ ଭାଙ୍ଗିଥାଏ।ଏହି କାରଣରୁ ସେଠାରେ ଶକ୍ତି ଉତ୍ପନ ହୋଇଥାଏ।ଏହି କାରଣରୁ ଆମେମାନେ ବଞ୍ଚୁଚେ।ଯଦି ଏହି ଅକ୍ସିଜେନ କୌଣସି କୋସରେ କମ ହୋଇଯାଏ ତ ସେହି ପର୍ଟିକୁଲାର ଅଙ୍ଗ ଡେଡ ହୋଇଯାଏ।ସେଥିପାଇଁ କୁହାଯାଇଛି ଯେ ଯଦି ଶରୀରରେ ପ୍ରାଣବାୟୁ ନ ରହିବ ତେବେ ଏହି ଶରୀରର କିଛି ମୂଲ୍ୟ ନାହିଁ।ଏହା କେବଳ ଆମ ଶରୀର ଉପରେ ନୁହେଁ ବରଂ ଶରୀରର ପ୍ରତି କୋଶରେ ଲାଗୁ ହୋଇଥାଏ।

ଯେବେ ଶରୀରର କୌଣସି ପର୍ଟିକୁଲାର ଅଙ୍ଗରେ ଅକ୍ସିଜେନ କମ ହୋଇଥାଏ ତ ଆମ ବ୍ରେନ ସିଗ୍ନାଲ ଦେଇଥାଏ ଯେ ଶରୀରର ଏହି ପର୍ଟିକୁଲାର ଅଙ୍ଗକୁ ଅକ୍ସିଜେନ ଦରକାର।ଏଥିପାଇଁ ଲମ୍ବା ନିଃଶ୍ୱାସ ନିଅ କିମ୍ବା ଚାଲିବା ଆରମ୍ଭ କରିଦିଅ।ଯାହାଦ୍ଵାରା ଶରୀରର ସେହି ଅଙ୍ଗକୁ ଅକ୍ସିଜେନ ମିଳିପାରିବ।ଯେତେବେଳେ ଆମେ କୌଣସି ଗୋଟିଏ ପୋଜିସନରେ ବସିଥାଉ ଆମ ବ୍ଲଡ ଭେସେଲ ଗୁଡ଼ିକ ଦବି ଯାଆନ୍ତି।ଆପଣ ଜାଣିଛନ୍ତି ଯେ ଆମ ଆରବିସି ରେ ହେମୋଗ୍ଲୋବିନ ଅକ୍ସିଜେନ ନବା ଆଣିବା କରିଥାଏ।

ଏଥିପାଇଁ ଯେଉଁ ଜାଗାରେ ଅକ୍ସିଜେନର ପରିମାଣ କମ ହୋଇଥାଏ ସେହି ଜାଗାରେ ବ୍ରେନ ଆମକୁ ଝୀମଝିମ ଅନୁଭବ କରାଇଥାଏ।ଏହା ନର୍ଭସ ସିଷ୍ଟମର କାମ ହୋଇଥାଏ।ଶରୀର ଆମକୁ ଏହା କହିଥାଏ କି ତୁରନ୍ତ ସେହି ଅଙ୍ଗକୁ ଅକ୍ସିଜେନ ଦିଅ ନଚେତ ଅକ୍ସିଜେନ ଅଭାବରୁ ସେହି ଅଙ୍ଗ ଦ୍ୟାମେଜ ବି ହୋଇପାରେ।ଏହାର ବହୁତ କାରଣ ରହିଥାଏ ଯେପରି ଡାଇବେଟିସ ରୋଗୀ ମାନଙ୍କ ଠାରେ ଭିଟାମିନର ଅଭାବ ଯୋଗୁ ମଧ୍ୟ ଏପରି ହୋଇପାରେ।ଏହା ବ୍ୟତୀତ ଯଦି କାହାକୁ ବହୁତ ଜୋରରେ କିଛି ମାଡ଼ ବାଜିଥାଏ ତ ଏହାଦ୍ବାରା ମଧ୍ୟ ଅକ୍ସିଜେନର ଅଭାବ ଦେଖାଦିଏ।ଏପରି ହେବା ଦ୍ଵାରା ଆପଣ ତୁରନ୍ତ ଚାଲିବେ ଅଥବା କିଛି କାମ କରିବେ।

Leave a Reply

Your email address will not be published. Required fields are marked *