October 22, 2024

Odia Express

Leading Odia News Portal of Odisha

ଆପଣ ଯଦି ସବୁଦିନ ଏହି ଉପାୟ ଅନୁସରଣ କରିବେ ଯାହା ଆପଣଙ୍କ ଜୀବନ ବଦଳେଇବ – ହେଇଯିବେ ଦୁନିଆ ର ସବୁଠୁ ଭଲ ମଣିଷ

ସାଙ୍ଗ ମାନେ ଆମେ ଖୁସିରେ ରହିବାକୁ କଣ କଣ ନ କରୁ,ଆମେ ସେ ସବୁ ଜିନିଷରୁ ବଞ୍ଚିଥାଉ ଯେଉଁଥିରୁ ଆମକୁ ଦୁଃଖ ମିଳିଥାଏ।କଣ ଆପଣ ଜାଣିବାକୁ ଚେଷ୍ଟା କରିଛନ୍ତି କି ଅସଲି ଖୁସି ଆମକୁ କେଉଁ ଥିରୁ ମିଳିଥାଏ।ଏକ ଭଲ ଓ ପର୍ଫେକ୍ଟ ଜୀବନଶୈଳୀଠୁ ଆଉ ଅଧିକ ଖୁସି କଣ ହେଇପାରେ।ଯେଉଁ ଜୀବନରେ ସବୁକିଛି ଠିକ ଚାଲିଥିବ ଓ ଲୋକ ଠିକ ଥିବେ।ଏଥିପାଇଁ ଲାଇଫ କୁ ପର୍ଫେକ୍ଟ ବନେଇବାକୁ ପଡ଼ିଥାଏ।ଆଜି ମୁ ଆପଣଙ୍କୁ କିଛି ଉପାୟ କହିବି ଯାହାକୁ ଆପଣ ପ୍ରୟୋଗ କରିବ ଦ୍ଵାରା ଆପଣକଂ ଲାଇଫ ପର୍ଫେକ୍ଟ ହୋଇଯିବ।

ପ୍ରଥମ କାମ ଆପଣ ଘରୁ ବାହାରକୁ ବୁଲିବାକୁ ଯାଆନ୍ତୁ ଓ ପ୍ରକୃତି ସହ ମିଶନ୍ତୁ।ପ୍ରକୃତି ଆପଣକୁ ବନେଇଚି।ଆପଣ ପ୍ରକୃତିର ସୁନ୍ଦରତା କୁ ଅନୁଭବ କରନ୍ତୁ।ଏପରି କରିବା ଦ୍ବାରା ଆପଣକୁ କେବେ କେଉଁ ଚିନ୍ତା ହଇରାଣ କରିବ ନାହିଁ।

ଦ୍ଵିତୀୟ କାମ ହେଲା ବ୍ୟାୟାମ।ଏହାକୁ ଆପଣକଂ ଡାକ୍ତର ମଧ୍ୟ କହିଥିବେ।ଯଦି ଫିଟ ରହିବାକୁ ଚାହୁଁଛନ୍ତି ଓ ରୋଗରୁ ମୁକ୍ତ ରହିବାକୁ ଚାହୁଁଛନ୍ତି ତ ସବୁଦିନ ବ୍ୟାୟାମ କରନ୍ତୁ।ମନା ସ୍ବାସ୍ଥ୍ୟ ରହିଲେ ଦେହ ମଧ୍ୟ ସ୍ଵାସ୍ଥ୍ୟ ରହିବ।

ଆପଣ ଆପଣଙ୍କ ନିଜ ଲୋକ ମାନଙ୍କ ସହିତ ଅଧିକ ସମୟ ବିତାନ୍ତୁ।ତାଙ୍କ ସହିତ କଥା ବାଣ୍ଟନ୍ତୁ।ଏପରି କରିବ ଦ୍ଵାରା ଆପଣଙ୍କୁ ଭଲ ଲାଗିବ।ଆପଣ ପ୍ରତିଦିନ କିଛି ସମୟ ବାହାର କରି ଆପଣଙ୍କ ନିଜ ଲୋକଙ୍କ ସହିତ ମୀଳନ୍ତୁ।

ଚତୁର୍ଥ କାମ ବହୁତ ଦରକାରୀ ଯାହାକୁ ଅଳପ ଲୋକ କରୁଥିବେ।ମୁ ଆପଣକୁ ଧ୍ୟାନ କରିବା ପାଇଁ କହୁଚି।ଏହା ବହୁତ ଜରୁରୀ ଅଟେ।କିଛି ଲୋକ ଭଗବାନଙ୍କ ଧ୍ୟାନ କରନ୍ତି ଏଥିରୁ ତାଙ୍କୁ ବହୁତ ଆରାମ ମିଳିଥାଏ।ଆପଣ ଏକ ନିରୋଳା ଜାଗାରେ ବସିକରି କେବଳ ଭଲ କଥା ଭାବନ୍ତୁ।ଏହାଦ୍ବାରା ଆପଣ ଚିନ୍ତା ମୁକ୍ତ ରହିବେ।

ପଞ୍ଚମ କାମ ହେଉଛି ଆପଣ ଖୁବ ହସନ୍ତୁ।ଛୋଟ ଛୋଟ କଥାରେ ହସାନ୍ତୁ।ଏହା ଆପଣଙ୍କୁ ଅଲଗା ଲାଗିଲେ ବି ଏପରି କରନ୍ତୁ।ଏହା ଏକ ଭଲ ବ୍ୟାୟାମ।ଏହାଦ୍ବାରା ହାର୍ଟଏଟେକର ସମ୍ଭାବନା କମିଯାଏ।

ଷଷ୍ଠ କାମ ହେଲା ସମସ୍ତଙ୍କ ସହିତ ଖୋଲା ମନ ଭାବରେ ମିଶନ୍ତୁ।ରିସର୍ଚ୍ଚ ଅନୁସାରେ ଯଦି ଆମେ କାହା ପାଖକୁ ଜାଉଚେ ତ ଆମ ଥକାନ ଦୂର ହୋଇଯାଏ। ଡକ୍ଟର ବି ଏହି କଥାକୁ ମାନନ୍ତି।

ସପ୍ତମ କଥା ହେଲା ଭଲ କଥା ଭାବନ୍ତୁ,ଭଲ ଲୋକ ମାନଙ୍କ ସହିତ ମିଶନ୍ତୁ।ଏହାଦ୍ବାରା ଆପଣକଂ ଜୀବନ ବହୁତ ସହଜ ହୋଇଯିବ।ଯେଉଁ ବି ବ୍ୟକ୍ତି ଏହି କଥାକୁ ବୁଝିବ ସେ ଏକ ପରଫେକ୍ଟ ଜୀବନ ପାଇଯିବ।

Leave a Reply

Your email address will not be published. Required fields are marked *